ଆମ ଜିଲା ଖବର

ନିୟମଗିରି ପାହାଡ଼ରେ ଲାଗିଛି ୫ ମାଓବାଦୀ ବିରୋଧୀ ପୋଷ୍ଟର

ରାୟଗଡ଼ା ଅଫିସ,୩।୨: ରାୟଗଡ଼ା ଜିଲା ନିୟମଗିରି ପାହାଡ଼ରେ ସୋମବାର ସକାଳୁ ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। କଲ୍ୟାଣସିଂହପୁର ପାର୍ସାଲିର ୨ଟି ସ୍ଥାନରେ ଲଗାଯାଇଥିବା ସମୁଦାୟ ୫ଟି ମାଓବାଦୀ ବିରୋଧୀ ପୋଷ୍ଟରରୁ ଜଣାପଡ଼ୁଛି ଏହା ଡଙ୍ଗରିଆ କନ୍ଧ ବିକାଶ ପକ୍ଷରୁ ମରାଯାଇଛି।…

କରୋନା ସମ୍ପର୍କିତ ସଚେତନତା

ରାଇକିଆ,୩।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ସଭାଗୃହରେ ସୋମବାର କରୋନା ଭାଇରସ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଯାଇଛି। ବିଡିଓ ପ୍ରବୀଣ ବାଣୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତ କାର୍ଯ୍ୟକ୍ରମରେ ଡାକ୍ତର ଚିନ୍ମୟ ପ୍ରଧାନ, ପ୍ରାଣୀ ଚିକିତ୍ସାଧିକାରୀ ସବିର ପ୍ରଧାନ ଯୋଗ ଦେଇ ଏହି…

ଆବର୍ଜନା ପରିଚାଳନା ପ୍ରକଳ୍ପ ନିର୍ମାଣକୁ ବିରୋଧ: ଘଟଣାସ୍ଥଳରେ ଉତ୍ତେଜନା

କେନ୍ଦୁଝର,୩।୨(ସ୍ବ.ପ୍ର.) : କେନ୍ଦୁଝର ପୋରାଞ୍ଚଳ ଅଧିନସ୍ଥ କୃଷକ ବଜାର ନିକଟରେ ମଇଳା ଆବର୍ଜନା ପରିଚାଳନା ପ୍ରକଳ୍ପ ନିିର୍ମାଣ ନେଇ ବିରୋଧ ଜୋରଦାର ହୋଇଛି। ସୋମବାର ପ୍ରକଳ୍ପ ନିିର୍ମାଣ ପାଇଁ ଜାଗା ଚିହ୍ନଟ କରିବାକୁ ଆସିଥିବା ପୌରପାଳିକା ଅଧିକାରୀ ଓ କର୍ମଚାରୀଙ୍କୁ ଶତାଧିକ…

ନିଖୋଜ ପୁଅର ପତ୍ତା ମିଳୁନି: ପରିବାରବର୍ଗଙ୍କ ରାସ୍ତା ଅବରୋଧ

ରାଇକିଆ,୩।୨(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ରାଇକିଆ ଅଲିମାହା ସାହିର ଶୁଭେନ୍ଦୁ ମଲିକ ଗତ ଜାନୁୟାରୀରୁ ନିଖୋଜ ହୋଇଯାଇଛନ୍ତି। ୧୮ ଦିନ ବିତି ଯାଇଥିଲେ ମଧ୍ୟ ନିଖୋଜ ପୁଅର ପତ୍ତା ମିଳିନାହିଁ। ଏ ନେଇ ପରିବାର ପକ୍ଷରୁ ଜାନୁୟାରୀ ୨୫ ତାରିଖରେ ରାଇକିଆ…

ଖାଉଟି ଠକେଇ

ନବରଙ୍ଗପୁର ଜିଲାରେ ଖାଉଟି ଠକାମିର ଶିକାର ହେଉଛନ୍ତି। ଏବେ ବି ଜିଲାରେ ମାଣ ଓ ଅଡା କାରବାର ହାଟ ବଜାରରେ ଦେଖିବାକୁ ମିଳୁଛି। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଖାଉଟି ସଚେତନତା ଏଯାଏ ଆସି ନାହିଁ। ଫଳରେ ଚାଉଳ…

ସିଟି ହସ୍ପିଟାଲ ଦାବିରେ ଉତ୍ତେଜନା: ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ବିଧାୟକଙ୍କୁ ଘେରିଲେ ସହରବାସୀ

ବରଗଡ ଅଫିସ, ୩।୨: ବରଗଡ ସହରରେ ଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ଉତ୍ତେଜନା ବଢିବାରେ ଲାଗିଛି। ସୋମବାର ସକାଳୁ ସହରର ଦୋକାନ ବଜାର ବନ୍ଦ ଥିବାବେଳେ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ଦିନ ପ୍ରାୟ…

୬୧ କଲେଜକୁ ଆର୍‌ଡିଇର ଜବାବତଲବ

ଯାଜପୁର ଅଫିସ,୩।୨: ସେଲ୍ଫ ଫାଇନାନ୍ସିଂ ସ୍କିମ ନାମରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷାର ବ୍ୟବସାୟୀକରଣ ଯୋଗୁ ରାଜ୍ୟରେ ବହୁ ପ୍ରତିଷ୍ଠିତ ଘରୋଇ ଆବାସିକ ଡିଗ୍ରୀ କଲେଜଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ଠାରୁ ବେଆଇନ ଫି’ ଆଦାୟ ଚାଲିଛି। ଏନେଇ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ରେ ମାମଲା…

ଭାଷାକୁ ଭଲ ପାଇଲେ ସମୃଦ୍ଧ ହେବ ସାହିତ୍ୟ

ଢେଙ୍କାନାଳ ଅଫିସ, ୩।୨: ମାଟି ମା’ ଓ ଭାଷାକୁ ସମସ୍ତେ ଭଲ ପାଇବା ଜରୁରୀ। ଭାଷାକୁ ଭଲ ପାଇଲେ ସୁରକ୍ଷିତ ହେବ ଏବଂ ଆମ ସାହିତ୍ୟ ସମୃଦ୍ଧ ହେବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ଆଇନ ବିଭାଗ ପ୍ରମୁଖ ସଚିବ ଶଶିକାନ୍ତ…

ସହରରେ ବେଆଇନ ଆପାର୍ଟମେଣ୍ଟ ନିର୍ମାଣ

ଅନୁଗୋଳ ସହର, ୩।୨: ଅନୁଗୋଳ ସହର ହୁଲୁରିସିଂହାଠାରେ ବେଆଇନ ଭାବେ ଏକ ଆପାର୍ଟମେଣ୍ଟ ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। ଜିଲାପାଳ, ତାଳଚେର-ଅନୁଗୋଳ-ମେରାମଣ୍ଡଳି ଡେଭଲପମେଣ୍ଟ ଅଥରିଟି(ତାମଡା) ସେକ୍ରେଟାରି ଏବଂ ଭୁବନେଶ୍ୱରସ୍ଥିତ ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲେଟାରି ଅଥରିଟିଙ୍କ ନିକଟରେ ଏ ନେଇ ଅଭିଯୋଗ…

ଯୁବକଙ୍କ ଗଳିତ ମୃତଦେହ ଜବତ ଘଟଣା: ଅପମୃତ୍ୟୁ ହେଲା ହତ୍ୟା ମାମଲା

ବ୍ରହ୍ମପୁର ଅଫିସ,୩ା୨-ଗୋସାଣୀନୂଆଗାଁ ଥାନାରେ ରୁଜୁ ହୋଇଥିବା ଏକ ଅପମୃତ୍ୟୁ ମାମଲା ଏବେ ହତ୍ୟା ମାମଲାରେ ରୂପାନ୍ତରିତ ହୋଇଛି। ପୋଲିସ ନଂ.୧/୨୦ରେ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ ଚଳାଇଛି। ହେଲେ ଇତିମଧ୍ୟରେ ୨ ମାସ ବିତିଗଲାଣି। ଗୋଟିଏ ପଟେ ମୃତ ଯୁବକଙ୍କ ପରିଚୟ…

ରାଜପଥ ଖୋଳିଦେଉଛି ଠିକାସଂସ୍ଥା

ଛେଣ୍ଡିପଦା,୩।୨(ସ୍ବ.ପ୍ର) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଯାଇଥିବା ୧୪୯(ବି) ନଂ. ଜାତୀୟ ରାଜପଥ ପାଶର୍‌ବକୁ ବେଆଇନ ଭାବେ ଖୋଳି ସେଠାରେ ପାଇପ ପକାଯାଉଥିବା ଅଭିଯୋଗ ହୋଇଛି। ଏ ନେଇ ଜାତୀୟ ରାଜପଥ ବିଭାଗ ଯନ୍ତ୍ରୀ ଉମାକାନ୍ତ ଦଳେଇ ଶନିବାର ଠିକାସଂସ୍ଥା…

ଛାତ୍ରଙ୍କୁ ମାଡ଼ ଘଟଣା ,ସହକାରୀ ଶିକ୍ଷକ ନିଲମ୍ବିତ

ଦିଗପହଣ୍ଡି,୩ା୨(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ନୋଡାଲ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ବିରେଣି କୁମାର ସାହୁଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଶୋକ କୁମାର ସ୍ବାଇଁଙ୍କୁ ସହକାରୀ ଶିକ୍ଷକଙ୍କ ନିଲମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?