ଓକିଲଙ୍କ ଘରୁ ଡକାୟତି : ନେଇଗଲେ ୫୦ ହଜାର ଟଙ୍କା ସମେତ ସୁନାଗହଣା
ଅନୁଗୋଳ ଅଫିସ,୪।୧୧: ନାଲକୋ ଥାନା କୁଲାଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଓକିଲ ବିଭୂତି ଭୂଷଣ ପଟ୍ଟନାୟକଙ୍କ ଘରେ ପଶି ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ନଗଦ ୫୦ ହଜାର ଟଙ୍କା ସହ ସୁନାଗହଣା…
ଶ୍ରୀତମ୍ଙ୍କୁ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ
ବାଲେଶ୍ୱର ଅଫିସ, ୪।୧୧-ସ୍ମାର୍ଟଫୋନରେ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଥିବା ବାଲେଶ୍ୱର ଜିଲା ଶୋଭାରାମ୍ପୁର ଅଞ୍ଚଳର ଶ୍ରୀତମ୍ କୁମାର ସେଠୀ ଚଳିତବର୍ଷ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ଼ ପାଇପାରିଛନ୍ତି। ବନ୍ୟଜନ୍ତୁ ଓ ସବୁଜିମାଭରା ପ୍ରକୃତିର ଫଟୋ ଉଠାଇବାକୁ ସେ ଅଧିକ ଆଗ୍ରହ ରଖିଥାନ୍ତି। ଗତ…
ମଦ ଛଡ଼ାଇ ଆଣି ପୋଡ଼ିଲେ ଉତ୍ତ୍ୟକ୍ତ ମହିଳା
ହାତୀଓଟ,୪ା୧୧: ପୋଲସରା ବ୍ଲକ ମନ୍ଦାର ଗ୍ରାମପଞ୍ଚାୟତର ମାଳତିବାଡ଼ିରେ ମଦ ବିକ୍ରିକୁ ବନ୍ଦ କରିବା ପାଇଁ ଗତ ଗୁରୁବାର ଗ୍ରାମର ୧୦ଟି ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ କହିଥିଲେ। କିନ୍ତୁ ମଦ ବିକ୍ରେତା ୩ ଦିନ ହେଲା ବିକ୍ରି ବନ୍ଦ କରି ନ…
‘ଇଂଲିଶ୍ ପଛରେ ଗୋଡ଼ାଇବା ମାନସିକତା ବଦଳୁ’
ବ୍ରହ୍ମପୁର ଅଫିସ୍,୪ା୧୧-ଅନେକ ବର୍ଷ ପର୍ଯ୍ୟନ୍ତ ଆମକୁ ଶାସନ କରିବା ପରେ ଇଂରେଜମାନେ ନିଜ ଦେଶକୁ ଫେରିଗଲେ । କିନ୍ତୁ ତାଙ୍କ ଭାଷାର ଗଭୀର ଛାପ ଆମ ଶିକ୍ଷା, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ଛାଡ଼ିଗଲେ । ଏହାର ପ୍ରଭାବ ଆଞ୍ଚଳିକ ଭାଷାଗୁଡିକ…
ଜନ୍ମ ନେଲେଣି କମ୍ ଓଜନର ୪,୧୧୫ ଶିଶୁ
ଛତ୍ରପୁର,୪ା୧୧(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା କମ୍ ଓଜନର ୪,୧୧୫ ଶିଶୁ ଜନ୍ମ ହେଲେଣି। ଯେଉଁମାନଙ୍କ ଓଜନ ୨.୫ କି.ଗ୍ରାଠାରୁ କମ୍ ରହିଛି। ଜିଲାରେ ମୋଟ ନବଜାତ ଶିଶୁ ତୁଳନାରେ ଏହା ୧୭ ପ୍ରତିଶତ ରହିଛି। ଛତ୍ରପୁରଠାରେ ଅନୁଷ୍ଠିତ ସ୍ବାସ୍ଥ୍ୟ ସମୀକ୍ଷା…
ମହିଳାଙ୍କୁ ବଳାତ୍କାର ଅଭିଯୋଗ,ଅଭିଯୁକ୍ତ ଫେରାର
ଦିଗପହଣ୍ଡି,୪ା୧୧(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଏତଲା କ୍ରମେ ଆଇଆଇସି ବସନ୍ତ କୁମାର ସେଠୀ ନଂ. ୨୨୦/୧୯ ଦଫା ୩୭୬ (୨) (ଏନ୍) ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ୨୦୧୮ ନଭେମ୍ବର…
ପୋଡ଼ି ହୋଇ ମହିଳା ଗୁରୁତର; ଯୌତୁକ ନିର୍ଯାତନା ଅଭିଯୋଗ: ସ୍ବାମୀ, ଶାଶୁ ଗିରଫ
ଆସିକା,୪ା୧୧(ଡି.ଏନ୍.ଏ.)-ଆସିକା ଥାନା ଦେବଭୂମୀ ଗ୍ରାମରେ ବୁଧବାର ସକାଳେ ଜଣେ ମହିଳା ପୋଡି ହୋଇ ଗୁରୁତର ହୋଇଥିଲେ। ସେହେଲେ ସେହି ଗ୍ରାମର ଟୁକୁନା ଚୌଧୁରୀଙ୍କ ସ୍ତ୍ରୀ ମାମାଲି। ବ୍ରହ୍ମପୁର ବଡ ମେଡିକାଲରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଥିଲାବେଳେ ଶନିବାର ମାମାଲିଙ୍କ ମା’…
କାଲିମେଳା ବ୍ଲକରେ ବଢ଼ିଚାଲିଛି କିଡ୍ନୀ ରୋଗ
କାଲିମେଳା,୪।୧୧(ଡି.ଏନ.ଏ.)- ମାଲକାନଗିରି ଜିଲା କଲିମେଳା ବ୍ଲକରେ ଦିନକୁ ଦିନ ବଢିଚାଲିଛି କିଡ୍ନୀ ରୋଗ। ବ୍ଲକରେ ଥିବା ୨୩ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ବହୁ ବ୍ୟକ୍ତି କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗରେ ଆକ୍ରାନ୍ତ ହୋଇ ବହୁ ଲୋକ ମୃତ୍ୟୁବରଣ କରିସାରିଲେଣି।…
ଅନୁଗୋଳ ପୁଅକୁ ଆମେରିକା ଡାକରା; ଶୁଭ୍ରାଂଶୁଙ୍କ ‘ମାଭିକ୍’ ଡ୍ରୋନ୍କୁ ନାସା କହିଲା ମିରାକିଲ୍
ଅନୁଗୋଳ ଅଫିସ, ୪।୧୧: ୨୪ ଘଣ୍ଟା ଆକାଶରେ ଉଡ଼ାଣ କରିପାରିବ। ୧୫ କେଜିର ଫାଷ୍ଟଏଡ୍ ନେଇ ତୁରନ୍ତ ଅପହଞ୍ଚ ଅଞ୍ଚଳର ଗୁରୁତର କିମ୍ବା ଦୁର୍ଘଟଣାଗ୍ରସ୍ତଙ୍କ ନିକଟରେ ପହଞ୍ଚାଇ ପାରିବ। ଖଞ୍ଜାଯାଇଥିବା କ୍ୟାମେରାରେ ଡାକ୍ତରଙ୍କ ସହ ଲୋକଙ୍କ ସିଧାସଳଖ କଥା କରାଇ ଜରୁରୀ ଚିକିତ୍ସାରେ…
ଜଜାଙ୍ଗ ରଶ୍ମିରଞ୍ଜନ ହତ୍ୟା ମାମଲା : ମାଷ୍ଟର ମାଇଣ୍ଡଙ୍କୁ ମୁମ୍ବାଇରେ ଖୋଜୁଛି ପୋଲିସ
ଜଗତ୍ସିଂହପୁର ଅଫିସ,୪ା୧୧: ତିର୍ତ୍ତୋଲ ଥାନା ଅଧୀନ ବେଗୁଡିଆ ଜଜାଙ୍ଗ ଗ୍ରାମର ଦୀପା ଓରଫ ରଶ୍ମିରଞ୍ଜନ ସ୍ବାଇଁ ହତ୍ୟା ମାମଲାର ମାଷ୍ଟର ମାଇଣ୍ଡଙ୍କୁ ମୁମ୍ବାଇରେ ଖୋଜୁଛି ପୋଲିସ। ସମ୍ପୃକ୍ତ ଅଭିଯୁକ୍ତ ଚଞ୍ଚକତାପୂର୍ବକ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ପୋଲିସକୁ ଗିରଫ କରିବାରେ ବିଳମ୍ବ…
ଆର୍ମି ଏୟାର ଡିଫେନ୍ସ କଲେଜରେ ଯବାନଙ୍କ ଆତ୍ମହତ୍ୟା
ଗୋପାଳପୁର,୪ା୧୧-ଗଞ୍ଜାମ ଜିଲା ଗୋଳାବନ୍ଧସ୍ଥିତ ଆର୍ମି ଏୟାର ଡିଫେନ୍ସ (ଏଡି) କଲେଜରେ ଶନିବାର ରାତିରେ ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ତାମିଲନାଡୁ ଅଞ୍ଚଳର ଏନ୍. କ୍ରିଷ୍ଣା। ଏ ନେଇ ସ୍ଥାନୀୟ ପୋଲିସ ନଂ. ୨୬/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ…
ଶ୍ମଶାନରେ ମୃତଦେହ ସଂସ୍କାରକୁ ନେଇ ବିବାଦ : ରାସ୍ତାରୋକୋ କଲେ ଗ୍ରାମବାସୀ
ଖଣ୍ଡପଡ଼ା,୪ା୧୧(ସ୍ବ.ପ୍ର.): ଶ୍ମଶାନରେ ମୃତଦେହ ସଂସ୍କାରକୁ କେନ୍ଦ୍ର କରି ଖଣ୍ଡପଡା ବ୍ଲକ ବେଣାଗାଡିଆ ପଞ୍ଚାୟତର ମୁରାରୀପୁର ଓ ପଥରଦ୍ୱାର ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଛି। ଏହାକୁ ନେଇ ରବିବାର ମୁରାରୀପୁର ଗ୍ରାମବାସୀ ଖଣ୍ଡପଡ଼ା-କଣ୍ଟିଲୋ ପୂର୍ତ୍ତ ବିଭାଗ ରାସ୍ତାର ବେଣାଗାଡିଆ ସେତୁ ଉପରେ ମୃତଦେହ…
Archives


