ସେଦିନ ସୌମ୍ୟାଶ୍ରୀଙ୍କ ସହ କ’ଣ ହୋଇଥିଲା: ସବୁ ସତ ଓଗାଳିବେ ICC ସଦସ୍ୟ
ବାଲେଶ୍ୱର,୧୮।୭ (ବାଞ୍ଛାନିଧି ଦେ):ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ର ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ମାମଲାରେ ଆଭ୍ୟନ୍ତରୀଣ କମିଟି (ICC) ସଦସ୍ୟଙ୍କୁ ବ୍ୟକ୍ତିଗତ ହାଜର ନିର୍ଦ୍ଦେଶ ଦିଆଯାଇଛି। ଆଜି ଓ ଆସନ୍ତାକାଲି FM କଲେଜରେ ବ୍ୟକ୍ତିଗତ…
ନାବାଳିକାଙ୍କୁ ବଳାତ୍କାର କରି ଥିଲେ ଫେରାର: ଚେନ୍ନାଇରେ ମାଡ଼ିବସିଲା ପୋଲିସ
ଦେବଗଡ,୧୮।୭(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୬ ବର୍ଷର ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ଫେରାର ଥିବା ଜଣେ ଯୁବକଙ୍କୁ ଗୁରୁବାର ବାରକୋଟ ଥାନା ପୋଲିସ ଚେନ୍ନାଇରୁ ଗିରଫ କରିଛି । ଗିରଫ ଯୁବକ ଜଣକ ଅନୁଗୋଳ ଜିଲା ପାଲଲହଡା ଥାନା…
ହୃଦୟବିଦାରକ ଘଟଣା: ସ୍ବାମୀ ସହ ଝଗଡା ପରେ ୨ ଝିଅଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ମାଆ
ବଣାଇ,୧୭।୭(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲାର ଲହୁଣୀପଡ଼ା ଥାନା ଅନ୍ତର୍ଗତ ବନ୍ଧବେର୍ଣ୍ଣା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀର ମଦ ପିଇବା ଅଭ୍ୟାସ ଓ ନୀତି ଦିନିଆ ଝଗଡ଼ାରୁ ବିରକ୍ତ ହୋଇ ତାରିଣୀ ମୁଣ୍ଡା ନାମକ ଜଣେ ମହିଳା ନିଜର…
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ, ୨ ଗୁରୁତର
କୋଟପାଡ଼,୧୭ା୭(କେ.ରାଜଶେଖରରାଓ): କୋରାପୁଟ ଜିଲା କୋଟପାଡ଼ ଥାନା ଅନ୍ତର୍ଗତ ସୁର୍ଲି ଗ୍ରାମ ଜାତୀୟ ରାଜପଥରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ଜଣ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ…
ପୃଥ୍ବୀ-୨, ଅଗ୍ନି-୧ ପ୍ରାଇମ ମିଜାଇଲ୍ର ସଫଳ ପରୀକ୍ଷଣ
ବାଲେଶ୍ବର,୧୭।୭: ଭାରତକୁ ମିଳିଛି ଦୁଇ ଦୁଇଟି ବଡ଼ ସଫଳତା। ପୃଥ୍ବୀ-୨ ଏବଂ ଅଗ୍ନି-୧ ପ୍ରାଇମ ମିଜାଇଲ୍ର ଗୁରୁବାର ସଫଳ ପରୀକ୍ଷଣ କରି ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡରୁ ଗୁରୁବାର ପୃଥ୍ବୀ-୨ ମିଜାଇଲର ସଫଳ…
ଶିକ୍ଷା ବିଭାଗର ବଡ଼ ପଦକ୍ଷେପ: ଖୋଲିବ ଆଉ ୫ ନୂଆ ଏନ୍ସିସି ବାଟାଲିଅନ
ଭୁବନେଶ୍ୱର,୧୭।୭: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଓଡ଼ିଶାରେ ଆଉ ୫ ନୂଆ ମହିଳା ଏନ୍ସିସି ବାଟାଲିଅନ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ଏନ୍ସିସି ନିର୍ଦ୍ଦେଶକଙ୍କୁ ଚିଠି କରିଛି। ଚିଠିରେ କ୍ୟାଡେଟ୍ମାନଙ୍କ ଦକ୍ଷତା ବିକାଶ ଏବଂ ପ୍ରଶିକ୍ଷଣ…
ଦିଗପହଣ୍ଡିରେ ଖୋଲିବ ନୂଆ ସବଜଜ୍ କୋର୍ଟ, ନିଯୁକ୍ତି ପାଇଲେ ବିଚାରପତି
ଦିଗପହଣ୍ଡି,୧୭।୭(ଅଶେଷ ନାଥ ମିଶ୍ର): ରାଜ୍ୟ ହାଇକୋର୍ଟ ଦିଗପହଣ୍ଡିରେ ଖୋଲିବାକୁ ଥିବା ନୂଆ ସବଜଜ୍ କୋର୍ଟ ପାଇଁ ବିଚାରପତି ନିଯୁକ୍ତ କରିଛନ୍ତି।ଗୁରୁବାର ହାଇକୋର୍ଟଙ୍କ ପକ୍ଷରୁ ପ୍ରକାଶିତ ତାଲିକା ପ୍ରକାରେ ବର୍ତ୍ତମାନ କଟକ ଜିଲା ର ଆଠଗଡ ସବଜଜ୍ ଥିବା ମହାଶ୍ବେତା ପରିଜାଙ୍କୁ ଦିଗପହଣ୍ଡିର…
ବଢ଼ିପାଣିରେ ଭାସିଗଲେ ଅଷ୍ଟମ ଶ୍ରେଣୀ ଛାତ୍ର
ଢେଙ୍କିକୋଟ,୧୭ା୭(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟ୍ ପୋଲିସ ବିଟ୍ ହାଉସ ଅନ୍ତର୍ଗତ ଭୋଳବେଡ଼ା ପଞ୍ଚାୟତ ରାଇକୁଦୁରରେ ବନ୍ୟାପାଣି ଦେଖିବାକୁ ଯାଇଥିବା ଜଣେ ଛାତ୍ର ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ର ଜଣକ ହେଲେ କାଶୀସାହି ଚତୁରା ନାୟକଙ୍କ ପୁଅ ସଞ୍ଜୀବ କୁମାର…
ହଷ୍ଟେଲ ଛାତରୁ ଡେଇଁ ଦଶମ ଶ୍ରେଣୀ ଛାତ୍ର ମୃତ୍ୟୁ ମାମଲା: ବିଦ୍ୟାଳୟର ୪ କର୍ମଚାରୀ ଗିରଫ
ଚମ୍ପୁଆ,୧୭ା୭(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆସ୍ଥିତ ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଜଣେ ଛାତ୍ର ୪ ମହଲା ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଘଟଣାର ୫ ଦିନ ପରେ ଚମ୍ପୁଆ ପୋଲିସ ୪ ଜଣ ବିଦ୍ୟାଳୟ କର୍ମଚାରୀଙ୍କୁ ଗିରଫ…
ସେଲଫି ନେବାବେଳେ ନଦୀରେ ଭାସିଗଲେ ଯୁବକ, ରହିଛି କଂଗ୍ରେସର ଓଡିଶା ବନ୍ଦ ଲିଙ୍କ
ଝାରସୁଗୁଡ଼ା ,୧୭।୭: ଝାରସୁଗୁଡ଼ା ଆକ୍ସିସ ବ୍ୟାଙ୍କରେ କାର୍ଯ୍ୟରତ ଜଣେ ୨୭ ବର୍ଷୀୟ ଯୁବକ ଆଜି ସୋଢ଼ମାଳା ପଞ୍ଚାୟତ ଅନ୍ତର୍ଗତ ଏକ ଶିବ ମନ୍ଦିର ନିକଟରେ ସେଲଫି ନେବା ବେଳେ ଭେଡେନ ନଦୀରେ ଖସି ପଡ଼ି ନିଖୋଜ ହୋଇଛନ୍ତି। ନିଖୋଜ ଯୁବକଙ୍କ ନାମ…
ଟାର୍ଗେଟ୍ରେ ଥିଲେ ସୁରକ୍ଷାକର୍ମୀ: ଜଙ୍ଗଲରୁ ମିଳିଲା ୬୦୦ ଡିଟୋନେଟର
ବାଲିଗୁଡା,୧୭।୭:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଣ୍ଟି ନକ୍ସଲ ଅପରେସନ ମୁଖ୍ୟଙ୍କ ନିର୍ଦ୍ଦେଶରେ କନ୍ଧମାଳ ଏସ୍ପି ହରିଶ ବିଶିଙ୍କ ଦ୍ୱାରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ଡିଭିଏଫ୍ ଯବାନ କୋମ୍ବିଂ ଅପରେସନ ବେଳେ ଗୁମ୍ମା ଜଙ୍ଗଲରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଛି।…
ଗିରଫ ପରେ ଚାକିରିରୁ ସସ୍ପେଣ୍ଡ ହେଲେ ପ୍ରଫେସର ସୁନା ସାର୍
ସମ୍ବଲପୁର,୧୭।୭: ସମ୍ବଲପୁର GM ବିଶ୍ୱବିଦ୍ୟାଳୟର ଏଜୁକେସନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଗୋପିକାନ୍ତ ସୁନାଙ୍କୁ ଗୁରୁବାର ଚାକିରିରୁ ସସ୍ପେଣ୍ଡ କରାଯାଇଛି। ମହିଳା ଥାନା ଆଇଆଇସିଙ୍କ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ସୂଚନା ଯୋଗ୍ୟ, ସମ୍ବଲପୁର GM ବିଶ୍ୱବିଦ୍ୟାଳୟର ଛାତ୍ରୀ ଜଣଙ୍କ ଇଣ୍ଟିଗ୍ରେଟେଡ…
Archives


