ପୁରୀରେ ପହଞ୍ଚିଲେ କଂଶ ମହାରାଜ: ମହୋଦଧିରେ ଧୋଇଲେ ପାପ
ପୁରୀ,୨୬।୧: ପୁରୀରେ ପହଞ୍ଚିଛନ୍ତି ବରଗଡ଼ର କଂସ ମହାରାଜ । କଂସ ମହାରାଜ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ପାପର ପ୍ରାୟଶ୍ଚିତ ପାଇଁ ପୁରୀ ଆସିଛନ୍ତି। ଧନୁଯାତ୍ରାରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ କଟୁ ମନ୍ତବ୍ୟ ପ୍ରୟୋଗ କରିଥିବାରୁ ପ୍ରାୟଶ୍ଚିତ ପାଇଁ ମହୋଦଧିରେ ସ୍ନାନ…
ଶ୍ରଦ୍ଧାଳୁଙ୍କୁ ସ୍ବାଗତ ପାଇଁ ସଜେଇ ହୋଇଛି ସମଙ୍ଗ
ପୁରୀ,୨୫ା୧(ଅଜିତ୍ ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଲୋକାର୍ପଣ ପରେ ରାଜ୍ୟର କୋଣ ଅନୁକୋଣରୁ ଭକ୍ତମାନେ ଯେପରି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଓ ଶ୍ରୀମନ୍ଦିର ପରିକ୍ରମା ପ୍ର୍କଳ୍ପ ମାର୍ଗରେ ପ୍ରଦକ୍ଷିଣ କରିପାରିବେ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି।…
ଆଜି ପୌଷପୂର୍ଣ୍ଣିମା: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି
ପୁରୀ, ୨୫ା୧(ଅଜିତ ମହାନ୍ତି): ପୌଷପୂର୍ଣ୍ଣିମା ଅବସରରେ ଗୁରୁବାର ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ପାଳନ କରାଯିବ। ଶ୍ରୀବିଗ୍ରହମାନେ ରାଜରାଜେଶ୍ୱର ବା ସୁନାବେଶରେ ସଜ୍ଜିତ ହେବେ। ଏଥିପାଇଁ ପୂର୍ଣ୍ଣିମାର ପୂର୍ବଦିନ ଅର୍ଥାତ ପୌଷ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ବୁଧବାର ଶ୍ରୀମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ…
ପରିକ୍ରମା ମାର୍ଗ ପୁନଃ ପ୍ରଦକ୍ଷିଣ କଲେ ମୁଖ୍ୟମନ୍ତ୍ରୀ
ପୁରୀ,୨୪।୧(ଅଜିତ୍ ମହାନ୍ତି): ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନ ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିସହ ପରିକ୍ରମା ପ୍ରକଳ୍ପ ମାର୍ଗ ପୁନଃ ପ୍ରଦକ୍ଷିଣ କରିଛନ୍ତି। ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ…
ପୁରୀରେ ମୁଖ୍ୟମନ୍ତ୍ରୀ
ପୁରୀ,୨୩।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ଶ୍ରୀ ସେତୁ ନିକଟ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କଲାପରେ ସେଠାରୁ ସେ ଶ୍ରୀସେତୁ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିଥିଲେ। ପରେ ସେଠାରୁ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ ସାରି…
ଭକ୍ତଙ୍କୁ ଭଲ ଆଚରଣ ଦେଖାଇବେ ସେବାୟତ, କର୍ମଚାରୀ
ପୁରୀ, ୨୩ା୧(ଅଜିତ୍ ମହାନ୍ତି): ଶ୍ରୀମନ୍ଦିରରେ ସଂସ୍କାର ପାଇଁ ପ୍ରଶାସନ ପୁଣି ଏକ ନୂତନ ପଦକ୍ଷେପ ନେବାକୁ ଯାଉଛି। ପୂର୍ବରୁ ଶ୍ରୀମନ୍ଦିର ପରିସରକୁ ମୋବାଇଲ ଫୋନ ନେବା, ସେବାୟତ, କର୍ମଚାରୀ ଓ ଭକ୍ତ ପାନ, ଗୁଟ୍ଖା ଆଦି ସେବନ କରିବା, ପଲିଥିନ, ପ୍ଲାଷ୍ଟିକ୍…
ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହେଲେ ଗଜପତି ମହାରାଜ
ଅଯୋଦ୍ଧା,୨୨ା୧: ଦୀର୍ଘ ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଆଜି ସମଗ୍ର ଦେଶ ରାମନାମରେ ପ୍ରକମ୍ପିତ ହୋଇଉଠିଛି। ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ଦେଶ ବିଦେଶରୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଯୋଧ୍ୟାରେ ପହଞ୍ଚିଥିଲେ। ଏହି ଅବସରରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ…
ଖୋଲୁନି ଧାନମଣ୍ଡି, ଚାଷୀ ଅସନ୍ତୁଷ୍ଟ
ପିପିଲି,୨୨।୧(ଦୁର୍ଗାମାଧବ ମିଶ୍ର): ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ଉଚ୍ଛୁପୁର ସେବା ସମବାୟ ସମିତିରେ ଚଳିତ ଖରିଫ ମଣ୍ଡିରେ ଧାନକ୍ରୟ ଆରମ୍ଭ ହୋଇ ନ ଥିବାରୁ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିବରଣୀରୁ ପ୍ରକାଶ ସମବାୟ ସମିତି ସମ୍ପାଦକ ଚଳିତବର୍ଷ…
୨୪ରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ବିଲ୍ଡିଂ ଲୋକାର୍ପଣ
ସାକ୍ଷୀଗୋପାଳ,୨୨।୧(ପ୍ରଶାନ୍ତ ବାରିକ୍/କିଶୋର ମହାପାତ୍ର): ପୁରୀ ଜିଲା ସତ୍ୟବାଦୀରେ ରାଜ୍ୟ ସରକାରଙ୍କ ନିର୍ମାଣାଧୀନ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ ବିଲ୍ଡିଂକୁ ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ(ଭିସି) ମାଧ୍ୟମରେ ଲୋକାର୍ପଣ କରିବେ। ନିର୍ମାଣାଧୀନ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଏକ ପ୍ରଶାସନିକ କୋଠା,…
ରେଙ୍ଗଳ ସରପଞ୍ଚ ପଦ ଅସିଦ୍ଧ ଘୋଷିତ
ପିପିଲି,୧୯ା୧(ଦୁର୍ଗାମାଧବ ମିଶ୍ର): ଡେଲାଙ୍ଗ ବ୍ଲକ ରେଙ୍ଗଳ ସରପଞ୍ଚ ପଦବୀକୁ ନିର୍ବାଚନ ଟ୍ରିବ୍ୟୁନାଲ ତଥା ପିପିଲି ସିଭିଲ ଜଜ୍ ଜୁନିୟର ଡିଭିଜନ ସଂଗ୍ରାମ କୁମାର ମିଶ୍ର ଗୁରୁବାର ଅସିଦ୍ଧ ଘୋଷଣା କରିଛନ୍ତି। ଉକ୍ତ ପଞ୍ଚାୟତର ନିର୍ବାଚନ ଅନିୟମିତତାକୁ ନେଇ ନିର୍ବାଚନ ଟ୍ରିବ୍ୟୁନାଲ ତଥା…
ଅମୃତ ବାରିରେ ଦେବାଶୀର୍ବାଦ
ଭୁବନେଶ୍ୱର,୧୮।୧(ଅନିଲ ଦାସ)ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମିଳିଛି ମହାପ୍ରଭୁଙ୍କ ଆଶୀର୍ବାଦ। ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଓ ମହାଯଜ୍ଞର ପୂର୍ଣ୍ଣାହୁତିର ଠିକ୍ ପୂର୍ବରୁ ପୁରୀ ଆକାଶରୁ ଦେବାଶୀର୍ବାଦ ସ୍ବରୂପ ଝରିଛି ଅମୃତ ବାରି। ଟୋପାଟୋପା ବର୍ଷା ଭକ୍ତ, ଶ୍ରଦ୍ଧାଳୁ, ପୂଜକ, ସେବାୟତଙ୍କୁ ଦେଇଛି ଅପ୍ରମିତ…
ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
ପୁରୀ,୧୭।୧: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଧବାର ଲୋକାର୍ପିତ ହୋଇଛି। ଶୁଭଲଗ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଗଜପତି ମହାରାଜା ଦିବ୍ୟସିଂହଙ୍କ ଉପସ୍ଥିତିରେ ମୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହୋଇଛି। ଲୋକାର୍ପଣ ଫଳକରେ ନଡ଼ିଆ…
Archives


