ଶୃଙ୍ଖଳିତ ଦର୍ଶନ ପାଇଁ ଲାଗିବ AI କ୍ୟାମେରା, ଟେଣ୍ଡର ପ୍ରକ୍ରିୟା ଆରମ୍ଭ
ପୁରୀ, ୧୪।୦୮: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ସରକାର। ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଭିଡ଼ ନିୟନ୍ତ୍ରଣ କରାଯିବା ସହିତ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ AI କ୍ୟାମେରା ଲଗାଯିବ। ଶ୍ରୀମନ୍ଦିର ଭିତର ବାହାର…
ବଡ଼ଠାକୁର ରଥ ଉପରେ ପଡ଼ିବା ଘଟଣା: ଭିଡିଓ ଦେଖାଇ ଦେଖାଇ ପଚାରୁଛି …
ପୁରୀ,୧୩।୮: ଚଳିତ ବର୍ଷ ରଥଯାତ୍ରାରେ ଆଡ଼ପ ପହଣ୍ଡି ବେଳେ ବଡ଼ଠାକୁର ରଥ ଉପରେ ପଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏ ନେଇ ୩ ଜଣିଆ କମିଟି ବଳଭଦ୍ରଙ୍କ ବାଡ଼ଗ୍ରାହୀଙ୍କୁ ଡାକି ପଚରାଉଚରା କରୁଛି। ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ ଓ…
ନିମାପଡ଼ା ପୌରାଧ୍ୟକ୍ଷାଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ
ନିମାପଡ଼ା,୧୨।୮: ନିମାପଡ଼ା ପୌରାଧ୍ୟକ୍ଷା ସସ୍ମିତା ସାହୁଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ୮ କାଉନସିଲର ପୁରୀ ଜିଲାପାଳଙ୍କ ଠାରେ ଅନାସ୍ଥା ଆବେଦନ କରିଛନ୍ତି। ପରିଷଦର ମୋଟ ୧୧ କାଉନସିଲରଙ୍କ ମଧ୍ୟରୁ ୮ ଜଣଙ୍କ ଆବେଦନ କରିଥିବା ଜଣାପଡ଼ିଛି। ଏ ନେଇ…
ପୁରୀରେ ପ୍ରବଳ ବର୍ଷା ଘଡ଼ଘଡ଼ି ସହ ବଜ୍ରପାତ: ଜଣେ ମହିଳାଙ୍କ ଜୀବନ ଗଲା, ୮ ଆହତ
ପୁରୀ,୧୨ା୮: ପୁରୀରେ ସୋମବାର ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ବଜ୍ରପାତ ହୋଇଛି। ଫଳରେ ଜଣେ ମହିଳାଙ୍କ ଜୀବନ ଯାଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଛଇତନା ଭୋଇସାହିରେ ଏହି ବଜ୍ରପାତ ଘଟିଛି। ତେବେ ସମସ୍ତ ଆହତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ…
ରଥଭଙ୍ଗା ଆରମ୍ଭ: ଜାଣନ୍ତୁ କେତେ ଟଙ୍କାରେ ବିକ୍ରି ହେବ ୩ ଠାକୁରଙ୍କ ରଥଚକ
ପୁରୀ,୧୨ା୮(ଅଜିତ୍ କୁମାର ମହାନ୍ତି):ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ସରିବା ପରେ ନୀଳାଦ୍ରିବିଜେରେ ୩ ରଥରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ଶ୍ରୀମନ୍ଦିର ରତ୍ନସିଂହାସନରେ ବିଜେ କରିଥିଲେ। ସେବେଠୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନିଟି ରଥ ଦଣ୍ଡାୟମାନ…
ପୁରୀ ସମୁଦ୍ରରେ ବୁଲୁଛି ଯୁଦ୍ଧ ଜାହାଜ, ହାଇ ଆଲର୍ଟ!
ପୁରୀ,୧୧ା୮( ଅଜିତ୍ କୁମାର ମହାନ୍ତି): ଏୟାର ଶୋ’ ପରେ ଏବେ ପୁରୀରେ ଅନୁଷ୍ଠିତ ହେବ ନୌସେନା ଦିବସ ବା ନାଭାଲ୍ ଡେ। ଆସନ୍ତା ଡିସେମ୍ବର ୪ ତାରିଖରେ ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ନୌସେନା ଦିବସ ଅନୁଷ୍ଠିତ ହେବ। ଏହାପୂର୍ବରୁ ନୌସେନା ମୁଖ୍ୟଙ୍କ…
ଶ୍ରୀମନ୍ଦିର ଦ୍ବାରଫିଟା ନୀତରେ ୧୫ ମିନିଟ ବିଳମ୍ବ
ପୁରୀ,୧୦।୮ ଶ୍ରୀମନ୍ଦିର ପ୍ରଶାସନର କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଶୁକ୍ରବାର ଦ୍ବାରଫିଟା ନୀତି ୧୫ ମିନିଟ ବିଳମ୍ବ ହୋଇଥିଲା । ଏ ନେଇ ନୋଟିସ ହୋଇଛି। ବଡ଼ଦ୍ୱାର ପ୍ରତିହାରୀ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଥିବା ବେଳେ ଏହାକୁ ସ୍ବାଗତ…
ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ମୋହନ ଭାଗବତ
ପୁରୀ,୯।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍ଏସଏସ)ର ସରସଂଘଚାଳକ ଡ. ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶୁକ୍ରବାର ସେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି। ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଗୁରୁବାର ସେ ଭୁବନେଶ୍ୱରରେ ରହଥିଲେ ।…
ଓଡିଶାରେ ବେଲଗାମ୍ ଆଳୁ: ଦିଦିଙ୍କୁ ମନାଇବେ ଜଗନ୍ନାଥ…
ଭୁବନେଶ୍ୱର,୯।୮: ଓଡିଶାରେ ବେଲଗାମ୍ ଆଳୁ। ରାଜ୍ୟରେ ଦେଖା ଦେଇଛି ଉତ୍କଟ ଆଳୁ ସଙ୍କଟ । ଯେତେ ଯାହା କଲେ ବି ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଳୁ ଅଟକାଇ ଦେବାରୁ ଓଡ଼ିଶାରେ ଆଳୁ…
ନିମାପଡ଼ା ମୁଖ୍ୟ କେନାଲରେ ୧୫ ଫୁଟର ଘାଇ
ନିମାପଡ଼ା,୬।୮: ପୁରୀ ଜିଲା ନିମାପଡ଼ା ମୁଖ୍ୟ କେନାଲର ମୁରାରିପୁରଠାରେ ମଙ୍ଗଳବାର ୧୫ ଫୁଟ ଓସାରର ଏକ ଘାଇ ସୃଷ୍ଟି ହୋଇଛି। ଫଳରେ କେନାଲ ପାଣି ମାଡିଯାଇ ୧୦ ଏକରରୁ ଅଧିକ ଚାଷ ଜମି ଜଳମଗ୍ନ ହୋଇଯାଇଛି। ବର୍ତ୍ତମାନ ଜମିରେ ଧାନ ରୁଆ…
ରତ୍ନଭଣ୍ଡାର ପ୍ରସଙ୍ଗ: ସିବିଆଇ ତଦନ୍ତ ଦାବି କଲେ ସୁଦର୍ଶନ
ପୁରୀ,୬ା୮(ଅଜିତ୍ କୁମାର ମହାନ୍ତି):ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ମୁଖ୍ୟତଃ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ରତ୍ନଭଣ୍ଡାର ଯାଞ୍ଚ, ମରାମତି ସହ ପୁରୁଣା ସିନ୍ଦୁକ ଓ…
ଭକ୍ତଙ୍କ ସେବାରେ ଲାଗୁନି ୩୫ ଇ-ବସ୍
ପୁରୀ,୫ା୮(ଅଜିତ୍ କୁମାର ମହାନ୍ତି): କଥାରେ ଅଛି ‘ସରକାର କା ମାଲ୍ ଦରିଆ ମେ ଡାଲ୍’। ତାହାର ଏକ ଉଦାହରଣ ପୁରୀରେ ଦେଖିବାକୁ ମିଳିଛି। ଭାରତର ଚାରିଧାମ ମଧ୍ୟରୁ ପୁରୀ ଅନ୍ୟତମ ହୋଇଥିବାରୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଏଠାକୁ ପ୍ରତିଦିନ ଦେଶ ବିଦେଶରୁ…
Archives


