ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯାଉ
ପୁରୀ ଅଫିସ, ୭।୬:ଶ୍ରୀମନ୍ଦିର ୪ ଦ୍ୱାର ଭକ୍ତଙ୍କ ନିମନ୍ତେ ଖୋଲାଯିବା ସହ ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି। ଏ ନେଇ ପୁରୀ ଜିଲା ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ମଙ୍ଗଳବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉଦ୍ଦେଶ୍ୟରେ…
ଅଲାରନାଥ ପୀଠରେ ଅନବସର ଦର୍ଶନ
ବ୍ରହ୍ମଗିରି,୬ା୬(ଡି.ଏନ୍.ଏ): ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହ ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରାରେ ସ୍ନାନ କରି ଜ୍ୱରରେ ପଡ଼ିଛନ୍ତି। ଫଳରେ ମହାପ୍ରଭୁ ଏବେ ଅଣସରରେ ୧୪ଦିନ ରହିବେ। ଏହି ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ନାହିଁ। ତେବେ ଅଗଣିତ ଶ୍ରଦ୍ଧାଳୁଙ୍କ ଭକ୍ତିକୁ ଦେଖି ମହାପ୍ରଭୁ…
ଡକାୟତି ଯୋଜନାବେଳେ ୪ ଧରାପଡ଼ିଲେ
ସାକ୍ଷୀଗୋପାଳ,୬।୬(ସ୍ବ.ପ୍ର./ଡି.ଏନ୍.ଏ.): ସତ୍ୟବାଦୀ ଥାନା ପୋଲିସ ରବିବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ବଡ଼ଧରଣର ଡକାୟତି ପାଇଁ ଯୋଜନା କରୁଥିବା ୫ଜଣରୁ ୪ଜଣ ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ହୋଇଛି। ସେମାନେ ହେଲେ ଉକ୍ତ ଥାନା ଅନ୍ତର୍ଗତ ବାରଘରିଆ ସାହିର ଲଷ୍ମୀଧର ପ୍ରଧାନ…
୩ରଥରେ ସଂଯୋଗ ହେଲା ତୃତୀୟ ଭୂଇଁ
ପୁରୀ ଅଫିସ, ୬ା୬: ଦାରୁୁଦେବତାଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ସ୍ନାନପୂର୍ଣ୍ଣିମା ତିଥିରେ ତିନିରଥରେ ‘ଚଉଦ ନାହାକା’ ଖମ୍ବୀ ପ୍ରତି ରଥର ଚାରି ନାହାକାଠାରୁ ଅଢେଇ ଫୁଟ ବ୍ୟବଧାନରେ ବୁଲିବା…
ରୂପଦେଈପୁରରେ ନାଗାଯାତ୍ରା ଆରମ୍ଭ
ପିପିଲି,୬।୬(ଡି.ଏନ୍.ଏ.): ପିପିଲି ବ୍ଲକ ଅଧୀନ ରୂପଦେଇପୁରରେ ଓଡ଼ିଶା ପ୍ରସିଦ୍ଧ ନାଗାଯାତ୍ରା ସୋମବାର ଉଦ୍ଘାଟିତ ହୋଇଯାଇଛି। ଏହି ଯାତ୍ରା ୨ ଦିନ ଧରି ଚାଲିବ। ଏହି ପାରମ୍ପରିକ ଯାତ୍ରାରେ ମହୁରି, ନାଗରା ବୀରବାଦ୍ୟରେ ନାଗାଧାରୀମାନେ ନାଗାନୃତ୍ୟ ପରିବେଷଣ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ହଜାର…
ନିର୍ବନ୍ଧ ସାରି ଫେରୁଥିଲେ : ଚାଲିଗଲା ୩ ଜୀବନ
ପୁରୀ ଅଫିସ,୫।୬: ପୁରୀ ମଙ୍ଗଳାଘାଟ-ବଳିଆପଣ୍ଡା ବାଇପାସ ରୋଡରେ ସୋମବାର ଦୁର୍ଘଟଣା ଘଟିଛି। ଓମକାରେଶ୍ବର ମନ୍ଦିର ନିକଟରେ ସ୍କୁଟିକୁ ଏକ ଟାଉନ ବସ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ, ସ୍କୁଟିକୁ ଟାଉନ ବସ ଚାପିଦେବାରୁ ୩ ଜଣଙ୍କ…
ଅଲାରନାଥରେ ଭକ୍ତଙ୍କ ଭିଡ଼
ପୁରୀ ଅଫିସ,୫ା୬: ଶ୍ରୀଜିଉ ମହାସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ଥିବାରୁ ଅଣସର ଘରେ ରହିଛନ୍ତି। ଏହି ସମୟରେ ଭକ୍ତମାନେ ଅଲାରନାଥ ପୀଠରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ସୋମବାର ସକାଳୁ ଅଲାରନାଥ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ଅନ୍ୟପଟେ ଶ୍ରୀମନ୍ଦିରରେ…
ସ୍ନାନମଣ୍ଡପରେ ପଡ଼ିଲା ରକ୍ତଛିଟା
ପୁରୀ ଅଫିସ,୪ା୬: ରବିବାର ଶ୍ରୀଜିଉଙ୍କ ସ୍ନାନଯାତ୍ରା ଚାଲିଥିବା ବେଳେ ତିନି ତିନୋଟି ଅଘଟଣ ଘଟିଛି। ସକାଳେ ଜଣେ ଭକ୍ତ ମନ୍ଦିର ଭିତରେ ଦର୍ଶନ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି…
ପୁରୀରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ପୁରୀ ଅଫିସ,୪ା୬: ରବିବାର ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଜଣେ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଭକ୍ତ ଜଣକ ରାଜସ୍ଥାନର ଆମ୍ବାଲାଲ ବୋଲି ଜଣାପଡ଼ିଛି। ସେ ଦର୍ଶନ ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ…
ଦୋଷ ସ୍ବୀକାର କଲେ ପୂର୍ବତନ କିରାଣି
କୋଣାର୍କ, ୪।୬(ଡି.ଏନ୍.ଏ.): କୋଣାର୍କ ଭଗବତୀ ମହାବିଦ୍ୟାଳୟର ୨୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ଘଟଣାରେ ସମ୍ପୃକ୍ତ ପୂର୍ବତନ କିରାଣି ଅଭିଯୋଗର ୪ସପ୍ତାହ ପରେ ଶନିବାର ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି। ନିଜ ସପକ୍ଷରେ ଦୋଷକୁ ସ୍ବୀକାର କରିବା ସହ ସଫେଇ ଦେଇ କହିଥିଲେ,…
ଟ୍ରେନ୍ ବାତିଲ୍ ପରେ ଯାତ୍ରୀ ହଇରାଣ
ପୁରୀ ଅଫିସ, ୪।୬: ବାଲେଶ୍ୱର ଜିଲା ବାହାନଗାଠାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ରେଳ ଚଳାଚଳ ବ୍ୟାହତ ହୋଇଛି। ପୁରୀରୁ କୋଲକାତା ଯିବାକୁ ଥିବା ଟ୍ରେନ୍ଗୁଡ଼ିକ ବାତିଲ କରାଯାଇଛି। ତେବେ ଟ୍ରେନ୍ ବାତିଲ ଯୋଗୁ ନିଜ ଗନ୍ତବ୍ୟ ପଥକୁ ଯାଇ ନ…
ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ ଅଫିସ,୪।୬: ବିବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏ ନେଇ ସଜେଇ ହୋଇଛି ସ୍ନାନବେଦି। ଏପଟେ ଶ୍ରୀମନ୍ଦିର ରତ୍ନସିଂହାସନରେ ଓହ୍ଲାଇ ଆସିଛନ୍ତି ଦାରୁଦିଅଁ। ପହଣ୍ଡି କରି ସ୍ନାନମଣ୍ଡପ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି। ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି…
Archives


