ରୁଗୁଡିପାଲି ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷିତ
ସୋନପୁର, ୬।୧(ନି.ପ୍ର.): ଗତବର୍ଷ ମୋ ନାତୁଣୀର ବାହାଘର ଠିକ୍ ହୋଇଥିଲା। ସେତେବେଳେ ତାକୁ ପ୍ରାୟ ୧୫ ବର୍ଷ ହୋଇଥିଲା। ଗାଁର ଅଙ୍ଗନଓ୍ବାଡି କର୍ମୀ ଗୀତାଞ୍ଜଳି ରଣା ଘରକୁ ଆସି ବାହାଘର ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ। ପ୍ରଥମେ ଆମେ ତାଙ୍କ ଉପରେ…
ପଏଁରୀ ତିହାର : ନୃତ୍ୟଗୀତରେ ଦୁଲୁକିଲା ମଞ୍ଚ
ସୋନପୁର,୩।୧(ନି.ପ୍ର.) – ପଶ୍ଚିମ ଓଡିଶାର ପାରମ୍ପରିକ ଲୋକନୃତ୍ୟ ଓ ଗୀତରେ ଗୁରୁବାର ପଏଁରୀ ତିହାରର ଦ୍ୱିତୀୟ ସନ୍ଧ୍ୟାର ମଞ୍ଚ ଦୁଲୁକି ଉଠିଥିଲା। ଢୋଲ, ନିଶାନ ଓ ବଂଶୀ ସ୍ବରର ତାଳେ ତାଳେ ଭୀମଭୋଇ କଳା ମଣ୍ଡପରେ କଳାକାରମାନେ ପାରମ୍ପରିକ ଲୋକନୃତ୍ୟ ଓ…
ଆବାସ ଯୋଜନାରୁ ବଁଚିତ୍ ଦିବ୍ୟାଙ୍ଗ ବିକାଶ
ବିନିକା,୨।୧ (ଡି.ଏନ୍.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଁଚେତ୍ ଅଧୀନ କଦଲିପାଲି ଗଁାର ସ୍ବର୍ଗତ ସୌରୀ ଭୁଏକଁର ପୁଓ ବିକାଶ ଭୁଏ(୧୮) ଜନ୍ମୁ ଦିବ୍ୟାଙ୍ଗ ଆନ୍। ସେ ଠିକ୍ରେ ଚାଲିବୁଲି, ଶୁନି ନାଇଁ ପାରବାର। ଆଏଁଖ୍କେ ବି ଅଲପ୍ ଦେଖାଯାଉଛେ।…
ଚଢେଇଗୁଡି ଯୋଗାଶ୍ରମ ଭାଙ୍ଗିଲା ଦନ୍ତା
ସୋନପୁର,୩୧।୧୨(ନି.ପ୍ର.) ସୁବର୍ଣ୍ଣପୁର ବନଖଣ୍ଡର ଉଲୁଣ୍ଡା ବନାଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି। ହାତୀପଲ ଦୀର୍ଘଦିନ ଧରି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଉଛନ୍ତି। ଗୋଟିଏ ପଲରେ ୧୮ଟି, ଅନ୍ୟଟିରେ ୩ଟି ଓ ଗୋଟିଏ ଦନ୍ତା ଏକୁଟିଆ ବିଭିନ୍ନ ସ୍ଥାନରେ ଘୁରି ବୁଲୁଛନ୍ତି।…
ଟାର୍ଗେଟ୍ ବୃଦ୍ଧି ହୋଇନି: ମଣ୍ଡିରେ ପଡି ରହିଛି ଧାନ
ସୋନପୁର,୩୧।୧୨(ନି.ପ୍ର.) ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲାର ଧାନ କ୍ରୟ ଟାର୍ଗେଟ୍ ବୃଦ୍ଧି କରି ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଟାର୍ଗେଟ୍ ସରିଥିବାରୁ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ କିଣୁ ନଥିବା ଚାଷୀ…
ପ୍ରବଳ ଶୀତ, ୧୦ ଡିଗ୍ରୀ ତଳେ ୧୬ ସହରର ତାପମାତ୍ରା
ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ଏବେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା। ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ କେଉଁଠାରେ ବି ଶୀତରୁ ଲୋକଙ୍କୁ ନିସ୍ତାର ମିଳୁନାହିଁ। ଅନ୍ୟପକ୍ଷରେ ସୋମବାର ରାଜ୍ୟର ୧୬ଟି ସହରର…
ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ : କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତିର ବିକ୍ଷୋଭ
ବୌଦ୍ଧ,୨୮।୧୨(ସ୍ବ.ପ୍ର) ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ବୌଦ୍ଧ ଜିଲାରେ ୧୦୭ କିଲୋମିଟର ରେଳପଥ ନିର୍ମାଣ ହେବାକୁ ଥିବାବେଳେ ଏହାର ଜମି ଅଧିଗ୍ରହଣ ପ୍ରକିୟା ଆଗେଇ ପାରୁନାହିଁ। ଖୋର୍ଦ୍ଧା ପଟୁ ମହିପୁର ଓ ବଲାଙ୍ଗୀର ପଟୁ ତରଭା ପର୍ଯ୍ୟନ୍ତ ରେଳପଥ ନିର୍ମାଣ…
ମଣ୍ଡିରୁ ଉଠୁନି ଧାନ, ମିଲର୍ସଙ୍କୁ ଅନୁକମ୍ପା
ବରଗଡ଼ ଅଫିସ୍,୨୮।୧୨ ବରଗଡ଼ ଜିଲାରେ ଧାନ କିଣାବିକା ଅନିୟମିତତା ସାଧାରଣରେ ପରିଣତ ହୋଇଛି। ଧାନର ଅଭାବୀ ବିକ୍ରି, ମଲର୍ସଙ୍କ ମର୍ଜିରେ ଧାନକିଣା, ମଣ୍ଡିରେ କଟନୀଛଟନୀ ଭଳି ଅଭିଯୋଗ ନିତିଦିନିଆ ଘଟଣା ହୋଇପଡ଼ିଛି। ହେଲେ ସେଭଳି ଅଭିଯୋଗ ଉପରେ ଆଶାନୁରୂପ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।…
ସେଲ୍ଫି ହେଲା କାଳ: ମହାନଦୀ ବ୍ରିଜ୍ରୁ ଖସିପଡ଼ିଲେ ଯୁବକ
ସୋନପୁର,୨୭।୧୨(ନି.ପ୍ର.): ମୋବାଇଲରେ ସେଲ୍ଫି ନେବା ଯୁବକଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ଗୁରୁବାର ସକାଳେ ସୋନପୁର ସହର ପଟାଭାଡି ଅଞ୍ଚଳର ଜିତୁ ନାଏକ(୨୪) ମହାନଦୀ ବ୍ରିଜ୍ ଉପରେ ଛିଡା ହୋଇ ସେଲ୍ଫି ନେଉଥିଲେ। ତେବେ ଅସାବଧାନତାରୁ ସେ ବ୍ରିଜ୍ ତଳକୁ ଖସି ପଡିଥିଲେ।…
ପାପୀ ଗାଁବାସୀକର ଅଭିଯୋଗ: ମାସ୍କେ ଦୁଇଦିନ୍ ଖୁଲୁଛେ ଉପ ସ୍ବାସ୍ଥ୍ୟକେନ୍ଦ୍ର
ବିନିକା, ୨୬।୧୨ (ଡି.ଏନ୍.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ପଁଚେତ୍ ଅଧୀନ ପାପୀ ଉପ ସ୍ବାସ୍ଥ୍ୟକେନ୍ଦ୍ର ତଥା ଏଏନ୍ଏମ୍ ସେଣ୍ଟର ତିଆର ହେଲାଦିନୁ ଅବେବସ୍ତା ଘେରରେ ରହିଛେ। ଦେଖ୍ଭାଲ ଅଭାବୁ କେନ୍ଦ୍ରଟା ଲଟାବୁଟା ଢାପି ହେଇ ଭୁତକୁଠି ପାଲଟିଗଲାନ। କେନ୍ଦ୍ରରେ ନିୟୋଜିତ…
ପକ୍ଷୀ, ବାସସ୍ଥଳୀର ସୁରକ୍ଷା ଚିନ୍ତା : ଏକାଠି ହେଲେ ପରିବେଶବିତ୍
ସୋନପୁର,୨୭।୧୨(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ଛୋଟ ବଡ ନଦୀ, ନାଳ ଓ ବହୁ ସଂଖ୍ୟକ ବନ୍ଧ ରହିଛି। ଜଙ୍ଗଲ ସମ୍ପଦ ଓ ଉତ୍ତମ ଜଳବାୟୁ ଅଛି। ସ୍ଥାନୀୟ ଅଞ୍ଚଳରେ ଦେଖା ଯାଉଥିବା ପକ୍ଷୀଙ୍କ ସମେତ ଦେଶ ଓ ବିଦେଶର ବିରଳ ପକ୍ଷୀଙ୍କ ସମାଗମ ହେଉଛି।…
ମହାନଦୀ ଶଯ୍ୟାରେ ବିଦେଶାଗତ ପକ୍ଷୀଙ୍କ ଭିଡ଼: ଠାବହେଲା ବିରଳ ପକ୍ଷୀ କମନ୍ ମରଗାନସର
ସୋନପୁର,୨୬ା୧୨(ନି.ପ୍ର.): ବର୍ତ୍ତମାନ ଶୀତଦିନରେ ଦେଶ ତଥା ଦେଶ ବାହାରର ପକ୍ଷୀଙ୍କ ପାଇଁ ଚିରସ୍ରୋତା ମହାନଦୀ ପାଲଟିଛି ଜଳନିବାସ। ପ୍ରଚଣ୍ଡ ଶୀତରେ ସେଠାକାର ପରିବେଶରେ ବରଫ ପଡୁଥିବାରୁ ବିଦେଶରୁ ପକ୍ଷୀମାନେ ଏଠାକୁ ଚାଲି ଆସୁଛନ୍ତି ସ୍ବଚ୍ଛନ୍ଦରେ ରହିବାକୁ। ଦେଶ ତଥା ବିଦେଶର ପକ୍ଷୀଙ୍କ…
Archives


