ଆମ ଜିଲା ଖବର

କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଗିରିଧାରୀ ଘଟନା: ସାହାଯ୍‌ର ହାତ୍‌ ବଢ଼ାଲା ଯୁବାମଞ୍ଚ, ଜାଗୃତି ଶାଖା

  ଗୁଡ଼ଭେଲା, ୨୫।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁଷୁରା ସହରର ପତିତପାବନ ପଡ଼ାର ଗିରିଧାରୀ କୁମ୍ଭାର(୩୫)। ପାଖାପାଖି ୩ ମାସ ହେଲା ସେ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ଇ ବାବ୍‌ଦେ ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ…

ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ : ୪ ଦଫାରେ କେନ୍ଦ୍ରିତ ହେଲା ଦାବି

ବଲାଙ୍ଗୀର ଅଫିସ,୨୫ା୨ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ସକାଶେ ସୋମବାର ଜିଲା ପ୍ରଶାସନ ସହ ପ୍ରକଳ୍ପ ପ୍ରଭାବିତ ବୁଡିଅଞ୍ଚଳବାସୀଙ୍କ ଏକ ଆଲୋଚନା ସ୍ଥାନୀୟ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ା…

କେଏନ୍‌ ରାମ ଖଣିରୁ ସାଇଜ ଲୁହାପଥର ଚୋରି ଘଟଣା: ୫ ଗିରଫ, ଲୁହାପଥର ବୋଝେଇ ୨ ଟିପ୍ପର ଜବତ

ବଡବିଲ,୨୪।(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡା ଖଣି ସର୍କଲର ଟଣ୍ଟୋସ୍ଥିତ ମେସର୍ସ କେ ଏନ୍‌ ରାମ(ଖାଟଉ ନର୍ଭେରାମ ଏଣ୍ଡ କୋ)ର ରୋଇଡା -୨ ଲୌହ ଖଣିରୁ ସାଇଜ ଲୁହାପଥର ଚୋରି ହୋଇଥିଲା। ଏହି ଘଟଣାରେ ବଡବିଲ ପୋଲିସ ସୋମବାର ୮୫ ମେଟ୍ରିକ ଟନ…

ଜୁଆ ଆଡ୍ଡାରେ ଚଢ଼ାଉ: ୬ ଗିରଫ, ୨୬ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ଦାରିଙ୍ଗବାଡ଼ି,୨୪।୨(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ତୁଡ଼ୁକିବାଡ଼ି ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ପୋଲିସ ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜାଗର ନାୟକ, ଅରୁଣ ମଲ୍ଲିକ, ଗୋକୁଳ ନାୟକ, କିଲୁ ମାଳବିଶୋୟୀ, ଶଙ୍କର ମାଳ…

ବିର୍ଲା ଟାୟାର୍ସ ୱାର୍କର୍ସ ୟୁନିଅନ୍‌ ପକ୍ଷରୁ ଧାରଣା

ବାଲେଶ୍ୱର ଅଫିସ, ୨୪।୨-ବିର୍ଲା ଟାୟାର୍ସ କାରଖାନାରେ ବିଭିନ୍ନ ଅନିୟମିତତାର ସିବିଆଇ ତଦନ୍ତ ଦାବି କରି ସୋମବାର ୱାର୍କର୍ସ ୟୁନିଅନ୍‌ ପକ୍ଷରୁ ଶତାଧିକ କର୍ମଚାରୀ ବାଲେଶ୍ୱର ସହର ଏଡ଼ିଏମ୍‌ ଛକସ୍ଥିତ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ୟୁନିଅନ ପକ୍ଷରୁ…

ଶାରୀଶୂଆ ପାହାଡରେ ସାଇଣ୍ଟଫିକ ଟିମ

ଖଇରା, ୨୪।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡର ୭୭ ନମ୍ବର ତଥା ଅନ୍ୟାନ୍ୟ ଖଣି ଉପରେ କଟକ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଚଢାଉର ୧୨ ଘଣ୍ଟା ନ ପୂରୁଣୁ ଆରଏଫଏସଏଲ(ବାଲେଶ୍ୱର ରିଜିଓନାଲ ଫରେନସିକ ସାଇନ୍ସ ଲାବୋରେଟୋରୀ) ଟିମ୍‌ ପୁନଶ୍ଚ ସୋମବାର…

ଏନ୍‌ଏସି କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ: ପୋଲିସ ପ୍ରତିଶ୍ରୁତି ପରେ ସ୍ଥଗିତ

ଧାମନଗର,୨୪।୨(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ଏନ୍‌ଏସି କାର୍ଯ୍ୟାଳୟରେ ପଶି ଜଣେ ଅସାମାଜିକ ଯୁବକଙ୍କ ଉନ୍ମତ୍ତ କାଣ୍ଡ ବିରୋଧରେ ଧାମନଗର ଥାନାରେ ଅଭିଯୋଗ ହୋଇଥିଲା। ୩ ଦିନ ପରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରି ନ ଥିବା ଅଭିଯୋଗ କରି ଏନ୍‌ଏସି କର୍ମଚାରୀମାନେ ସୋମବାର…

ରକ୍ତ କଳାବଜାର ମାମଲା: ଜଣେ ଟେକ୍ନିସିଆନ ବହିଷ୍କୃତ, ଜଣେ ନିଲମ୍ବନ

ଭବାନୀପାଟଣା,୨୪।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରକ୍ତର କଳାବଜାର ନେଇ ଅଭିଯୋଗ ହୋଇଥିଲା। ଏହାର ତଦନ୍ତକରି ଧର୍ମଗଡ଼ ପୋଲିସ ରକ୍ତଭଣ୍ଡାରର ଦୁଇଜଣ ଟେକ୍ନିସିଆନଙ୍କ ସମେତ ୭ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ…

ମହୁଲକୋଟପଡ଼ାକୁ ବିିଜୁଳି ସଂଯୋଗ ନ ହେବା ଘଟଣା: ଏନ୍‌ଟିପିସି ମ୍ୟାନେଜର ଓ ୱେସ୍କୋ ବିଭାଗକୁ କାରଣ ଦର୍ଶାଅ ନୋଟିସ

ଭବାନୀପାଟଣା,୨୪।୨(ଡି.ଏନ୍‌.ଏ.): କଳାହଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ କଲମ ଗ୍ରାମ ମହୁଲକୋଟପଡ଼ାକୁ ବିଜୁଳି ସଂଯୋଗ ନ ହେବା ଘଟଣାରେ ଭବାନୀପାଟଣା ଖାଉଟି ଅଦାଲତ ପକ୍ଷରୁ ଏନ୍‌ଟିପିସି ମ୍ୟାନେଜର ଓ ୱେସ୍କୋ ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସୂଚନାଯୋଗ୍ୟ,ମହୁଲକୋଟପଡ଼ାରେ ୧୫୦ରୁ…

କଳାହାଣ୍ଡିରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା

ଭବାନୀପାଟଣା,୨୪।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଓକିଲ ସଂଘ ପକ୍ଷରୁ ପ୍ରତିମାସ ଶେଷ ସୋମବାର କୋର୍ଟ ବର୍ଜନ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯାଉଛି। ତେବେ ଚଳିତ ମାସ ଶେଷ ସୋମବାର ଏପରି କରା ନ ଯାଇ…

ପଞ୍ଚାୟତ ଅଫିସରୁ ପିଡିଏସ୍‌ ଚାଉଳ ଚୋରି କରିନେଲେ ଦୁର୍ବୃତ୍ତ

ବରଗଡ଼ ଅଫିସ, ୨୪।୨: ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଦୁଲମପୁର ପଞ୍ଚାୟତ ଅଫିସ ଗୋଦାମ ଗୃହରୁ ରବିବାର ବିଳମ୍ବିତ ରାତିରେ ହିତାଧିକାରୀଙ୍କୁ ବଣ୍ଟନ ପାଇଁ ରଖାଯାଇଥିବା ୫୯ ପ୍ୟାକେଟ୍‌ ପିଡିଏସ୍‌ ଚାଉଳକୁ ଦୁର୍ବୃତ୍ତମାନେ ଚୋରି କରି ନେଇଛନ୍ତି। ଏ ନେଇ…

ବାଇକ ସହ ଗଞ୍ଜେଇ ଜବତ, ୨ ଗିରଫ

ସୋରଡା,୨୪ା୨(ଡି.ଏନ୍‌.ଏ.)- ସୋରଡା ପୋଲିସ ବାଇକରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଜବତ କରି ୨ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କନ୍ଧମାଳ ଜିଲା କଣାସ ନୂଆଗଁାର ସୁଦାମ ପ୍ରଧାନ, ଖଗେଶ୍ୱର ପ୍ରଧାନ।ପ୍ରକାଶ ଯେ, କଣାସ ନୂଆଗଁା ଥାନା ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?