ସୁବର୍ଣ୍ଣପୁର

ସୁବର୍ଣ୍ଣପୁରରେ ରାହଗିରି ପାଇଁ ପ୍ରସ୍ତୁତି

ସୋନପୁର,୨୮।୩(ନି.ପ୍ର.): ଅପ୍ରେଲ ୧ ତାରିଖ ଓଡିଶା ଦିବସ ଓ ୩୦ତମ ସୁବର୍ଣ୍ଣପୁର ଜିଲା ପ୍ରତିଷ୍ଠା ଦିବସ। ଏହି ଦିବସକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ସୁବର୍ଣ୍ଣପୁରର ବୁଦ୍ଧିଜୀବୀ, କଳାପ୍ରେମୀ ଓ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ପ୍ରତ୍ୟୁଷରେ ଡାକବାଜି...

ପ୍ରାର୍ଥତ୍ପତ୍ର ଦାଖଲ ଏପ୍ରିଲ ୪ରୁ

ସୋନପୁର,୨୮।୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଖଣ୍ଡହତା ପଞ୍ଚାୟତ ଓ ତରଭା ବ୍ଲକର କଟାପାଲି ପଞ୍ଚାୟତରେ ସମିତି ସଭ୍ୟ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ନିର୍ବାଚନ କମିଶନ ଗତ ୨୩ ତାରିଖରେ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।...

ମହାନଦୀରେ ବ୍ଲାଷ୍ଟିଂ, ଆଶଙ୍କାରେ ମତ୍ସ୍ୟଜୀବୀ

ବୀରମହାରାଜପୁର,୨୮।୩(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଦେଇ ପ୍ରବାହିତ ମହାନଦୀରେ ମାଛ ମାରିବା ପାଇଁ ବ୍ଲାଷ୍ଟିଂ କରାଯାଉଥିବା ବିଭିନ୍ନ ସମୟର ଅଭିଯୋଗ ହେଉଛି। ହେଲେ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଉନାହିଁ। ଏହାର ପ୍ରତିବାଦ କରି ସୋମବାର ବୀରମହାରାଜପୁର ବ୍ଲକ ଯୁବ କଂଗ୍ରେସ...

ଆରମ୍ଭ ହୋଇନି ମଡେଲ୍‌ ବସ୍‌ଷ୍ଟାଣ୍ଡ ନିର୍ମାଣ

ସୋନପୁର,୨୭।୩(ନି.ପ୍ର.):ସୁବର୍ଣ୍ଣପୁରର ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ ଅନିଶ୍ଚିତତା ମଧ୍ୟରେ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଏଥିପ୍ରତି ରାଜ୍ୟ ପରିବହନ ବିଭାଗ, ପୌର ପରିଷଦ କି ଜିଲା ପ୍ରଶାସନ କାହାରି ଦୃଷ୍ଟି ନାହିଁ। ନିର୍ବାଚିତ...

୨୨୮ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ

ସୋନପୁର,୨୫।୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲାତୁରପେଟସ୍ଥିତ ରୁଦ୍ର ମହାକୁଡଙ୍କ ବାସଭବନରେ ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ଚଢାଉ କରାଯାଇଛି। ରୁଦ୍ର ନିଜ ବାସଭବନରେ ବେଆଇନ ଭାବରେ ବିପୁଳ ପରିମାଣର ଗ୍ୟାସ ସିଲିଣ୍ଡର ମହଜୁଦ ରଖି ଦୀର୍ଘ ବର୍ଷ ଧରି...

୪ ଛାତ୍ରଙ୍କ ଉପରେ ମାଡ଼ିଗଲା କାର୍‌: ୩ ମୃତ, ଜଣେ ଆହତ

ସୋନପୁର,୨୨ା୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସୋନପୁର-ବିନିକା-ଡୁଙ୍ଗୁରିପାଲି ମେଜର ଡିଷ୍ଟ୍ରିକ୍ଟ ରୋଡ୍‌ (ଏମ୍‌ଡିଆର)ର ଶରଧାପାଲି ଛକ ନିକଟରେ ବୁଧବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବୁଲାଣି ରାସ୍ତାରେ ଏକ ଜାଇଲୋ ବିଦ୍ୟାଳୟ ଫାଟକ ପାର୍ଶ୍ୱରେ ଛିଡ଼ା ହୋଇଥିବା ଛାତ୍ରଙ୍କୁ ଧକ୍କା ଦେବାରୁ...

କଲବଲ କଲାଣି ମଶା, କର୍ତ୍ତୃପକ୍ଷ ନୀରବ

ସୋନପୁର,୨୨ା୩(ନି.ପ୍ର.): ମଶା ଉପଦ୍ରବରେ ଅତିଷ୍ଠ ହେଲେଣି ସୁବର୍ଣ୍ଣପୁର ସହରବାସୀ । ରାତି କଥା ଛାଡନ୍ତୁ ଦିନରେ ବସିବା କି ଛିଡାହେବା କଷ୍ଟକର ହୋଇପଡିଛି। ମଶାଙ୍କ ବିତ୍ପାତରେ ସହରବାସୀ ଯନ୍ତ୍ରଣାରେ ଦିନ କାଟୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଲୋକେ ଦିନରେ...

ଡାକ୍ତର ପରମାନନ୍ଦଙ୍କୁ ଅନ୍ତର୍ଜାତୀୟ ଫେମ୍‌ ଆଓ୍ବାର୍ଡ

ସୋନପୁର,୨୨ା୩(ନି.ପ୍ର.): ସୋନପୁରର ଯୁବ ଦନ୍ତ ଚିକିତ୍ସକ ଡାକ୍ତର ପରମାନନ୍ଦ ମିଶ୍ରଙ୍କୁ ମିଳିଛି ଆନ୍ତର୍ଜାତୀୟ ଫେମ୍‌ ଆଓ୍ବାଡ୍‌। ଶ୍ରେଷ୍ଠ ଦନ୍ତ ଚିକିତ୍ସକ ବର୍ଗରେ ମନୋନୀତ ହୋଇ ସେ ଏହି ପୁରସ୍କାର ପାଇଛନ୍ତି। ଗତ ୧୮ ତାରିଖରେ ଦିଲ୍ଳୀର ଏକ ତାରକା ହୋଟେଲରେ...

ଯୋଜନାରୁ ବଞ୍ଚତ୍ତ ଭିନ୍ନକ୍ଷମ ଭଉଣୀଭାଇ

ଅମରପାଲି,୨୦ା୩(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତର ସଦର ଗ୍ରାମର ବିଦେଶୀ ସାହୁ(୪୦) ଓ ତାଙ୍କ ଭଉଣୀ ପ୍ରମୋଦିନୀ ସାହୁ(୩୫)। ଉଭୟେ ଏବେ ଦୁର୍ବିସହ ଜୀବନ ବିତାଉଛନ୍ତି। ବିଦେଶୀ ଶାରୀରିଭାବେ ଦୁର୍ବଳ ହୋଇଥିବା ବେଳେ ପ୍ରମୋଦିନୀ ମାନସିକ ଅନଗ୍ରସର।...

ମହାନଦୀ କୂଳର ସଭ୍ୟତା ବହୁ ପ୍ରାଚୀନ

ସୋନପୁର,୧୮।୩(ନି.ପ୍ର.): ପୃଥିବୀରେ ମାନବ ସଭ୍ୟତା ଗଢି ଉଠିବାରେ ବଡ଼ ବଡ଼ ନଦୀଗୁଡିକର ପ୍ରମୁଖ ଭୂମିକା ରହିଛି । ଏହି କ୍ରମରେ ଓଡିଶାର ଜୀବନରେଖା କୁହାଯାଉଥିବା ମହାନଦୀ ଅବବାହିକାରେ ପୁରାତନ ମାନବ ସଭ୍ୟତା ଗଢି ଉଠିଥିଲା । ମହାନଦୀ କୂଳରେ ଥିବା...

ସୋନପୁର କଲେଜକୁ ମିଳିନି ପୂର୍ଣ୍ଣ ସରକାରୀ ମାନ୍ୟତା

ସୋନପୁର,୧୦।୩(ନି.ପ୍ର.): ସୋନପୁର କଲେଜ ସୁବର୍ଣ୍ଣପୁର ଜିଲାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ। ୧୯୬୪ ମସିହାରେ ଏହି କଲେଜ ସ୍ଥାପିତ ହୋଇଥିଲା। ଇତିମଧ୍ୟରେ ୫୯ ବର୍ଷ ବିତିଯାଇଛି। ହେଲେ ସୋନପୁର କଲେଜକୁ ନା ପୂର୍ଣ୍ଣ ସରକାରୀ ମାନ୍ୟତା ମିଳିଛି ନା ସ୍ବୟଂଶାସିତ ମାନ୍ୟତା...

ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରି ଯୁବକ ଗିରଫ

ତରଭା,୭ା୩(ଡି.ଏନ.ଏ.): ଯୁବତୀଙ୍କ ସହ ସୋସିଆଲ ମିଡିଆରେ ସମ୍ପର୍କ ସ୍ଥାପନ କଲେ। ପରେ ସମ୍ପୃକ୍ତ ଯୁବତୀଙ୍କୁ ଟଙ୍କା ମାଗି ବ୍ଲାକମେଲ କରିଥିଲେ। ଏଥିରେ ସଫଳ ନ ହେବାରୁ ଶେଷରେ ଆପତ୍ତିଜନକ ଫଟୋ ସବୁ ଭାଇରାଲ କରିବା ଅଭିଯୋଗରେ ସୁବର୍ଣ୍ଣପୁର ଜିଲା କମସରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri