ଦୀପାବଳି

କିପରି ପାଳିବେ ସୁରକ୍ଷିତ ଦୀପାବଳି

ଦୀପାବଳିକୁ ଧୁମ୍‌ଧାମ୍‌ରେ ପାଳିବାକୁ ସମସ୍ତଙ୍କର ଇଚ୍ଛା । ହେଲେ ବାଣ ଫୁଟାଇବାବେଳେ ସାମାନ୍ୟ ସତର୍କତାର ଅବହେଳା ବିପଦକୁ ଡାକିଆଣେ। ତେବେ ଜାଣନ୍ତୁ ସେ ନେଇ କିଛି ଟିପ୍ସ… – ସବୁବେଳେ ଖୋଲାସ୍ଥାନ ଦେଖି ବାଣ ଫୁଟାନ୍ତୁ। ଲୋକମାନେ କାରବାର କରୁଥିବା ସ୍ଥାନ…

ଧନତେରସରେ ଘରକୁ ଆଣନ୍ତୁ ନାହିଁ ଏସବୁ ଜିନିଷ

ଧନତେରସରେ ବିଭିନ୍ନ ଜିନିଷ କିଣାକିଣି କଲେ ଘରକୁ ଲକ୍ଷ୍ମୀ ଆସିଥାଆନ୍ତି ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଲୋକେ ସୁନାରୂପା କିଣିବାର ବିଧି ରହିଛି। ହେଲେ ଏବେ ଅଧିକାଂଶ ଲୋକେ ସୁନାରୂପା ପରିବର୍ତ୍ତେ ଯେ କୌଣସି ଜିନିଷ ଘରକୁ ଆଣିଲେ ଧନ ଓ…

ଦୀପାବଳି ଓ ପ୍ରଦୂଷଣ

”ଶବ୍ଦ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବଳ୍ପ ଡେସିବେଲଯୁକ୍ତ ଶବ୍ଦ ବାଣ ଫୁଟାଇବା ଦରକାର । ଅଧିକ ଶବ୍ଦ କରୁଥିବା ବାଣ କେବଳ ଶ୍ରବଣ ଶକ୍ତିକୁ ଗଭୀର ଭାବରେ ପ୍ରଭାବିତ କରି ନ ଥାଏ ଏଥିରୁ ନିର୍ଗତ ବିଷାକ୍ତ ରାସାୟନିକ…

ଷ୍ଟେଶନ୍‌ ବଜାର ମା’ଶ୍ୟାମାକାଳୀ ପୂଜା : ଚାନ୍ଦି ଅଳଙ୍କାର ମେଢ଼ ସଜ୍ଜା ଉପରେ ଗୁରୁତ୍ୱ

ଯାଜପୁର ରୋଡ, ୨୧ା୧୦(ନି.ପ୍ର.): ଯାଜପୁର ରୋଡ ସହର ସ୍ଥିତ ଷ୍ଟେଶନ୍‌ ବଜାରରେ ୧୯୫୮ରୁ ମା’ ଶ୍ୟାମାକାଳୀଙ୍କୁ ପୂଜା କରାଯାଉଛି। ଏଠାରେ ପୂଜା ଆରମ୍ଭ ହେବା ପୂର୍ବରୁ ସ୍ଥାନୀୟ ଲୋକମାନେ କାଳୀପୂଜା ଦେଖିବା ପାଇଁ ଭଦ୍ରକ ଜିଲା ଯାଉଥିଲେ। ଏହାକୁ ଦେଖି ସହରରେ…

କେଉଁଦିନ ପାଳନ କରାଯାଏ ଛୋଟ ଦୀପାବଳି

ଦୀପାବଳି ପାଳନର ମହତ୍ୱ ଯେପରି ରହିଛି ଠିକ୍‌ ସେହିପରି ଏହା ପୂର୍ବଦିନର ପର୍ବ ଗୁଡିକର ମହତ୍ୱ ମଧ୍ୟ ରହିଛି। ଯେମିତି ଧନତେରାସ୍‌ ସେମିତି ଛୋଟ ଦୀପାବଳି। ଏହାକୁ ନରକ ଚତୁର୍ଦ୍ଦଶି ଭାବରେ ମଧ୍ୟ ପାଳନ କରାଯାଇଥାଏ। ଏହି ଦିନ ଅର୍ଥାତ୍‌ କାର୍ତ୍ତିକ…

ଆସୁଛି ଦୀପାବଳି : ଏସବୁ ସ୍ଥାନରେ ଅନୁଭବ କରିବେ ପୂର୍ଣ୍ଣିମା ରାତିର ଜହ୍ନ ଆଲୁଅ

ଭାରତରେ ଏମିତି କିଛି ସ୍ଥାନ ରହିଛି, ଯେଉଁଠିକି ଯିବା ପାଇଁ ସବୁ ସମୟରେ ମନ ଚାହିଁବ। ବିଶେଷକରି ଦୀପାବଳିରେ ଏଠାକୁ ଯିବାର ମଜା କିଛି ଅଲଗା। ଅମାବାସ୍ୟା ରାତିରେ ବି ପୂର୍ଣ୍ଣିମା ରାତି ଜହ୍ନର ପରଶ ପାଇପାରିବେ। ତେବେ ଆସନ୍ତୁ ଜାଣିବା…

ଦୀପାବଳି ପାଇଁ ଲାଗେ ଗଧ ହାଟ: ଦାମ୍‌ ଲକ୍ଷେ ଟଙ୍କା

ଚିତ୍ରକୂଟ,୧୯।୧୦: ପ୍ରଭୁ ଶ୍ରୀରାମଙ୍କ ତପସ୍ୟା ସ୍ଥଳ ଚିତ୍ରକୂଟରେ ଦୀପାବଳି ଅବସରରେ ୩ ଦିନ ପାଇଁ ମନ୍ଦାକିନୀ ନଦୀ କୂଳରେ ଲାଗେ ଐତିହାସିକ ଗଧ ହାଟ। ଏଠାକୁ ଆସୁଥିବା ଗଧମାନଙ୍କର ନାଁ କୌଣସି ଫିଲ୍ମ ଷ୍ଟାର ଅବା ରାଜନେତାଙ୍କ ନାମ ଅନୁସାରେ ରଖାଯାଇଥାଏ।…

ଦୀପାବଳି ପୂର୍ବରୁ କାହିଁକି ପାଳନ କରାଯାଏ ଧନତେରସ

ଆଲୋକର ପର୍ବ ଦୀପାବଳିକୁ ନେଇ ଘରେ ଘରେ ଆନନ୍ଦ ପରିଲକ୍ଷିତ ହୋଇଥାଏ। ତେବେ ଦୀପାବଳି ପୂର୍ବରୁ ଧନତେରସ ପାଳନ କରାଯିବାର ବିଧି ରହିଛି। ହେଲେ ଏହି ଧନତେରସ କାହିଁକି ପାଳନ କରାଯାଏ ସେ କଥା ହୁଏତ କେତେକେ ଜାଣି ନ ଥିବେ।…

ଏଠାରେ କୁକୁରକୁ ପୂଜା କରାଯାଇ ପାଳନ କରାଯାଏ ଦୀପାବଳି

ଆଲୋକର ପର୍ବ ଦୀପାବଳୀ କେବଳ ଭାରତରେ ପାଳନ କରାଯାଏ ନାହିଁ। ଏହା ଜାପାନ, ଗୁଆନା, ମାଲେସିୟା, ମରିସସ୍‌, ମ୍ୟାନମାର, ସିଙ୍ଗାପୁର ଆଦି ଦେଶରେ ମଧ୍ୟ ପାଳନ କରାଯାଇଥାଏ। ତେବେ ଭାରତର ପଡୋଶୀ ଦେଶ ନେପାଳରେ ଏହା ଭିନ୍ନ ଢଙ୍ଗରେ ପାଳନ କରାଯାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?