ହଟିନି ୫-ଟି ବୋର୍ଡ, ପୂର୍ବ ସରକାରଙ୍କ ସଫଳତା ହୋର୍ଡିଂ
ସୋନପୁର,୨୭ା୬(ମୃତ୍ୟୁଞ୍ଜୟ ଶତପଥୀ)ଓଡ଼ିଶାରେ ନୂଆ ସରକାର ଗଠନ ହୋଇଛି। ୨୪ବର୍ଷର ବିଜେଡି ସରକାରକୁ ହଟାଇ ଭାଜପା ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଠନ କରିଛି। ଶାସନକୁ ଆସିବା କ୍ଷଣି ଭାଜପା ସରକାର ହାଇସ୍କୁଲରୁ ୫-ଟି ବୋର୍ଡ ହଟାଇ ଦେଇଛନ୍ତି। ରାଜ୍ୟରେ ଶାସନ...
ଆରମ୍ଭ ହୋଇପାରୁନି ଖରିଫ ଚାଷ କାର୍ଯ୍ୟ
ସୋନପୁର,୨୬।୬(ମୃତ୍ୟୁଞ୍ଜୟ ଶତପଥୀ): କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲାରେ ବର୍ଷା ନ ହେବା ଯୋଗୁ ଖରିଫ ଧାନ ଚାଷ କାର୍ଯ୍ୟ ଆରମ୍ଭ ହୋଇନି। ରେକର୍ଡ ପରିମାଣରେ ଧାନ ଉତ୍ପାଦନ ହେଉଥିବା ଏହି ଜିଲାରେ ଚାଷ ଜମି ସବୁ ପଡିଆ ପଡିଛି। ଜିଲାର...
ସର୍ପ ଦଂଶନରେ ଚାଲିଗଲା ସାପ ଧରାଳିଙ୍କ ଜୀବନ
ବୀରମହାରାଜପୁର,୨୪।୬: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ସାପ ଧରାଳି ଜଣକ ଥାନା ଭିତରେ ଲୋକଙ୍କୁ ସାପ ଦେଖାଉଥିବା ବେଳେ ସାପ କାମଡ଼ାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ସାପ ଧରାଳିଙ୍କ ନାଁ ଗୌର...
ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ, ଏଆରଆଇ
ସୁବର୍ଣ୍ଣପୁର,୨୧।୬: ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବୀରମହାରାଜପୁର ଖଣ୍ଡହତାର ଆର୍ଆଇ ରାଜେନ୍ଦ୍ର ମିଶ୍ର ଏବଂ ଏଆର୍ଆଇ ପଞ୍ଚାନନ ଡାଙ୍ଗ। ଏକ ତଦନ୍ତ ରିପୋର୍ଟ ଦେବାପାଇଁ ଜଣେ ବ୍ୟକ୍ତିଙ୍କୁ ଆର୍ଆଇ ରାଜେନ୍ଦ୍ର, ଏଆର୍ଆଇ ପଞ୍ଚାନନ ୫ହଜାର ଟଙ୍କା...
ସିକିମ୍ରେ ଫସିଛନ୍ତି ଓଡ଼ିଆ ପର୍ଯ୍ୟଟକ: ଉଦ୍ଧାର ପାଇଁ ଲୋଡ଼ିଲେ ସରକାରଙ୍କ ସହାୟତା
ସୋନପୁର,୧୭।୬(ମୃତ୍ୟୁଞ୍ଜୟ ଶତପଥୀ): ଉତ୍ତର-ପୂର୍ବ ସିକିମ୍ ରାଜ୍ୟକୁ ପରିବାର ସହିତ ଖରାଛୁଟିରେ ବୁଲିବାକୁ ଯାଇଥିବା ସୁବର୍ଣ୍ଣପୁର ଜିଲାର ୪ ଜଣଙ୍କ ସମେତ ମୟୂରଭଞ୍ଜ ଜିଲାର ଅନ୍ୟ ପର୍ଯ୍ୟଟକ ୫ ଦିନ ହେଲା ରାସ୍ତା ଅବରୋଧ ପାଇଁ ଫସି ରହିଛନ୍ତି। ସିକିମ୍ର ରାଜଧାନୀ...
ନୂଆରୂପରେ ଆସିବ ଲକ୍ଷ୍ମୀ ବସ୍
ସୋନପୁର,୭।୬(ମୃତ୍ୟୁଞ୍ଜୟ ଶତପଥୀ): ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ସରକାର ପରିବର୍ତ୍ତନ ସ୍ପଷ୍ଟ ହୋଇଛି। ତେବେ ଭାଜପା ସରକାରର ଶପଥ ସମାରୋହ ଆସନ୍ତା ୧୦ତାରିଖରେ ଜନତା ମଇଦାନ ଠାରେ ଆୟୋଜନ ହେବ। ଦଳର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଶପଥ ନେବେ।...
ଷଷ୍ଠ ଥର ପାଇଁ ବିଜୟୀ ହେଲେ ନିରଞ୍ଜନ
ସୋନପୁର,୪।୬(ମୃତ୍ୟୁଞ୍ଜୟ ଶତପଥୀ): ସରକାର ପରିବର୍ତ୍ତନ ହାଓ୍ବା ସତ୍ତ୍ୱେ ବିଜେଡିର ହେବିଓ୍ବେଟ୍ ନେତା ତଥା ପ୍ରାକ୍ତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋନପୁର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ସେ କ୍ରମାଗତ ଭାବେ ଷଷ୍ଠ ଥର ପାଇଁ ବିଜୟୀ ହୋଇ ରେକର୍ଡ ସୃଷ୍ଟି...
ନିରଞ୍ଜନ ପୂଜାରୀଙ୍କ ବଡ଼ ବିଜୟ
ଭୁବନେଶ୍ୱର,୪।୬: ସୋନପୁରରୁ ଜିତିଛନ୍ତି ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ। ଭାଜପା ପ୍ରାର୍ଥୀ ପ୍ରମୋଦ କୁମାର ମହାପାତ୍ରଙ୍କୁ ୧୫,୧୨୧ ଭୋଟରେ ହରାଇ ସେ ବିଜୟୀ ହୋଇଛନ୍ତି।
ନିରଞ୍ଜନ ପୂଜାରୀ ପଛରେ, ଆଗରେ ଅଛନ୍ତି ପ୍ରମୋଦ
ସୋନପୁର,୬।୪: ମଙ୍ଗଳବାର ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍ ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ସୋନପୁର ବିଧାନସଭା ଭାଜପା ପ୍ରାର୍ଥୀ ପ୍ରମୋଦ ମହାପାତ୍ର ଆଗୁଆ ରହିଛନ୍ତି। ବିଜେଡି...
ଲୁହାରଡ୍ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ : ଏସ୍ପି
ସୋନପୁର,୨୮।୪(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଟାଉନ ପୋଲିସ ଏକ ଲୁହାରଡ ବୋଝେଇ ଟ୍ରକ୍ରେ ବୌଦ୍ଧ ଜିଲା କଣ୍ଟାମାଳରୁ ମଧ୍ୟପ୍ରଦେଶକୁ ବିପୁଳ ପରିମାଣର ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ କରିଛି। ଟ୍ରକ୍ ଡ୍ରାଇଭର ତଥା ମଧ୍ୟପ୍ରଦେଶର ଦିନଦୋରୀ ଜିଲା ବଗାଗ ଥାନା ପିନ୍ଦ୍ରୁକ୍ଷି...
ବାଲିଶଯ୍ୟା, ପଥର ବିକିରଣ ପାଇଁ ପରିବେଶ ଉତ୍ତପ୍ତ
ସୋନପୁର,୧୬ା୫(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ସହରର ପାରଦ ଗତ କିଛିବର୍ଷ ହେବ ସର୍ବୋଚ୍ଚସ୍ତରରେ ରହୁଛି। ଏହି ସହର ଉତ୍ତପ୍ତ ବୋଲି ପାଣିପାଗ ରିପୋର୍ଟ କହୁଛି। ମହାନଦୀ ଓ ତେଲନଦୀ ଘେରି ରହିଥିବା ନଦୀକୂଳିଆ ସହର ସୁବର୍ଣ୍ଣପୁର ତଥା ସମଗ୍ର ଜିଲାରେ ଏଭଳି ପରିସ୍ଥିତି...
ବିଜେଡି ଏମ୍ପି, ଏମ୍ଏଲ୍ଏ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ବେଳେ ମହୁମାଛି ଆକ୍ରମଣ
ସୋନପୁର,୧୩।୫(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ଲୋକସଭା ଆସନ ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଏବଂ ବୀରମହାରାଜପୁର ବିଧାନସଭା ପ୍ରାର୍ଥୀ ପଦ୍ମନାଭ ବେହେରା ସୋମବାର ବିନିକା ବ୍ଲକ କଇନ୍ତରା ଗାଁରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ଏକ ଅଘଟଣ ଘଟିଛି। ନିର୍ବାଚନ...
Archives


