ବନ୍ଦ ଘରୁ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର, ବିଷମିଶା କ୍ଷୀର ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ
ସୁନ୍ଦରଗଡ଼,୧୧।୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଅଧୀନ ଆଇଟି କଲୋନୀର ଏକ କ୍ୱାର୍ଟର୍ସରୁ ଶନିବାର ଗୋଟିଏ ପରିବାରର ୪ଜଣଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ରଞ୍ଜିତ ପ୍ରସାଦ, ତାଙ୍କ ସ୍ତ୍ରୀ କଳ୍ପନା ଏବଂ ଦୁଇ ପୁଅ ଝିଅ। ରାଜଗାଙ୍ଗପୁର…
ମୋବାଇଲ ଅଛି, ନେଟଓ୍ବର୍କ ନାହିଁ: ଅପହଞ୍ଚ ଇଲାକାରେ ମୋବାଇଲ ଫୋନ ସେବା ବିଚ୍ଛିନ୍ନ
ଲେଫ୍ରିପଡା,୧୦।୧(ଡି.ଏନ.ଏ) -ସୁନ୍ଦରଗଡ ଜିଲା ଲେଫ୍ରିପଡା ବ୍ଲକ୍ ଅନ୍ତର୍ଗତ ରାଜବାହାଲ ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ। ଏହା ଦୁର୍ଗମ ପାହାଡି ଅଞ୍ଚଳରେ ରହିଥିବା ବେଳେ ଅଞ୍ଚଳବାସୀ ମୋବାଇଲ ଫୋନ ସେବା ପାଇବାରୁ ବଞ୍ଚିତ ରହିଛନ୍ତି। ରାଜବାହାଲ ପଞ୍ଚାୟତରେ କୁଆଘରା, ବାନିକଛାର,…
ଗାଁକୁ ନାହିଁ ରାସ୍ତା: ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ
ସୁନ୍ଦରଗଡ଼,୯।୧(ଡି.ଏନ୍.ଏ.): ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ। ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ସରଫଗଡ଼ ପଞ୍ଚାୟତ ହାତୀଟୁକୁ ଗାଁର ଜଣେ ମହିଳାଙ୍କୁ ଖଟିଆ ବୋହି ୨ କିମି ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ମେଡିକାଲ ଅଣାଯାଇଛି। ମହିଳାଜଣକ ହେଲେ ଏମ୍ବ୍ରିତା ଆଇନ୍ଦ। ସେ…
କୁଦାହୁଡ଼ାଙ୍ଗ ଜଙ୍ଗଲରେ ମାଈହାତୀ ମୃତ
ନୂଆଗାଁ, ୯ା୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ସୀମାନ୍ତ ବିଶ୍ରା ବନାଞ୍ଚଳ ନୂଆଗାଁ ବ୍ଲକ ଚିତାପେଡି ପଞ୍ଚାୟତ ଅନ୍ତର୍ଗତ କୁଦାହୁଡାଙ୍ଗ ଜଙ୍ଗଲରେ ବୁଧବାର ଏକ ମାଈ ହାତୀର ମୃତଦେହ ମିଳିଛି। ହାତୀକୁ କେହି ମାରି ଦେଇଛନ୍ତି ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଛି…
ଭୟରେ ଓଲଟିଲା ମାଛ ଗାଡ଼ି
ରାଉରକେଲା ଅଫିସ,୯ା୧: ବୁଧବାର ବନ୍ଦ ପାଳନ ସମୟରେ ଏକ ମାଛ ବୋଝେଇ ପିକ୍ଅପ୍ ଭ୍ୟାନ ଷ୍ଟିଲ ସିଟିର ବିର୍ସା ଛକରେ ଓଲଟି ପଡ଼ିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଜିଅନ୍ତା ମାଛ ଭର୍ତ୍ତି ଥିଲା। ମାଛସବୁ ରାସ୍ତାରେ ପଡ଼ି ଛଟପଟ…
କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିର ପ୍ରତିବାଦ: ଜୀବନଯାତ୍ରା ପ୍ରଭାବିତ
ସୁନ୍ଦରଗଡ଼,୮।୧(ଡି.ଏନ୍.ଏ.): କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତି ପ୍ରତିବାଦରେ ବୁଧବାର କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ପ୍ରଭାବ ସୁନ୍ଦରଗଡ଼ରେ ଦେଖିବାକୁ ମିଳିଛି। ଜିଲାରେ ଏଆଇଟିୟୁସି ନେତୃତ୍ୱରେ ବିଭିନ୍ନ ଶ୍ରମିକ ସଂଗଠନ ଏହି ବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି।…
ରାଉରକେଲାରେ ବନ୍ଦ ପ୍ରଭାବ: ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍
ରାଉରକେଲା ଅଫିସ, ୮।୧: ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପାଳନର ପ୍ରଭାବ ରାଉରକେଲାରେ ପଡିଛି। ରେଳ, ବସ୍ ଏବଂ ଅଟୋ ସହ ଜାତୀୟ ରାଜପଥରେ…
ସୋସିଆଲ ମିଡ଼ିଆରେ ବନ୍ଧୁତ୍ୱ: ବନ୍ଧୁଙ୍କୁ ଭେଟିବା ଲାଗି କୋରିଆରୁ ସୁନ୍ଦରଗଡ଼
ସୁନ୍ଦରଗଡ଼, ୫।୧(ଡି.ଏନ୍.ଏ.) -ସବୁ ସମ୍ପର୍କ ମଧ୍ୟରେ ବନ୍ଧୁତ୍ୱ ଭାବ ନିଆରା । କେତେବେଳେ କାହା ସହିତ ଅନ୍ତରଙ୍ଗ ବନ୍ଧୁତ୍ୱ ସୃଷ୍ଟି ହୁଏ ତାହାର କୌଣସି ନିର୍ଦ୍ଦିଷ୍ଟ ସୀମା ନ ଥାଏ। ସେହିପରି ଏକ ନିଆରା ବନ୍ଧୁତ୍ୱ ସୋସିଆଲ ମିଡିଆ ଫେସ୍ବୁକର ଚାଟିଂ…
କୁକୁଡା ଲଢ଼େଇ ଦେଖି ଫେରୁଥିଲା ବେଳେ ଦୁର୍ଘଟଣା: ଟିପ୍ପର ଓଲଟି ୩ ମୃତ, ୧ ଗୁରୁତର
ଲହୁଣୀପଡା, ୪।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଚୋରଧରା ପଞ୍ଚାୟତ କଲ୍ୟାଣ ମଣ୍ଡପ ପାଖରେ ଏକ ଟିପ୍ପର ଗୁରୁବାର ସନ୍ଧ୍ୟା ସାଢ଼େ ୬ଟା ବେଳେ ଓଲଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ହୋଇଥିବାବେଳେ ୬ ଅଳ୍ପକେ…
ସୁନ୍ଦରଗଡ଼ରେ ତୁଷାରପାତ
ସୁନ୍ଦରଗଡ଼,୨୯।୧୨(ଡି.ଏନ୍.ଏ.) – ସୁନ୍ଦରଗଡ଼ ଜିଲାରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ରାତିରେ ପାରଦ ଖସୁଥିବା ଯୋଗୁ ଶୀତ ବଢୁଛି। ଶୁକ୍ରବାର ରାତିରେ ଜିଲାର କୋଇଡା, ଟେନସା ଓ ସୁନ୍ଦରଗଡଠାରୁ ୫କି.ମି ଦୂର ସବ୍ଡେଗା ବ୍ଲକର କରମଡିହିଠାରେ ତୁଷାରପାତ ହୋଇଥିବାର ଦେଖିବାକୁ ମିଳିଛି।…
ଆର୍ଏସ୍ପି ଭିତରକୁ ଦୁଇଟି ଗାଡ଼ିର ସନ୍ଦେହଜନକ ପ୍ରବେଶ
ରାଉରକେଲା ଅଫିସ, ୨୯। ୧୨-ରାଉରକେଲା ଇସ୍ପାତ କାରଖାନା ଭିତରକୁ ଶନିବାର ସନ୍ଦେହଜନକ ଭାବେ ପଶିଥିବା ଦୁଇଟି ଭାରିଯାନକୁ ଅଟକ ରଖାଯାଇଛି। ଏହା ସହ କାରଖାନା ସୁରକ୍ଷା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି। ଦୁଇ ଗାଡ଼ି ନଂ. ଏନ୍ଏମ୍ ୦୨କ୍ୟୁ ୧୩୩୬ ଟ୍ରକ…
ଆସ୍ଥାଗୃହ ଅନ୍ତେବାସୀଙ୍କ ସହ ଖାଇଲେ ଜିଲାପାଳ
ସୁନ୍ଦରଗଡ,୨୯।୧୨ (ଡି.ଏନ୍.ଏ) -ସମସ୍ତଙ୍କ ମଧ୍ୟରେ ବହିପଢିବା ଅଭ୍ୟାସ ସୃଷ୍ଟି କରିବା ପାଇଁ ସୁନ୍ଦରଗଡ଼ରେ ‘ବହିପଢ’ ଅଭିଯାନ ଆରମ୍ଭ କରି ଅଭିନବ ପ୍ରୟାସ କରିଥିବା ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଶନିବାର ସ୍ଥାନୀୟ ଆସ୍ଥାଗୃହରେ ଅନ୍ତେବାସୀଙ୍କ ସହ ଏକାଠି ବସି ମଧ୍ୟାହ୍ନ ଭୋଜନ…
Archives


