ରାଜ୍ୟ ବାହାର ଶ୍ରମିକ, ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ
ନିମାପଡ଼ା,୨।୪(ଡି.ଏନ.ଏ.): ଲକଡାଉନ ଘୋଷଣା ପରେ ନିମାପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଫସିଥିବା ରାଜ୍ୟ ବାହାର ୧୪୦ଜଣ ଶ୍ରମିକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ୭ଦିନ ପାଇଁ ଚାଉଳ, ଡାଲି, ତେଲ, ପନିପରିବା ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ସେହିପରି ଗଡ଼ପଦନପୁର, ସିଲଙ୍ଗ, ଅଲଣ୍ଡା,…
ବାଗଲପୁର, କଣ୍ଟାପଡ଼ାଠାରେ ମୁଖ୍ୟରାସ୍ତା ଲକଡାଉନ
କଣ୍ଟାପଡ଼ା,୨।୪(ଡି.ଏନ.ଏ.): ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ କଟକ ଜିଲାରୁ ନମାଜି ଯୋଗ ଦେଇଥିବା ସମ୍ପର୍କରେ ଖବର ପ୍ରଚାରିତ ହେବାପରେ କଟକ ଜିଲାର ବିଭିନ୍ନ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଫଳରେ ଫୁଳନଖରା-ନିଆଳି ରାସ୍ତାର ବାଗଲପୁର ଓ କଣ୍ଟାପଡା ନିକଟରେ ମୁଖ୍ୟରାସ୍ତାକୁ ଜନସାଧାରଣ…
ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରହୁନି ସାମାଜିକ ଦୂରତ୍ୱ
କଣ୍ଟାପଡ଼ା,୨।୪(ଡି.ଏନ.ଏ.): ଦିନକୁଦିନ ମହାମାରୀ କରୋନାର ରୂପ ଭୟାନକ ହେବାରେ ଲାଗିଛି। ଏହି ଭୂତାଣୁର ସଂକ୍ରମଣ ରୋକିବା ଲାଗି ସରକାର ଲକଡାଉନ ଘୋଷଣାର କରିବା ସହ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବାକୁ ବିଭିନ୍ନ କ୍ଷେତ୍ରରେ ସଚେତନ କରାଯାଉଛି। ଏହାସତ୍ତ୍ୱେ…
ଜଙ୍ଗଲ ଘେରା ଅଞ୍ଚଳରେ ରନ୍ଧାଖାଦ୍ୟ ବଣ୍ଟନ
କେସିଙ୍ଗା,୨ା୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମହଗାଁର ସମାଜସେବୀଙ୍କ ଦ୍ୱାରା ଜଙ୍ଗଲ ଘେରା ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ କୋରନା ଭୂତାଣରୁ ସୁରକ୍ଷା ଓ ସଚେତନତା ପାଇଁ ୪ଟି ବ୍ଲକର ୧୩୯ ଗ୍ରାମରେ ରନ୍ଧାଖାଦ୍ୟ ସହ ଡେଟଲ, ଲାଇଫ୍ବୟ ସାବୁନ୍, ବିସ୍କୁଟ…
ଏସ୍ଏଚଜି ଜରିଆରେ ରନ୍ଧାଖାଦ୍ୟ ବଣ୍ଟନ
କର୍ଲାମୁଣ୍ଡା, ୨।୪ (ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ୨୦୯ ଜଣ ମହିଳା, ପୁରୁଷଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଲକ୍ ଡାଉନ ଯୋଗୁ ପ୍ରଭାବିତ ହୋଇଥିବା ନିରାଶ୍ରୟ, ମାନସିକ ବିକାରଗ୍ରସ୍ତ ତଥା ଭିକ୍ଷାବୃତ୍ତି କରି ଜୀବନ ବିତାଉଥିବା ଲୋକମାନଙ୍କୁ ରନ୍ଧାଖାଦ୍ୟ…
ଅଣ ଓଡ଼ିଆ ବୋଲି ଖାଇବାକୁ ମିଳୁନି
ବାମରା,୨।୪(ଡି.ଏନ.ଏ.)-ଲକ୍ ଡାଉନ୍ ପାଇଁ ବାହାର ରାଜ୍ୟର ଶ୍ରମିକ ଓଡିଶାରେ ଫସି ରହିଛନ୍ତି। ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି। ହେଲେ ବାମରା ବ୍ଳକ ଗୋବିନ୍ଦପୁର ପଞ୍ଚାୟତରେ ଅନୁସରଣ କରାଯାଉ ନାହିଁ। ଗତ ପ୍ରାୟ ୨୦ ବର୍ଷ…
କରୋନା ପ୍ରଭାବ: ଖୋଲା ଅଛି ଏଟିଏମ୍, ଟଙ୍କା ନାହିଁ
ଶେରଗଡ଼,୨ା୪(ଡି.ଏନ୍.ଏ.) : ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ସମସ୍ତ ଏଟିଏମ୍ ଖୋଲା ରହିଥିଲେ ମଧ୍ୟ ଏଥିରେ ଟଙ୍କା ନ ଥିବାରୁ ଲୋକେ ଜରୁରୀ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।କରୋନା ପ୍ରଭାବ ଯୋଗୁ ଏପରିି ଅବସ୍ଥା ଦୁଇଦିନ ଧରି ଲାଗି ରହିଛି।…
ଘର ପାଖରେ ପହଞ୍ଚିବ ପନିପରିବା: କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଭ୍ରାମ୍ୟମାଣ ପରିବା ଦୋକାନର ଶୁଭାରମ୍ଭ
କେନ୍ଦୁଝର,୨।୪(ସ୍ବ.ପ୍ର.): କରୋନା ମୁକାବିଲାକୁ ନେଇ ସାରା ରାଜ୍ୟରେ ଲକ୍ଡାଉନ୍ ଜାରି ରହିଛି। ଏହି ସମୟରେ ଖାଉଟି ସାମଗ୍ରୀ, ପନିପରିବା, ମାଛମାଂସ, ଔଷଧ ଆଦି ଦୋକାନ ଖୋଲା ରହିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହି ସମୟରେ ଲୋକମାନଙ୍କ ଗହଳି…
ଶେରଗଡ଼କୁ ଆସିଲା ୨ କରୋନା ଆମ୍ବୁଲାନ୍ସ
ଶେରଗଡ଼,୨ା୪(ଡି.ଏନ୍.ଏ.) : ଗଞ୍ଜାମ ଜିଲା ଶେରଗଡ଼କୁ କରୋନା ରୋଗୀଙ୍କ ପାଇଁ ଦୁଇଟା ଆମ୍ବୁଲାନ୍ସ ଆସି ପହଞ୍ଚିଛି। ଶେରଗଡ଼ ବିଡିଓଙ୍କ ତତ୍ତ୍ୱାବଧାନରେ ଏହି ଦୁଇଟି ଆମ୍ବୁଲାନ୍ସ ରହିଛି। ଅଦ୍ୟାବଧି ବ୍ଲକର ବିଭିନ୍ନ ଅଞ୍ଚଳରେ ୧୧୧୪ ଶ୍ରମିକ ବାହାରୁ ଆସି ପହଞ୍ଚି ଥିବାବେଳେ ସେମାନେ…
କରୋନା ଭୂତାଣୁ ମୁକାବିଲା ପାଇଁ ବିଶୋଧକ ସ୍ପ୍ରେ
ଗଞ୍ଜାମ,୨ା୪(ଡି.ଏନ୍.ଏ.): କରୋନା ଭୂତାଣୁର ମୁକାବିଲା ପାଇଁ ସ୍ଥାନୀୟ ଏକ କମ୍ପାନୀ ପକ୍ଷରୁ ଗଞ୍ଜାମ ଜିଲା ଛତ୍ରପୁର ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ବିଶୋଧକ (ସୋଡିୟମ ହାଇପୋ କ୍ଲୋରିଡ୍) ବିଭିନ୍ନ ଅଫିସ ଓ ଜନ ବସତି ଅଞ୍ଚଳରେ ସ୍ପ୍ରେ କରାଯାଇଛି। ଏହି ରାସାୟନିକ…
ରଥକାଠ ଚିରଟ ଅନୁକୂଳ ଲାଗି ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧିଙ୍କ କଟକ ଗସ୍ତ
ପୁରୀ ଅଫିସ,୨ା୪ : ଆସନ୍ତା ଜୁନ୍ ୨୩ରେ ମହାପ୍ରଭୁଙ୍କ ରଥଯାତ୍ର୍ରା ଅନୁଷ୍ଠିତ ହେବ। ଅକ୍ଷୟ ତୃତୀୟାରୁ ତିନିରଥ ନିର୍ମାଣ ଆରମ୍ଭ ହେବାକୁ ଥିବାବେଳେ ଗୁରୁବାର ରଥକାଠ ଚିରଟ ଅନୁକୂଳ ପାଇଁ ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧି କଟକ ଗସ୍ତ କରିଛନ୍ତି।…
ସାନିଟାଇଜ୍ ହେଲା ସଂକ୍ରାମକ ରୋଗ ଚିକିତ୍ସାଳୟ
ପୁରୀ ଅଫିସ,୨।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବୁଧବାର ସଂକ୍ରାମକ ରୋଗ ଚିକିତ୍ସାଳୟ (ଆଇଡିଏଚ୍)କୁ ସାନିଟାଇଜ୍ କରାଯାଇଛି। ଏହା ପରିସରରେ ଥିବା କରୋନା ୱାର୍ଡ, ଓପିଡି ଆଦି ବିଭିନ୍ନ ସ୍ଥାନ ସାନିଟାଇଜ କରାଯାଇଛି। ଅଗ୍ନିଶମ ବିଭାଗର ୨ଟି…

