ଆମ ଜିଲା ଖବର

ରାସ୍ତା ମଝିରେ ମହିଳାଙ୍କୁ ଛୁରା ମାଡ଼: ଅଭିଯୁକ୍ତଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ପାରାଦୀପ,୧୧।୮: ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ପାଟପୁର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ରାସ୍ତା ମଝିରେ ଜଣେ ମହିଳାଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ମହିଳଙ୍କ ବେକ ଏବଂ ହାତରେ ଗଭୀର ଆଘାତ ଲାଗିଛି।…

ବରଗଡ଼ ପୀଡ଼ିତାଙ୍କ ମୃତ୍ୟୁ ଘଟଣା: ୨ ଜଣଙ୍କୁ ଅଟକ ରଖିଲା ପୋଲିସ

ବରଗଡ଼, ୧୧।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ନାବାଳିକା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ୨ ଅଟକଙ୍କୁ ପୋଲିସ ଅଟକ ରଖିଛି। ଗାଏସିଲେଟ ଥାନାରେ ୨ ଜଣଙ୍କୁ ଅଟକ ରଖିଲା ପୋଲିସ। ସଂପର୍କୀୟ ଅଜା ଓ ଜଣେ ଦୋକାନୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଅନ୍ୟପଟେ…

ବରଗଡ଼ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା, ପରିବାର ଲୋକଙ୍କ ବୟାନ ରେକର୍ଡ ବେଳେ ଜଣାପଡିଲା…

ବରଗଡ଼ ,୧୧।୮: ବରଗଡ଼ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବଡ଼ ଖୁଲାସା ହୋଇଛି। IG ହିମାଂଶୁ ଲାଲ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ପାରିବାରିକ କଳହ ଘଟଣାରୁ ଏହା ଘଟିଛି ବୋଲି କହିଛନ୍ତି ହିମାଂଶୁ ଲାଲ। ପୀଡ଼ିତାଙ୍କ ମାମୁ…

ସର୍ବାଧିକ ରେକର୍ଡ କଲା ଅଭିଯୋଗ ଶୁଣାଣି, ରେଡ କାରପେଟରେ ଆସି ଅଭିଯୋଗ କଲେ ଲୋକେ

ଦାରିଙ୍ଗବାଡି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟଳୟ ସଭାଗୃହ ଠାରେ ସୋମବାର ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲାପାଳ ବେଦଭୂଷଣ ଯୋଗଦେଇ ଅଞ୍ଚଳର ୨୫ପଞ୍ଚାୟବାସୀଙ୍କ ଅଭିଯୋଗ ଶୁଣିଛନ୍ତି । ତାଙ୍କ ସହ କନ୍ଧମାଳ ଏସପି ହରିଶ…

ନିଜ ଜମି ଦର୍ଶାଇ ଖୋଳିଦେଲେ ରାସ୍ତା: ଗାଁରେ ଉତ୍ତେଜନା

ବଂଚୋ,୧୧।୮(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବଂଚୋ ଗ୍ରାମରେ ଜନୈକ ବ୍ୟକ୍ତି ନିଜ ଜମିରେ ରସ୍ତା ଆସିଥୁବା ଦର୍ଶାଇ ରାସ୍ତା ଖୋଳି ଦେଇଛନ୍ତି। ଏନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଘର ମାଲିକ ପଚେରି କରିବା ଲକ୍ଷ୍ୟରେ ଗ୍ରାମ୍ୟ ଉନ୍ନୟନ…

ଆନ୍ଦୋଳନକୁ ଓହ୍ଲାଇଲା ରାଜସ୍ବ ଅମଲା ସଂଘ

ଛତ୍ରପୁର,୧୧।୮(ଦିଲ୍ଲୀପ ସାମଲ): ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ରାଜସ୍ବ ଅମଲା ସଂଘ। ଦାବି ପୂରଣ ନ ହେବାରୁ ସୋମବାରଠାରୁ ଅନର୍ଦ୍ଧିିଷ୍ଟ କାଳ ଯାଏ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏନେଇ ସଂଘ…

ଭଞ୍ଜନଗର ମେଡିକାଲରେ ରୋଗୀ-ଗାର୍ଡ ଧସ୍ତାଧସ୍ତି, ପ୍ରତିବାଦରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭଞ୍ଜନଗର,୧୧ା୮(ବାବୁଲା ପ୍ରଧାନ): ଦୁଇ ଦିନ ପୂର୍ବେ ଗଞ୍ଜାମ ଜିଲା ଭଞ୍ଜନଗର ମେଡିକାଲକୁ ଦୁଇଟି କ୍ଷେତ୍ରରେ ଉଲ୍ଲେଖନୀୟ ସାସ୍ଥ୍ୟସେବା ପାଇଁ ରାଜ୍ୟସ୍ତରରେ ଦୁଇଟି ପୁରସ୍କାର ମିଳିଥିଲା। ଯାହାକୁ ନେଇ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଥିଲେ। କିନ୍ତୁ ରବିବାର ମେଡିକାଲର ସୁନାମରେ କିଛିଟା ଦାଗ…

ମୃତ ନର୍ସିଂ ଛାତ୍ରୀଙ୍କ ପରିବାରକୁ ସହାୟତା ରାଶି ଯୋଗାଇବା ଦାବିରେ ୧୨ ଘଣ୍ଟିଆ ରାଇଘର ବନ୍ଦ

ନବରଙ୍ଗପୁର,୧୧ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ରାଇଘର ଥାନା ଅଞ୍ଚଳର ନର୍ସିଂ ଛାତ୍ରୀଙ୍କ ଭୁବନେଶ୍ୱର ଏମ୍ସଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିବା ପରେ ରାଜନୀତି ଜୋର ଧରିଛି। ପୀଡ଼ିତାଙ୍କ ପରିବାରକୁ ଏକ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ଜିଲା ବିଜେଡି ପକ୍ଷରୁ…

ଡକାୟତି ଘଟଣାରେ ୬ ଗିରଫ, ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଦୁଇ ନାବାଳକ

ବୌଦ୍ଧ,୧୧ା୮(ଅଜିତ କୁମାର ବାରିକ): ବୌଦ୍ଧ ଜିଲାରେ ଦିନକୁ ଦିନ ଚୋରି ଡକାୟତି ବୃଦ୍ଧି ପାଉଥିବା ବେଳେ ପୋଲିସ ପକ୍ଷରୁ ଏକ ଡକାୟତି ଘଟଣାରେ ଜଣେ ନାବାଳକଙ୍କ ସହ ୪ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ଅଭିଯୁକ୍ତମାନଙ୍କ ପାଖରୁ ଗୋଟିଏ…

ଶ୍ରୀମନ୍ଦିରରେ ଧରାପଡ଼ିଲେ ୧୨ ନକଲି ଗୁମାସ୍ତା, ଟାର୍ଗେଟ୍‌ରେ ଥିଲେ ଅଣଓଡ଼ିଆ ଭକ୍ତ

ପୁରୀ,୧୧ା୮(ଅଜିତ ମହାନ୍ତି): ପୋଲିସ ହାତରେ ଧରାପଡ଼ିଲେ ନକଲି ଗୁମାସ୍ତା। ପୁରୀ ସିଂହଦାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଏନ୍‌ଏସ୍‌ ଧାରା ୧୧୧ ଅନୁଯାୟୀ, ଏହି ନକଲି ଗୁମାସ୍ତାଙ୍କୁ…

ଆଖି ବୁଜିଲେ ବରଗଡ଼ ଅର୍ଦ୍ଧଦଗ୍ଧ ନାବାଳିକା, ଏସ୍‌ପି କହିଲେ…

ବରଗଡ଼,୧୧ା୮(ପ୍ରେମାନନ୍ଦ ଖମାରୀ): ଆଖି ବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା। ବରଗଡ଼ ଦାୟିତ୍ୱରେ ଥିବା ବଲାଙ୍ଗୀର ଏସ୍‌ପି ଅଭିଳାଷ. ଜୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା କହିଛନ୍ତି ଭାରପ୍ରାପ୍ତ ଏସ୍‌ପି।…

ଆସିଲା ୫ ଜିଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର,୧୧।୮: ୫ ଜିଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ ସମ୍ପର୍କରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ବଡ଼ ସୂଚନା ଦେଇଛନ୍ତି। କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ ଜିଲାରେ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟାରେ ମୋଟ ୬ କୋଟି ୬୬…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri