କାନ୍ଥ ଭାଙ୍ଗି ନିୟମିତ ଏହି କାର୍ଯ୍ୟ କରିବାକୁ ଛାତ୍ରାବାସରୁ ଚାଲି ଯାଉଥିଲେ ଛାତ୍ର, ପ୍ରଧାନଶିକ୍ଷକ ନେଲେ ଏମିତି କାର୍ଯ୍ୟାନୁଷ୍ଠାନ
ଦାରିଙ୍ଗବାଡ଼ି,୨୩ା୧(ଅରୁଣ ସାହୁ): ସବୁ ମା-ବାପା ଚାହାନ୍ତି ତାଙ୍କ ପିଲାମାନେ ଉଚ୍ଚ ଶିକ୍ଷିତ ହୁଅନ୍ତୁ, ଭଲ ପାଠ ପଢନ୍ତୁ। ଏଥିପାଇଁ ଯେତେ ବାଧାବିଘ୍ନ ଆସିଲେ ବି ମା’ ବାପା ପିଲାଙ୍କ ପାଇଁ ସବୁକିଛି କରନ୍ତି। ଆଉ ପିଲାଙ୍କ ଉଚ୍ଚଶିକ୍ଷା ନେଇ ଅନେକ ସ୍ବପ୍ନ…
ବାଘଛାଲ ବିକ୍ରି କରୁଥିବା ବେଳେ ରେଡ୍ କଲା ବନବିଭାଗ, ୩…
ନବରଙ୍ଗପୁର,୨୩।୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା କୋଡ଼ିଙ୍ଗା ରେଞ୍ଜ ନୁନୁପାଣି ଗ୍ରାମ ନିକଟରେ କଲରାପତରିଆ ବାଘ ଛାଲର ଡିଲ ଚାଲିଥିଲା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଛି । କଲରାପତରିଆ ବାଘ ଛାଲ ସହ…
ମା’ ଦୁଆରଶୁଣୀ ପାଣିପଞ୍ଚାୟତକୁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଦିଗପହଣ୍ଡି,୨୩ା୧(ଅଶେଷ ନାଥ ମିଶ୍ର): ରାଜ୍ୟସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ୨୦୨୬ ଅବସରରେ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ଠାରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଦିଗପହଣ୍ଡିସ୍ଥିତ ଘୋଡ଼ାହାଡ଼ ଜଳସେଚନ ବିଭାଗର ୨୧ ନଂ. ପାଣି ପଞ୍ଚାୟତ ମା’…
ସିଙ୍ଗାରି ଘାଟି ରାସ୍ତା ମରଣଯନ୍ତା: ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଲାଞ୍ଜିଗଡ଼ ବିଧାୟକ
ଥୁଆମୂଳ ରାମପୁର,୨୩ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଜୀବନରେଖା କୁହାଯାଉଥିବା ସିଙ୍ଗାରି ଘାଟି ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। କଲମପୁର ଛକଠାରୁ ଥୁଆମୂଳ ରାମପୁରକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାଟି ଏବେ ମରଣଯନ୍ତା ପାଲଟିଥିବାରୁ…
ସର୍ତ୍ତାବଳୀ ସହ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା, ସରକାର ଆମକୁ ଭୁଆଁ…
ଗୁଣପୁର, ୨୩ା୧(ସଂକେତ ପାତ୍ର ) : ଗତବର୍ଷ ଜାନୁଆରୀ ମାସ ୧୫ତାରିଖରେ ନିର୍ବାଚନ ପ୍ରଶାର ଓ ପ୍ରଚାର ସମୟରେ ଭାରତୀୟ ଜନତା ପାର୍ଟି ମଧୁବାବୁ ଭତ୍ତା ଟଙ୍କା ୧୦୦୦ ରୁ ୩୫୦୦ ଟଙ୍କାକୁ ବଢ଼ାଇବା ପାଇଁ ପ୍ରତିଶ୍ରୁତି ମିଳିଥିଲା । ନିର୍ବାଚନ…
ରେଙ୍ଗାଲି ନଦୀବନ୍ଧ ବାସଚ୍ୟୁତ ପରିବାରଙ୍କ ସମସ୍ୟା ସମାଧାନ ନେଇ ରାଜସ୍ବ ମନ୍ତ୍ରୀଙ୍କ ସହ ଆଲୋଚନା
ଦେବଗଡ଼,୨୩ା୧(ଶଶାଙ୍କ ଶେଖର ଝାଙ୍କର): ରେଙ୍ଗାଲି ବନ୍ଧ ସୁରକ୍ଷା ସମିତି ଦେବଗଡ଼ ପାଲଲହଡ଼ା କମିଟିର ଦେବଗଡ଼ ଜୋନ୍ ପାଇଁ ନୂତନ କାର୍ଯ୍ୟକାରୀ ସଭାପତି ଦେବଗଡ଼ ସହରର ଯୁବନେତା ଦୟାଶଙ୍କର ଦ୍ୱିବେଦୀ ଓ କମିଟିର ସମ୍ପାଦକ ତଥା ଆଇନଜୀବୀ ଚୌଧୁରୀ ବେହେରା ଦେବଗଡ଼ ଗସ୍ତରେ…
ଦିଗପହଣ୍ଡି ପଞ୍ଚାୟତ ସମିତିର ସଭାରେ ଯୋଗଦେଲେ ବିଧାୟକ, ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ନେଇ ସରପଞ୍ଚ-ସମିତିସଭ୍ୟଙ୍କ କ୍ଷୋଭ
ଦିଗପହଣ୍ଡି, ୨୩|୧(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ପଞ୍ଚାୟତ ସମିତିର ପରିବର୍ଦ୍ଧିତ ଆଲୋଚନା ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ରେ ଆୟୋଜିତ ସଭାରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି…
ପୂର୍ତ୍ତ ବିଭାଗର ‘ପିଚୁ’ ପ୍ରହସନ; ଥୁଆମୂଳ ରାମପୁରରେ ନିମ୍ନମାନର ନିର୍ମାଣ, ଧୂଳିଧୂଆଁରେ ଅତିଷ୍ଠ ଜନତା
ଥୁଆମୂଳ ରାମପୁର, ୨୩/୦୧(ଦୁର୍ଗା କୀର୍ତ୍ତି): ପୂର୍ତ୍ତ ବିଭାଗର ନିମ୍ନମାନର କାର୍ଯ୍ୟାଦେଶ ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଥୁଆମୂଳ ରାମପୁର ଅଞ୍ଚଳରେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ବିଶେଷ କରି କଲେଜ ଛକଠାରେ ନିର୍ମାଣାଧୀନ ମହୁଲପାଟଣା ରାସ୍ତାର ଅବସ୍ଥା ଶୋଚନୀୟ…
ସ୍ତ୍ରୀ-ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ୨ ଭାଇ, ରକ୍ତ ଜୁଡୁବୁଡୁ ଅବସ୍ଥାରେ…
ଦିଗପହଣ୍ଡି,୨୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଛଣମେରି ପଞ୍ଚାୟତ ପେଣ୍ଡୁରାଖାଳି ଗ୍ରାମର ସିମାଞ୍ଚଳ ଗୌଡ଼ ଏବଂ ତାଙ୍କ ସ୍ତ୍ରୀ ଗେଲି ଗୌଡ଼ଙ୍କୁ ଗାଁର ଦୁଇଭାଇ ଜୟଗୁରୁ ପାତ୍ର ଏବଂ ପୂର୍ଣ୍ଣଗୁରୁ ପାତ୍ର କାତିରେ ହାଣି ହତ୍ୟା ଉଦ୍ୟମ କରିଥିବା…
ପ୍ରଦୂଷଣରେ ଅଣନିଃଶ୍ୱାସୀ ସହରବାସୀ, ରାସ୍ତା ମରାମତି ପାଇଁ କେସ୍ ଦାୟର କଲେ ଆଇନଜୀବୀ
କେନ୍ଦୁଝର,୨୨ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରର ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସର୍ବସାଧାରଣ ରାସ୍ତାଘାଟର ମରାମତି ପାଇଁ ଜିଲା ଓକିଲ ସଂଘର ସଦସ୍ୟ ବରିଷ୍ଠ ଆଇନଜୀବୀ ଦେବାଶିଷ ପତି ସ୍ଥାୟୀ ଲୋକ ଅଦାଲତରେ ଗୁରୁବାର କେସ୍ ଦାଖଲ କରିଛନ୍ତି। ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ,…
ଖେଳକୁଦ ସମୟରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ସହ ଘଟିଲା…
ଦାରିଙ୍ଗବାଡି,୨୨।୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଖେଳକୁଦ ସମୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଉକ୍ତ ବ୍ଲକ ତିଲୋରୀ ପଞ୍ଚାୟତ ସାମନବାଡ଼ି ଗ୍ରାମର ଯତୀନ୍ଦ୍ର ମଲିକଙ୍କ ପୁଅ ସାନିଏଲ ମଲିକ…
ପୁଅର ପାଲିଙ୍କି ଉଠିବା ଆଗରୁ ଉଠିଲା ବାପାର କୋକେଇ, ବିଦ୍ୟୁତ ଆଘାତରେ…
ଧରାକୋଟ,୨୨।୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): କଥାରେ ଅଛି ବିଧିର ବିଧାନ କେକରିବ ଆନ । ଜନ୍ମ କିମ୍ବା ମୃତ୍ୟୁ କାହା ହାତରେ ନଥାଏ । ଏପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲା ଧରାକୋଟରୁ । ରାତି ପାହିଲେ ପୁଅର…
Archives


