ରତ୍ନଭଣ୍ଡାର ସଂକ୍ରାନ୍ତ ୪ ମାମଲାର ଶୁଣାଣି
ପୁରୀ, ୨୪ା୬(ଅଜିତ୍ ମହାନ୍ତି): ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ ନ କରି ସ୍ଥିତି ସମ୍ପର୍କରେ ସୂଚନା ଦେବାରୁ ଦୂରେଇ ରହିବାକୁ ଚେଷ୍ଟା କରିଥିଲେ। ତେଣୁ ସାମାଜିକ କର୍ମୀ ଦିଲୀପ କୁମାର ବରାଳ ରତ୍ନଭଣ୍ଡାର ସମ୍ପର୍କିତ…
ବାଲୁଖଣ୍ଡ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ଖାଦ୍ୟ ସମସ୍ୟା
କୋଣାର୍କ,୨୪।୬(ଜ୍ୟୋତିରାଜ ମହାନ୍ତି): କୋଣାର୍କ ବନ ବିଭାଗ ଅଧୀନ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲରେ ଖାଦ୍ୟ ଅଭାବଜନିତ ସମସ୍ୟା ଯୋଗୁ ଗାଁମୁହାଁ ହୋଇଥିବା ଏକ ହରିଣର କୋଣାର୍କ- କାକଟପୁର ମୁଖ୍ୟରାସ୍ତାର ବଢେଇ ଛକରେ ଶୁକ୍ରବାର ଭୋର ସମୟରେ ଏକ ଅଜଣା ଗାଡି ଧକ୍କାରେ ହରିଣର…
ଓଡ଼ିଶାରେ ‘ଆଦିପୁରୁଷ’ ଚଳଚ୍ଚିତ୍ରକୁ ବ୍ୟାନ୍ କରାଯାଉ
ପୁରୀ,୨୩ା୬(ଅଜିତ୍ ମହାନ୍ତି):‘ଆଦିପୁରୁଷ’ ଚଳଚ୍ଚିତ୍ରରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର, ମହାବୀର ହନୁମାନ ଏବଂ ରାବଣଙ୍କ ଚରିତ୍ରକୁ କଦର୍ଥ ଭାବେ ଚିତ୍ରଣ କରାଯାଇ ଅପମାନିତ କରାଯାଇଛି ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ ଆଣିଛି। ଏହି ଚଳଚ୍ଚିତ୍ରକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ…
ସନ୍ଧ୍ୟାରେ ୪ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ପୁରୀ,୨୩। ୬(ଅଜିତ ମହାନ୍ତି): ଜନ୍ମ ବେଦୀରେ ତିନି ଠାକୁରଙ୍କ ଦର୍ଶନ ଲାଗି ଭକ୍ତଙ୍କ ଜନସମାଗମ ହେଉଛି। ତେବେ ଶୁକ୍ରବାର ସନ୍ଧ୍ୟାରେ ୪ଘଣ୍ଟା ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଯୋଗୁ ଦର୍ଶନ ବନ୍ଦ ରହିବା ନେଇ ସୂଚନା ମିଳିଛି। ଦ୍ୱିତୀୟ ଭୋଗମଣ୍ଡପ…
୫୦ ହଜାର ଭକ୍ତଙ୍କ ପାଇଁ ବାହାରିଲା ଆଡ଼ପ ଅବଢ଼ା
ପୁରୀ,୨୩। ୬(ଅଜିତ ମହାନ୍ତି): ଜନ୍ମ ବେଦୀରେ ତିନି ଠାକୁର। ଶୁକ୍ରବାର ଆଡ଼ପ ଅବଢା ବାହାରିଛି । ୫୦ ହଜାର ଭକ୍ତଙ୍କ ପାଇଁ ଆଜି ସୁଆର ମହାସୁଆର ନିଯୋଗ ପକ୍ଷରୁ ଆଡ଼ପ ଅବଢ଼ା ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ଯେଭଳି ସୁବିଧାରେ ମହାପ୍ରସାଦ ସେବନ…
ଓଡ଼ିଶାର ୨ ସ୍ବାସ୍ଥ୍ୟକର୍ମୀଙ୍କୁ ନାଇଟିଙ୍ଗେଲ୍ ଆୱାର୍ଡ
କଣାସ(ବିଭୂତି ଭୂଷଣ ତ୍ରିପାଠୀ) / ନବରଙ୍ଗପୁର (ସଦାଶିବ ପ୍ରହରାଜ),୨୩ା୬: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଦେଶର ୩୦ ସ୍ବାସ୍ଥ୍ୟକର୍ମୀଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ ଆୱାର୍ଡ ପ୍ରଦାନ କରାଯାଇଛି। ୨୦୨୨ ଓ ୨୦୨୩ ବର୍ଷ ନିମନ୍ତେ ୧୫ ଜଣ ଲେଖାଏ ସ୍ବାସ୍ଥ୍ୟକର୍ମୀଙ୍କୁ…
ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ
ପୁରୀ ଅଫିସ,୨୨ା୬: ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟରେ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ କରାଯାଏ। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପାଇଁ ଗୁରୁବାର ଏଏସ୍ଆଇର ୪ ଜଣିଆ ବୈଷୟିକ ଟିମ୍ ପୁରୀରେ ପହଞ୍ଚିଛନ୍ତି। ପ୍ରଥମେ ସିଂହଦ୍ୱାର କାମ ଆରମ୍ଭ ହୋଇଛି। ପିତ୍ତଳ…
ତହସିଲଦାର ବଦଳିଲେ, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ
ଗୋପ,୨୨ା୬ (ଭାରତୀ ଭୂଷଣ ଉପାଧ୍ୟାୟ)ପୁରୀ ଜିଲା ଗୋପ ବ୍ଲକ ମହଲପଡ଼ାରେ ଶହ ଶହ ଏକର ସରକାରୀ ଜମି ଜବରଦଖଲ କରି ବେଆଇନ ଭାବେ ପୋଖରୀ ଖୋଳିବା ସହିତ ଶ୍ମଶାନ, ଦେବୋତ୍ତର ଓ ବେଆଇନ ଭାବରେ କାଦୁଅ ନଦୀକୁ ପୋତି ଦେବା ଭଳି…
ଅବଢ଼ା ଯୋଜନା ବ୍ୟୟ ଅଟକଳ ବଢ଼ିଲା
ଭୁବନେଶ୍ୱର,୨୨ା୬(ଅନିଲ ଦାସ) ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟରେ ପରିଣତ ଓ ଏହାର ସଂରକ୍ଷଣ ପୁନର୍ଜୀବିତ କରିବା ପାଇଁ ସରକାର ଅବଢ଼ା ଯୋଜନା କରିଛନ୍ତି। ପୂର୍ବରୁ ଏହି ଯୋଜନା ପାଇଁ ୩,୨୦୮ କୋଟି ଟଙ୍କା ଅନୁମୋଦନ କରାଯାଇଥିଲା। ଏହି ଯୋଜନା ଅଧୀନରେ ଅନେକ ପ୍ରକଳ୍ପ…
ଶରଧାବାଲିରେ ଦାରୁଦିଅଁ
ପୁରୀ,୨୧ା୬(ଅଜିତ୍ ମହାନ୍ତି): ବିଶ୍ୱନିୟନ୍ତା କାଳିଆଠାକୁର ଭଉଣୀ ଦେବୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ରଙ୍କୁ ସାଙ୍ଗରେ ଧରି ମଙ୍ଗଳବାର ଜନ୍ମବେଦି ଅଭିମୁଖେ ବାହାରିଥିଲେ। କାଲି ଅପରାହ୍ନ ୩ଟା ୪ ମିନିଟ୍ରୁ ରଥଟଣା ଆରମ୍ଭ ହୋଇଥିଲେ ହେଁ ଶରଧାବାଲିରେ ପହଞ୍ଚି ପାରି ନ ଥିଲା…
ତାଳଧ୍ୱଜ ରଥ ଟଣା ହେଲାବେଳେ ଠେଲାପେଲା: ଏକାଧିକ ଆହତ
ପୁରୀ ଅଫିସ,୨୦।୬(ଅଜିତ୍ ମହାନ୍ତି): ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତେବେ ରଥଟଣା ଆରମ୍ଭ ହୋଇଥିବା ବେଳେ ଠେଲାପେଲା ହୋଇଛି। ମିରିଚିକୋଟ ଛକରେ ଠେଲାପେଲା ହୋଇ ଏକାଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଳଧ୍ୱଜ ରଥ ଟଣା…
ଶେଷ ହେଲା ପହଣ୍ଡି ବିଜେ: ରଥାରୂଢ଼ ହେଲେ ଶ୍ରୀଜିଉ
ପୁରୀ,୨୦।୬(ଅଜିତ୍ ମହାନ୍ତି): ଆଜି ପବିତ୍ର ରଥଯାତ୍ରା। ଏହି ନବଦିନାତ୍ମକ ଯାତ୍ରାରେ ଭଉଣୀଭାଇଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ନିର୍ଦ୍ଧାରିତ ସମୟରେ ଶ୍ରୀଜିଉଙ୍କ ସକାଳ ଧୂପ ଖେଚୁଡ଼ି ଭୋଗ ପରେ ରଥ ପ୍ରତିଷ୍ଠା କାର୍ଯ୍ୟ ହୋଇଥିଲା। ଏହାପରେ ଆରମ୍ଭ…
Archives


