ଖୋଲିଲା ମା’ ମଝିଘରିଆଣୀଙ୍କ ୯ ହୁଣ୍ଡି, କଡ଼ାସୁରକ୍ଷାରେ ଚାଲିଛି ଗଣତି
ରାୟଗଡ଼ା,୭ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ସୋମବାର ସକାଳ ୯ଟାରେ ଖୋଲାଯାଇଛି। ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ଚଳିତ ଥର ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ,…
ବିଷାକ୍ତ ଛତୁ ଖାଇ ୩ ପରିବାରର ୧୧ ଆକ୍ରାନ୍ତ
ରାୟଗଡ଼ା/ଟିକିରି,୬ା୭(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ଶନିବାର ବିଷାକ୍ତ ଜଙ୍ଗଲି ଛତୁ ଖାଇ କାଶୀପୁର ବ୍ଲକ ଅନ୍ତର୍ଗତ କୁଚେଇପଦର ପଞ୍ଚାୟତ ଅନ୍ତର୍ଗତ ଟିକରାପଡ଼ା ଗାଁର ତିନି ପରିବାରର ୧୧ ଜଣ ରୋଗାକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ୧୧ ଜଣଙ୍କ ମଧ୍ୟରୁ…
ଗୋଟିଏ ଦିନରେ ଦୁଇ କନେଷ୍ଟବଳଙ୍କ ମୃତ୍ୟୁ: ଡ୍ୟୁଟି କରୁଥିବା ବେଳେ …
ରାୟଗଡ଼ା,୫।୭ (ରଞ୍ଜନ ପଣ୍ଡା): ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରାରେ ଡ୍ୟୁଟି କରୁଥିବା ବେଳେ ଜୀବନ ହାରିଲେ ଆଉ ଜଣେ କନେଷ୍ଟବଳ ତାରିଣୀ ଚରଣ ଗମାଙ୍ଗ(୫୦) । ଶନିବାର ସକାଳୁ ତହସିଲ ଛକଠାରେ ଜାତୀୟ ରାଜପଥ କଡ଼ରେ ଡ୍ୟୁଟି କରୁଥିବା ବେଳେ ଅସୁସ୍ଥତା…
ରଥଯାତ୍ରା ଡ୍ୟୁଟିକୁ ଆସୁଥିଲେ ମହିଳା କନଷ୍ଟେବଳ, ପଛରୁ ପିଟିଲା ଟ୍ରେଲର, ଆଉ ତା’ ପରେ…
ରାୟଗଡ଼ା,୫ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୁନାଖାଲ ଛକଠାରେ ଏକ ସ୍କୁଟିକୁ ଶନିବାର ଏକ ଟ୍ରେଲର ପଛପଟୁ ଧକ୍କା ଦେବାରୁ ସ୍କୁଟି ଚାଳକ ତଥା ମହିଳା କନଷ୍ଟେବଳ ଟ୍ରେଲର ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ୨…
ବ୍ୟାଙ୍କ ଯାଉଥିଲା ବେଳେ ମହିଳାଙ୍କୁ ଧକ୍କାଦେଲା ସ୍କୁଲ ବସ୍ …
ରାୟଗଡ଼ା,୪।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ରାୟଗଡ଼ା – ଜେକେପୁର ରାସ୍ତାରେ ସ୍କୁଲ ବସ ଧକ୍କାରେ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେ ହେଲେ କୋଳନରା ବ୍ଲକ ଅନ୍ତର୍ଗତ ସୁରି ପଞ୍ଚାୟତ…
ଭୁଶୁଡ଼ିଲା କାନ୍ଥ: ଚାପି ହୋଇଗଲେ ମା’ପୁଅ, ଆଉ ତା’ପରେ
ରାୟଗଡ଼ା,୪।୭: ରାୟଗଡ଼ା ଜିଲା ସଦର ଥାନା ଗାଦବାଗୁଡ଼ା ଗାଁରେ ଏକ ଅଘଟଣ ଘଟିଛି। ଲଘୁଚାପ ଲଗାଣ ବର୍ଷାରେ ଏକ ଘର କାନ୍ଥ ଭୁଶୁଡି ପଡ଼ି ମା’ ପୁଅ ଗୁରୁତର ଆହତ ହୋଇଛନ୍ତି। ମା’ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ରି ରାୟଗଡ଼ା…
ଘର ଖୋଲା ଦେଖି ସବୁ ସୁନାଗହଣା ଲୁଟିନେଇ ଚାଲିଗଲେ ମହିଳା ଭିକାରୀ, ସିସିଟିଭି ଦେଖି…
ରାୟଗଡ଼ା,୧।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ରାଣିଗୁଡ଼ା ଫାର୍ମ ଦିତୀୟ ଲେନର ମହେଶ କୁମାରଙ୍କ ଘରେ ଦିନ ୧୧ ସମୟରେ ଦିବାଲୋକରେ କଳା କନା ବୁଲାଇଦେଇଛନ୍ତି ଦୃର୍ବୁତ୍ତ। ମହେଶ କୁମାରଙ୍କ ଘରୁ ସୋମବାର ୧୧ଟା ବେଳେ ୭ ଭରି ସୁନା ଚୋରି…
ବୁଲୁଛନ୍ତି ୩ ଟିକିଆ ହାତୀ ପଲ: ସୁରକ୍ଷା ପାଇଁ ବିଦ୍ୟୁତ୍ କାଟିଲା ବନ ବିଭାଗ
ରାୟଗଡ଼ା,୨୯।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ ରାୟଗଡ଼ା ବନାଞ୍ଚଳର କୁମୁଟିପେଣ୍ଠ ସେକ୍ସନ ଅଧୀନ ସୁରି ପଞ୍ଚାୟତର ଫକିରୀ ଗ୍ରାମ ନିକଟସ୍ଥ କୁମ୍ବେଇଗୁଡା ଜଙ୍ଗଲରେ ରବିବାର ଏକ ୩ ଟିକିଆ ହାତୀପଲ ବୁଲୁଥିବା ଦେଖିବାକୁ ମିଳିଛି। ଏନେଇ ଉକ୍ତ ପଞ୍ଚାୟତର ପୋଙ୍ଗିଲି,…
ସିଡିପିଓ,କିରାଣିଙ୍କୁ ମାଡ଼ି ବସିଲା ଭିଜିଲାନ୍ସ: ଅଙ୍ଗନଓ୍ବାଡ଼ି କର୍ମୀ ଚାକିରି କରାଇଦେବି କହି…
ରାୟଗଡ଼ା,୨୩।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସିଡିପିଓ ଓ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସିଡିପିଓ ସୁଶୀଳା ଶବର ଓ କିରାଣୀ ରାମ ଚନ୍ଦ୍ର ପାତ୍ରଙ୍କୁ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ବିଭାଗ। ବିଶ୍ୱସ୍ତ ସୂତ୍ରରୁ…
ଅନ୍ୟ ଜାତିରେ ଝିଅ ବିବାହ କରିବାରୁ ଶୁଦ୍ଧି ହେଲେ ପରିବାରର ୪୦ ସଦସ୍ୟ, ସମସ୍ତେ ଲଣ୍ଡା ହୋଇ…
ଭୁବନେଶ୍ୱର ,୧୯ା୬: ରାୟଗଡ଼ା ଜିଲା କାଶୀପୁର ବ୍ଲକ ବର୍ତ୍ତମାନ ଖଣିଜ ସମ୍ପଦକୁ ନେଇ ବିଶ୍ୱ ଦରବାରରେ ପରିଚିତ। ହେଲେ ଜାତି ପ୍ରଥାକୁ ନେଇ ଏହି ଗାଁରେ ଦେଖାଦେଇଛି ଏକ ଭିନ୍ନ ଚିତ୍ର। ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଝିଅ ଜଣେ ଅନୁସୂଚିତ…
ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ AI ଭିଡିଓ ପୋଷ୍ଟ କରି ଯୁବକ ଗିରଫ
ଭୁବନେଶ୍ୱର,୧୮।୬: ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଆପତ୍ତିଜନକ AI ତିଆରି ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ଅଭିଯୋଗରେ ରାୟଗଡ଼ା ଜିଲାର ଜଣେ ଯୁବକଙ୍କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ କିଶୋର କୌଶଲ୍ୟା ଭାବେ ଜଣାପଡ଼ିଛି। ଅଭିଯୁକ୍ତ କିଶୋର…
ଝିଅ ଘରକୁ ଯାଇ ଫେରୁଥିଲେ, ପଛପଟୁ ପିଟିଲା ବାଇକ୍: ଚାଲିଗଲା ରାମଙ୍କ ଜୀବନ
କଲ୍ୟାଣସିଂହପୁର,୧୮।୬(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶିପୁର ବ୍ଲକ କଲ୍ୟାଣସିହପୁର ସିମାନ୍ତ ମାଣ୍ଡିବିସି ପଞ୍ଚାୟତରର ଭିତରଚରା ଗାଁରେ ଏକ ବାଇକ୍ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଛି। ସୁଚନା ମୁତାବକ, ଭିତର ଚୋରା ଗାଁର ରାମ ମାଝି (୬୩) ତାଙ୍କ…
Archives


