ପୁରୀ

ସଂଶୋଧିତ ଭୋଟର ତାଲିକା ପାଇଁ ପ୍ରକ୍ରିୟା ଆରମ୍ଭ

ପୁରୀ ଅଫିସ,୧୯।୧୨ : ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧିତ ଭୋଟର ତାଲିକା ପ୍ରକାଶନ ନିମନ୍ତେ ପୁରୀ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଜାନୁୟାରୀ ପହିଲା ସୁଦ୍ଧା ୧୮ବର୍ଷ ପୂରଣ ହେଉଥିବା ନାଗରିକମାନେ ଏହି…

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ଭଙ୍ଗା ହେଲା ୨ ଲଜ୍‌, ଘରୋଇ କୋଠା

ପୁରୀ ଅଫିସ,୧୯।୧୨: ଶ୍ରୀମନ୍ଦିର ଚୌହଦିରେ ଉଚ୍ଛେଦ ଜାରି ରହିଛି। ପ୍ରଥମେ ମଠ ଏହାପରେ ଘରୋଇ କୋଠା ଉଚ୍ଛେଦ ପରେ ବୁଧବାର ୨ଟି ଲଜ୍‌ ଏବଂ ଗୋଟିଏ ଘରୋଇ କୋଠା ଭଙ୍ଗାଯାଇଛି। ଗଡ଼ନ୍ତି ଛକଠାରେ ଥିବା କାଳୀଚରଣ ଲଜ୍‌ ଓ ରାୟବାହାଦୁର ଲଜ୍‌…

ଗଞ୍ଜେଇ ବେପାରୀଙ୍କୁ ୩ ବର୍ଷ ଜେଲ

ନିମାପଡ଼ା,୧୯।୧୨ (ଡି.ଏନ୍‌.ଏ.): ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ୩ବର୍ଷ ଜେଲ୍‌ ଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ନିମାପଡ଼ା ସ୍ବତନ୍ତ୍ର ଅତିରିକ୍ତ ଜିଲା ଦୌରା ଜଜ୍‌ ପ୍ରଦୀପ୍ତ କୁମାର ସାହୁ ବୁଧବାର ଏହି ମାମଲାର…

୨୬ରେ ସୂର୍ଯ୍ୟପରାଗ: ବଡ଼ଦିନ ରାତିସାରା ଦର୍ଶନ ଦେବେ ମହାପ୍ରଭୁ

ପୁରୀ ଅଫିସ, ୧୮ା୧୨:ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୁଧବାର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଅଧ୍ୟକ୍ଷତା କରିଥିବାବେଳେ ପହିଲି ଭୋଗ, ସୂର୍ଯ୍ୟପରାଗ, ନୂଆବର୍ଷ ଓ ମକରସଂକ୍ରାନ୍ତି ନୀତି ସମ୍ପର୍କରେ ଆଲୋଚନା କରାଯାଇ ଚୂଡ଼ାନ୍ତ…

ଛତିଶା ନିଯୋଗ ବୈଠକ ଆରମ୍ଭ

ପୁରୀ ଅଫିସ, ୧୭ା୧୨: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବୁଧବାର ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଥିବା ଏହି ବୈଠକରେ ମକର ସଂକ୍ରାନ୍ତି, ସୂର୍ଯ୍ୟୋପରାଗ ଏବଂ ନୂଆବର୍ଷର ନୀତିକାନ୍ତି ସଂକ୍ରାନ୍ତରେ ଆଲୋଚନା ହେବ। ମୁଖ୍ୟ…

ଆଜି ବନକଲାଗି, ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ, ୧୭ା୧୨: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୩ଟାରୁ ରାତି ୭ଟା ୪ଘଣ୍ଟା ମହାପ୍ରଭୁଙ୍କୁ ଦର୍ଶନ ବନ୍ଦ ରହିବ। କିନ୍ତୁ ଶ୍ରଦ୍ଧାଳୁମାନେ ବେଢ଼ା ପରିସର ଅନ୍ୟାନ୍ୟ ମନ୍ଦିର ବୁଲି ଦର୍ଶନ କରିପାରିବେ…

ପୁଣି ବିବାଦରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ:ପ୍ରସବବେଳେ ନବଜାତକର ଦୁଇ ଗୋଡ଼ ଭାଙ୍ଗିଲା

ପୁରୀ ଅଫିସ, ୧୮।୧୨:ବିଭିନ୍ନ କାରଣକୁ ନେଇ ବିବାଦରେ ରହୁଥିବା ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥା ସୁଧୁରିବାର ନାଁ ଧରୁନି। ପୁଣି ଏକ ସାଂଘାତିକ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଡାକ୍ତରଙ୍କ ଅନୁପସ୍ଥିତିରେ ଡ୍ୟୁଟିରେ ଥିବା କେତେଜଣ ଷ୍ଟାଫ ନର୍ସ ଏକ ପ୍ରସବ…

ଟଙ୍କତୋରାଣି ନାଁରେ ବିକ୍ରି ହେଉଛି ଦହିପାଣି

ପୁରୀ ଅଫିସ, ୧୮।୧୨:ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିକ୍ରି ହୋଇଥାଏ ଟଙ୍କତୋରାଣି। ଦୀର୍ଘବର୍ଷ ଧରି ଏହା ବିକ୍ରି ହୋଇଆସୁଥିଲେ ମଧ୍ୟ ୨୦୧୭ରୁ ଏହା ବନ୍ଦ ରହିଛି। ଅସ୍ବାସ୍ଥ୍ୟକର ପରିବେଶରେ ଏହା ତିଆରି କରାଯାଉଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏହାର ବିକ୍ରି ବନ୍ଦ କରିଦେଇଛି। ହେଲେ…

ଶ୍ରୀମନ୍ଦିର ସୁରକ୍ଷା ଜୋନ: ଭଙ୍ଗା ହେଲା ତିନିମହଲା କୋଠା,ବୁଧବାର ଗଡ଼ନ୍ତି ଛକରେ ହେବ ଉଚ୍ଛେଦ

ପୁରୀ ଅଫିସ, ୧୭ା୧୨: ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚୌହଦୀରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ୭୫ ମିଟରେ ଭିତରେ ଥିବା ମଠ ଏବଂ ବ୍ୟକ୍ତିଗତ ଘର ଭଙ୍ଗା ଯାଉଛି। କିଛିଦିନ ଧରି ମଙ୍ଗୁମଠ ଏବଂ ସାନଛତା ମଠ ଉଚ୍ଛେଦ କରିବା ପରେ…

ବୁଧବାର ବନକଲାଗି, ମହାପ୍ରଭୁଙ୍କ ଦର୍ଶନ ୪ ଘଣ୍ଟା ବନ୍ଦ

ପୁରୀ ଅଫିସ, ୧୭ା୧୨: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୩ଟାରୁ ରାତି ୭ଟା ୪ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ ବନ୍ଦ ରହିବ। କିନ୍ତୁ ଶ୍ରଦ୍ଧାଳୁମାନେ ବେଢା ପରିସର ଅନ୍ୟାନ୍ୟେ ମନ୍ଦିର ବୁଲି…

ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଉଚ୍ଛେଦ ପ୍ରକ୍ରିୟା ଜାରି: ଭଙ୍ଗାଗଲା ଘରୋଇ କୋଠା

ପୁରୀ ଅଫିସ୍‌, ୧୭।୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ସୋମବାର ଦୋଳବେଦୀ କୋଣସ୍ଥିତ ଏକ ତିନି ମହଲା ଘରୋଇ କୋଠା ଭଙ୍ଗାଯାଇଥିବାବେଳେ ମଙ୍ଗଳବାର ଗାଣ୍ଡୁଆଚଉରା ଛକରେ ଉଚ୍ଛେଦ ଚାଲିଛି। ଦାମୋଦର ସିଂଘାରୀଙ୍କ ଦୁଇ ମହଲା ବିଶିଷ୍ଟ କୋଠା…

ଓଡ଼ିଶା ଫେରିବ ଡାକୋଟା ବିମାନ

ପୁରୀ ଅଫିସ,୧୭।୧୨: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ସହ ଜଡ଼ିତ ଡାକୋଟା ବିମାନ ଓଡ଼ିଶା ଫେରିବା ସମ୍ଭାବନା ସୃଷ୍ଟି ହୋଇଛି। ଏହି ବିମାନକୁ ଓଡ଼ିଶାକୁ ଫେରାଇବା ଲାଗି ଶ୍ରୀଜଗନ୍ନାଥ ସେନା ଗତ ଅକ୍ଟୋବର ୧୦ରେ ନୂଆଦିଲ୍ଲୀରେ ବେସାମରିକ ବିମାନ ଚଳାଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?