ସୁନ୍ଦରଗଡ଼

ଜୀବନବିନ୍ଦୁ କାର୍ଯ୍ୟକ୍ରମ, ୩୫ୟୁନିଟ ରକ୍ତ ସଂଗ୍ରହ

ସୁନ୍ଦରଗଡ, ୨୪|୪ (ଡି.ଏନ୍‌.ଏ) – ସୁନ୍ଦରଗଡ ବିଜୁ ଜନତା ଦଳ ପକ୍ଷରୁ ଗୁରୁବାରଠାରୁ ତିନିଦିନିଆ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ରେଡକ୍ରସ ସ୍ବାସ୍ଥ୍ୟ ଭଣ୍ଡାରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୫ୟୁନିଟ ରକ୍ତ ସଂଗୃହୀତ ହୋଇଛି । ବର୍ତ୍ତମାନ…

ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବଜାର ସ୍ଥାପନ

ସୁୁନ୍ଦରଗଡ, ୨୩ା୪ (ଡି.ଏନ୍‌.ଏ.)-ଚାଷୀମାନଙ୍କ ଉତ୍ପାଦିତ ବଳକା କୃଷିଜାତ ଦ୍ରବ୍ୟକୁ ଠିକ ଭାବେ ବିକ୍ରି କରିବା ସହିତ ଚାଷୀ ଏବଂ ବ୍ୟବସାୟୀମାନଙ୍କ ହିତକୁ ଦୃଷ୍ଟିରେ ରଖି ନିୟନ୍ତ୍ରିତ ବଜାର କମିଟି ସର୍ଗିପାଲି ତରଫରୁ ସୁନ୍ଦରଗଡ଼ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜଳ ବିଭାଜିକା…

ଗୋଆରେ ଦାଦନ ଖଟିବାକୁ ଯାଇ ଜୀବନ ହରାଇଲେ ଶ୍ରମିକ

ସୁନ୍ଦରଗଡ, ୨୨ା୪(ଡି.ଏନ୍‌.ଏ.): ଗୋଆକୁ ଦାଦନ ଖଟିବାକୁ ଯାଇଥିବା ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକର ଜଣେ ୨୫ବର୍ଷୀୟ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ଲକ ଅଧୀନ ଗଏଲଶୁଖା ଗ୍ରାମର ରଞ୍ଜିତ ହେମ୍ରମ (୨୫)। ସେଠାରେ ସମୁଦ୍ରରେ ମାଛ ମାରିବା କାମରେ ନିୟୋଜିତ…

ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ଚାଷୀଙ୍କ ସହାୟତା

ନୂଆଗାଁ, ୨୨।୪ (ଡି.ଏନ.ଏ.)-ବୁଧବାର ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡା ଗ୍ରାମର ଚାଷୀ ବାସୁଦେବ ସାହୁ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ୫୫ ହଜାର ୫୫୫ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି । ରାଉରକେଲା ଅତିରିକ୍ତ ଜିଲାପାଳ…

ଭିଡ଼ିଓ ଭାଇରାଲ ହିଁ ୬ ଅଭିଯୁକ୍ତଙ୍କୁ ଧରାଇଦେଲା

ବଡ଼ଗାଁ,୨୨।୪(ଡି.ଏନ.ଏ.) ସୁନ୍ଦରଗଡ଼ ଜ଼ିଲା ବଡ଼ଗାଁ ଥାନା ଅନ୍ତର୍ଗତ ଝରମୁଣ୍ଡା ଗ୍ରାମରେ ସପ୍ତାହେ ତଳେ କେତକ ଯୁବକ ୨ ଜଣ ମହିଳା ଓ ୨ ଜଣ ଯୁବକଙ୍କୁ ଖଟରେ ବାନ୍ଧି ନିର୍ମମ ଭାବେ ମାଡ ମାରିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ…

କର୍ତ୍ତବ୍ୟ ଆଗ ବିବାହ ପଛ: ବ୍ୟକ୍ତିଗତ ସ୍ବାର୍ଥକୁ ପଛରେ ପକାଇ ଉଦାହରଣ ସୃଷ୍ଟି କଲେ ସୁନ୍ଦରଗଡ଼ର ୨ ମହିଳା ପୋଲିସ କର୍ମଚାରୀ

ସୁୁନ୍ଦରଗଡ, ୨୧।୪ (ଡି.ଏନ୍‌.ଏ.): ମହାମାରୀ କରୋନା ସହ ଲଢେଇରେ ସବୁଠୁ ବଡ ଯୋଦ୍ଧା ପାଲଟିଛନ୍ତି ଡାକ୍ତର ଏବଂ ପୋଲିସ। ଏହି ଲଢେଇରେ କର୍ତ୍ତବ୍ୟକୁ ଆଗରେ ରଖି ଏମାନେ ଦିନ ରାତିକୁ ଏକ କରିଦେଇଛନ୍ତି। ବ୍ୟକ୍ତିଗତ ସ୍ବାର୍ଥକୁ ପଛରେ ପକେଇ ସାମୂହିକ ସ୍ବାର୍ଥକୁ…

ସୁନ୍ଦରଗଡ ଜିଲାରେ କରୋନା ପଜିଟିଭ ସଂଖ୍ୟା ୩ରେ ପହଞ୍ଚିଲା: ବିଶ୍ରା ଅଞ୍ଚଳରେ ଆହୁରି ୪୮ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧି ବଢିଲା

ସୁନ୍ଦରଗଡ,୨୦।୪(ଡି.ଏନ୍‌.ଏ.) ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ୬ଟି ଜିଲାକୁ ହାଇରିସ୍କ ଜିଲା ଭାବେ ଘୋଷଣା କରାଯାଇଛି। ଏଥି ମଧ୍ୟରେ ସୁନ୍ଦରଗଡ ଜିଲା ରହିଛି। ଗତ ୧୧ ତାରିଖରେ ଏହି ଜିଲାର ୨ଜଣଙ୍କ ଠାରେ କରୋନା ଭୂତାଣୁ ପ୍ରଥମେ ଚିହ୍ନଟ ହେବା ପରେ…

ସୁନ୍ଦରଗଡ଼ରେ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହସ୍ପିଟାଲ

ସୁୁନ୍ଦରଗଡ଼,୧୯ା୪(ଡି.ଏନ୍‌.ଏ.) ସୁନ୍ଦରଗଡ଼ରେ ନିର୍ମାଣାଧୀନ ମେଡିକାଲ କଲେଜ ଓ ହସ୍ପିଟାଲରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ଓ୍ବାର୍ଡର କାମ ସରିଛି ା ଏହି ହସ୍ପିଟାଲକୁ ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ଏଥିରେ ଥିବା ୧୪ଟି ଓ୍ବାର୍ଡରେ ୧୮ଟି କୋଠରି ରହିଛି।…

ଲକ୍‌ଡାଉନ୍‌ ଯୋଗୁ ମାସ୍କ ପିନ୍ଧି ବେଦୀରେ ବସିଲେ ବରକନ୍ୟା, ସାମାଜିକ ଦୂରତ୍ୱ ରକ୍ଷା କରି ବିବାହ ସମ୍ପନ୍ନ

ସୁନ୍ଦରଗଡ଼, ୧୮।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଲକ୍‌ଡାଉନ୍‌ ଅବଧି ମେ ୩ କୁ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ସୁନ୍ଦରଗଡ଼ ଜିଲାରେ ପୂର୍ବରୁ ଲଗ୍ନ ସ୍ଥିର ହୋଇଥିବା ବର କନ୍ୟା ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତ୍ୱ ରକ୍ଷା କରି…

୨ ବଙ୍ଗୀୟ ଯୁବକଙ୍କୁ ଧରିନେଲା ପୋଲିସ

ନୂଆଗାଁ, ୧୮।୪ (ଡି.ଏନ.ଏ.)- ଦେଶ ଓ ରାଜ୍ୟ କରୋନା ପାଇଁ ଲକ୍‌ ଡାଉନ ରହିଛି। ହେଲେ ଗୁରୁବାର ସନ୍ଧ୍ୟାରେ ସୁନ୍ଦରଗଡ ଜିଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଅନ୍ତର୍ଗତ ଟାଙ୍ଗରପାଲି ଗାଁକୁ ଏକ ପିକଅପ୍‌ ଭ୍ୟାନ (ଡବ୍ଲୁବି ୧୯ ଜେ- ୯୯୨୬)ରେ…

ରକ୍ତଦାନ କରି ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ସୁନ୍ଦରଗଡ଼, ୧୭।୪(ଡି.ଏନ.ଏ.): ପ୍ରବାଦ ପୁରୁଷ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ବିଜୁ ଜନତା ଦଳ ପକ୍ଷରୁ ନିରାଡମ୍ବର ଭାବେ ପାଳିତ ହୋଇଛି। ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂ ଅନ୍ୟମାନେ ବିଜୁ ବାବୁଙ୍କ ଫଟୋ…

ସବ୍‌ଡେଗାରେ ସାନିଟାଇଜ କଲା ଅଗ୍ନିଶମ ବିଭାଗ

ସବଡେଗା, ୧୭।୪(ଡି.ଏନ.ଏ.): ଓଡିଶା-ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲା ସବଡେଗା ବସଷ୍ଟାଣ୍ଡ ଅଞ୍ଚଳଞ୍‌କୁ ଶୁକ୍ରବାର ବିଶୋଧନ କରାଯାଇଛି। ଏହି ବ୍ଲକରୁ ବାହାର ରାଜ୍ୟକୁ ଅନେକ ଶ୍ରମିକ ଯାଇଥାନ୍ତି। ଏଥି ସହିତ ବାଲିଶଙ୍କରା ବ୍ଲକ ଓ ପଡୋଶୀ ଝାଡ଼ଖଣ୍ଡ ରାଜାର ବହୁ ଶ୍ରମିକ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?