ଲୁହା ବୋଝେଇ ଟ୍ରକ୍କୁ ୪.୬୦ଲକ୍ଷ ଜରିମାନା
ଗୁଣପୁର,୧୦ା୧୧(ଡି.ଏନ୍.ଏ.): ଲକ୍ଷାଧିକ ଟଙ୍କାର ଜିଏସ୍ଟି ଠକେଇ ଘଟଣା ସାମ୍ନାକୁ ଆସିଛି। ଏକ ଲୁହାରଡ୍ ବୋଝେଇ ଟ୍ରକ୍ରୁ ଜରିମାନା ବାବଦକୁ ୪ ଲକ୍ଷ ୬୦ ହଜାର ଟଙ୍କା ଆଦାୟ କରାଯାଇଛି। ରାୟଗଡ଼ା ଜିଏସ୍ଟିର ଏନ୍ଫୋର୍ସମେଣ୍ଟ ଟିମ୍ର ଚଢ଼ାଉ ପରେ ଏହି ଠକେଇ ନଜରକୁ…
ଭଉଣୀ ସହ ବଜାର ଯାଇଥିଲେ ଭାଇ, ହେଲେ ଘରକୁ ଫେରିଲା ମୃତଦେହ
ରାୟଗଡ଼ା ଅଫିସ, ୩୧।୧୦: ୩୨୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ୫ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଛି। ସେ ହେଲେ ସୁଧାଂଶୁ ସାମଲ। ତାଙ୍କ ଘର ରାୟଗଡ଼ା ସହର ଆର୍କେ ନଗରସ୍ଥିତ ସୁଇପର କଲୋନୀରେ…
ଭାରରେ ନେବାବେଳେ ପ୍ରସବ
ଟିକିରି,୩୦ା୧୦(ଡି.ଏନ୍.ଏ.): ପକ୍କାରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିଲାନାହିଁ । ଗର୍ଭବତୀଙ୍କୁ ଭାରରେ ବୋହି ନେବାବେଳେ ଅଧାବାଟରେ ପ୍ରସବ କରିଛନ୍ତି। ରାୟଗଡ଼ା ଜିଲା କାଶୀପୁର ବ୍ଲକ ମାଇକଞ୍ଚ ପଞ୍ଚାୟତର ସିନ୍ଧିଗୁଡ଼ା ଗ୍ରାମରେ ଶନିବାର ଏଭଳି ଘଟଣା ଘଟିଛି। ଗାଁର ଲମ୍ବୋଦର ଗୌଡ଼ଙ୍କ…
୨ ଦିନ ପରେ ନେଇଥାନ୍ତେ ଅବସର, ହେଲେ…
ଗୁଣପୁର,୨୯ା୧୦(ଡି.ଏନ୍.ଏ.): ଅବସର ଗ୍ରହଣ କରିବାର ମାତ୍ର ୨ ଦିନ ପୂର୍ବରୁ ଜଣେ ଶିକ୍ଷକଙ୍କ ନାମରେ ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ଆସିଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ କାଡାସି କ୍ଲଷ୍ଟର ଅଧୀନ ଡେଙ୍ଗିଣି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପାଞ୍ଚିନ…
‘ଦେଶ ପ୍ରଗତିର ପ୍ରତିବନ୍ଧକ ଦୁର୍ନୀତି’
ନବରଙ୍ଗପୁର, (ବି.ପ୍ର.)/ରାୟଗଡ଼ା ଅଫିସ, ୨୭।୧୦:ଦେଶର ଆର୍ଥିକ ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠୁ ବଡ଼ ପ୍ରତିବନ୍ଧକ। ଦୁର୍ନୀତିର ମୂଳପ୍ଲାଟନ ନିମନ୍ତେ ସମସ୍ତ ଅଂଶୀଦାର ହେବା ଜରୁରୀ। ପ୍ରତ୍ୟେକ ନାଗରିକ ସବୁ ସମୟରେ ସତର୍କତା, ସାଧୁତା ଓ ସତ୍ୟନିଷ୍ଠାରେ…
ଲାଗିଲାଣି ମାଓବାଦୀ ପୋଷ୍ଟର
ମୁନିଗୁଡ଼ା/ରାୟଗଡ଼ା ଅଫିସ,୨୬।୧୦(ଡି.ଏନ୍.ଏ.):ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅଧୀନ କୁମୁଡ଼ାବାଲି ଶିବମନ୍ଦିର ଯିବା ରାସ୍ତାରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ସମ୍ମୁଖରେ ମଙ୍ଗଳବାର ୫ଟି ମାଓବାଦୀ ପୋଷ୍ଟର ଲାଗିଛି। ସିପିଆଇ ମାଓବାଦୀ ବଂଶଧାରା ଘୁମୁସୁରା ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଉକ୍ତ ପୋଷ୍ଟର ଲଗାଯାଇଛି।…
ସ୍ଥାୟୀ ଥଇଥାନ ଦାବିରେ ଭାଜପାର ୧୨ ଘଣ୍ଟିଆ ବନ୍ଦ ପାଳନ
ରାୟଗଡା ଅଫିସ, ୨୫।୧୦: ବସ୍ତି ବାସିନ୍ଦାଙ୍କ ସ୍ଥାୟୀ ଥଇଥାନ ଏବଂ ଜମି ପଟ୍ଟା ପ୍ରଦାନ ଦାବିରେ ସୋମବାର ରାୟଗଡ଼ା ଜିଲା ଭାଜପା ପକ୍ଷରୁ ୧୨ ଘଣ୍ଟା ବନ୍ଦ ପାଳନ କରାଯାଇଛିl ବସ୍ତି ବାସିନ୍ଦା ନ୍ଦୀର୍ଘ ଦିନରୁ ସହରରେ ଥିବା ବିଭିନ୍ନ ବସ୍ତିରେ…
ଭୁଲ୍ ଔଷଧ ନେଲା ଶିଶୁର ଜୀବନ
ଟିକିରି,୨୩ା୧୦(ଡି.ଏନ୍.ଏ.): ଭୁଲ୍ ଔଷଧ ଦେବାରୁ ୧୪ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଏଏନ୍ଏମ୍ କର୍ମୀଙ୍କ ଦାୟିତ୍ୱହୀନତାକୁ ଦାୟୀ କରାଯାଇଛି। ରାୟଗଡ଼ା ଜିଲା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତ ଅନ୍ତର୍ଗତ ସାନକୁମୁଲି ଧାଙ୍ଗଡ଼ିସିଲ ଗ୍ରାମର ମହାନନ୍ଦ ନାୟକ ଏଭଳି…
ଶଗଡ଼ରେ ପହଞ୍ଚିଲେ ଡାକ୍ତରୀ ଦଳ
ରାୟଗଡ଼ା ଅଫିସ,୨୨ା୧୦-ରାୟଗଡ଼ା ଜିଲାକୁ କରୋନାମୁକ୍ତ କରିବାକୁ ପ୍ରଶାସନର ଉଦ୍ୟମ ଜାରି ରହିଛି। ଆର୍ଆର୍ଟି ଟିମ୍ ଗ୍ରାମାଞ୍ଚଳକୁ ଯାଇ ଲୋକଙ୍କ କରୋନା ପରୀକ୍ଷା କରୁଛନ୍ତି। ତେବେ ରାୟଗଡ଼ା ବ୍ଲକ କେରେଡ଼ା ପଞ୍ଚାୟତର ଅଣିଜା ଗ୍ରାମକୁ ରାସ୍ତା ନ ଥିବାବେଳେ ବ୍ରିଜ୍ ନିର୍ମାଣ କାର୍ଯ୍ୟ…
ସ୍ତ୍ରୀହନ୍ତାଙ୍କୁ ରାତିସାରା ଜଗିଲେ ଗାଁ ଲୋକେ
ଅମ୍ବାଦୋଳା,୨୨ା୧୦(ଡି.ଏନ୍.ଏ.): ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ଜୀବନ ଚାଲିଗଲା। ରାୟଗଡ଼ା ଜିଲା ଅମ୍ବାଦୋଳା ଥାନା ଅଧୀନ ଶୁକ୍ଳାଭଟ୍ଟା ଗ୍ରାମରେ ଗୁରୁବାର ରାତିରେ ଏଭଳି ଘଟଣା ଘଟିଛି। ମୃତ ମହିଳା ହେଲେ ଗାଁର ସୁରେନ୍ଦ୍ର ବଚା(୩୨)ଙ୍କ ସ୍ତ୍ରୀ ଝରଣା(୩୦)। ସୂଚନା ଅନୁଯାୟୀ, ରାତିରେ…
ଏବେ ବି ବାପା ନିଖୋଜ
ରାୟଗଡ଼ା ଅଫିସ, ୧୮।୧୦: ରାୟଗଡ଼ାସ୍ଥିତ ନାଗାବଳୀ ନଦୀ ଝୁଲାପୋଲ ନିକଟରୁ ରବିବାର ଭାସିଯାଇଥିବା ବାପ ପୁଅଙ୍କ ମଧ୍ୟରୁ ସୋମବାର ପୁଅଙ୍କ ମୃତଦେହ ମିଳିଛି। ରାୟଗଡ଼ାରୁ ୩ କିଲୋମିଟର ଦୂର ବେହେରାଗୁଡ଼ାରୁ ଅଗ୍ନିଶମ ବାହିନୀ କେ. ଜିତେନ୍ଦ୍ରଙ୍କ ମୃତଦେହ ଜବତ କରିଛି। ତେବେ…
ପାଇଖାନା ଟାଙ୍କିରେ ଗଲା ୩ ଶ୍ରମିକଙ୍କ ଜୀବନ
ରାୟଗଡା ଅଫିସ/ଟିକିରି(ଡି.ଏନ୍.ଏ.), ୧୮।୧୦: ରାୟଗଡ଼ା ଜିଲା ଟିକିରି ଥାନା ଅଧୀନ ପଞ୍ଚାଳି ଗ୍ରାମରେ ପାଇଖାନା ଟାଙ୍କି କାମ କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି। ମୃତକ ହେଲେ ପଣସପଦର ଗାଁର…
Archives


