ଗ୍ରାହକଙ୍କୁ ୧ କୋଟି ୨୦ ଲକ୍ଷ ଟଙ୍କାର ଋଣ
ଭଞ୍ଜନଗର,୭।୯(ବାବୁଲା ପ୍ରଧାନ): ବ୍ୟାଙ୍କ ଅଫ ଇଣ୍ଡିଆର ୧୨୦ ତମ ପ୍ରତିଷ୍ଠା ଦିବସ ରବିବାର ପାଳିତ ହୋଇଯାଇଛି । ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଶାଖାର ମଧ୍ୟ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ଏହି ଅବସରରେ ଭଞ୍ଜନଗର ଶାଖା ପରିଚାଳକ ଏସ. ମୋହିତ…
ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣରେ ଅନିୟମିତତା, ତଦନ୍ତ କରିବେ ବିଡିଓ
ଲୋଇସିଂହା,୭ା୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବଡ଼ଟିକା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣରେ ଚଞ୍ଚକତା ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହାକୁ ବ୍ଲକ ପ୍ରଶାସନ ସମ୍ବେଦନ ସହ ନେଇଛନ୍ତି। ଏହି…
ଲଗାଣ ବର୍ଷାରେ ଗୁମାଡି ନଦୀରେ ବଢିଲା ପାଣି: ସିମନବାଡି-ବୁଡ଼ାଗୁଡା ଯାତାୟାତ ବାଧାପ୍ରାପ୍ତ
ଦାରିଙ୍ଗବାଡି, ୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ କିଛିଦିନ ହେଲା ବର୍ଷା ହେଉଥିବା ବେଳେ ରବିବାର ପୂର୍ବାହ୍ନ ୧୦ଟାଠାରୁ ବର୍ଷା ଲାଗିରହିଛି। ଫଳରେ ଉକ୍ତ ବ୍ଲକ ତିଲୋରୀ ପଞ୍ଚାୟତ ଦେଇ ଯାଉଥିବା ଗୁମାଡି ନଦୀରେ ଜଳସ୍ତର ବୃଦ୍ଧି…
୮୨ ଲକ୍ଷ ଇପିଏଫ୍ ପେନ୍ସନ୍ଧାରୀ ସାମାଜିକ ସୁରକ୍ଷାରୁ ବଞ୍ଚିତ, ୧୦୦୦ ଟଙ୍କା ସମୁଦ୍ରକୁ ଶଙ୍ଖେ
ଭଞ୍ଜନଗର,୭ା୯(ବାବୁଲା ପ୍ରଧାନ): ଏକ ଜନମଙ୍ଗଳ ରାଷ୍ଟ୍ରରେ ସରକାର ସମସ୍ତ ନାଗରିକଙ୍କ ସାମାଜିକ ସୁରକ୍ଷା ଚିନ୍ତା କରିବା କଥା। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ନିଗମରୁ ଅବସର ନେଇଥିବା କର୍ମଚାରୀଙ୍କ ପ୍ରତି ସରକାର ଅବହେଳା କରୁଛନ୍ତି। ବର୍ତ୍ତମାନ ଦେଶରେ ୮୨…
ପୁଅର ମୁଥ ମାଡରେ ଚାଲିଗଲା ମା’ର ଜୀବନ
ସୁନ୍ଦରଗଡ,୮।୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ବନ୍ଧପାଲି ଗ୍ରାମରେ ରବିବାର ସକାଳେ ଘରୋଇ କଳିକୁ କେନ୍ଦ୍ରକରି ପୁଅର ମୁଥ ମାଡରେ ମାଆର ମୃତ୍ୟୁ ଘଟିଛି। ମହିଳାଙ୍କ ନାମ ଶୈଳ ଧୁରୁଆ(୬୦)। ପୋଲିସ ସୂଚନା ଅନୁସାରେ କୌଣସି କାରଣକୁ…
ପଥରଖଣିରେ ଡ୍ରିଲିଂ ବେଳେ ଚାଲିଗଲା ଶ୍ରମିକଙ୍କ ଜୀବନ
ଢେଙ୍କାନାଳ,୭ା୯(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲାପ୍ରସାଦ ଥାନା କାସିପୁର ଲହଡ଼ାସ୍ଥିତ ଏକ ପଥର ଖଣିରୁ ରବିବାର ସକାଳେ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶ୍ରମିକ ଜଣକ ହେଲେ ପାଣ୍ଡୁ ତିରିଆ (୨୦)। ତାଙ୍କ ଘର ନିକଟସ୍ଥ…
ବୃଦ୍ଧଙ୍କୁ ଚାପିଦେଲା କାର୍, କ୍ଷତିପୂରଣ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ
ପାଇକମାଳ,୭ା୯(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ଡୁଙ୍ଗୁରି ପାଳି ନିକଟରେ ରବିବାର ପୂର୍ବାହ୍ନରେ ଜଣେ ବୃଦ୍ଧଙ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ହେଲେ ଡୁଙ୍ଗୁରିପାଲିର ନାଥ ଅଜଗର।(୭୫)। ଗାଡ଼ିଚାଳକ ଜଣକ ପାଇକମାଳ ବ୍ଲକ…
ମାଟିରେ ମିଶିଲା ଅନେକ ଦୋକାନ ଘର, ପୋଲିସ-ନେତା ଧସ୍ତାଧସ୍ତି
ବରଗଡ଼,୭ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ପ୍ରଶାସନ ପକ୍ଷରୁ ରବିବାରରୁ ପୁଣି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ସ୍ଥାନୀୟ ଟାଉନ ଥାନା ଛକ, ଲେଙ୍ଗୁ ମିଶ୍ର ଛକରେ ଏହି ଅଭିଯାନ ଚାଲିଛି। ଉଚ୍ଛେଦରେ ଅନେକ ଦୋକାନ ଘର ଧୂଳିସାତ୍ ହୋଇଛି। ତେବେ…
ବଳାତ୍କାର ପରେ ନାବାଳିକାଙ୍କୁ ହତ୍ୟା କରି ଫିଙ୍ଗିଦେଲେ, ଦେହସାରା ରହିଛି ଏସବୁ ଚିହ୍ନ…
ଅନୁଗୋଳ,୭ା୯(ମାନସ ବିଶ୍ୱାଳ): ଶନିବାର ଅପରାହ୍ନରେ ଖେଳିବାକୁ ଯାଇ ଫେରି ନ ଥିଲେ ଝିଅ। ପରିବାର ଲୋକ ଦିନ ଓ ରାତି ସାରା ଖୋଜାଖୋଜି କରି ନିରାଶ ହୋଇ ପଡ଼ିଥିଲେ। ତେବେ ରବିବାର ସକାଳେ ପୁନର୍ବାର ଖୋଜିବାକୁ ଯାଇ ଭଉଣୀର କ୍ଷତବିକ୍ଷତ ମୃତଦେହ…
‘ପାରିଶ୍ରମିକ ପଛରେ ନ ପଡ଼ି ପିଲାଙ୍କ ଭବିଷ୍ୟତ ପ୍ରତି ଗୁରୁତ୍ୱ ଦେବାକୁ ଆହ୍ବାନ’
ପୁରୁଷୋତ୍ତମପୁର,୭ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଡି ହାଇସ୍କୁଲର ୧୯୮୪ ମାଟ୍ରିକ୍ ବ୍ୟାଚ୍ ଛାତ୍ରଙ୍କ ପକ୍ଷରୁ ଶିକ୍ଷା-ଶିକ୍ଷକ ସମ୍ପର୍କ କାର୍ଯ୍ୟକ୍ରମ ଓ ଗୁରୁ ସମ୍ବର୍ଦ୍ଧନା ଉସବ ରବିବାର କଲ୍ୟାଣମଣ୍ଡପ ପରିସରରେ ପ୍ରାକ୍ତନ ଛାତ୍ର ଡାକ୍ତର ମାନସ ରଞ୍ଜନ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ…
ଚାଷୀଙ୍କୁ ମିଳୁନି ଆବଶ୍ୟକତା ଅନୁସାରେ ସାର, ସୋସାଇଟିରେ ଲାଗିଛି ଲମ୍ବା ଲାଇନ୍, କଳବଜାର ଅଭିଯୋଗ ଆଣି…
ଛତ୍ରପୁର,୭ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବିଭିନ୍ନ ସ୍ଥାନରେ ସାରର ଅଭାବୀ ବିକ୍ରି ସହ କଳାବଜାର ହେଉଥିବା ନେଇ ଅଭିଯୋଗ କରୁଛନ୍ତି ଚାଷୀ। ଏବେ ବିଲରେ ରୁଆପୋତା ସମୟରେ ଆବଶ୍ୟକ ରହିଛି ସାର। ଏହାର ଭିତରେ ଚାଷୀକୁ ମିଳିପାରୁନାହିଁ ସାର। ସାର ପାଇଁ…
ଦେବଗଡ଼ରେ ୟୁରିଆ ସାର ଅଭାବ: ରାସ୍ତା ଅବରୋଧ କଲେ ଚାଷୀ
ଦେବଗଡ଼,୭ା୯(ଶଶାଙ୍କ ଶେଖର ଝାଙ୍କର): ୟୁରିଆ ସାର ଅଭାବ ନେଇ ଦେବଗଡ଼ରେ ଉତ୍ତେଜନା। ଦେବଗଡ଼-ରିଆମାଳ ରାସ୍ତା ଝାଡ଼େଶ୍ବର ମନ୍ଦିର ନିକଟରେ ରାସ୍ତା ଅବରୋଧ ହୋଇଛି। ସାର ଗଚ୍ଛିତ ସତ୍ତ୍ୱେ ଦେଉ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। କଳାବଜାର ଉଦ୍ଦେଶ୍ୟ ନେଇ…
Archives


