ସମ୍ବଲପୁର

ଯୁବତୀଙ୍କୁ ଏସିଡ୍‌ ମାଡ଼ ମାମଲା: ଦୋଷୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧ଲକ୍ଷ ଟଙ୍କା ଜରିମାନା

ଧର୍ମଗଡ଼,୫।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଅନ୍ତର୍ଗତ ଖଣ୍ଡିଡଙ୍ଗରୀଗୁଡାର ଯୁବତୀଙ୍କୁ ଜଣେ ଯୁବକ ଏକତରଫା ପ୍ରେମ କରୁଥିଲେ । ଯୁବତୀ ଜଣକ ଏହାକୁ ବିରୋଧ କରିବାରୁ ସମ୍ପୃକ୍ତ ଯୁବକ ତାଙ୍କୁ ଏସିଡ୍‌ ମାଡ କରିଥିଲେ । ଉକ୍ତ ମାମଲାର ରାୟ ଶୁକ୍ରବାର…

ଖଇରମାଳରୁ ୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ମନମୁଣ୍ଡା,୫।୭(ଡି.ଏନ୍‌.ଏ.): ବୌଦ୍ଧ ଜିଲା ମନମୁଣ୍ଡା ରେଞ୍ଜ ଖଇରମାଳ ଗ୍ରାମରୁ ଶୁକ୍ରବାର ଏକ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ଗାଁ ନିକଟସ୍ଥ ବିଲରେ ମାଛ ଧରିବା ପାଇଁ ଜାଲ ବିଛାଯାଇଥିଲା। ସାପଟି ମାଛ ଖାଇବାକୁ ଉକ୍ତ ଜାଲ ନିକଟକୁ…

ବାଇକ୍‌ ବାହାର କରୁଥିବାବେଳେ ବ୍ୟକ୍ତିଙ୍କ ଜୀବନଗଲା

ବରଗଡ଼ ଅଫିସ୍‌,୫।୭: ସୋନପୁର ଜିଲା ଡୁଙ୍ଗୁରିପାଲି ଥାନା ସାଲେପାଲି ଗ୍ରାମର ଜଣେ ବ୍ୟକ୍ତି ବାହାରକୁ ଯିବା ପାଇଁ ଘରୁ ବାଇକ୍‌ ବାହାର କରୁଥିବାବେଳେ ଆକସ୍ମିକ ଭାବେ ଚଟାଣରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ବିପିନ ଷଣ୍ଢ(୩୦) । ସୂଚନା…

ବିଭିନ୍ନ ଦାବିନେଇ ୱେସ୍କୋ ଅଫିସ ଆଗରେ ଧାରଣା: ନିର୍ବାହୀ ଯନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ବରଗଡ଼ ଅଫିସ୍‌,୫।୭: ବରଗଡ଼ ବିଦ୍ୟୁତ ଉପଭୋକ୍ତା ସଂଘ ବିଭିନ୍ନ ଦାବି ନେଇ ଶୁକ୍ରବାର ସ୍ଥାନୀୟ ଗାନ୍ଧୀଛକ ନିକଟ ୱେସ୍କୋ ଅଫିସ ଆଗରେ ଧାରଣା ଦେଇଛି । ବିଦ୍ୟୁତ ବିଭ୍ରାଟର ସମ୍ପୂର୍ଣ୍ଣ ନିରାକରଣ, ଅସୁରକ୍ଷିତ ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସଫର୍ମର ସ୍ଥାନାନ୍ତରଣ ତଥା…

ବଲାଙ୍ଗୀର ଅଞ୍ଚଳରୁ ଜାଲ ନୋଟ ଜବତ, ଜଣେ ଅଟକ

ବଲାଙ୍ଗୀର ଅଫିସ, ୫।୭: ବଲାଙ୍ଗୀର ଜିଲା ଚନ୍ଦନଭାଟି ଫାଣ୍ଡି ପୋଲିସ ଶୁକ୍ରବାର ଚନ୍ଦନଭାଟି ଗ୍ରାମର ଜଣେ ଯୁବକଙ୍କ ନିକଟରୁ ୩ଟି ଶହେ ଟଙ୍କିଆ ଜାଲ ନୋଟ ଜବତ କରିଛି। ସେ ହେଲେ ପିଣ୍ଟୁ ମହାକୁର। ପୋଲିସ ପିଣ୍ଟୁଙ୍କୁ ଅଟକ ରଖି ପଚରାଉଚରା…

ରାସ୍ତା କାଦୁଅ ପଚପଚ, ବାଟରେ ଅଟକିଲା ଆମ୍ବୁଲାନ୍ସ

ଝରିଗାଁ, ୫।୭(ସ୍ବ.ପ୍ର.) : ସାମାନ୍ୟ ବର୍ଷାରେ ରାସ୍ତା କାଦୁଅରେ ପଚପଚ। ଜରୁରିକାଳୀନ ରୋଗୀ, ଗର୍ଭବତୀଙ୍କୁ ଆଣିବା ପାଇଁ ଗାଁରେ ପହଞ୍ଚିପାରୁନି ଆମ୍ବୁଲାନ୍ସ। ଅଧା ବାଟରେ ଅଟକି ରହୁଛି। ପ୍ରସୂତିଙ୍କୁ ପ୍ରସବ ପାଇଁ ଡାକ୍ତରଖାନା ନେବା ଲାଗି ସମ୍ପର୍କୀୟମାନେ ଗାଁରୁ ଖଟିଆରେ ବୋହି ଆମ୍ବୁଲାନ୍ସ…

ହାତୀ ଶାବକର ମୃତଦେହ ଉଦ୍ଧାର

ସାତମାଇଲ, ୪।୭(ଡି.ଏନ୍‌.ଏ.) : ହିନ୍ଦୋଳ ବନାଞ୍ଚଳ ରାସୋଳ ସେକ୍ସନ ଅଧୀନ ବାଲିସାହି ନିକଟ ମୁଣ୍ଡିଆରୁ ଗୁରୁବାର ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି। ଏହାର ଆନୁମାନିକ ବୟସ ୨ମାସ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ହାତୀ…

ପିଚୁ ଉଠାଇ ପୂର୍ତ୍ତ ବିଭାଗ ଚୁପ୍‌, ମହାନଦୀ ସେତୁ ମରଣଯନ୍ତା

ସୋନପୁର, ୫।୭(ନି.ପ୍ର.)-ସୁବର୍ଣ୍ଣପୁର ଜିଲା ମୁଖ୍ୟାଳୟ ସହିତ ସମ୍ବଲପୁର ଜିଲା ଓ ବୀରମହାରାଜପୁର ଉପଖଣ୍ଡକୁ ସଂଯୋଗ କରୁଛି ବିଜୁ ପଟ୍ଟନାୟକ ସେତୁ। ମହାନଦୀ ଉପରେ ନିର୍ମିତ ୧୬୫୪.୫୪ ମିଟର ଲମ୍ବ ବିଶିଷ୍ଟ ଏହି ସେତୁ ୨୦୦୩ ମସିହାରେ ଉଦ୍‌ଘାଟିତ ହୋଇଥିଲା। ଗମନାଗମନ ପାଇଁ…

ପିଲାଙ୍କ ରଥଯାତ୍ରା, ନିଆରା ପରମ୍ପରା

ବରଗଡ଼ ଅଫିସ୍‌,୫।୭-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ ହେଉଛି । ତେବେ ବରଗଡ଼ ନାଏକପଡ଼ାର ଶିଶୁଙ୍କ ରଥଯାତ୍ରା ପାଳନ ସମ୍ପୂର୍ଣ୍ଣ ନିଆରା । ପିଲାମାନେ ନିଜେ ରଥ ତିଆରି କରନ୍ତି। ରଥଯାତ୍ରା ବେଳେ ସେହି ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରଥାଋଢ଼…

ସେବା, ସମର୍ପଣ ଦ୍ୱାରା ରାଷ୍ଟ୍ରର ଉତ୍‌ଥାନ ସମ୍ଭବ

ବରଗଡ଼ ଅଫିସ୍‌, ୫।୭-ବରଗଡ଼ରେ ଓଡ଼ିଶା ପ୍ରାନ୍ତ ଭାରତ ବିକାଶ ପରିଷଦର ନୂତନ ଶାଖା ଉଦ୍‌ଘାଟିତ ହୋଇଛି। ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ସୁରେଶ ଜୈନ ଓ ସହ ସାଧାରଣ ସମ୍ପାଦକ ଡଃ ବାଲ୍ମିକୀ କୁମାରଙ୍କ ଉପସ୍ଥିତିରେ ଏହାକୁ ଉଦ୍‌ଘାଟନ କରାଯାଇଥିଲା। ଏହି ଅବସରରେ…

ପ୍ରଶାସନ କଲାନି, ଛାତ୍ରମାନେ କଲେ ରାସ୍ତା ମରାମତି

ଅତାବିରା, ୫।୭ (ଡି.ଏନ.ଏ.)-ବରଗଡ ଜିଲା ଅତାବିରା ବ୍ଲକ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ ନାଇକେନପାଲି ଶ୍ରୀରାମନଗର ରାସ୍ତାକୁ ଶେଷରେ ଛାତ୍ରମାନେ ମରାମତି କରିଛନ୍ତି। ଏହି ରାସ୍ତାକୁ ମରାମତି କରିବା ପାଇଁ ଗ୍ରାମବାସୀ ବର୍ଷେ ହେଲା ପ୍ରଶାସନକୁ ଜଣାଇ ଆସୁଥିବାବେଳେ କୌଣସି ସୁଫଳ ମିଳି…

ଦଧିବାମନଙ୍କ ଘୋଷଯାତ୍ରା ସମ୍ପନ୍ନ

ଭଟଲି, ୪।୭(ଡି.ଏନ.ଏ) : ପଶ୍ଚିମୋକତ୍ଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲିର ଶ୍ରୀ ଶ୍ରୀ ଦଧିବାମନ ଧାମରେ ପ୍ରସିଦ୍ଧ ରଥଯାତ୍ରା ଗୁରୁବାର ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜଗତର କର୍ତ୍ତା ମହାପ୍ରଭୁ ଦଧିବାମନ ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନ ଛାଡ଼ି ରଥାଋଢ଼…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri