ଆମ ଜିଲା ଖବର

ବାହାରିଲା ତ୍ରିରଙ୍ଗା ଶୋଭାଯାତ୍ରା: ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୧୩।୮(ଅରୁଣ ସାହୁ/ମନୋରଞ୍ଜନ ରଣା):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଏବଂ ଦାରିଙ୍ଗବାଡିଠାରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଏବଂ ସଂସ୍କୃତି ବିଭାଗର ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…

ସାଇନ୍‌ବୋର୍ଡରେ ପିଟି ହୋଇ କେନାଲକୁ ଖସିପଡ଼ିଲେ ବାଇକ୍‌ଆରୋହୀ, ଆଜି ସକାଳୁ…

ପୁରୁଷୋତ୍ତମପୁର,୧୩ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ତାରାତାରିଣୀ ମୁଖ୍ୟ ରାସ୍ତାର ଭାଟକୁମରଡ଼ା ବାଇଧର ମନ୍ଦିର ନିକଟରେ ରାସ୍ତାପାଶର୍‌ବରେ ଥିବା ସାଇନ୍‌ବୋର୍ଡରେ ପିଟି ଜଣେ ବାଇକ୍‌ଆରୋହୀଙ୍କ ମୃତ୍ୟୁ ଘଟିଛି। ସେହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ ଶାଶନ ଆମ୍ବଗାଁର କାହ୍ନୁ ପରିଡ଼ା।…

କଙ୍ଗାରୁ କୋର୍ଟରେ ଯୁବକଙ୍କ ହାତଗୋଡ ବାନ୍ଧି ନିର୍ଧୂମ ଛେଚିଲେ

ବଲାଙ୍ଗୀର,୧୩।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ସଇଁତଳା ଯୁବାମାଳ ଗାଁରେ କଙ୍ଗାରୁ କୋର୍ଟରେ ଜଣେ ଯୁବକର ହାତଗୋଡ଼ ବାନ୍ଧି, ନିସ୍ତୁକ ମାଡ଼ ମାରିଲେ ଦୃବୁର୍ତ୍ତ । ସେ ହେଲେ ସଇଁତଳା ବ୍ଲକ ଯୁବମାଳ ଗାଁର ଦୁର୍ବଦଳ ଭୋଇ। କଙ୍ଗାରୁ କୋର୍ଟରେ ମାଡ଼…

ନାଚଗୀତରେ ଜମୁଛି ତ୍ରିରଙ୍ଗା ଯାତ୍ରା, କୋଟିକୋଟି ଟଙ୍କା ଖର୍ଚ୍ଚ କରି ସରକାର…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଦେଶସାରା ଚାଲିଛି ତ୍ରିରଙ୍ଗା ଯାତ୍ରା । ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସାମିଲ ହେଉଛନ୍ତି। ତ୍ରିରଙ୍ଗା ଯାତ୍ରା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ…

ରାଜସ୍ବ ଅମଲା ସଂଘ ପକ୍ଷରୁ ବଡ଼ ଘୋଷଣା: ଯେତେଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର…

ବଲାଙ୍ଗୀର,୧୩।୮(ସୁନିଲ କୁମାର ମହାନ୍ତି): ରାଜସ୍ବ ଅମଲା ସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ସଂଘର ପୂର୍ବ ନିର୍ଦ୍ଧାରତ ନିଷ୍ପତ୍ତି ଅନୁଯାୟୀ ସୋମବାରଠାରୁ ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଥିବା…

ସମାଜର ଉନ୍ନତି ଆମର ଲକ୍ଷ୍ୟ: ସବୁଜ ବାହିନୀ ଫାଉଣ୍ଡେସନର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାଜନଗର,୧୩।୮: ସବୁଜ ବାହିନୀ ଫାଉଣ୍ଡେସନର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମାଜର ଉନ୍ନତି ପାଇଁ ଏହି ଫାଉଣ୍ଡେସନର ଲକ୍ଷ୍ୟ ବିଷୟରେ ଅତିଥିବୃନ୍ଦ ଆଲୋକପାତ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ଦୋଳଗୋବିନ୍ଦ ଜେନା, ମୁଖ୍ୟବକ୍ତା…

ପୁରୁଷୋତ୍ତମପୁରରେ ହରଘର ତ୍ରିରଙ୍ଗା, ବିଧାୟକ ପ୍ରତିନିଧିଙ୍କ ସହ ସାମିଲ ହେଲେ…

ପୁରୁଷୋତ୍ତମପୁର,୧୩ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭାଜପା ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବିଧାୟକ ପ୍ରତିନିଧି ସୁଦର୍ଶନ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏନ୍‌ଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ପୂର୍ବତନ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ନାୟକ,ମନୋଜ କୁମାର ମହାପାତ୍ର, ଟୁକୁନା…

୨ ମହିଳାଙ୍କ ହାତଗୋଡ଼ ବାନ୍ଧି ମୁହଁରେ ସେଲୋ ଟେପ୍‌ ଲଗାଇ ଘରୁ ଲୁଟିନେଲେ ଦୁର୍ବୃତ୍ତ, ଚୋରି ବ୍ୟାଗ୍‌ ଖସି ପଡ଼ିବାରୁ…

ବାସୁଦେବପୁର,୧୩ା୮(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଢୁଆଁ ବଜାର ନିକଟରେ ଅବସ୍ଥିତ ପଳନ୍ଦ୍ର ମିଶ୍ରଙ୍କ ଘରେ ମଙ୍ଗଳବାର ରାତିରେ ସଶସ୍ତ୍ର ଡକାୟତି ହୋଇଛି, ଘରେ କେହି ପୁରୁଷ ଲୋକ ନ ଥିବା ବେଳେ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ତ୍ରୀ ସତ୍ୟଭାମା ଓ…

ଲକର ଭାଙ୍ଗି ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଲୁଟେରା

ଭୁବନ,୧୩ା୮(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଡେଙ୍ଗାବାହାଳି ଗ୍ରାମର ବାସୁଦେବ ସାହୁଙ୍କ ଘରୁ ମଙ୍ଗଳବାର ରାତି ଗଡ୍‌ରେଜ ଭାଙ୍ଗି ନଗଦ ୫୦ ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟେରାମାନେ ଲୁଟି ନେଇଥିବା ବୁଧବାର ଭୁବନ…

କେନାଲରେ ଘାଇ, ପାଣି ମାଡିଯାଇ ଫସଲ ହେଲା ବାଲିଚର, ଚିନ୍ତାରେ ଚାଷୀ

ଭବାନୀପାଟଣା,୧୩।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଳଦିଆମାଲ ଡିଷ୍ଟିବୁଟାରୀର ମଥୁରା ଗ୍ରାମ କେନାଲରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଘାଇ ସୃଷ୍ଟି ହୋଇଛି। ଯାହାଫଳରେ କେନାଲର ପାଣି ମାଡିଯାଇ ସ୍ଥାନୀୟ ଜମି ବାଲି ଚର ହୋଇଛି। ଦୀର୍ଘ…

ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ପହଞ୍ଚିଗଲା ପୋଲିସ, ଆଉ ତା’ପରେ…

ବାଲେଶ୍ୱର,୧୩।୮(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ଥାନା ପୋଲିସକୁ ମିଳିଛି ବଡ ସଫଳତା । ବିଳମ୍ବିତ ରାତିରେ ଫୁଲାଡି ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ପକ୍ଷରୁ ଚଢ଼ାଉ ହୋଇଛି । ଘଟଣାସ୍ଥଳରୁ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ…

ବରଗଡ଼ ନାବାଳିକା ପୋଡ଼ି ଘଟଣା: ଭାଇଙ୍କୁ ଉଠାଇନେଲା ପୋଲିସ

ବରଗଡ଼,୧୩।୮: ବରଗଡ଼ ଫିରିଙ୍ଗମାଲରେ ନାବାଳିକା ପୋଡ଼ି ଘଟଣାରେ ତନାଘନା ଚଳାଇଛି ପୋଲିସ। ମୃତ ନାବାଳିକାଙ୍କ ଭାଇଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା କରୁଛି। ଭିନ୍ନ ଭିନ୍ନ ଦିଗକୁ ନେଇ ପୋଲିସର ପଚରାଉଚରା ଜାରି ରହିଥିବା ବେଳେ ଗତକାଲି ନାବାଳିକାଙ୍କ ମାମୁଙ୍କୁ ପଚରାଉଚରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri