ସୁବର୍ଣ୍ଣପୁର

ପୋଲିସ ବାରାକ୍‌ରେ ଚାଲିଗଲା କନ୍‌ଷ୍ଟେବଲଙ୍କ ଜୀବନ

ବିନିକା,୧୩ା୨(ରାମ ଗୋପାଳ ବାଘ); ସୁବର୍ଣ୍ଣପୁର ଜିଲା ବିନିକା ଥାନା ପୋଲିସ ବାରାକ୍‌ରେ ଜଣେ କନ୍‌ଷ୍ଟେବଲଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ମୃତକ ହେଲେ ସୋନପୁର ରିଜର୍ଭ ପୋଲିସ କନ୍‌ଷ୍ଟେବଲ ଦିଲୀପ କୁମାର ମିଶ୍ର(୫୦)। ବିନିକା ଲୋକ ମହୋତ୍ସବ ପାଇଁ ସେ ଗତ ୧୧ତାରିଖରୁ…

ଭିଜିଲାନ୍ସ ଜାଲରେ ପୋଲିସ ଏଏସ୍‌ଆଇ ବୁଡ଼ୁ ଭୋଇ, ଲାଞ୍ଚନେବା ବେଳେ…

ସୋନପୁର,୧୭।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଏଏସ୍‌ଆଇ ବୁଡ଼ୁ ଭୋଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍‌ କାବୁ କରିନେଇଛି। ବୁଡ଼ୁ ଭୋଇଙ୍କ ଘର ଓ ଅଫିସରେ ଏକକାଳୀନ ରେଡ…

ସରସ୍ବତୀ ପୂଜା କରିବାକୁ ବାଇକ୍‌ରେ ଯାଉଥିଲେ ୨ ଛାତ୍ର: ବାଟରେ ପିଟିଦେଲା ଅଜଣା ଗାଡ଼ି, ତା’ପରେ…

ସୋନପୁର,୨।୨: ସୁବର୍ଣ୍ଣପୁର ଜିଲା ମୁର୍ଶୁଣ୍ଡି ମେଟାକାନି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ବାଇକ୍‌କୁ ଧକ୍କାଦେଇ ଫେରାର ହୋଇଯାଇଥିବା ବେଳେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଦଶମ ଶ୍ରେଣୀ ଛାତ୍ର…

ରାମଚଣ୍ଡୀ କମ୍ପାନୀରେ ଆଇଟି ରେଡ, ଏକା ବେଳକେ ୪ଟି ସ୍ଥାନରେ ପଶିଗଲେ…

ସୋନପୁର,୧୭।୧(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଜିଲା ମା’ ରାମଚଣ୍ଡୀ କମ୍ପାନୀର ସୋନପୁର ସ୍ଥିତ ଅଫିସ, ମାଲିକଙ୍କ ବାଇଗଣଜୁରି ସ୍ଥିତ ଭଡ଼ାଘର, ତରଭା ବ୍ଲକର କ୍ରସର୍‌, ବୌଦ୍ଧ ଜିଲା ବାଉଁଶୁନି ସ୍ଥିତ କ୍ରସରରେ ଆୟକାର ବିଭାଗ ( ଆଇଟି) ପକ୍ଷରୁ ରେଡ କରାଯାଉଛି ।…

ଶିଳାନ୍ୟାସରେ ଅଟକିଛି ବସ୍‌ଷ୍ଟାଣ୍ଡ ନିର୍ମାଣ

ସୋନପୁର,୧୭।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ସଦର ମହକୁମାରେ ଏକ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ସ୍ବପ୍ନ ହୋଇ ରହିଛି। ୧୯୯୩ରେ ଏହି ଜିଲା ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଗମନାଗମନ କ୍ଷେତ୍ରରେ ସର୍ବନିମ୍ନ ସୁବିଧା ପୂରଣ ହୋଇନି। ଗତ ୮ ବର୍ଷ ଭିତରେ ବସଷ୍ଟାଣ୍ଡ…

ବ୍ୟବସାୟୀଙ୍କୁ ଭୁଜାଲି ମାଡ କରି ଲୁଟ୍‌ : ବନ୍ଧୁକ ଦେଖାଇ ଭୟଭୀତ କଲେ ଅଫୁଟା ଗୁଳି, ମୋବାଇଲ୍‌ ଜବତ

ସୋନପୁର,୧୫।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଧର୍ମଶାଳା-ଯାଲୋଏ ରାସ୍ତାରେ ଭୁଜାଲିରେ ହାଣି ଯୁବ ବ୍ୟବସାୟୀ ନୀଳାମ୍ବର ମହାପାତ୍ର(୩୩)ଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି। ମଙ୍ଗଳବାର ରାତି ୭ଟା୩୦ରେ ଏହି ଘଟଣା ଘଟିଛି। ବୀରମହାରାଜପୁର ଥାନା ଲେହେଡିର ନୀଳାମ୍ବର ମହାପାତ୍ର ଧର୍ମଶାଳା ଛକରେ…

ଗଞ୍ଜେଇ ଚାଲାଣ କରୁଥିଲେ,ଗଛରେ ପିଟିହୋଇ ଚାଲିଗଲା ଜୀବନ

ସୋନପୁର,୩୧।୧୨(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ସହର କଲେଜ ରାସ୍ତାରେ ଏକ ଗଛକୁ ଧକ୍କା ଦେଇ ଜଣେ ବାଇକ ଆରୋହୀଙ୍କ ମଙ୍ଗଳବାର ସକାଳେ ମୃତ୍ୟୁ ହେଇଛି l ମୃତ ଯୁବକଙ୍କ ପ୍ରକୃତ ପରିଚୟ ମିଳିପାରିନି l ତାଙ୍କ ଘର ଛତିଶଗଡ ଅଞ୍ଚଳରେ l ସେ ବୌଦ୍ଧ…

କଟ୍‌ନି ପାଇଁ ଚାଲିଛି ମୂଲଚାଲ

ସୋନପୁର,୨୫।୧୨(ମୃତ୍ୟୁଞ୍ଜୟ ଶତପଥୀ): ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିର ନିଷ୍ପତ୍ତି ଅନୁଯାୟୀ ଡିସେମ୍ବର ୧୦ତାରିଖରୁ ସୁବର୍ଣ୍ଣପୁର ଜିଲାରେ ଧାନ କିଣା ଆରମ୍ଭ ହୋଇଛି। ବିନିକା ବ୍ଲକର ବିନିକା ଓ ସିଲାଟି ମଣ୍ଡିରୁ ନାମକୁ ମାତ୍ର ଧାନ କିଣାର ଶୁଭାରମ୍ଭ ହୋଇଥିଲା। ୧ ସପ୍ତାହ…

ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଏମ୍‌ ଡିଆଇସି

ସୋନପୁର,୨୧।୧୨(ମୃତ୍ୟୁଞ୍ଜୟ ଶତପଥୀ): ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ(ପିଏମ୍‌ଇଜିପି)ରେ ଋଣ ଆବେଦନକୁ ମଞ୍ଜୁର ପାଇଁ ଲାଞ୍ଚ ନେଉଥିବା ବେଳେ ଶନିବାର ସୁବର୍ଣ୍ଣପୁର ଜିଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ(ଜିଏମ୍‌ ଡିଆଇସି) ବିପିନ କୁମାର ଦେହୁରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଦେହୁରୀ ତାଙ୍କ ସୁବର୍ଣ୍ଣପୁର ସହରସ୍ଥିତ…

କୋଡ଼ିଙ୍ଗା ତହସିଲଦାରଙ୍କୁ ୩ ବର୍ଷ କାରାଦଣ୍ଡ: ଲାଞ୍ଚ ମାମଲାରେ ରାୟ ପ୍ରକାଶ

ସୋନପୁର,୧୯।୧୨(ମୃତ୍ୟୁଞ୍ଜୟ ଶତପଥୀ): ଲାଞ୍ଚ ମାମଲାର ବିଚାରକରି ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ ମଳୟ ରଞ୍ଜନ ଦାଶ ସୁବର୍ଣ୍ଣପୁର ଜିଲା ତରଭାର ତତ୍କାଳୀନ ତହସିଲଦାର ଓ ସବ୍‌ରେଜିଷ୍ଟ୍ରାର ତଥା ବର୍ତ୍ତମାନ ନବରଙ୍ଗପୁର ଜିଲା କୋଡ଼ିଙ୍ଗା ତହସିଲଦାରଭାବେ କାର୍ଯ୍ୟରତ ସୁବ୍ରତ କୁମାର ବେହେରାଙ୍କୁ ଦୋଷୀ…

ରାସ୍ତାକଡ଼ରୁ ଅଧାପୋତା ଶିଶୁକନ୍ୟା ଉଦ୍ଧାର

ବିନିକା, ୧୫ା୧୨(ରାମ ଗୋପାଳ ବାଘ): ଝିଅକୁ ଆଜି ବି ଅନେକେ ଅଲୋଡ଼ା ମନେ କରୁଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଞ୍ଚଳରେ। ଶନିବାର ସକାଳେ ବ୍ଲକ ଅନ୍ତର୍ଗତ ଟୁଲୁଣ୍ଡୁପାଲି ଗାଁ ନିକଟ ରାସ୍ତାକଡ଼ରୁ…

ପାକ୍ସ ସମ୍ପାଦକଙ୍କୁ ୪ ବର୍ଷ ଜେଲ

ସୋନପୁର,୬।୧୨(ମୃତ୍ୟୁଞ୍ଜୟ ଶତପଥୀ): ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାରକରି ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ ମଳୟ ରଞ୍ଜନ ଦାଶ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କଳାପଥର ପାକ୍ସ(ପ୍ରାଥମିକ କୃଷି ସମବାୟ ସମିତି)ର ସମ୍ପାଦକ ଜଗଦୀଶ ରଥଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri