ଗୁମାଡି ନଦୀରେ ଗଡିଲା ଗାଡି, ଖୁବ୍ଶୀଘ୍ର ଚାଲିବ ଭାରୀଯାନ: ବିଡିଓ କଲେ କାର୍ଯ୍ୟ ତଦାରଖ
ଦାରିଙ୍ଗବାଡି,୧୬।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରୁ ବୁଡ଼ାଗୁଡା ରାସ୍ତା ଗତ ୧୦ ଦିନରୁ ଉର୍ଦ୍ଧ ସମୟ ହେଲା ଯାତାୟାତ ବିଛିନ୍ନ ହୋଇଯାଇଥିଲା। ବୁଧବାର ଠାରୁ ଉକ୍ତ ରାସ୍ତାରେ ଗାଡି ମୋଟର ଗଡିଛି ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ…
ହଠାତ୍ କାର୍ ଡ୍ରାଇଭର୍ଙ୍କ ଆଖି ଲାଗିଗଲା: ସେତେବେଳକୁ ସବୁକିଛି…
ଆସିକା,୧୬।୭: ଗଞ୍ଜାମ ଜିଲା ଆସିକା କୋଟିନଡ଼ା ଥାନା ଅନ୍ତର୍ଗତ କୋଟିନଡ଼ା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଭାରସାମ୍ୟ ହରାଇ ଦୋକାନ କାନ୍ଥରେ ପିଟି ହୋଇଛି କାର୍। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।…
ଅସୁରକ୍ଷିତ ସୁଲୁମାହା ଜଙ୍ଗଲ: ନିର୍ଭୟରେ ଗଛକଟା, ଜଙ୍ଗଲ ବିଭାଗକୁ ଖୋଲା ଚ୍ୟାଲେଞ୍ଜ୍
ଦାରିଙ୍ଗବାଡି,୧୬/୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ର ସୁଲୁମାହା ଜଙ୍ଗଲ ଅସୁରକ୍ଷିତ ହୋଇପଡିଛି। ଦୁର୍ବୁତ୍ତ ମାନେ ଜଙ୍ଗଲରୁ ଅତି ମୂଲ୍ୟବାନ ଗଛ ତଥା ଶାଳ, ପିଆଶାଳ, ଶିଶୁ ଭଳି ଗଛ କାଟି ନେଇଯାଉଛନ୍ତି। ବନ ବିଭାଗ ଚୁପ ବସିଛି। ସେପଟେ…
ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ବିଲାତି ଟ୍ରକ
ବାରିପଦା,୧୬।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧିନ ୧୮ନଂ ଜାତୀୟ ରାଜପଥର ଶଙ୍କୁଚା ନିକଟରେ ବୁଧବାର ଭୋରୁ ଏକ ବିଲାତି ବୋଝେଇ ଟ୍ରକ ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଛି । ରାସ୍ତା ଡିଭାଇଡରରେ ବାଡେଇ ହୋଇଥିବାରୁ ଟ୍ରକଟି ଜଳିଯାଇଥିବା…
ମା’ବାପାଙ୍କୁ ପିଟିପିଟି ମାରିଦେଲେ ନୃଶଂସ ପୁଅ:ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ବାରିପଦା,୧୬/୭(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ବୈଶିଙ୍ଗାଥାନା ମାନଗୋବିନ୍ଦପୁର ପଂଚାୟତ ଧନାପାଳ ଗ୍ରାମରେ ଜନୈକ ପୁଅର ଉନ୍ମତ କାଣ୍ଡକୁ ନେଇ ଅଞ୍ଚଳରେ ଆଲୋଡନ ଦେଖାଯାଇଛି। ନିଶାଶକ୍ତ ଅବସ୍ଥାରେ ବୃଦ୍ଧ ମାଆବାପାକୁ ପିଟିବା ସହ ହାଣି ହତ୍ୟା କରିଛି । ମୃତକ ଦ୍ବୟ ହେଲେ…
ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଚେତିଲା ପ୍ରଶାସନ
କର୍ଲାମୁଣ୍ଡା,୧୬ା୭ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରା ପଞ୍ଚାୟତ କୁଶୁର୍ଲା କଲୋନିପଡାରେ ଦୀର୍ଘ ୪୦ ବର୍ଷ ଧରି ୪୦ ପରିବାର ବସବାସ କରି ଆସୁଥିଲେ ହେଁ ସ୍ଥାୟୀ ଘର ଡିହ ପାଇପାରୁ ନ ଥିବା ସମ୍ପର୍କରେ ମଙ୍ଗଳବାର ଧରିତ୍ରୀରେ…
ସାର ସଙ୍କଟ: କଳାବଜାରୀ ନେଇ ଚିନ୍ତାରେ ଚାଷୀ
ବରଗଡ଼,୧୬।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଜୋର୍ ଧରିଛି। ଏହି ସମୟରେ ଜିଲାରେ ସାର କଳାବଜାର ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଗ୍ରୋମୋର ଏବଂ ଡିଏପି ସାର ଠିକ୍ଭାବେ ଉପଲବ୍ଧ ହେଉ ନଥିବାବେଳେ ତାହା କଳାବଜାରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି।…
ରଜନା-ଚିନ୍ଦାପଡ଼ା ରାସ୍ତା କର୍ଦ୍ଦମାକ୍ତ: ଯାତାୟାତରେ ଅସୁବିଧା
ନୂଆପଡ଼ା,୧୬ା୭ (ମକାରୁ ବେମାଲ):ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ରାସ୍ତାର ଉନ୍ନତୀକରଣ କରୁଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଏମିତି ଅନେକ ରାସ୍ତା ରହିଛି ଯାହା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି। ଏହାର ଏକ ଉଦାହରଣ ଦେଖିବାକୁ…
ରାସ୍ତା ଶୋଚନୀୟ, ଅଟକିଲା ସରକାରୀ ବସ୍
ଥୁଆମୂଳ ରାମପୁର,୧୬ା୭(ଦୁର୍ଗା କୀର୍ତ୍ତି):ରାସ୍ତା ଶୋଚନୀୟ ଯୋଗୁ ଏକ ସରକାରୀ ବସ୍ ଆଗକୁ ଯାଇ ନ ପାରି ଦୀର୍ଘ ସମୟ ଅଟକିରହିଥିଲା। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଭଳି ଏକ ଘଟଣା ସୋମବାର ଅପରାହ୍ନରେ କଳାହାଣ୍ଡି ଜିଲା…
ଦାରିଙ୍ଗବାଡ଼ିରେ ପୁଣି ଜଣେ ଗର୍ଭବତୀଙ୍କ ମୃତ୍ୟୁ: ଅଲଟ୍ରାସାଉଣ୍ଡ କରି ନ ପାରି ଘରକୁ ଫେରିଥିଲେ, ପରେ ଛୁଆ…
ଦାରିଙ୍ଗବାଡି,୧୫।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମା’ ଓ ଶିଶୁ ମୃତ୍ୟୁହାର ଦିନକୁ ଦିନ ବୃଦ୍ଧି ପାଉଥିବା ଉଦବେଗ ପ୍ରକାଶ ପାଇଛି। ମଙ୍ଗଳବାର ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ ନାହୁଡ଼ସରୁ ଗ୍ରାମରେ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟିଥିବା…
ଭଞ୍ଜନଗର ଗସ୍ତ ବାତିଲ, ଭୁବନେଶ୍ୱର ଫେରିଗଲେ ଷ୍ଟାଣ୍ଡିଂ କମିଟି…
ଭଞ୍ଜନଗର,୧୫ା୭(ବାବୁଲା ପ୍ରଧାନ)-ବିଧାନସଭା ଷ୍ଟାଣ୍ଡିଂ କମିଟି ୪ ମଙ୍ଗଳବାର ଭଞ୍ଜନଗର ଗସ୍ତରେ ଆସି ରାତିରେ ରହି ବୁଧବାର ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିଦର୍ଶନ କରିବାର ଥିଲା। କିନ୍ତୁ ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ସମସ୍ତ…
ଘରେ ଶୋଇଥିବା ବେଳେ ନାବାଳିକାଙ୍କୁ ଫେରାର କରି ନେଇ ବଳାତ୍କାର, ଟ୍ରାକିଂ କରି ଚେନ୍ନାଇରୁ ସନିଆଙ୍କୁ ବାନ୍ଧିଲା…
ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରୁ ଅପହରଣ କରାଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ତଦନ୍ତକାରୀ ଅଧିକାରୀ ଏସ୍ଆଇ ଜ୍ୟୋତି ରଞ୍ଜନ ବେହେରା ଚେନ୍ନାଇରୁ ଉଦ୍ଧାର କରିଛନ୍ତି। ଗତ ମେ ୧୮ ତାରିଖ ରାତିରେ…
Archives


