ଆମ ଜିଲା ଖବର

ତେଲେଙ୍ଗାନାରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ

ନୂଆପଡା ଅଫିସ/କୋମନା,୧୬ା୪: କାମ କରିବାକୁ ତେଲେଙ୍ଗାନା ଯାଇଥିବା ନୂଆପଡା ଜିଲା କୋମନା ଥାନା ଅନ୍ତର୍ଗତ ଝଗା୍ରହୀ ଗାଁର ଚନ୍ଦୁରାମ ରାଉତ(୨୨)ନାମକ ଜଣେ ଶ୍ରମିକଙ୍କ ବୁଧବାର ରାତିରେ ମୃତ୍ୟୁ ହୋଇଯାଇଛି। ସେଠାରେ ଏକ ଇଟାଭାଟିରେ କାମ କରୁଥିବା ବେଳେ କୌଣସି କାରଣବଶତଃ ତାଙ୍କର…

ରକ୍ତଦାନ କଲେ ଜିଲାପାଳ

ନୂଆପଡା ଅଫିସ,୧୬ା୪: କୋଭିଡ ୧୯ ସହ ସାରା ବିଶ୍ୱ ବର୍ତ୍ତମାନ ଲଢୁଛି। ସଂକ୍ରମଣ ରୋକିବା ପାଇଁ ଭାରତରେ ଲକ୍‌ଡାଉନ କଟକଣା ଜାରି କରାଯାଇଛି। ଏଥିପାଇଁ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହେଉଥିବା ବେଳେ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି। ଫଳରେ ରକ୍ତହୀନତାର…

ନିର୍ମାଣ ଶ୍ରମିକ ତାଲିକାରେ ପଞ୍ଜୀକୃତଙ୍କ ନାଁ ନାହିଁ

ବଲାଙ୍ଗୀର ଅଫିସ, ୧୬ା୪- ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କାର ସହାୟତା ଯୋଗାଇ ଦେବାକୁ କହିଥିଲେ। ଏଭଳି ଘୋଷଣା ପରେ ନିର୍ମାଣ ଶ୍ରମିକମାନେ ଲକ୍‌ଡାଉନ୍‌ ସମୟରେ ସରକାରୀ ସହାୟତା ପାଇ କିଛି ମାତ୍ରାରେ ଆଶ୍ୱସ୍ତ ହେବେ ବୋଲି ଆଶା କରିଥିଲେ।…

ଲକ୍‌ଡାଉନ୍‌ରେ ଚୋରା ମଦ ବେପାରର ପର୍ଦ୍ଦଫାଶ

ଲକ୍‌ଡାଉନ୍‌ରେ ଚୋରା ମଦ ବେପାରର ପର୍ଦ୍ଦଫାଶ ବଲାଙ୍ଗୀର ଅଫିସ, ୧୬ା୪- କରୋନା ଲକ୍‌ଡାଉନ୍‌ ନିୟମ ଲାଗୁ ହେବା ପରେ ମଦ ବେପାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ବଲାଙ୍ଗୀର ସହର ଓ ଜିଲାର ବିଭିନ୍ନ ସ୍ଥାନରେ ଚୋର ଦେଶୀ ଓ ବିଦେଶୀ ମଦ…

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ

ପୁରୁଣାକଟକ, ୧୬୪(ଡି.ଏନ୍‌.ଏ.): ବୌଦ୍ଧ ଜିଲା ବିଜେଡି ଉପସଭାପତି ତଥା ହରଭଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବୋଧ କୁମାର ପ୍ରଧାନ ଗୁରୁବାର କୋଭିଡ-୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସେ ଏକ ଚେକ ଜିଲାପାଳ…

ଚାଲାଣବେଳେ ଟ୍ରାକ୍ଟର ସହ କାଠ ଜବତ: ଡ୍ରାଇଭର ଫେରାର

ଅମରପାଲି, ୧୬।୪(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ବୀରାମହାରାଜପୁର ରେଞ୍ଜ ବୁଟୁଖମନ ସଂରକ୍ଷିତ ଜଙ୍ଗଲରୁ ଗଛ ଚୋରି ବେଳେ ଏକ ନମ୍ବର ବିହୀନ ଟ୍ରାକ୍ଟରକୁ ଜବତ କରିଛି ବନବିଭାଗ। ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ଉକ୍ତ ଜଙ୍ଗଲରୁ କାଠ ବୋଝେଇକରି ଏକ…

କରୋନା କଟକଣାକୁ ବେଖାତିର: ସାକ୍ଷୀଗୋପାଳରେ ମନ୍ଦିର ଠାରୁ ମାଛ ମାର୍କେଟ ସବୁଠି ଲୋକଙ୍କ ଭିଡ଼

ସାକ୍ଷୀଗୋପାଳ, ୧୫।୪(ଡି.ଏନ୍‌. ଏ.): ବିଶ୍ବ ମହାମରୀ କରୋନାର ଭୟାବହତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା ଲାଗି ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ସଂକ୍ରମଣରୁ ରକ୍ଷା ପିଇବା ନିମନ୍ତେ ସାମାଜିକ ଦୂରତାକୁ ବିଶେଷଭାବେ…

ପୁବୁ ସାହି ନିକଟ ଶଙ୍ଖ ତଳୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ସାନପୁଅ ଆଣିଲେ ହତ୍ୟା ଅଭିଯୋଗ, ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଆଦର୍ଶ ଥାନା ପୋଲିସ

ଖୋର୍ଦ୍ଧା ଅଫିସ,୧୬।୪: ଖୋର୍ଦ୍ଧା ଆର୍ଦଶ ଥାନା ଜାତୀୟ ରାଜପଥ ପୁବୁ ସାହି ନିକଟ ଶଙ୍ଖ ତଳୁ ପୋଲିସ ଗୁରୁବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ଗଗନ ବିହାରୀ ବେହେରା(୬୦)। ତେବେ ତାଙ୍କୁ କେହି ହତ୍ୟା କରି ଶଙ୍ଖ…

୨ ଶିଶୁକନ୍ୟାଙ୍କୁ ଧରି ଲୁହ ଢାଳୁଛନ୍ତି ଯୁବତୀ

ଲୋଇସିଂହା, ୧୬।୪ (ଡି.ଏନ.ଏ.): ପ୍ରେମ ବିବାହ କରିବା ଜଣେ ଯୁବତୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଗର୍ଭବତୀ ସ୍ତ୍ରୀ, ୭ ବର୍ଷର ଶିଶୁକନ୍ୟାକୁ ଛାଡି ସଂପୃକ୍ତ ଯୁବକ ଗତ ଜାନୁୟାରୀରୁ ଫେରାର ହୋଇଯାଇଛନ୍ତି। ଏପରି ଘଡିସନ୍ଧି ସମୟରେ ଗତ ୬…

ହଜାରେ ଟଙ୍କା ପାଇଁ ରାତି ଅନିଦ୍ରା

ସମ୍ବଲପୁର, ୧୬।୪ (ବ୍ୟୁରୋ)- କରୋନା କଟକଣା ଲକ୍‌ ଡାଉନ ପରେ ଏହାର ପ୍ରଭାବ ସିଧାସଳଖ ଖଟିଖିଆ, ଦିନ ମଜୁରିଆ ଓ ଗରିବ ଶ୍ରେଣୀ ଲୋକଙ୍କ ଉପରେ ପଡିଛି। ରୋଜଗାର ନ ଥିବାରୁ ସେମାନୁ ରାଜ୍ୟ ଓ କେନ୍ଦ୍ର ସରକାର ପର୍ଯ୍ୟାୟ କ୍ରମେ…

ଭୟ ଭିତରେ ବି ଲୋକଙ୍କୁ ସଚେତନ କରୁଛନ୍ତି ଅଙ୍ଗନଓ୍ବାଡି କର୍ମୀ

ଲାଞ୍ଜିଗଡ,୧୬।୪(ଡି.ଏନ୍‌.ଏ.): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଶାସନର ସମସ୍ତ ବିଭାଗ ସଚେତନତା ପାଇଁ ଅଣ୍ଟା ଭିଡଛି। ଏଥିରୁ ବାଦ ପଡି ନାହାନ୍ତି ଦୁର୍ଗମ ଅଞ୍ଚଳରେ ଥିବା ଅଙ୍ଗନବାଡି କର୍ମୀ। ସେମାନେ ଗ୍ରାମାଞ୍ଚର ଦୁର୍ଗମ ଅଞ୍ଚଳକୁ…

ନିୟମ ଭାଙ୍ଗୁଛନ୍ତି ସରକାରୀ କାମରେ ନିୟୋଜିତ ଶ୍ରମିକ

ସମ୍ବଲପୁର, ୧୬।୪ (ବ୍ୟୁରୋ)-କରୋନା କଟକଣା ଓ ଏହାର ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହାର ପ୍ରତିଷେଧକ ପାଇଁ ସାମାଜିକ ଦୂରତ୍ୱ ଏକ ପ୍ରମୁଖ ମାଧ୍ୟମ ବୋଲି ସରକାର ଘୋଷଣା କରି ପାଳନ କରିବାକୁ ସମସ୍ତଙ୍କୁ କଡା ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?