ଯୁବତୀଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ ଭାଜପା ନେତା: ବାନ୍ଧିଲା ପୋଲିସ
ଅନୁଗୋଳ,୧୯।୭(ମାନସ ବିଶ୍ୱାଳ)/ (ଜ୍ୟୋତିରଞ୍ଜନ ସାହୁ):ଜଣେ ଯୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଅନୁଗୋଳ ଜିଲା ଭାଜପା ସମ୍ପାଦକ ତଥା ଯୁବନେତା ସୁଦୀପ୍ତ ସ୍ବାଇଁ ଗିରଫ ହୋଇଛନ୍ତି। ବନ୍ତଳା ପୋଲିସ ୧୭ ତାରିଖ ରାତିରେ ତାଙ୍କୁ ଗିରଫ କରିଛି। ଭାଜପା…
ନୂଆପଡ଼ା ଜିଲାକୁ ଦାଦନମୁକ୍ତ କରାଯିବ: ମନ୍ତ୍ରୀ
ନୂଆପଡ଼ା,୧୮ା୭ (ମକାରୁ ବେମାଲ): ରାଜ୍ୟ ସରକାରଙ୍କ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ଶୁକ୍ରବାର ଦିନିକିଆ ନୂଆପଡ଼ା ଜିଲା ଗସ୍ତରେ ଆସି ୨୬୪ କୋଟି ଟଙ୍କାର ଭେଟି ଦେବା ସହ ଜିଲାକୁ ଦାଦନମୁକ୍ତ…
ମଦ୍ୟପଙ୍କ ଅଜବ କାଣ୍ଡ: ନିଶାସକ୍ତ ଅବସ୍ଥାରେ ଜୀଅନ୍ତା ନାଗ ସାପକୁ ଚୋବାଇ ଖାଇଲେ, ଏବେ…
ବଲାଙ୍ଗୀର,୧୮।୭ (ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଅଜବ କାଣ୍ଡ କରିଛନ୍ତି। ମଦ୍ୟପଜଣଙ୍କ ଜୀଅନ୍ତା ନାଗ ସାପକୁ ଖାଇ ଗୁରୁତର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଭୀମଭୋଇ ମେଡିକାଲ କଲେଜ…
ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ: କଳାହାଣ୍ଡିର ଛାତ୍ର ନିହାର ରଞ୍ଜନ ଦାଶଙ୍କୁ ସ୍ୱର୍ଣ୍ଣପଦକ
ଭବାନୀପାଟଣା,୧୮।୭(ଉତ୍ତମ କୁମାର ଦାଶ)-କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏଥିରେ ମହାମହିଁ ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଡ଼. ହରି ବାବୁ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ…
ମିଲ୍ ତାଲା ଭାଙ୍ଗି ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ଦିଗପହଣ୍ଡି ପୋଲିସ ପହଞ୍ଚି…
ଦିଗପହଣ୍ଡି,୧୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ପଞ୍ଚାୟତ ଅଫିସ ନିକଟରେ ଥିବା ବାବୁ ସାହୁଙ୍କ ମା’ ମହୁରୀ କାଳୁଆ ଫ୍ଲୋର ମିଲ ମୁଖ୍ୟ ଫାଟକ ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ପ୍ରାୟ ୨ ଲକ୍ଷ ୧୫…
କର୍ତ୍ତବ୍ୟରେ ଅବହେଳା, କର୍ତ୍ତୃପକ୍ଷଙ୍କ ଆଦେଶକୁ ଅବମାନନା: ନିଲମ୍ବିତ ହେଲେ ୪…
ଗଜପତି,୧୮।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ୪ ଜଣ ସ୍ବାସ୍ଥ୍ୟ ବିଭାଗର କମ୍ୟୁନିଟି ହେଲଥ ଅଫିସରଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି। ନିଲମ୍ବିତ ହେଲଥ ଅଫିସର ମାନେହେଲେ ମୋହନା ବ୍ଲକର ପାଣିଗଣ୍ଡା, ରାଇପଙ୍କା, ବୁତୁଲି ଏବଂ ଆର. ଉଦୟଗିରି ବ୍ଳକର ଶିଆଳିଲଟି ଆୟୁଷ୍ମାନ ଆରୋଗ୍ୟ…
ଗିନିଜ୍ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଥିବା କଳାକାରଙ୍କୁ ….
କେସିଙ୍ଗା,୧୮ା୭ (ତୁମେଶ୍ୱର ସାହୁ)- ଗିନିଜ୍ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଥିବା କଳାହାଣ୍ଡି ଜିଲା ଅଗ୍ରଣୀ ବିଏସ୍ଏ ଅନୁଷ୍ଠାନର କଳାକାରଙ୍କୁ କଳାହାଣ୍ଡି ଜିଲାପାଳ ସଚିନ ପାୱାର ପ୍ରକାଶ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଶୁକ୍ରବାର ବିଏସ୍ଏର ନୂତନ ସଭାଗୃହରେ ଅନୁଷ୍ଠାନର ସଭାପତି ସୁଶାନ୍ତ…
ଟୀକାନେଇ ୬ ଛାତ୍ରୀଛାତ୍ର ଗୁରୁତର: ତଦନ୍ତ କଲେ ଏବିଇଓ, ସିଆରସିସି
ଦାରିଙ୍ଗବାଡି, ୧୮।୭ (ଅରୁଣ ସାହୁ): ଟୀକାନେଇ ୬ ଛାତ୍ରୀଛାତ୍ର ଗୁରୁତର ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଏନେଇ ଧରିତ୍ରୀରେ ଖବର ପ୍ରକାଶିତ ପରେ ଜିଲା ଶିକ୍ଷାଧିକାରୀ ରାଜେଶ ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡି ବିଇଓ କାର୍ଯ୍ୟାଳୟରୁ ଏବିଇଓ ଗୋକୁଳାନନ୍ଦ ନାୟକ, ବନମାଳୀ ମାଝୀ…
ଉଗ୍ରରୁପ ନେଲା ଜମି ବିବାଦ: ଟାଙ୍ଗିଆ ଚୋଟରେ ସ୍ବାମୀ, ସ୍ତ୍ରୀ ଗୁରୁତର
ପାପଡ଼ାହାଣ୍ଡି, ୧୮।୭ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ମୈଦଲପୁର ଥାନା କୁମିଦୋରାରେ ଜମି ବାଡ଼ି ବିବାଦକୁ ନେଇ ସାନବାର୍ଲି ଗ୍ରାମର ତିନି ଭାଇ ଘାସିରାମ ହରିଜନ, ତୁଲାରାମ ହରିଜନ ଓ ଦୈତାରି ହରିଜନ ମିଶି ନୂଆଗୁଡା ଗ୍ରାମର ବିଜମଲ ହରିଜନ ଓ…
ଦାୟିତ୍ୱ ମିଳିବା ପରେ ସମସ୍ୟା ବୁଝିବାକୁ ଆସିଥିଲେ ଏମ୍ପିଙ୍କ ପ୍ରତିନିଧି, ମିଳିଲା…
ପୁରୁଷୋତ୍ତମପୁର,୧୮।୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଲାଗି ଆସିକା ଏମପିଙ୍କ ପ୍ରତିନିଧି ରୂପେ ଅନିଲକୁମାର ପଣ୍ଡାଙ୍କୁ ନିଯୁକ୍ତି ମିଳିଛି। ଏ ଥିନେଇ ଏମ୍ପି ଅନିତା ସୁଭଦର୍ଶନୀ ତାଙ୍କ ଚିଠି ନଂ ୯୦/୨୦୨୫ ପ୍ରକାରେ ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରିଥିବା ବେଳେ…
ଗର୍ଭବତୀଙ୍କ ମୃତ୍ୟୁ ଘଟଣା: ତଦନ୍ତ ଆରମ୍ଭ କଲେ ସିଡିପିଓ, ଆଶାକର୍ମୀଙ୍କୁ ଦାୟୀ କରି…
ଦାରିଙ୍ଗବାଡ଼ି,୧୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ନାହୁଡ଼ସରୁ ଗ୍ରାମରେ ଗର୍ଭବତୀ ବନିଆ ପ୍ରଧାନଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ମଙ୍ଗଳବାର ମୃତ୍ୟୁ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସମ୍ପର୍କିତ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ…
ବିଜେଡି-କଂଗ୍ରେସ ସମୟରେ କ’ଣ ହେଉଥିଲା ଓଡ଼ିଶାବାସୀ ଜାଣିଛନ୍ତି: ଜୟନାରାୟଣ
ଭୁବନେଶ୍ୱର,୧୯।୭: ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଭାଜପାର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ସିଲଭର୍ ମେଡାଲ ପାଇଁ ବିଜେଡି-କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। FM କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାର ତ୍ୱରିତ ପଦକ୍ଷେପ…
Archives


