ପୁରୀ

ଆଜି ଶ୍ରୀମନ୍ଦିରରେ ପଇତାଲାଗି: ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ ଅଫିସ,୧୮ା୧୧: ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କର ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।…

ତୀର୍ଥ ପୁଷ୍କରିଣୀରେ ସ୍ନାନ ସାରି ଶ୍ରୀକ୍ଷେତ୍ର ପରିକ୍ରମା କଲେ ସାଧୁସନ୍ଥ

ପୁରୀ ଅଫିସ,୧୭।୧୧: ମାର୍ଗଶୀର ଶୁକ୍ଳ ପଞ୍ଚମୀରେ ଶ୍ରୀକ୍ଷେତ୍ରରେ ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମାର ବିଧି ରହିଛି। ଏହି ପରିକ୍ରମା ଶ୍ରୀଚୈତନ୍ୟଙ୍କ ସମୟରୁ ଆରମ୍ଭ ହୋଇଛ। କାର୍ତ୍ତିକ ମାସ ପରେ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବଦେବୀ ମନ୍ଦିର ଦର୍ଶନ କରିବା ସହ ତୀର୍ଥ…

ସତ୍ୟବାଦୀ ଥାନା ପରିଦର୍ଶନ କଲେ ଗୃହରାଷ୍ଟ୍ର ମନ୍ତ୍ରୀ: ପୋଲିସ ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହେବାକୁ ପରାମର୍ଶ

ସାକ୍ଷୀଗୋପାଳ,୧୭।୧୧(ଡି.ଏନ୍‌.ଏ): ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଆଧାରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଶନିବାର ସାରେ ଅଚାନକ ପୁରୀ ଜିଲା ସତ୍ୟବାଦୀ ଥାନା ପରିଦର୍ଶନ କରିଛନ୍ତି । ବିଭିନ୍ନ ସମସ୍ୟାରେ ପଡ଼ି ଥାନାକୁ ଆସୁଥିବା ଲୋକଙ୍କୁ ସହଯୋଗ କରିବା ଲକ୍ଷ୍ୟରେ ପୋଲିସ…

ସୁଦର୍ଶନଙ୍କୁ ଇଟାଲିଆନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ଆୱାର୍ଡ

ପୁରୀ ଅଫିସ,୧୭।୧୧: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଛି ଇଟାଲିଆନ ଗୋଲ୍ଡେନ ସ୍ୟାଣ୍ଡ ଆର୍ଟ ଆୱାର୍ଡ। ଇଟାଲୀର ରାଜଧାନୀ ରୋମ୍‌ରେ ଅନୁଷ୍ଠିତ ବିଶ୍ୱସ୍ତରୀୟ ବାଲୁକା କଳା ପ୍ରଦର୍ଶନୀ ଅବସରରେ ଶୁକ୍ରବାର ସନ୍ଧ୍ୟାରେ ପ୍ରଥମ ଭାରତୀୟ ଭାବେ ସୁଦର୍ଶନ ଏହି…

ପର୍ଯ୍ୟଟକଙ୍କୁ ଭରପୂର ମନୋରଞ୍ଜନ ଦେବ ପୁରୀ ବେଳାଭୂମି: ବ୍ଲୁ ଫ୍ଲାଗ ପରେ ଏବେ ନୀଳାଦ୍ରି ବିଚ୍‌

ପୁରୀ ଅଫିସ, ୧୭।୧୧: ପର୍ଯ୍ୟଟନ ସହର ପୁରୀକୁ ପ୍ରତିଦିନ ଦେଶ, ବିଦେଶର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସିଥାନ୍ତି। ଶ୍ରୀମନ୍ଦିର ପରେ ପର୍ଯ୍ୟଟକଙ୍କ ଖାସ୍‌ ଆକର୍ଷଣ ସାଜିଥାଏ ପୁରୀ ବେଳାଭୂମି। ତେଣୁ ପର୍ଯ୍ୟଟକଙ୍କୁ ଅତ୍ୟାଧୁନିକ ସୁବିଧା ଦେବା ପାଇଁ ତିଆରି ଚାଲିଛି ବ୍ଲୁ…

ପୁରୀ ଜିଲା ଚିଠି: ଚାପ ନା ଆନ୍ତରିକତା ଅଭାବ

ସୁପ୍ରିମ୍‌କୋର୍ଟରେ ଚାଲିଛି ଶ୍ରୀମନ୍ଦିର ସଂସ୍କାର ମାମଲା। ମୁଖ୍ୟତଃ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ଏବଂ ଉତ୍ତମ ବ୍ୟବସ୍ଥା ଏହାର ମୁଖ୍ୟ ଲକ୍ଷ୍ୟ ରହିଛି। ପ୍ରାୟ ଦେଢ ବର୍ଷରୁ ଊର୍ଦ୍ଧ୍ୱ ହେବ ଚାଲିଥିବା ଏହି ମାମଲାରେ ବିଭିନ୍ନ ସମୟରେ ରୋଚକ ସ୍ଥିତି ବି…

ପ୍ରତିକୂଳ ପରିସ୍ଥିତିରେ ସତ୍ୟ ସାମ୍ନାକୁ ଆଣିଥାନ୍ତି ଖବରଦାତା

ପୁରୀ ଅଫିସ, ୧୬ା୧୧: ଖବରଦାତାମାନେ ହେଉଛନ୍ତି ସମାଜର ଦର୍ପଣ। ପ୍ରତିକୂଳ ପରିସ୍ଥିତିରେ ଏମାନେ ସତ୍ୟକୁ ସାମ୍ନାକୁ ଆଣିଥାନ୍ତି। ଗଣତାନ୍ତ୍ରିକ ମୂଳଦୁଆକୁ ମଜଭୁତ କରିବାରେ ଖବରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅନେକ କ୍ଷେତ୍ରରେ ଏମାନଙ୍କୁ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଥାଏ। ତେବେ ଠିକଣା ଢଙ୍ଗରେ…

ବଗଲା ଧର୍ମଶାଳା ଜମିକୁ ନେଇ ପିକେଡିଏ ସଚିବଙ୍କୁ ସ୍ମାରକପତ୍ର: ବିଲ୍ଡିଂ ପ୍ଲାନ ଅନୁମୋଦନ କରା ନ ଯାଉ

ପୁରୀ ଅଫିସ, ୧୬ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ବିସ୍ଥାପିତ ହେବାକୁ ଥିବା ଲଜ୍‌ ମାଲିକମାନଙ୍କୁ ବଗଲା ଧର୍ମଶାଳା ଜମି ପ୍ରଦାନ କରାଯିବ। ଯେଉଁ ଲଜ୍‌ ମାଲିକମାନେ ଜମି ନେବାକୁ ଚାହିଁବେ ସେମାନଙ୍କୁ ଏହି ଜମି ପ୍ଲଟିଂ କରି ଦିଆଯିବ। ଏ ନେଇ…

୨୬ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

ପୁରୀ ଅଫିସ, ୧୫ା୧୧: ପୁରୀ ସହରରେ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଥିବାବେଳେ ଏବେ ଏଥିରେ ମହିଳା ମାନଙ୍କୁ ବ୍ୟବହାର କରାଯାଉଛି। ଫଳରେ କଲେଜ ବିଦ୍ୟାର୍ଥୀ, ଯୁବପିଢି ବର୍ତ୍ତମାନ ନିଶା ସେବନ କରି ବିପଥଗାମୀ ହେଉଛନ୍ତି। ସହର ଗଳିକନ୍ଦିରେ ଏହି ବେପାର…

ଭୋଗଦୋକାନୀଙ୍କ ସାଧୁତା: ସାକ୍ଷୀଗୋପାଳ ମନ୍ଦିରକୁ ଆସି ଛାଡ଼ିଯାଇଥିବା ପର୍ସ ଫେରିପାଇଲେ ଗୁଜରାଟର ତୀର୍ଥଯାତ୍ରୀ

ସାକ୍ଷୀଗୋପାଳ,୧୪।୧୧(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରକୁ ଠାକୁରଙ୍କ ଦର୍ଶନ ନିମନ୍ତେ ଯାଇଥିବା ଜଣେ ତୀର୍ଥ ଯାତ୍ରୀ ଭୋଗ ଦୋକାନରେ ଛାଡ଼ି ଯାଇଥିବା ତାଙ୍କ ପର୍ସ ଫେରିପାଇଛନ୍ତି। ଭୋଗ ଦୋକାନୀ ଅର୍ଜୁନ ବାରିକ ଓ ମନ୍ଦିର ଫାଣ୍ଡି ପୋଲିସ କର୍ମଚାରୀ ଲିଙ୍ଗରାଜ ଜେନାଙ୍କ…

ଆଜି ବନକଲାଗି: ୪ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ,୧୩।୧୧:ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ୪ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି। ତାଙ୍କ…

ବୁଧବାର ବନକଲାଗି: ୪ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ,୧୨ା୧୧: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ୪ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?