ଆମ ଜିଲା ଖବର

ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ: ଫାଇଲେରିଆ ଔଷଧ ନେଲା ଜୀବନ

ସୁବର୍ଣ୍ଣପୁର,୧୪।୮: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିକଲପାଲି ଗାଁରେ ଗୁରୁବବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଫାଇଲେରିଆ ଔଷଧ ଖାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅଙ୍ଗନଓ୍ବାଡି ଏବଂ ଆଶା ଦିଦି ବାଣ୍ଟିଥିବା ଔଷଧ ଖାଇ ଯୁବକ ଜଣକ…

ସଜେଇ ହେଉଛି କଫି ବଗିଚା: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସେଲ୍ଫି ପଏଣ୍ଟ

ଦାରିଙ୍ଗବାଡି, ୧୪।୮ (ଅରୁଣ ସାହୁ): ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚାକୁ ଏବେ ବିଭାଗ ଦୃଷ୍ଟି ଦେବା ଆରମ୍ଭ କରିଛି। ଯେଉଁ ବଗିଚାକୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଏବଂ ବିଦେଶୀ ପର୍ଯ୍ୟଟକ ଦାରିଙ୍ଗବାଡିକୁ ଆସନ୍ତି। ତାର ରକ୍ଷଣବେକ୍ଷଣ…

ହୃଦଘାତରେ ଯୁବ ସଂଗଠକଙ୍କ ପରଲୋକ: ଅଞ୍ଚଳରେ ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୧୪।୮ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରାଜପୁର ପଞ୍ଚାୟତ ସମିତି ସଭ୍ୟା ନିରୂପମା ଭୋଇଙ୍କ ସ୍ବାମୀଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ସମିତି ସଭ୍ୟାଙ୍କ ସ୍ବାମୀ ହେମାରବିନ୍ଦ ଭୋଇ (୪୮) ବୁଧବାର ଅସୁସ୍ଥ ହେବାରୁ କର୍ଲାମୁଣ୍ଡା…

ହର ଘର ତ୍ରିରଙ୍ଗା: ବିଶାଳ ଶୋଭାଯାତ୍ରାରେ ସାମିଲ ହେଲେ ମନ୍ତ୍ରୀ

ଗୋପାଳପୁର,୧୪।୮(ନବୀନ ରାଜ ଆଚାରି): ସାରା ଦେଶରେ ଗ୍ରାମରୁ ସହର ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଚାଲିଛି। ଏହି ପରିପ୍ରେକ୍ଷୀରେ ଭାଜପା ପକ୍ଷରୁ ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ରାଜ୍ୟ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା…

ସ୍ବାଧୀନତା ଦିବସ ପାଇଁ ଚଳଚଞ୍ଚଳ ସହର

ଗଞ୍ଜାମ,୧୪।୮(ବିଦ୍ୟାଧର ସାହୁ): ଆସନ୍ତାକାଲି ଅଗଷ୍ଟ ପନ୍ଦର ସ୍ବାଧୀନତା ଦିବସ। ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ସ୍ବାଧୀନତା ଦିବସ ପାଳନ କରାଯାଉଛି। ଏଥିପାଇଁ ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ ସ୍କୁଲ ଛାତ୍ରଙ୍କ ପକ୍ଷରୁ ଗୁରୁବାର ପରେଡ ପ୍ରସ୍ତୁତି କରାଯାଇଛି। ଜାତୀୟ ତ୍ରିରଙ୍ଗାଙ୍କୁ…

ଆସ ସ୍କୁଲ ଯିବା: ଲୋକଙ୍କୁ ସଚେତନ କଲେ ଶିକ୍ଷକ

କର୍ଲାମୁଣ୍ଡା,(ପ୍ରଦୀପ କୁମାର ସାହୁ)୧୪/୮: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ତଥା ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଆସ ସ୍କୁଲ ଯିବା ପଦ ଯାତ୍ରା ଅନୁଷ୍ଠିତ…

ଗାଁ ମଝିରେ ସ୍ବାମୀଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ସ୍ତ୍ରୀ: ୧୦ ଘଣ୍ଟା ପରେ…

ମୋହନା,୧୪।୮((ଗିରିଧାରୀ ପରିଛା/ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ବ୍ଲକ ଅଡବା ଥାନା ଏସ ଗରଡ଼ମା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନିଜ ସ୍ବାମୀଙ୍କୁ ଗାଁ ମଝିରେ ବାନ୍ଧି ରଖି ନିସ୍ତୁକ ପିଟିଛନ୍ତି ସ୍ତ୍ରୀ ସୁଭଦ୍ରା ମାଳବିଷୋୟୀ, ତାଙ୍କ ଭାଇ ଓ…

ଅଚାନକ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ଯୋଗଦାନକୁ ନେଇ ଜୋର୍‌ଦାର ଚର୍ଚ୍ଚା

କଟକ ସଦର,୧୪ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବିଧାନସଭାର ୪୨ ମୌଜାରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ତ୍ରିରଙ୍ଗା ରାଲି ରଣେ ଷଣ୍ଢ ମନ୍ଦିରରୁ ବାହାରିବାର ଥିଲା। କଟକ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ହଠାତ୍‌ ୧୧ଟାବେଳେ ୪୨ ମୌଜା ମୁଖେ ଗଡ଼ିଥିଲା। ଏକଥା…

ବଢୁଛି ସେଲ୍‌ଫି ପଏଣ୍ଟ ପ୍ରତି ଆଗ୍ରହ, ଡୁଲୁରୀ ପାଇନବଣରେ ପର୍ଯ୍ୟଟକଙ୍କ ପାଇଁ ହୋଇଛି…

ଦାରିଙ୍ଗବାଡ଼ି,୧୪ା୮(ଅରୁଣ ସାହୁ): ସେପ୍ଟେମ୍ବରଠାରୁ ପର୍ଯ୍ୟଟକଙ୍କ ଦାରିଙ୍ଗବାଡ଼ି ଆଗମନ ହେବ। ଏଥିପାଇଁ ପର୍ଯ୍ୟଟକମାନେ ବିଭିନ୍ନ ହୋଟେଲ, ଲଜ, କଟେଜ, ରିସର୍ଟ ଆଦି ବୁକିଂ ଆରମ୍ଭ କଲେଣି। ଦାରିଙ୍ଗବାଡ଼ି ବୁଲି ଆସିବାକୁ ପର୍ଯ୍ୟଟକ ଯେତିକି ବ୍ୟାକୁଳ ଏବେ ତାହା ଠାରୁ ଅଧିକ ଦାରିଙ୍ଗବାଡ଼ିର ଜନସାଧାରଣ…

ଶିକ୍ଷକଙ୍କ ଅବସରକୁ ବିତିଲାଣି ୧୩ ବର୍ଷ, ହେଲେ ଏଯାଏ ମିଳୁନି ଏରିୟର, ତୁରନ୍ତ ସମାଧାନ ନ ହେଲେ…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): ଦୀର୍ଘ ୩୭ ବର୍ଷ ଧରି ଶିକ୍ଷକତା କରି ଛାତ୍ରୀଛାତ୍ରଙ୍କୁ ଅନ୍ଧାରୁ ଆଲୋକିତ କରି ମଣିଷ କରିଥିବା ଶିକ୍ଷକଙ୍କୁ ଏରିୟର ମିଳିବାରେ ଦୀର୍ଘ ୧୩ ବର୍ଷ ବିତିଗଲାଣି ଶିକ୍ଷା ବିଭାଗର ଜିଲା ଶିକ୍ଷାଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ କର୍ଣ୍ଣପାତ କରୁ…

ଭାରସାମ୍ୟ ହରାଇ ଗଛକୁ ପିଟି ଓଲଟିଲା ମାକ୍ସ ପିକଅପ

ମୋହନା,୧୪।୮ ( ମନ୍ମଥ ମିଶ୍ର ): ଗତ କିଛିଦିନ ହେବ ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ଗାଡ଼ି ଚଳାଇବାର ଅସୁବିଧା ସହ ଧନ ଜୀବନ ଅସ୍ତ ବ୍ୟସ୍ତ ହେଉଥିବା ଦେଖିବାକୁ ମିଳୁଛି। ଆଜି ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି…

ସ୍ବାଧୀନତା ଦିବସ ପାଳନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ତଦାରଖ କଲେ ବିଡିଓ

ଦାରିଙ୍ଗବାଡ଼ି,୧୪ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ହେଲିପ୍ୟାଡ୍‌ ପଡ଼ିଆଠାରେ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯିବାକୁ ରହିଥିବା ବେଳେ ସ୍ଥାନୀୟ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ନେତୃତ୍ୱରେ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି। ତେବେ ଅଞ୍ଚଳରେ ବାରମ୍ବାର ବର୍ଷା ଲାଗି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri