ଧର୍ମଶାଳା ବିଜେଡିର ମିଶ୍ରଣ ପର୍ବ
ଧର୍ମଶାଳା,୩ା୧୧(ଡି.ଏନ୍.ଏ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ବିଜେଡି କାର୍ଯ୍ୟାଳୟରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ରବିବାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ା ଏହି ମିଶ୍ରର ପର୍ବରେ ସେବତିପୁର ଗ୍ରାମର ରବୀନ୍ଦ୍ର କୁମାର ନାୟକ, ଜଳଧର ମହାନ୍ତି, ବିଜୟ କୁମାର…
ସିଟିବସ୍ ଚଳାଚଳ ପାଇଁ ମନ୍ତ୍ରୀଙ୍କୁ ସ୍ମାରକପତ୍ର
ବିଜେପୁର,୩।୧୧(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁରରୁ ସଦରମହକୁମାକୁ ସିଟିବସ୍ ଚଳାଚଳ ପାଇଁ ରବିବାର ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏ ନେଇ ବିଜେଡି ମହିଳା ସଂଗଠନର ନେତ୍ରୀମାନେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ତାଙ୍କର ବାଉଁଶେନମୁରାସ୍ଥିତ ବାସଭବନରେ ଭେଟି ସ୍ମାରକପତ୍ର…
ଆମ୍ବୁଲାନ୍ସ ଚକା ଖରାପ ଯୋଗୁ ଅଧଘଣ୍ଟା ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚିଲେ ରୋଗୀ
ମୁନିଗୁଡ଼ା,୩।୧୧(ଡି.ଏନ.ଏ.): ୧୦୮ ଆମ୍ବୁଲାନ୍ସକୁ ନେଇ ରାୟଗଡା ଜିଲାରେ ଅନେକ ଥର ଅବ୍ୟବସ୍ଥା ଦେଖା ଦେଇଥିବା ବେଳେ ରବିବାର ପୁଣି ଏକ ଚିତ୍ର ସାମ୍ନାକୁ ଆସିଛି । ଜିଲାର ମୁନିଗୁଡ଼ା ବ୍ଲକ ମଧୁମୁଣ୍ଡା ଗ୍ରାମର ଲୋଟି ସାରକା (୩୫) ଅନେକ ଦିନ ଧରି…
ଯୋଡ଼ା ଖଣି ଅଞ୍ଚଳରେ ଛଟ୍ ପର୍ବ ପାଳନ
ଯୋଡ଼ା, ୩।୧୧(ଡି.ଏନ୍.ଏ.): ସୂର୍ଯ୍ୟ ଉପାସନାର ପର୍ବ ଛଟ୍ ପୂଜା ଅବସରରେ କେନ୍ଦୁଝର ଯୋଡା ଖଣି ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହି ପର୍ବ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ଏହି ପୂଜାର ତିନି ଦିନ ପୂର୍ବରୁ ପ୍ରଥମ ଦିନରେ ଶ୍ରଦ୍ଧାଳୁମାନେ ସ୍ନାନ…
ନକଲି ସାର୍ଟିଫିକେଟ୍ ଦେଇ ଧରାପଡ଼ିଲେ ୪ ଶିକ୍ଷକ: ଏତଲା ସହ ବହିଷ୍କାର ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ
ବ୍ରହ୍ମପୁର ଅଫିସ୍,୩ା୧୧- ନିଯୁକ୍ତି ବେଳେ ଶିକ୍ଷାଗତ ଯୋଗ୍ୟତାର ନକଲି ସାର୍ଟିଫିକେଟ୍ ଦେଇ ଗଞ୍ଜାମ ଜିଲାର ୪ଜଣ ଶିକ୍ଷକ ଧରାପଡ଼ିଛନ୍ତି। ଏହି ସମସ୍ତ ଶିକ୍ଷକ ଧରାକୋଟ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ସାର୍ଟିଫିକେଟ୍ ଯାଞ୍ଚ ବେଳେ ଏମାନେ ଧରିପଡ଼ିଥିଲେ। ଅପରପକ୍ଷେ ଏହି…
ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍ : ଜଣେ ମୃତ, ଜଣେ ଗୁରୁତର
ତାଳଚେର,୩।୧୧(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଥାନା ଅନ୍ତର୍ଗତ ଗୋଡ଼ିବନ୍ଧ ନିକଟସ୍ଥ ଶିବରାମପୁର-କନ୍ଧବେରେଣି ରାସ୍ତାରେ ଶନିବାର ରାତିରେ ଏକ ମାରୁତି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିବାରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ…
ଯକ୍ଷ୍ମା ରୋଗୀଙ୍କ ମୃତଦେହ ଉଦ୍ଧାର
ଯୋଡ଼ା,୩।୧୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା କାଳିମାଟି ଗ୍ରାମ ଦୋଳମଣ୍ଡପ ନିକଟରୁ ଶନିବାର ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ସେ ସୁନ୍ଦରଗଡ ଜିଲା କୋଇଡା ଥାନା ଅନ୍ତର୍ଗତ ଗଣୁଆ ଗ୍ରାମର ବାସୁ ନାଏକ (୫୫) ବୋଲି ଜଣାପଡିଛି ।…
ପେସା ହେଲା କାଳ: ଗଛରୁ ପଡ଼ି ନଡ଼ିଆ ତୋଳାଳିଙ୍କ ମୃତ୍ୟୁ
ଖୋର୍ଦ୍ଧା ଅଫିସ,୩।୧୧: ଖୋର୍ଦ୍ଧା ଜିଲା ବାଣପୁର ମଙ୍ଗରାଜପୁର ଗାଁର ଜଣେ ନଡ଼ିଆ ତୋଳାଳିଙ୍କର ରବିବାର ମୃତ୍ୟୁ ଘଟିଛି। ସେ ହେଲେ ମାନିଆ ପରିଡା(୫୨)। ମାନିଆ ନଡ଼ିଆ ଗଛରୁ ନଡ଼ିଆ ତୋଳୁଥିବାବେଳେ ପ୍ରାୟ ୩୦ ଫୁଟ ତଳକୁ ଖସି ପଡିଥିଲେ। ଗୁରୁତର ଅବସ୍ଥାରେ…
କଖାରୁ ଲଟାରୁ ନବଜାତ ଶିଶୁପୁତ୍ର ଉଦ୍ଧାର
ପାଟଣା,୩।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ମାନପୁର ଗ୍ରାମର ଡେଣୁଆ ରାସ୍ତା ପାର୍ଶ୍ୱରେ ଥିବା ବଗିଚାର କଖାରୁ ଲଟା ମଧ୍ୟରୁ ରବିବାର ସକାଳୁ ଏକ ନବଜାତ ଶିଶୁପୁତ୍ରକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାୟୀ, ସକାଳୁ ଉକ୍ତ ଗ୍ରାମର…
ପୁଅଙ୍କ ଶାବଳ ମାଡ଼ରେ ଆହତ ବାପାଙ୍କ ଜୀବନଗଲା
ଧାମନଗର,୩।୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ଧୁଷୁରୀ ଥାନା ଅସୁରାଳୀ ହଂସପୁର ଗ୍ରାମରେ ପୁଅଙ୍କ ଶାବଳ ମାଡ଼ରେ ଆହତ ବାପାଙ୍କର ରବିବାର ସକାଳେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ,ଅକ୍ଟୋବର ୨୨ ତାରିଖରେ ଜମିଜମାକୁ କେନ୍ଦ୍ରକରି ବାପାପୁଅଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ପୁଅ ବିଚିତ୍ର କବି ଏକ…
ସ୍ବର୍ଗଦ୍ୱାରରୁ ବିଜୁ ପଟ୍ଟନାୟକଙ୍କ ସମାଧି ହଟିବା ଘଟଣା: ଶ୍ରେୟ ପାଇଁ ପ୍ରତିଯୋଗିତା, ଦ୍ୱନ୍ଦ୍ୱରେ ଲୋକେ
ପୁରୀ ଅଫିସ, ୩।୧୧: ସ୍ବର୍ଗଦ୍ୱାରରୁ ହଟିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳ। ସ୍ମାରକୀ ଭାବେ କେବଳ ସ୍ମୃତି ଫଳକ ହିଁ ରହିବ। ଶୁକ୍ରବାର ବିଜେଡି ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସ୍ବର୍ଗତ…
ଏସ୍ସିବି ମେଡିକାଲ: ୫୦୦ରୁ ୨୫୦ ପ୍ରକାର ଔଷଧ ମିଳୁଛି
କଟକ ଅଫିସ, ୩।୧୧: ନିରାମୟ ଯୋଜନାରେ ସରକାର ୫୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଔଷଧ ଯୋଗାଇଦେବା ପାଇଁ ବ୍ୟବସ୍ଥା କରିଥିଲେ। ମାତ୍ର ଏବେ ଏସ୍ସିବି ମେଡିକାଲରେ ୨୦୦ରୁ ୨୫୦ ପ୍ରକାରର ଔଷଧ ମହଜୁଦ ରହୁଛି। ଜୀବନରକ୍ଷାକାରୀ ଏଆର୍ଭି ଇଞ୍ଜେକଶନ (କୁକୁର କାମୁଡ଼ା), ଏଏସ୍ଭି…
Archives


