ସମ୍ବଲପୁର

ସମସିଆ ଘେରରେ ଅତାବିରା ସରକାରୀ ବାଳିକା ହାଇସ୍କୁଲ:ଖରାରେ ସିଝୁଛନ୍‌, ବରଷାରେ ଭିଜୁଛନ୍‌ ଛାତ୍ରୀଛାତ୍ର

ଜାମଟିକ୍ରା, ୩୦।୬ (ଡି.ଏନ.ଏ): ବରଗଡ଼ ଜିଲା ଅତାବିରା ସରକାରୀ ବାଳିକା ହାଇସ୍କୁଲ ଏହେଦେ ନାନା ସମସିଆ ଘେରରେ ରହିଛେ। ଇଠାନେ ୧ମରୁ ୧୦ମ ଶ୍ରେଣୀ ତକ୍‌ ଶିକ୍ଷାଦାନ୍‌ର ବେବସ୍‌ତା ରହିଥିଲାବେଲେ ୨୮୦ ଛାତ୍ରୀଛାତ୍ର ପାଠ୍‌ପଢ଼ୁଛନ୍‌। ସେନ୍‌ତା ଛାତ୍ରୀଛାତ୍ରକୁଁ ଶିକ୍ଷାଦାନ ଲାଗି ସ୍କୁଲରେ…

ଦାଦନ ଶ୍ରମିକଙ୍କୁ ନେଇ ସମ୍ମିଳନୀ: ନିର୍ଯାତନା, ହତ୍ୟା ମାମଲାକୁ ଚପା ଯାଉଛି

ବଲାଙ୍ଗୀର ଅଫିସ,୩୦ା୬ ବଲାଙ୍ଗୀର ଜିଲାର ଦାଦନ ଶ୍ରମିକଙ୍କ ଉପରେ ହେଉଥିବା ନିର୍ଯାତନା ତଥା ହତ୍ୟା, ଅପହରଣ, ଆର୍ଥିକ ଶୋଷଣ ଭଳି ଗୁରୁତର ଘଟଣାଗୁଡିକୁ ଅଭିଯୋଗସତ୍ତ୍ୱେ ପୋଲିସ ଚପାଇ ଦେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆରସିଡିସି ତରଫରୁ ଜିଲାର ଦାଦନ…

ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ: ବାହାରୁନାହିଁ ସମାଧାନ ବାଟ

ବଲାଙ୍ଗୀର ଅଫିସ, ୩୦ା୬ ବଲାଙ୍ଗୀର ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଗତ ପ୍ରାୟ ୧୦ ମାସ ହେଲା ବନ୍ଦ ପଡିଛି ା ୨୦୧୩ ଭୂମି ଅଧିଗ୍ରହଣ ଆଇନ କାର୍ଯ୍ୟକାରୀ କରି ଉଚିତ୍‌ କ୍ଷତିପୂରଣ ଓ ଥଇଥାନ କରିବାକୁ ଦାବି…

ଜମୁର୍ଡା ଗୁଳିକାଣ୍ଡ ରହସ୍ୟ ଉନ୍ମୋଚିତ: ଡକାୟତି ପାଇଁ ହତ୍ୟା, ତାନ୍ତ୍ରିକ ବାବା ସମ୍ପୃକ୍ତ

ବରଗଡ଼ ଅଫିସ, ୨୯।୬: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମରେ ଗତ ୯ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଗୁଳିକାଣ୍ଡ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି। ଡକାୟତିରେ ବିଫଳ ହେବା ପରେ ଅଭିଯୁକ୍ତମାନେ ଗୁଳିକାଣ୍ଡ ଓ ହତ୍ୟା କରିଥିବା…

ଆଏଜ୍‌ ବି ଘନାପେଡା ତେଲର ଚାହିଦା ଅଛେ

ଭବାନୀପାଟଣା, ୨୯ା୬ (ଡି.ଏନ୍‌.ଏ) : ମନୁଷ୍‌ ସମାଜର ବିକାଶ ସଂଗେ ଫିଦିନିଅଁ। ଚଲନିରେ ତେଲର ଉପକାରିତାକେ ସେ ଅନୁଭବ କରିଛେ। ଭିନେ ଭିନେ କିସମର ତୈଳବୀଜ ଚିନ୍‌ହଁଟ କରି ସେଥ୍‌ରୁ ତେଲ ବାହାର କରବାର କଉଶଲ ଉଦ୍‌ଭାବନ କରିଛେ। ଆଘ ସବୁଗଁ।ରେ…

ଚେତି ଶୁଇଛେ ପରଶାସନ:ଗଁ। ବାସୀକୁ ଘାରୁଛେ କିଡ଼୍‌ନୀ ରୋଗ୍‌ ଭଏ

ଗଣ୍ଡତୁରୁମ, ୨୯।୬ (ଡି.ଏନ୍‌.ଏ): ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଟିହିକିପାଲି ଗଁ। ରେ କିଡ଼୍‌ନୀ ରୁଗୀକଁର ସଂଖ୍ୟା ଦିନୁଦିନ୍‌କେ ବଢ଼ବାରେ ଲାଗିଛେ। ଗଲା ୩ ବଛର ଭିତରେ କିଡ଼୍‌ନୀ ରୋଗ୍‌ରେ ଗଁ। ର ୫ ଝନ୍‌ ମରିଥିଲାବେଲେ ଗଲା ବୁଧୁବାର ରାତି…

ଅଭିଭାବକ, ଶିକ୍ଷକ ଏକ ମୁଦ୍ରାର ଦୁଇପାର୍ଶ୍ୱ

ନୂଆପଡା ଅଫିସ,୨୮ା୬: ବିଦ୍ୟାଳୟଗୁଡିକରେ ଗୁଣାତ୍ମକ ଶିକ୍ଷାର ବିକାଶ ସକାଶେ ଅଭିଭାବକ ଏବଂ ଶିକ୍ଷକମାନଙ୍କ ଅବଦାନ ରହିବା ବାନଛନୀୟ। ଏମାନେ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। ଶିକ୍ଷାଦାନକୁ ତ୍ୱରିତ କରିବାକୁ ଏଦୁହେଁ ଆଗକୁ ଆସିବା ଦରକାର ବୋଲି ଅଧିକାରୀମାନେ କହିଥିଲେ। ଶୁକ୍ରବାର ସ୍ଥାନୀୟ…

ଦୁର୍ଗାପୂଜା ପାଇଁ ରାବଣ ବରଣ

ଜାମଟିକ୍ରା, ୨୮।୬ (ଡି.ଏନ.ଏ): ଅତାବିରା ଦୁର୍ଗାପୂଜା ପାଇଁ ଶୁକ୍ରବାର ସ୍ଥାନୀୟ ଦୁର୍ଗା ମନ୍ଦିର ପରିସରରେ ରାବଣ ବରଣ କରାଯାଇଛି । ସର୍ଲା ଗ୍ରାମର ଭୁବନେଶ୍ୱର ପ୍ରଧାନଙ୍କୁ ଏଥର ଅତାବିରା ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରିବା ପାଇଁ ପୁଷ୍ପମାଲ୍ୟ, ନଡିଆ, ସିନ୍ଦୁର…

ଏମଜିଏନଆରଇଜିଏସ୍‌ରେ ଶ୍ରମିକଙ୍କୁ ମିଳୁନି ପ୍ରାପ୍ର୍ୟ: ପିଡି ଡିଆର୍‌ଡିଏଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା,୨୮।୬(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲାର ନର୍ଲା ବ୍ଲକରେ ଏମଜିଏନଆରଇଜିଏସ୍‌ ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ୧୨ ଜଣ ଶ୍ରମିକ ପିଡି ଡିଆର୍‌ଡିଏଙ୍କୁ ଲିଖିତ ଅଭିଯୋଗ କରିବା ସହ ଏକ ଦାବି ପତ୍ର ପ୍ରଦାନ କରିଛନ୍ତିା ଟଙ୍କା ମଞ୍ଜୁର, ପଞ୍ଚାୟତ…

ମହିଳା ଏସ୍‌ଏଚ୍‌ଜି ସଂଗ୍ରହ କଲେ ୨ ଲକ୍ଷ ୩୨ ହଜାର କୁଇଣ୍ଟାଲ ଧାନ

ଭବାନୀପାଟଣା,୨୮।୬(ଡି.ଏନ୍‌.ଏ.): ଚଳିତ ରବି ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟାରେ ମହିଳା ଏସ୍‌ଏଚ୍‌ଜିଗୁଡ଼ିକୁ ସାମିଲ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏ ନେଇ କଳାହାଣ୍ଡି ଜିଲାରେ ମହିଳା ଏସ୍‌ଏଚ୍‌ଜଙ୍କୁ ପରୀକ୍ଷା ମୂଳକ ଭାବେ କେତୋଟି ମଣ୍ଡିରୁ ଧାନ ସଂଗ୍ରହ…

ରୋଗୀ ଆଣି ଆସୁଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ଟ୍ରକ୍‌କୁ ଧକ୍କା ଦେଇ ବାଇକ୍‌କୁ ପିଟିଲା, ୭ ଗୁରୁତର

ସମ୍ବଲପୁର,୨୮।୬(ବ୍ୟୁରୋ): ସମ୍ବଲପୁର-ଅନୁଗୋଳ ଜାତୀୟ ରାଜପଥ ୫୫ ହାତୀବାରୀ ଛକଠାରେ ଶୁକ୍ରବାର ରୋଗୀ ଆଣି ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜିଲା ସଦର ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ବେଳେ ଗୁରୁତର ୩ଜଣଙ୍କୁ…

କଲୁଙ୍ଗା ଲ୍ୟାମ୍ପରୁ ଲୁଟ, ବନ୍ଧୁକ ଦେଖାଇ ୩ ଲକ୍ଷ ୯୭ହଜାର ଲୁଟିନେଲେ ଦୁର୍ବୃତ୍ତ

ରାଉରକେଲା,୨୮।୬: ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଲ୍ୟାମ୍ପରୁ ଶୁକ୍ରବାର ଲୁଟ୍‌ ହୋଇଛି। ସକାଳ ସାଢ଼େ ୧୦ଟା ବେଳେ ଲ୍ୟାମ୍ପ ଖୋଲିବା ସମୟରେ ଅଜଣା ଦୁର୍ବୃତ୍ତ ପଶି ବନ୍ଧୁକ ମୁନରେ ୩ଲକ୍ଷ ୯୭ହଜାର ଲୁଟି ନେଇଛନ୍ତି। ଏ ନେଇ ଅଭିଯୋଗ ହେବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri