ଜିଲାର ସମସ୍ତ ପ୍ରବେଶ ପଥରେ ଚେକ୍ପୋଷ୍ଟ
ଛତ୍ରପୁର,୧୩ା୪(ଡି.ଏନ୍.ଏ.) – ରାଜ୍ୟ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ବୃଦ୍ଧି କରିଛନ୍ତି। ଏନେଇ ଏକ ବୈଠକ ସୋମବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। କୃଷି, ଉଦ୍ୟାନ, ପାନୀୟ…
ବୌଦ୍ଧରେ କୋଭିଡ୍ ହେଲ୍ଥ କେୟାର ସେଣ୍ଟର
ବୌଦ୍ଧ,୧୩।୪(ସ୍ବ.ପ୍ର): ବୌଦ୍ଧ ପୁରଣା ଜେଲଠାରେ ନୂତନ ଭାବେ କୋଭିଡ୍-୧୯ ହେଲ୍ଥ କେୟାର ସେଣ୍ଟର ସୋମବାର ଉଦ୍ଘାଟିତ ହୋଇଛି । ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏହି ସେଣ୍ଟରର ଉଦ୍ଘାଟନ କରିଥିଲେ । ଏହି ହେଲ୍ଥ କେୟାର ସେଣ୍ଟରରେ ୧୨୦ଟି ନୂତନ ଶଯ୍ୟା ରହିଛି…
ପଣା ପିଇ ୨୬ ଅସୁସ୍ଥ
ଭଣ୍ଡାରିପୋଖରୀ,୧୩ା୪(ଡ଼ି.ଏନ୍.ଏ)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ପିରିପୁର ମହୁରା ଗ୍ରାମରେ ସୋମବାର ପଣା ପିଇ ୨୬ ଜଣ ଅସୁସ୍ଥ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସୁସ୍ଥମାନଙ୍କ ମଧ୍ୟରେ ୧୮ ଜଣ ଶିଶୁ…
ମନ୍ଦିରରେ ଭିଡ, ୫ ଜଣଙ୍କ ନାମରେ ମାମଲା
ଫୁଲବାଣୀ ଅଫିସ, ୧୩ା୪- ଲକଡ଼ାଉନ ପାଇଁ ମନ୍ଦିରରେ ଭିଡ ଜମାଇବାକୁ ବାରଣ କରାଯାଇଛି। ହେଲେ ପଣା ସଂକ୍ରାନ୍ତିରେ ଏହାକୁ ନ ମାନି ମନ୍ଦିରରେ ଭିଡ ଜମାଇଥିବାରୁ ଫୁଲବାଣୀ ଆଦର୍ଶ ଥାନା ପୋଲିସ ପୂଜକଙ୍କ ସହ କର୍ମକର୍ତ୍ତାଙ୍କ ନାମରେ ମାମଲା ରୁଜୁ କରିଛି।…
ଲୋକଙ୍କୁ ସଚେତନତା କରାଉଛନ୍ତି ଓଡ଼ିଆ ମହିଳା: ସୁରାଟରେ ବିବାଦ ପରେ ସହାୟତା
ଭଞ୍ଜନଗର,୧୩।୪(ଡି.ଏନ.ଏ)- ସୁରାଟ ଡ଼ାଇମଣ୍ଡନଗର ଅଞ୍ଚଳରେ ବସବାସ କରୁଥିବା ପ୍ରବାସୀ ଶ୍ରମିକମାନେ ଗତ ୧୦ ତାରିଖ ରାତିରେ ବକେୟା ଦରମା ସମେତ ବିଭିନ୍ନ ଦାବିନେଇ ରାଜରାସ୍ତାକୁ ଓହ୍ଲାଇଥିଲେ। ଏହାପରେ ସ୍ଥାନୀୟ ପୋଲିସ ପ୍ରଶାସନ ଲୋକଙ୍କୁ ବୁଝାଇ ସମସ୍ୟାର ସମାଧାନ କରିଥିଲେ। ଏଥିସହ ବର୍ତ୍ତମାନ…
ଗ୍ୟାସ ଟାଙ୍କି ଫାଟି ମା’, ପୁଅ ଗୁରୁତର
ଭବାନୀପାଟଣା,୧୩।୪(ସ୍ବ.ପ୍ର.)-କଳାହାଣ୍ଡି ଜିଲା ଭବାନୀପାଟଣା ସହର ରାମସାଗର ପଡାରେ ପୋଲିସ ଏଏସ୍ଆଇ ଟଙ୍କଧର ଜାଲଙ୍କ ରୋଷେଇ ଘରେ ନୂତନ ଗ୍ୟାସ ରେଗୁଲେଟର ସଂଯୋଗ କରୁଥିବାବେଳେ ସୋମବାର ମଧ୍ୟାହ୍ନରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଯୋଗଁୁ ଟାଙ୍କି ଫାଟିଯାଇଥିଲା। ଏହି ସମୟରେ ଘଟଣାସ୍ଥଳରେ…
ସ୍ବେଚ୍ଛାସେବୀଙ୍କୁ ଧରି ସଚେତନ କଲା ପୋଲିସ
ଫୁଲବାଣୀ ଅଫିସ, ୧୩ା୪- ଫୁଲବାଣୀ ସହରରେ ପୋଲିସ ସୋମବାର ଟିମ୍ ହ୍ୟୁମାନିଟ୍ର ସ୍ବେଚ୍ଛାସେବୀଙ୍କୁ ଧରି କରୋନା ସଚେତନ କରିଛି। ଟିମ୍ର ସଦସ୍ୟ ସାଇରାମ ପାତ୍ର, ହିମାଂଶୁ ନାୟକ, ଲମ୍ବୋଦର ରଥ, ଏସ୍. କେ. ଅବଦୁଲ୍ ସାକିର ପ୍ରମୁଖ କରୋନା ଚିତ୍ରକଳା ଥିବା…
ଲକ୍ଡାଉନ୍ କଟକଣାକୁ ଲୋକେ ମାନୁନାହାନ୍ତି, ପୋଲିସର ଫ୍ଲାଗମାର୍ଚ୍ଚ
ସୋନପୁର,୧୩।୪(ନି.ପ୍ର.):କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଜରୁରୀ କାମ ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ହେଲେ ସୁବର୍ଣ୍ଣପୁର ଜିଲାରେ କେତେକ ଲୋକ ଏହି କଟକଣାକୁ ମାନୁନାହାନ୍ତି। ବାହାରେ ବୁଲାବୁଲି…
ପରମ୍ପରା ଆଗରେ ହାର ମାନିଲା କଟକଣା : ବୌଦ୍ଧରେ ପାଳନ ହେଲା ଦଣ୍ଡଯାତ୍ରା
ବୌଦ୍ଧ,୧୩।୪(ସ୍ବ.ପ୍ର): ସୋମବାର ଝାମୁଯାତ୍ରା ଅବସରରେ ପରମ୍ପରା ଆଗରେ ହାର ମାନିଛି ସବୁ କଟକଣା। ପ୍ରଶାସନର ନିର୍ଦ୍ଦେଶ ସତ୍ତ୍ୱେ ବିଭିନ୍ନ ଗ୍ରାମରେ ଦଣ୍ଡପର୍ବ ସହ ବହୁ ପୀଠରେ ଝାମୁଯାତ୍ରା ପାଳନ କରାଯାଇଛି। ଲକଡାଉନ କଟକଣା ଯୋଗୁ ଯଦିଓ ଯାତ୍ରାରେ ସାଧାରଣ ଲୋକ ଅଧିକ…
ମିଛ ଖବର ପୋଷ୍ଟ ଅଭିଯୋଗରେ ୱେବ ମିଡିଆ ଖବରଦାତା ଗିରଫ
ଭବାନୀପାଟଣା/ଜୟପାଟଣା, ୧୩ା୪(ସ୍ବ.ପ୍ର/ଡି.ଏନ.ଏ.): ମହାମାରୀ କରୋନା ସମ୍ପର୍କରେ ମିଥ୍ୟା ଖବର ପରିବେଷଣ କରିବା ଅଭିଯୋଗରେ ଜଣେ ୱେବ ମିଡିଆ ଖବରଦାତାଙ୍କୁ କଳାହାଣ୍ଡି ଜିଲା ଜୟପାଟଣା ଥାନା ପୋଲିସ ଗିରଫ କରିଛି। ତାଙ୍କ ନାମ ବିମଳକାନ୍ତ ପଣ୍ଡା। ଦଫା ୧୫୩ ଏ, ୫୦୪, ୫୦୫…
କରୋନା ମୁକାବିଲା କାର୍ଯ୍ୟର ସମୀକ୍ଷା କଲେ ଡିଜିପି
ଝାରସୁଗୁଡା ଅଫିସ,୧୩ା୪-ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟ ସୋମବାର ଦିନିକିଆ ଝାରସୁଗୁଡା ଗସ୍ତରେ ଆସିଥିଲେ। ଡିଜିପି ଅପରାହ୍ନ ୨ଟା ବେଳେ ଚାର୍ଟାର୍ଡ ବିମାନରେ ଆସି ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇ ଥିଲେ। ସେଠାରୁ କାର ଯୋଗେ ଜିଲା ପୋଲିସ କାର୍ଯ୍ୟାଳୟକୁ ଆସି କରୋନା…
ଝାରସୁଗୁଡାରେ କୋଭିଡ-୧୯ ହସ୍ପିଟାଲ ପାଇଁ ଏମ୍ଓୟୁ ସ୍ବାକ୍ଷରିତ
ଝାରସୁଗୁଡା ଅଫିସ,୧୩ା୪: ଝାରସୁଗୁଡା ସହରରେ କୋଭିଡ-୧୯ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସହରର ମଙ୍ଗଲ ବଜାରସ୍ଥିତ ପୁରୁଣା ଜିଲା ମୁଖ୍ୟ ଚକିିତ୍ସାଳୟ କୋଠାରେ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ…

