ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରୁ ଗଛ କାଟି କରୁଥିଲେ ଚୋରି, ସିକ୍ୟୁରିଟି ହାତରେ ଧରାପଡିଲେ…
ସଇଁତଳା,୨୪ା୭(ରାଖାଲ ପ୍ରସାଦ ଶତପଥି) – ବଲାଙ୍ଗିର ଜିଲା ସଇଁତଳା ବ୍ଲକ ଅନ୍ତର୍ଗତ ଗୋଳାବାରୁଦ କାରଖାନା ପରିସରରେ ଥିବା ଜଙ୍ଗଲରୁ ଗଛ କାଟି ଚୋରି କରୁଥିବାବେଳେ ସ୍ଥାନୀୟ ସିକ୍ୟୁରିଟି ହାତରେ ଜଣେ ଯୁବକ ସହ ଛତିଶଗଡ ଅଞ୍ଚଳର ଏକ ବୋଲେରୋ ପିକଅପ ଧରା…
ଜମିବାଡ଼ିକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟଣା: ପୋଲିସର ଏକତରଫା ଗିରଫଦାରୀକୁ ଚାଷୀ ମୁଲିଆ ସୁରକ୍ଷା ସମିତିର ବିରୋଧ
ଦାରିଙ୍ଗବାଡି, ୨୪।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରାମ୍ବୁଲି ଏବଂ ମିଞ୍ଜାପାଙ୍କା ଗ୍ରାମବାସୀଙ୍କ ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀ ପକ୍ଷରୁ ଆହତ ହୋଇଥିଲେ।…
ପରିତ୍ୟକ୍ତ ଅବସ୍ଥାରେ ଅଧାପନ୍ତରିଆ ଅଙ୍ଗନୱାଡି କେନ୍ଦ୍ର, ଛୋଟ ଶିଶୁମାନେ…
ବୁଗୁଡ଼ା,୨୪ା୭(କାଳିଚରଣ ଦାଶ)-ବୁଗୁଡ଼ା ଏନଏସି ଅନ୍ତର୍ଗତ ୫ନଂ ୱାର୍ଡରେ ଜନସଂଖ୍ୟା ଅନୁସାରେ ଅଙ୍ଗନୱାଡି କେନ୍ଦ୍ର ନାହିଁ। ଏଠାରେ ମାତ୍ର ଗୋଟିଏ ରହିଛି। ଏହି କେନ୍ଦ୍ରଟି ଅସଂପୂର୍ଣ୍ଣ ଥିବାରୁ କେନ୍ଦ୍ର ୬ନଂ ୱାର୍ଡରେ ଚାଲୁଛି। ୫ ନଂ. ୱାର୍ଡରେ ଅଙ୍ଗନୱାଡି କେନ୍ଦ୍ର ପାଇଁ ଲକ୍ଷାଧିକ…
ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ତୁମୁଡିବନ୍ଧ,୧୪ା୭(ଦୀପକ କୁମାର ପରାସେଠ): ତୁମୁଡିବନ୍ଧ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ଗୁରୁବାର ତୁମୁଡିବନ୍ଧ ବନାଞ୍ଚଳର କବରା ନାଳ ପାହାଡ଼ରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ତୁମୁଡିବନ୍ଧ ବ୍ଲକ୍ ଅଧ୍ୟକ୍ଷା ବାସନ୍ତି ମାଝି ମୁଖ୍ୟ ଅତିଥି ଭାବେ ଓ…
ବୁଗୁଡ଼ାରେ ଚାଲିଥିଲା ଚୋରା ମଦ କାରବାର: ଚଢାଉରେ ୫ହଜାର ଲିଟର ପୋଚ, ୨ଶହ ଲିଟର ଦେଶୀମଦ ଜବତ
ବୁଗୁଡା,୨୪ା୭(କାଳିଚରଣ ଦାଶ): ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ କରାଯାଇ ପ୍ରଚୁର ପରିମାଣର ପୋଚ ଓ ଦେଶୀମଦ ସହ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିବା ଜଣାପଡ଼ିଛିି। ପ୍ରକାଶ ଯେ, ବୁଗୁଡ଼ା ଅଞ୍ଚଳରେ ବ୍ୟାପକ…
ନିଶାରେ ଯୁବକଙ୍କ ଗାଲରେ ଭୁସିଥିଲେ ଛୁରୀ: ଜେଲ ଗଲେ ଅଭିଯୁକ୍ତ ଅରୁଣ ସେଠୀ
ଦିଗପହଣ୍ଡି,୨୪ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଜନତା ଲେନରେ ବୁଧବାର ପୂର୍ବାହ୍ନରେ ଅରୁଣ ସେଠୀଙ୍କ ଛୁରା ମାଡ଼ରେ ଦିଗପହଣ୍ଡି କମାର ସାହିର କାହ୍ନା ସେଠୀ ନାମକ ଯୁବକ ଗୁରୁତର ଆହାତ ହୋଇଥିଲେ। କାହ୍ନାଙ୍କ ମାଆ ଶକୁନ୍ତଳା ସେଠୀଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା…
ସହପାଠୀଙ୍କ ସହ ବନ୍ଧୁତା ପରେ ଅଶ୍ଳିଳ ଫଟୋ ଉଠାଇ ଭାଇରାଲ କରିବା ଧମକ ଦେଉଥିଲେ, ଯୁବକଙ୍କୁ ବାନ୍ଧିଲା…
ବୈଶିଙ୍ଗା,୨୪।୭(ରତନ ଦାଶ): ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ପଡ଼ିଲା ମହଙ୍ଗା। ଏହି ଘଟଣାରେ ମୟୂରଭଞ୍ଜ ଜିଲାର ବୈଶିଙ୍ଗା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ସୂଚନାରୁ ପ୍ରକାଶ, ଖୁଣ୍ଟା ଥାନା ଅଞ୍ଚଳର କେଶ ମୁର୍ମୁଙ୍କ…
କଳାବଜାରୀ ଅଭିଯୋଗ ପରେ ସାର ଦୋକାନରେ ପଶିଲା କୃଷି ବିଭାଗର ସ୍ବତନ୍ତ୍ର ଟିମ, ଚଢା ଦରରେ ବିକ୍ରି କଲେ…
ପଦ୍ମପୁର,୨୪।୭ (ପ୍ରଦୀପ୍ତ ଦାଶ ): ପଦ୍ମପୁର ବ୍ଳକ ଅଞ୍ଚଳରେ ସାରକୁ ବେଆଇନ ଗଚ୍ଛିତ ରଖିବା, ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦରରେ ବିକ୍ରି ଅଭିଯୋଗ ହେବା ପରେ ଗୁରବାର କୃଷି ବିଭାଗର ସ୍ବତନ୍ତ୍ର ଟିମ ବିଭିନ୍ନ ଦୋକାନରେ ଚଢ଼ାଉ କରିଛନ୍ତି। ଜିଲା…
ମନ୍ଦିରରୁ ଚୋରି କରିନେଇଥିଲେ, ୬ ଜଣଙ୍କୁ ବାନ୍ଧିଲା ପୋଲିସ
ଛତ୍ରପୁର, ୨୪।୭ (ଦିଲ୍ଲୀପ ସାମଲ) : ଗତ ୧୬ ତାରିଖ ଦିନ ବିଳମ୍ବିତ ରାତ୍ରରେ ଛତ୍ରପୁର ଥାନା ଅଧିନ ଉଜ୍ଜଳେଶ୍ୱରୀ ମନ୍ଦିର ଓ ଚମାଖଣ୍ଡି ଥାନା ଅଧିନ କଣମଣା ଗ୍ରାମରେ ଥିବା ମା’ କନକ ଦୁର୍ଗାଙ୍କ ମନ୍ଦିରରୁ ଚୋରି ହୋଇଥିଲା। ଏନେଇ…
ଖୋଳି ଦେଲେ ରାସ୍ତା: ଥାନାରେ ମାମଲା
କେନ୍ଦୁଝର,୨୪।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ସହର ଟାଙ୍ଗିରି ଗାଁ ରାସ୍ତାକୁ ଖୋଳି ଦେବା ଅଭିଯୋଗରେ ପଣ୍ଡାପଡ଼ା ଥାନାରେ ଏକ ଅଭିଯୋଗ ହୋଇଛି। ସ୍ଥାନୀୟ ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ ଅଭିଯୋଗ କଲେ ମଧ୍ୟ କେହି ନ ଶୁଣୁ…
ଜବରଦଖଲକାରୀଙ୍କ କବଳରୁ ଜଗନ୍ନାଥଙ୍କ ଜମି ମୁକ୍ତ ପାଇଁ ଜୋର୍ ଧରିଲା ଦାବି, ତହସିଲଦାରଙ୍କୁ ଭେଟି…
ପୁରୁଷୋତ୍ତମପୁର,୨୪ା୭(ସୀମାଞ୍ଚଳ ମିଶ୍ର): ହିନ୍ଦୁସମାଜର ଆରାଧ୍ୟଠାକୁର ଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଜବରଦଖଲକାରୀଙ୍କ କବଳରୁ ଉଦ୍ଧାର କରି ମନ୍ଦିରକୁ ହସ୍ତାନ୍ତର କରିବାକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦାବି ଜୋର ଧରିଛି। ଏଥିନେଇ ଜଗନ୍ନାଥପ୍ରେମୀ ଭକ୍ତମାନେ ତହସିଲ କାର୍ଯ୍ୟାଳୟ ଆସି ଜବରଦଖଲକାରୀଙ୍କଠାରୁ ଜଗନ୍ନାଥଙ୍କ ଘରବାଡ଼ି,…
ବାଘଛାଲ ବିକ୍ରି ବେଳେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ
ନୟାଗଡ଼,୨୪।୭: ବାଘଛାଲ ବିକ୍ରି ବେଳେ କ୍ରାଇମବ୍ରାଞ୍ଚ STF ଚଢାଉ କରି ନୟାଗଡ଼ ବାଣୀଗୋଚ୍ଛା ଅଞ୍ଚଳରୁ ଗୁରୁବାର ୨ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। କ୍ରାଇମବ୍ରାଞ୍ଚ STF ଅଭିଯୁକ୍ତଙ୍କ ନିକଟରୁ ଏକ ବାଘ ଛାଲ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ନୟାଗଡ଼…
Archives


