ସମ୍ବଲପୁର

KIIT ବିବାଦ ମଧ୍ୟରେ Sambalpur Universityରେ ଲହୁଲୁହାଣ ଛାତ୍ରୀ: ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୦।୨: କିଟ୍‌ କ୍ୟାମ୍ପସରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ସମ୍ବଲପୁରରୁ ପୁଣି ଆସିଛି ଆଉ ଏକ ବଡ଼ ଖବର। Sambalpur Universityରେ ଅଧ୍ୟୟନରତ ଜଣେ ଛାତ୍ରୀଙ୍କୁ ଭିଆଇପି ରାସ୍ତାର ମେଟାକାନି ମନ୍ଦିର...

Burla Medical College: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ରୀ ମିଳିବା ଘଟଣା: ଜଣାପଡିଲା ବଡ଼ କାରଣ, ଅଟୋରେ…

ସମ୍ବଲପୁର,୨୦।୨(ପ୍ରମୋଦ ବହିଦାର): ବୁର୍ଲା ଜ୍ୟୋତିବିହାରରୁ ଅଟଳ ଛକକୁ ସଂଯୋଗ କରୁଥିବା ଭିଆଇପି ରାସ୍ତା କଡ଼ରୁ ବୁଧବାର ରାତିରେ ସଂଜ୍ଞାହୀନ ଭାବେ ରକ୍ତାକ୍ତ ଅବସ୍ଥାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଉଦ୍ଧାର କରିଛି ବୁର୍ଲା ପୋଲିସ। ତାଙ୍କୁ ପ୍ରଥମେ ବୁର୍ଲା ଭିମସାରରେ...

ବଡ଼ ଖବର, ରକ୍ତାକ୍ତ ଅବସ୍ଥାରେ ଛାତ୍ରୀ ଉଦ୍ଧାର

ସମ୍ବଲପୁର,୨୦।୨: ସମ୍ବଲପୁରରୁ ଆସୁଛି ବଡ଼ ଖବର। Burla Medical College ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଶ୍ୱବିଦ୍ୟାଳୟ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଭିଆଇପି ରାସ୍ତାର ମେଟାକାନି ମନ୍ଦିର ନିକଟରୁ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଛି...

ଲକ୍ଷାଧିକ ଟଙ୍କାର ହେରୋଇନ୍‌ ଜବତ, ଅଭିଯୁକ୍ତ ଗିରଫ

ସମ୍ବଲପୁର,୧୯ା୨(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ସୁନାପାଲିରୁ ଅବକାରୀ ବିଭାଗ ଲକ୍ଷାଧିକ ଟଙ୍କାର ହେରୋଇନ୍‌ ଜବତ କରିଛି। ଏ ସଂକ୍ରାନ୍ତରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ସୁନାପାଲିର ମହମ୍ମଦ ଅଲତାବ୍‌(୨୫)। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ...

୬୦ ବୋତଲ କଫ୍‌ସିରପ ଜବତ, ଜଣେ ଗିରଫ

ସମ୍ବଲପୁର,୧୯ା୨(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀ ଝୁପୁଡ଼ିପଡ଼ାରୁ ଅବକାରୀ ବିଭାଗ ମୋବାଇଲ୍‌ ୟୁନିଟ୍‌ ୬୦ ବୋତଲ ନିଶା କଫ ସିରପ୍‌ ଜବତ କରିଛି। ଏହାସହ ବେଆଇନ ଭାବେ କଫ୍‌ସିରପ ବିକ୍ରୟ କରୁଥିବା ଅଭିଯୁକ୍ତ ସେହିପଡ଼ାର କରନ୍‌...

ସମ୍ବଲପୁର: ୪୧ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଲେ ୧୦ ହଜାର ୭୨୨ ଛାତ୍ରୀଛାତ୍ର

ସମ୍ବଲପୁର,୧୮ା୨(ପ୍ରମୋଦ ବହିଦାର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ବାର୍ଷିକ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ପୂର୍ବାହ୍ନ ସାଢ଼େ ୯ଟାରେ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ...

ଡାକ୍ତର ମଗାଇଥିଲେ ଲାପ୍‌ଟପ୍‌, ଆସିଲା ମାର୍ବଲ

ସମ୍ବଲପୁର,୧୫ା୨(ପ୍ରମୋଦ ବହିଦାର):ଅନ୍‌ଲାଇନ୍‌ରେ ଏକ ଲାପ୍‌ଟପ୍‌ କ୍ରୟ କରି ସମ୍ବଲପୁରର ଦନ୍ତରୋଗ ବିଶେଷଜ୍ଞ ଡା. ଚୌବର୍ଗ ନାଏକ ଠକେଇର ଶିକାର ହୋଇଛନ୍ତି। ଟାଉନଥାନାରେ ଅଭିଯୋଗ କରିବା ପରେ ଶୁକ୍ରବାର ସନ୍ଧ୍ୟାରେ ପୋଲିସ ଡା. ନାଏକଙ୍କୁ ଥାନାକୁ ଡ଼କାଇ ପଚରାଉଚରା କରୁଛନ୍ତି। ସେ...

VIMSARରେ ଅବ୍ୟବସ୍ଥା: କରେଣ୍ଟ ଚାଲିଯିବାରୁ ମୋବାଇଲ ଲାଇଟ୍ ଜଳାଇ ଡାକ୍ତର କଲେ ଚିକିତ୍ସା

ସମ୍ବଲପୁର,୧୩।୨: ବୁର୍ଲାରେ ଥିବା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ (VIMSAR)ରେ କେମୋଥେରାପି ନେଉଥିବା ରୋଗୀମାନେ ଭୟଙ୍କର ଅବ୍ୟବସ୍ଥାର ଶିକାର ହୋଇଛନ୍ତି। ବୁଧବାର ବିଦ୍ୟୁତ୍ କାଟ ହେବାରୁ ସେମାନଙ୍କୁ ତିନି ଘଣ୍ଟା ଅନ୍ଧାରରେ ରହିବାକୁ...

ଯୁବତୀଙ୍କୁ ବଳାତ୍କାର, ଧର୍ମ ପରିବର୍ତ୍ତନ ଚାପ: ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ସମ୍ବଲପୁର,୧୨ା୨(ପ୍ରମୋଦ ବହିଦାର):ସମ୍ବଲପୁରରେ ଜଣେ ଯୁବତୀଙ୍କୁ ବାରମ୍ବାର ବଳାତ୍କାର କରାଯିବା ସହ ଧର୍ମ ପରିବର୍ତ୍ତନର ଚାପ ପକାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ମଙ୍ଗଳବାର ସନ୍ଧ୍ୟାରେ ଧନୁପାଲି ଥାନାରେ ଏତଲା ଦେବା ପରେ ଘଟଣା ଚର୍ଚ୍ଚା ସୃଷ୍ଟି କରିଛି। ଏତଲା ଆଧାରରେ ପୋଲିସ...

ଟ୍ରେନ୍‌ ଟଏଲେଟ୍‌ରେ  ଯୁବକଙ୍କ ମୃତଦେହ ଦେଖି ସଫେଇ କର୍ମଚାରୀ…

ସମ୍ବଲପୁର,୧୦ା୨(ପ୍ରମୋଦ ବହିଦାର): ସମ୍ବଲପୁର ରେଳଷ୍ଟେଶନର ଓ୍ବାଶିଂ ଲାଇନ୍‌ରେ ଟ୍ରେନ୍‌ର ଟଏଲେଟ୍‌ରୁ ଏକ  ଯୁବକଙ୍କ ମୃତଦେହକୁ ଜବତ କରିଛି ସମ୍ବଲପୁର ରେଳବାଇ ପୋଲିସ। ମୃତ ଯୁବକ ଜଣକ ସମ୍ବଲପୁର ଜିଲା ବଡ଼ରମାର ପ୍ରସାଦୀ ବାଗ(୩୮) ବୋଲି ପରିଚୟ ମିଳିଛି। ସେ ସିକନ୍ଦରାବାଦରେ...

ଭିସୁଟ୍‌ର ନୂଆ କୁଳପତି ନିଯୁକ୍ତ ହେଲେ ପ୍ରଫେସର ଦୀପକ କୁମାର ସାହୁ

ସମ୍ବଲପୁର,୮ା୨(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ରେ ନୂତନ କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁ ନିଯୁକ୍ତ ହୋଇଛନ୍ତି। ଓଡ଼ିଶାର ରାଜ୍ୟପାଳ ତଥା କୁଳାଧିପତି ଡ. ହରିବାବୁ କମ୍ଭମ୍‌ପତି ଶନିବାର ୫୯ ବର୍ଷ ବୟସ୍କ ପ୍ରଫେସର...

ବାହାଘର ସାରି ଫେରୁଥିଲେ: କାର-ଟ୍ରକ୍‌ ମୁହାଁମୁହିଁ ଧକ୍କା, ବରକନ୍ୟା ଗୁରୁତର

ଜମନକିରା, ୭।୨(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ୫୩ ନଂ. ଜାତୀୟ ରାଜପଥ ପିଇଟି କଲେଜ ପାଖରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। କାର ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବାରୁ କାରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri