ବିଜେଡି ନେତାଙ୍କ ଶ୍ରୀଜଗନ୍ନାଥ ଦର୍ଶନ
ପୁରୀ,,୨୨।୩(ଅଜିତ୍ ମହାନ୍ତି) କିଛି ଦିନ ତଳେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସଂସଦୀୟ ଦଳର ନେତାଙ୍କ ସହ ଆଲୋଚନା କରିଥିଲେ। ଏପରି କି ଏହି କ୍ଷେତ୍ର ପାଇଁ ଦଳର ପ୍ରାର୍ଥୀ ଚୟନ ହୋଇଥିବା କୁହାଯାଇଥିଲା। ପରେ ବ୍ରହ୍ମଗିରି…
ଦୋଳ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସୁନାବେଶ
ପୁରୀ,୧୯।୩: ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ପାଇଁ ଛତିଶା ନିଯୋଗ ବୈଠକରେ ନୀତିକାନ୍ତି ଚୂଡାନ୍ତ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ୨୪ରେ ମେଣ୍ଡାପୋଡ଼ି ଏବଂ ୨୫ରେ ଦୋଳ ପୂର୍ଣ୍ଣିମା ଥିବାରୁ…
୨ ବ୍ୟାଙ୍କରେ ଜମାହେବ ଶ୍ରୀମନ୍ଦିର ପାଣ୍ଠିର ୩୯ କୋଟି ୨୨ ଲକ୍ଷ
ପୁରୀ, ୧୯ା୩(ଅଜିତ୍ ମହାନ୍ତି):ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ସୋମବାର ଶ୍ରୀମନ୍ଦିର ଅର୍ଥ ସବ୍କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଦାନ ଅର୍ଥ ତଥା ଶ୍ରୀମନ୍ଦିର ପାଣ୍ଠି ଅର୍ଥ ଡିପୋଜିଟ ନେଇ ବୈଠକରେ ବିଡିଂ କରାଯାଇଥିଲା। ଦୁଇଟି ବ୍ୟାଙ୍କ୍ରେ ଶ୍ରୀମନ୍ଦିର ଉନ୍ନୟନ ପାଣ୍ଠିର ମୋଟ…
ଦୁଇ ବ୍ୟାଙ୍କରେ ପୁରୀ ଶ୍ରୀମନ୍ଦିରର ଡିପୋଜିଟ୍ ହେଲା ୩୯ କୋଟି ଟଙ୍କା
ଭୁବନେଶ୍ୱର,୧୮।୩: ପୁରୀ ଶ୍ରୀମନ୍ଦିରରକୁ ବିଭିନ୍ନ ସୂତ୍ରରୁ ମିଳିଥିବା ଆର୍ଥିକ ଆୟ ମଧ୍ୟରୁ ୩୯ କୋଟି ୨୧ ଲକ୍ଷ ଟଙ୍କା ପ୍ରଶାସନ ପକ୍ଷରୁ ବ୍ୟାଙ୍କରେ ଜମା କରାଯାଇଛି । ୭ ଦଶମିକ ୮/ଶୂନ ପ୍ରତିଶତ ସୁଧ ହାରରେ କାନାରା ବ୍ୟାଙ୍କରେ ୩୬ କୋଟି…
ଏସି ଶେଡ୍: ୨ ମାସରେ ବିଦ୍ୟୁତ ବିଲ୍ ୧୪.୧୭ ଲକ୍ଷ
ପୁରୀ,୧୮ା୩ (ଅଜିତ୍ ମହାନ୍ତି): ଭକ୍ତଙ୍କ ପାଇଁ ବଡ଼ଦାଣ୍ଡରେ ସରକାର ନିର୍ମାଣ କରିଥିବା ଏସି ଶେଡ୍ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଗତ ୨ ମାସରେ ଆସିଥିବା ବିଦ୍ୟୁତ ବିଲ୍କୁ ଦେଖି ଲୋକେ ବିସ୍ମୟ ପ୍ରକାଶ କରିଛନ୍ତି। ଏସି ଶେଡ୍ରେ ଗତ…
ପାନୀୟଜଳ ପାଇଁ ହନ୍ତସନ୍ତ ପଞ୍ଚାୟତବାସୀ
କଣାସ,୧୮।୩(ବିଭୂତି ଭୂଷଣ ତ୍ରିପାଠୀ): କଣାସ ବ୍ଲକ ଚିଲିକା ଉପକୂଳରେ ଅବସ୍ଥାପିତ ହୋଇଥିବାରୁ ବର୍ଷ ତମାମ ଏଠାରେ ପାନୀୟ ଜଳ ସମସ୍ୟା ଲାଗିରୁହେ। ରୌଦ୍ରତାପ ସମୟରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରେ। ସେଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଏପ୍ରିଲ ୧ରୁ…
ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଜତ ପ୍ରତିହାରୀଙ୍କ ପରଲୋକ
ପୁରୀ,୧୭।୩: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରଜତ କୁମାର ପ୍ରତିହାରୀଙ୍କ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ରଜତ କୁମାର ପ୍ରତିହାରୀଙ୍କ ପାର୍ଥିବ ଶରୀର ମୁମ୍ବାଇରୁ ପୁରୀର…
ଦୋଳବେଦି ପାଇବ ନୂଆରୂପ
ପୁରୀ,୧୪ା୩ (ଅଜିତ୍ ମହାନ୍ତି)ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ବିଶେଷ ନୀତି ଦୋଳବେଦିରେ ଅନୁଷ୍ଠିତ ହୋଇଥାଏ। ଦୋଳପୂର୍ଣ୍ଣିମା ପୂର୍ବଦିନ ଦୋଳବେଦିରେ ସ୍ବତନ୍ତ୍ର ମେଣ୍ଢାପୋଡ଼ି ନୀତି ଅନୁଷ୍ଠିତ ହେବା ସହ ଦୋଳପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ବିମାନରେ ଦୋଳବେଦିକୁ ଆସି…
ଶ୍ରୀମନ୍ଦିରରେ ଦୁଇ ସେବାୟତ ହାତାହାତି
ପୁରୀ, ୧୩ା୩(ଅଜିତ୍ ମହାନ୍ତି)- ଶ୍ରୀମନ୍ଦିରରେ ବୁଧବାର ସକାଳେ ଦୁଇଜଣ ସେବାୟତ ପାଳିକୁ ନେଇ ହାତାହାତି ହୋଇଛନ୍ତି। ଶ୍ରୀମନ୍ଦିର ପରିସରସ୍ଥ ବିମଳାଙ୍କ ମନ୍ଦିର ନିକଟରେ ଏହି ଘଟଣା ଘଟିଛି। ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂଚନା ଅନୁଯାୟୀ, ପାଳି ଖଟିବାକୁ…
ଆଜି ୩ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ
ପୁରୀ,୧୩।୩: ଆଜି ଫାଲଗୁନ ଶୁକ୍ଲ ଚତୁର୍ଥୀ ଅବସରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ସେଥିପାଇଁ ୩ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ…
ପୁରୀରେ ଖୋଲିଲା ରାଜ୍ୟର ପ୍ରଥମ ‘ହୋମ୍ ଷ୍ଟେ’
ପୁରୀ,୧୩ା୩(ଅଜିତ୍ ମହାନ୍ତି): ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍ଡିଏ) ସହଯୋଗିତାରେ ଓୟୋ ରୁମ୍ସ ପକ୍ଷରୁ ମଙ୍ଗଳବାର ରାଜ୍ୟରେ ପ୍ରଥମ ‘ହୋମ୍ ଷ୍ଟେ’ ହୋଟେଲ ସେବା ଆରମ୍ଭ ହୋଇଛି। ଏହି ସେବାକୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଛନ୍ତି।…
କାକଟପୁର: ଝଡ଼ ପୂର୍ବର ନୀରବତା
ଅସ୍ତରଙ୍ଗ,୧୩।୩(ପ୍ରଦୀପ୍ତ ଦୀକ୍ଷିତ): ଆଉ ହୋ ହାଲ୍ଲା, ନାରାବାଜି ନାହିଁ। ସଭାସମିତି ଏକ ରକମର ବନ୍ଦ। ଟିକେଟ ଲବିରେ ଅଚାନକ ଯେମିତି ତାଲା ପଡିଯାଇଛି। ସପ୍ତାହକ ଭିତରେ ସବୁକିଛି ବଦଳିଯାଇଛି। ମେଣ୍ଟ ଚର୍ଚ୍ଚା ଜୋର ଧରିଥିବା ବେଳେ ନେତା, କର୍ମକର୍ତ୍ତା ସବୁ ଉପରକୁ…
Archives


