ଆମ ଜିଲା ଖବର

ସୁଭଦ୍ରାର ପ୍ରଥମ ବର୍ଷ ପୂର୍ତ୍ତି: କେକ୍‌ କାଟି ସେଲିବ୍ରେଟ୍‌ କଲେ ହିତାଧିକାରୀ

କେସିଙ୍ଗା,୧୭।୯(ତୁମେଶ୍ବର ସାହୁ): ସୁଭଦ୍ରା ଯୋଜନାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ହିତାଧିକାରୀମାନେ କେସିଙ୍ଗା ସହର ସ୍ଥିତ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପର ସଭା ଗୃହରେ ବୁଧବାର କେକ୍‌ କାଟି ସେଲିବ୍ରେଟ୍‌ କରିଛନ୍ତି। ଏଥିରେ ସିଡିପିଓ ସୁଷମା ମିଶ୍ର ମୁଖ୍ୟ ଅତିଥି ଭାବେ…

ଡିପୁମାହାରେ ଜଙ୍ଗଲ ପୁନଃରୁଦ୍ଧାର: ଦାରିଙ୍ଗବାଡ଼ି ବନାଞ୍ଚଳ ପକ୍ଷରୁ ଲାଗିଲା ଚାରା, ଯୋଗଦେଲେ…

ଦାରିଙ୍ଗବାଡି, ୧୭।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ସିମନବାଡି ସେକ୍ସନର ଡିପୁମାହାଠାରେ ଜଙ୍ଗଲ ସୃଷ୍ଟି କରାଯିବ। ଉଜୁଡିଯାଇଥିବା ଜଙ୍ଗଲକୁ ପୁନଃରୁଦ୍ଧାର ପାଇଁ ନିଆଯାଇଛି ପଦକ୍ଷେପ। ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ବନପାଳ ବନିତା ପ୍ରଧାନଙ୍କ ନେତୃତ୍ୱରେ…

ଦାରିଙ୍ଗବାଡ଼ିରେ ନିଆରା ବିଶ୍ୱକର୍ମା ପୂଜା: ଉପଭୋକ୍ତାଙ୍କୁ ସଚେତନ କଲେ ବିଦ୍ୟୁତ କର୍ମଚାରୀ, ୩୬ ବର୍ଷ ଧରି…

ଦାରିଙ୍ଗବାଡି, ୧୭।୯ (ଅରୁଣ ସାହୁ): ଆଜି ପବିତ୍ର ବିଶ୍ୱକର୍ମା ପୂଜା। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ବିଦ୍ୟୁତ କାର୍ଯ୍ୟାଳୟ ପରିସର ମଧ୍ୟରେ ମଧ୍ୟ ଏହି ପୂଜା ବଡ଼ ଧୂମଧାମରେ ପାଳିତ ହୋଇଯାଇଛି।ତେବେ ଏହି ପୂଜାକାର୍ଯ୍ୟ ସହ ବିଭାଗ ଏକ ସଚେତନତା…

ଲାଞ୍ଚ ନେଲା ବେଳେ ବିଇଓ, କନିଷ୍ଠ ସହାୟକଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ସମ୍ବଲପୁର,୧୭।୯: ବୁଧବାର ରେଙ୍ଗାଲି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କାର୍ଯ୍ୟାଳୟର ଜଣେ କନିଷ୍ଠ ସହାୟକ ଦୁଷ୍ମନ୍ତ କୁମାର ସାହୁ ଓ ଚପରାସୀ ଗୋପବନ୍ଧୁ ସାହୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଦୁଇ ଅଭିଯୁକ୍ତ…

ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ”ଏକ ପେଡ୍‌ ମା’ କେ ନାମ“

ପୁରୁଷୋତ୍ତମପୁର,୧୭।୯(ସୀମାଞ୍ଚଳ ମିଶ୍ର): ପ୍ରଧାନମନ୍ତ୍ରୀ ନରେଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ  ମା’ କୁ ସମ୍ମାନ ଦେବା ଲକ୍ଷରେ ଏକ ପେଡ ମା’ କେ ନାମ କାର୍ଯ୍ୟକ୍ରମ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଆଇଆଇସି ରାଜେଶକୁମାର  ନାୟକଙ୍କ ସଂଯୋଜନାରେ ବୁଧବାର  ଜଗତର ମା ’ କୁହାଯାଉଥିବା…

ବ୍ରାହ୍ମଣୀଗାଁ ବନାଞ୍ଚଳର ୮ଟି ପଞ୍ଚାୟତରେ ମା’ କେ ନାମ ଏକ ପେଡ କାର୍ଯ୍ୟକ୍ରମ 

ବ୍ରାହ୍ମଣୀଗାଁ,୧୭।୯(ମନୋରଞ୍ଜନରଣା): ପ୍ରଧାନ ମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ  ଜନ୍ମ ଦିନ ଉପଲକ୍ଷେ  ଓଡ଼ିଶା ସରକାରଙ୍କ  ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବ୍ରାହ୍ମଣୀଗାଁ  ବନାଞ୍ଚଳ ଅଧିକାରୀ ହରିହର ବେହେରା ଙ୍କ ତ୍ୱତାବଧାନ ରେ “ମାଙ୍କ ନାମରେ…

ଖବର ପ୍ରସାରଣ ପରେ ପ୍ରଶାସନ ଦେଖାଇଲା ତତ୍ପରତା, ଅବହେଳିତ ହୋଇ ପଡିଥିବା ପାର୍କକୁ କରାଗଲା ସଫା

ଗଞ୍ଜାମ , ୧୭।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୮ ପୁଇଁତୋଳା ଗ୍ରାମ ବଡ ବନ୍ଧ ନିକଟରେ ଥିବା ଶିଶୁ ପାର୍କ ଅବହେଳିତ ଓ ଅନାବନା ଗଛରେ ପରିପୂର୍ଣ୍ଣ ଥିଲା। ଏ ନେଇ ଧରିତ୍ରୀରେ ଖବର ପ୍ରସାରଣ…

ଦାରିଙ୍ଗବାଡ ବ୍ଲକ ପ୍ରଶାସନ ପାଳିଲା ବିଶ୍ୱକର୍ମା ପୂଜା

ଦାରିଙ୍ଗବାଡି,୧୭।୯ (ଅରୁଣ ସାହୁ): ଆଜି ପବିତ୍ର ବିଶ୍ୱକର୍ମା ପୂଜା। ଏହି ଅବସରରେ ବୁଧବାର ବ୍ଲକ କାର୍ଯ୍ୟାଳୟ ପରିସରରେ ପୂଜା ଅନୁଷ୍ଠିତ ହୋଇଯାଇଛି। ପୂଜକ ତଥା ବରିଷ୍ଠ ଶିକ୍ଷକ ରଞ୍ଜିତ କୁମାର ମିଶ୍ରଙ୍କ ପୌରାହିତରେ ପୂଜାର୍ଚନା କରାଯାଇଛି। ବିଶ୍ୱକର୍ମାଙ୍କୁ ଆହ୍ବାନ, ହୋମ, ଦୀପ…

ଥାନା ପରିସରରେ କରାଗଲା ୧୫୨ ଚାରାରୋପଣ, ଉପସ୍ଥିତ ଥିଲେ…

ଜଗନ୍ନାଥ ପ୍ରସାଦ,୧୭।୯(ବିଭୁ ପ୍ରସାଦ ପଟ୍ଟନାୟକ) : ବୁଧବାର ଜଗନ୍ନାଥ ପ୍ରସାଦ ଥାନା ପରିସରରେ ଥାନା କର୍ମଚାରୀ ସ୍ଥାନୀୟ ସମାଜସେବୀମାନଙ୍କ ମିଳିତ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାଜ୍ୟରେ ୭୫ ଲକ୍ଷ ବୃକ୍ଷରୋପଣ…

ଏକ ପେଡ ମା’କେ ନାମ୍‌ କାର୍ଯ୍ୟକ୍ରମରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଲୋକଙ୍କୁ ଅନୁରୋଧ କରି କହିଲେ…

ଲାଙ୍ଗୀର, ୧୭।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଚନ୍ଦନଭାଟି ସୁଦାମ ଚରଣ କଲେଜରେ ବୁଧବାର ଏକ ପେଡ ମା’କେ ନାମ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ଏହି କାର୍ଯ୍ୟକ୍ରମକୁ ଧୁମଧାମରେ ପାଳନ କରାଯାଇଛି।…

ସାର ପାଇଁ ଚାଷୀ ହଟହଟା: ଭୋରରୁ ଚାଷୀଙ୍କ ଲମ୍ବା ଧାଡ଼ି, ପ୍ରବଳ ତାତି ଯୋଗୁ ଅଚେତ୍‌ ହୋଇଗଲେ ୩ ମହିଳା

ଦିଗପହଣ୍ଡି/ପାଟପୁର,୧୭।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି। ବୁଧବାର ଭୋରରୁ ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପ୍ରାଥମିକ ସେବା ସମବାୟ ସମିତ କାର୍ଯ୍ୟାଳୟ ସମ୍ମୁଖରେ ସାର ପାଇଁ ଖଲିଙ୍ଗି ଏବଂ…

ଲୋକଙ୍କୁ ସଚେତନ କରିବା ସହ ନିଜେ ବୃକ୍ଷରୋପଣ କଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୭।୯ (ଅରୁଣ ସାହୁ): ଆମେ ବୃକ୍ଷ ରୋପଣ କରିବୁ ଏବଂ ଗାଁରେ ଅଭିଭାବକ ଓ ଗ୍ରାମବାସୀଙ୍କୁ ମଧ୍ୟ ସଚେତନ କରାଇବୁ । ଗଛ ବଞ୍ଚିଲେ ଆମେ ବଞ୍ଚିପାରିବା। ଏଭଳି ବାର୍ତ୍ତା ଦେବା ସହ ନିଜେ ବୃକ୍ଷରୋପଣ କାର୍ଯ୍ୟରେ ସାମିଲ ହୋଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri