ଆମ ଜିଲା ଖବର

ନିୟମ ଉଲ୍ଲଂଘନ ଅଭିଯୋଗ: ୪ ଦୋକାନ ସିଲ୍‌

ବ୍ରହ୍ମପୁର ଅଫିସ,୧୫ା୫-କରୋନା ପାଇଁ ଲକ୍‌ଡାଉନ୍‌ ଜାରି ରହିଛି। ଏହାକୁ ଉଲ୍ଲଂଘନ ଅଭିଯୋଗରେ ଗୁରୁବାର ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୪ ଦୋକାନ ସିଲ୍‌ କରାଯାଇଛି। ଏଥିସହ ସାମାଜିକ ଦୂରଦ୍ୱ ନିୟମ ଉଲ୍ଲଂଘନ ଓ ମାସ୍କ ବ୍ୟବହାର ନ କରିବା ଅଭିଯୋଗରେ ୪୧…

ଘର ମାଲିକଙ୍କ ବଦାନ୍ୟତା: ୧୨ ପରିବାରଙ୍କୁ ଛାଡ କଲେ ମାସକର ଭଡା,ସମ୍ବର୍ଦ୍ଧିତ କଲେ ଉପଜିଲାପାଳ

ବ୍ରହ୍ମପୁର ଅଫିସ,୧୫ା୫-କରୋନା ସ୍ଥିତି ରାଜ୍ୟରେ ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ଏଭଳି ସମୟରେ ବ୍ରହ୍ମପୁରରେ ରହୁଥିବା ଗରିବ ପରିବାରଙ୍କର ମାସକର ଘର ଭଡା ଛାଡକରି ବଦାନ୍ୟତା ଦେଖାଇଛନ୍ତି ମାଲିକ ମୁରଲୀ ମୋହନ ଆଚାର୍ଯ୍ୟ। ଆସ୍କାରୋଡ ସୋମନାଥନଗର ୫ମ ଲେନ୍‌ ଗୁପ୍‌ଚୁପ୍‌…

ବସ୍‌ରେ ଗୁଜରାଟରୁ ଆସିଲେ ୩୮ଜଣ ଫୁଲବାଣୀ ପ୍ରବାସୀ: ଓଡ଼ିଆଙ୍କୁ ଭଞ୍ଜନଗରରେ ଓହ୍ଲାଇ ଦେଲା ବସ୍‌

ଭଞ୍ଜନଗର,୧୫।୫(ଡି.ଏନ.ଏ)- ଗୁଜରାଟରୁ ଓଡ଼ିଶାକୁ ଟ୍ରେନ୍‌ ସେବା ଆରମ୍ଭ ପରେ ବସ୍‌ ସେବା ବନ୍ଦ ହୋଇଯାଇଥିଲା। କିନ୍ତୁ ଗୁରୁବାର କରସିଙ୍ଗି ଦେଇ ଗଞ୍ଜାମକୁ ଗୋଟିଏ ବସ୍‌ରେ ଗୁଜରାଟର ବିଭିନ୍ନ ଅଞ୍ଚଳରୁ ୩୮ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି। ଏହାପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ବିଭିନ୍ନ…

କୋଭିଡ୍‌ ଆମ୍ବୁଲାନ୍ସରୁ ଓହ୍ଲାଇ ନଳକୂପରେ ପିଇଲେ ପାଣି: ସାନିଟାଇଜ୍‌ ହେଲା ଗ୍ରାମ, ଲୋକେ ଭୟଭୀତ

ପାଟପୁର,୧୫ା୫(ଡି.ଏନ୍‌.ଏ.)- କୋଭିଡ୍‌-୧୯ ଆମ୍ବୁଲାନ୍ସରୁ ଓହ୍ଲାଇ ୨ ଅନ୍ତେବାସୀ ଗ୍ରାମ ନଳକୂପରୁ ପାଣି ପିଇବା ପରେ ଗଁା ସାନିଟାଇଜ୍‌ କରାଯାଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଅଞ୍ଚଳରେ। ଏକ କୋଭିଡ୍‌-୧୯ ଆମ୍ବୁଲାନ୍ସ ଗୁରୁବାର ମଧ୍ୟାହ୍ନରେ ସଙ୍ଗରୋଧ ଗୃହରୁ…

ବାଟଭୂଲି ପାତ୍ରପୁରରେ ନବରଙ୍ଗପୁର ଶ୍ରମିକ

ପାତ୍ରପୁର,୧୫ା୫(ଡି.ଏନ୍‌.ଏ.)- ବିଜୟୱାଡ଼ାରୁ ଚାଲିଚାଲି ନବରଙ୍ଗପୁର ଜିଲାକୁ ଯାଉଥିବା ୧୧ ଶ୍ରମିକ ବାଟଭୂଲି ଗୁରୁବାର ପାତ୍ରପୁର ବ୍ଲକ ଜୟନ୍ତିପୁରରେ ପହଞ୍ଚତ୍ଛନ୍ତି। ଲକ୍‌ଡାଉନ୍‌ ପରେ ଫସି ରହିଥିବା ଶ୍ରମିକ ଚାଲିଚାଲି ଘର ଅଭିମୁଖେ ବାହାରିଥିଲେ। ଭୁଲବଶତଃ ସେମାନେ ଆନ୍ଧ୍ର ସୀମା ପାରି ହେବାପରେ ଓଡ଼ିଶା…

ଫସଲ ନଷ୍ଟ କଲେ ହାତୀପଲ

ଯୋଡ଼ା,୧୫ା୫ (ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଗତ ୨ଦିନ ହେବ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି ା ବନ ବିଭାଗର ହାତୀ ସ୍କ୍ବାଡ ରାତି ସମୟରେ ସେମାନଙ୍କ ଗତିବିଧି ଉପରେ ସଠିକ ଭାବେ ନଜର…

୫ ଦଫାରେ ଦାବିପତ୍ର ଦେଲେ ଆଶାକର୍ମୀ

କେନ୍ଦୁଝର, ୧୫ା୫(ଡି.ଏନ୍‌.ଏ.)-ଓଡିଶା ଆଶାକର୍ମୀ ଆସୋସିଏସନ୍‌ (ସିଟୁ) ତରଫରୁ ଗୁରୁବାର କେନ୍ଦୁଝରଠାରେ ୫ଦଫା ଦାବି ସମ୍ବଳିତ ଏକ ଦାବିପତ୍ରକୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ମାଧ୍ୟମରେ ମିଶନଶକ୍ତି ନିର୍ଦ୍ଦେଶିକାଙ୍କୁ ପ୍ରଦାନ କରାଯାଇଛି। ଦାବିଗୁଡିକ ମଧ୍ୟରେ କାର୍ଯ୍ୟରତ ଆଶାକର୍ମୀମାନଙ୍କୁ କୋଭିଡ୍‌-୧୯ରେ ସ୍ବତନ୍ତ୍ର ଦୈନିକ ୬ଶହ…

ତାମିଲନାଡୁରୁ ୧୩୦୦ କି.ମି. ଚାଲି ଆସିଲେ

ଭଣ୍ଡାରିପୋଖରୀ, ୧୫ା୫(ଡି.ଏନ.ଏ.)-ମହାମାରୀ କରୋନା ଲାଗି ଦେଶବ୍ୟାପୀ ଲକ୍‌ଡାଉନ କରାଯାଇଥିବାରୁ ରାଜ୍ୟ ବାହାରେ ରହି କାମ କରୁଥିବା ଓଡ଼ିଆଙ୍କ ଜୀବନ ଦୁର୍ବିଷହ ହୋଇପଡିଛି। କିଏ ସାଇକେଲରେ ତ କିଏ ଚାଲି ଚାଲି ନିଜ ଭିଟାମାଟିକୁ ଫେରୁଛନ୍ତି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଦୁଇ…

ବାଲି ଚୋରା ଚାଲାଣ: ୩ ଟ୍ରାକ୍ଟର ଜବତ

ଚିତ୍ରଡା,୧୫ା୫(ଡି.ଏନ୍‌.ଏ.)- ବାଲି ଚୋରା ଚାଲାଣ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ତହସିଲ ଅନ୍ତର୍ଗତ ଗଣ୍ଡଗୁହାଳି ବାଲି ଘାଟରେ ଗୁରୁବାର ତହସିଲଦାର ପ୍ରିୟଦର୍ଶନୀ ମଲ୍ଲିକ ଚଢ଼ାଉ କରି ୩ଟି ଟ୍ରାକ୍ଟର ଜବତ କରିଛନ୍ତି। ଜବତ ଟ୍ରାକ୍ଟର ୩ଟିକୁ ଚିତ୍ରଡା ଫାଣ୍ଡିରେ ରଖାଯାଇଛି। ଏହି…

ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ

ରାଇରଙ୍ଗପୁର/ବିଶୋଇ,୧୫ା୫(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ବାଜ ଗୁରୁବାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ। ଜିଲାପାଳଙ୍କ ସହିତ ଜିଲା ଚିକିତ୍ସାଧିକାରୀ ରୂପଭାନୁ ମିଶ୍ର, ଉପଜିଲାପାଳ ଧର୍ମାନନ୍ଦ ବେହେରା, ବିଶୋଇ ବିଡ଼ିଓ ଏମ.ଡି ଫିରଜ ଖାନ, ତହସିଲଦାର ଚନ୍ଦ୍ରଶେଖର ଗରେଇ, ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର…

ଗଛମୂଳ ପଶ୍ଚିମବଙ୍ଗ ଶ୍ରମିକଙ୍କ ଆଶ୍ରୟସ୍ଥଳୀ

ବାରିପଦା ଅଫିସ, ୧୫ା୫- ଯେଉଁ ଶ୍ରମିକମାନେ ଦିନେ ଠିକାଦାରଙ୍କ ଈସାରାରେ ଗଛ କାଟି ରାସ୍ତା ଓ ଘର ନିର୍ମାଣ କରୁଥିଲେ, ସେହି ଗଛ ଆଜି ସେମାନଙ୍କ ପାଇଁ ଆଶ୍ରୟସ୍ଥଳୀ ପାଲଟିଛି। ମୟୂରଭଞ୍ଜ ଜିଲା ହାତୀବାରିଠାରେ ଥିବା ଓଡ଼ିଶା-କୋଲକାତା ସୀମାନ୍ତ ଗେଟ୍‌ ପାଖ…

ହାଇଦ୍ରାବାଦ ଫେରନ୍ତା କ୍ୱାରାଣ୍ଟାଇନ୍‌ରେ ନ ରହିବାରୁ ଉତ୍ତେଜନା: ସରପଞ୍ଚଙ୍କୁ ଘେରିଲେ ଲୋକେ

ବାହାନଗା, ୧୫ା୫(ଡି.ଏନ.ଏ.)-ହାଇଦ୍ରାବାଦରୁ ଆସିଥିବା ବାଲେଶ୍ୱର ଜିଲା ବାହାନଗା ବ୍ଲକ ଆରୁହାବାଡ଼ ପଞ୍ଚାୟତ ରୂପଖଣ୍ଡ ଗ୍ରାମର ଜଣେ ଯୁବକ ସରକାରୀ କ୍ୱାରାଣ୍ଟାଇନ୍‌କେନ୍ଦ୍ରରେ ନ ରହି ଘରେ ରହିବାରୁ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଗ୍ରାମର ଯୁବକମାନେ ଗୁରୁବାର ଏହାର ପ୍ରତିବାଦ କରି ସ୍ଥାନୀୟ ସରପଞ୍ଚଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?