ଭିନ୍ନକ୍ଷମ ଝି’ର ଚିକିଛା ସାହାଯ୍ ଆଶ୍ରେ ଅଜୟ
ପାଇକମାଳ, ୨୨।୧୨ (ଡି.ଏନ୍.ଏ.)- ବରଗଡ଼ ଜିଲା ପାଇକମାଳ ବ୍ଲକ ମାଣ୍ଡିଆଢ଼ିପା ପଁଚେତ୍ କେନାବୁଦା ଗଁାର ଅଜୟ ସାହୁକଁର ଝି’ ସୌଦାମିନୀ ସାହୁ(୮)। ସେ ୧୦୦ ପରତିଶତ ଭିନ୍ନକ୍ଷମ ଆଏ। ମେରୁହାଡ଼ରେ ଅସ୍ବିଧା ଲାଗି ସେ ମୁଡ଼ ସଲଖେଇ ରଖି ନାଇଁପାରବାର,...
ବାପ୍ ଉପରେ ୭ ପରାନୀର ବୋଝ୍: ମା’ର ଚିକିଛା ସାହାଯ୍ ଆଶ୍ରେ ଝି’ପୁଓ
ବିନିକା,୨୨।୧୨ (ଡି.ଏନ୍.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଖଇରମାଲ ଗଁାର ମହାଦେବ ମନ୍ଦିର ଉପରପଡ଼ାର ସତ୍ୟନାରାୟଣ ବାରିକ(୫୨)କଁର ମାଏକିନା ବୃନ୍ଦାବତୀ(୪୫)। ତାକର ମୁଡେ ରକତ୍ ଜମା ହେବାର ଲାଗି ଶରୀରର ଡେବ୍ରିଫାଲ ଅଚଲ୍ ହେଇଯାଇଛେ। ଡାକ୍ତର ରୋଗ୍ ଭଲ କରବାକେ...
ବାରବାର ଚିକିଛା କରେଇ ହତାଶ ଜୀବନରାମ: ସରକାରୀ ସାହାଯ୍ ଆଶ୍ରେ ପରିବାର
ବ୍ରଜରାଜନଗର,୨୨।୧୨(ଡି.ଏନ୍.ଏ.)- ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ରାଜପୁର ଗାଁର ଜୀବନରାମ ସେଠ୍। କେହେନ୍ସି କାରନ୍ରୁ ତାକର ଆଁଖି ପତାଥି ବାରବାର ଗୁଟେ ଆବୁ ବଢ଼ୁଛେ। ଯେତେ ଚିକିଛା କଲେ ବି କିଛି ଲାଭ ନାଇଁ ହେବାର। ହେଲେ ଏନ୍ତାଥି ସେ କମେଇ...
ପୁରୀଘାଟ ଥାନା ଅଧିକାରୀଙ୍କ ଅନୁଭୂତି: ହୋଟେଲ ମାଲିକଙ୍କ ସୂଚନାରୁ ଫିଟିଥିଲା ହତ୍ୟା ରହସ୍ୟ
କେବଳ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ନୁହେଁ, ଅପରାଧ ରୋକିବା ଏବଂ ଠିକ ଢଙ୍ଗରେ ତଦନ୍ତ ଚଳାଇ ଅପରାଧୀଙ୍କୁ ଧରିବା ପୋଲିସର ପ୍ରମୁଖ ଦାୟିତ୍ୱ। ଏହି ଗୁରୁଦାୟିତ୍ୱ ସମ୍ପାଦନ ବେଳର ଅନୁଭୂତି ଅନେକ ପୋଲିସ ଅଧିକାରୀଙ୍କ ପାଇଁ ଅପାସୋରା ହୋଇ ରହିଥାଏ।...
ସମସ୍ୟା ଥିଲେ ସମାଧାନ କର: ଜିଲାପାଳ
ଢେଙ୍କାନାଳ ଅଫିସ, ୨୨।୧୨ – ଢେଙ୍କାନାଳ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ଶନିବାର ଜିଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିଲେ। ଜିଲାର କେତେକ ସ୍କୁଲରେ ସମସ୍ୟା ଲାଗି ରହିଛି। ସମ୍ପୃକ୍ତ...
ଛାମୁଣ୍ଡିଆରେ ଖୋଲିଲା ଧାନମଣ୍ଡି
ଗଣିଆ,୨୨।୧୨(ଡି.ଏନ.ଏ.)-ଗଣିଆ ବ୍ଲକ ଛାମୁଣ୍ଡିଆ ସେବା ସମବାୟ ସମିତି ତରଫରୁ ଶନିବାର ସମିତି କାର୍ଯ୍ୟାଳୟ ପରିସରରେ ଚଳିତବର୍ଷର ଧାନମଣ୍ଡି ଖୋଲାଯାଇଛି । ପୂଜାର୍ଚ୍ଚନା ପରେ ଛାମୁଣ୍ଡିଆ ଅଞ୍ଚଳର ୧୨ଜଣ ଟୋକନ୍ଧାରୀ ଚାଷୀଙ୍କ ଠାରୁ ୨ଶହ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା । ...
ଯୁବକଙ୍କ ମୃତ୍ୟୁକୁ ନେଇ ଥାନାରେ ହତ୍ୟା ଅଭିଯୋଗ: ଅକଳରେ ବନ ବିଭାଗ
ପାଲଲହଡା,୨୨।୧୨(ଡି.ଏନ.ଏ.) – ଜଙ୍ଗଲକୁ ଜାଳେଣି ସଂଗ୍ରହ ପାଇଁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ବନ କର୍ମଚାରୀଙ୍କ ବିରୋଧରେ ପାଲଲହଡ଼ା ଥାନାରେ ଏତଲା ଦିଆଯାଇଛି। ସ୍ବାମୀଙ୍କୁ କର୍ମଚାରୀମାନେ ପିଟି ପିଟି ମାରିଦେଇଥିବା ମୃତ ଯୁବକଙ୍କ ସ୍ତ୍ରୀ ଅଭିଯୋଗ କରିବା ପରେ...
ବଡ଼ପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା: ତାଲା ପକାଇ ଧାରଣା ଦେଲେ ଲୋକେ
ନୟାଗଡ଼ ଅଫିସ,୨୨ା୧୨: ନୟାଗଡ଼ ଜିଲା ସଦର ବ୍ଲକ ବଡ଼ପଣ୍ଡୁସର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଶନିବାର ଉଗ୍ରରୂପ ଧାରଣ କରିଥିଲା। ସେମାନେ ସ୍ବାସ୍ଥ୍ୟକେନ୍ଦ୍ର ଫାଟକରେ ତାଲା ପକାଇ ପୂର୍ବାହ୍ନ ୧୦ଟାରୁ ଧାରଣାରେ ବସିଥିଲେ।...
ମହଙ୍ଗା ପଡ଼ିଲା ଭତ୍ତା ଟଙ୍କା ହଡ଼ପ: ନୟାଗଡ଼ ଜିଲାର ୪ ପିଇଓ ନିଲମ୍ବିତ
ନୟାଗଡ଼ ଅଫିସ,୨୨ା୧୨: ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ହଡ଼ପ ଓ ଆର୍ଥିକ ଅନିୟମିତତା ନୟାଗଡ଼ ଜିଲାର ୪ ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ)ଙ୍କ ପାଇଁ ମହଙ୍ଗା ପଡ଼ିଛି। ସେମାନଙ୍କୁ ଜିଲାପାଳ ଡ. ପୋମା ଟୁଡୁ ଶନିବାର ନିଲମ୍ବିତ କରିଛନ୍ତି।...
ନାବାଳିକାଙ୍କୁ ଗର୍ଭବତୀ କରିବା ମାମଲା: ୨୦ ବର୍ଷ ଜେଲ୍
ଅନୁଗୋଳ ଅଫିସ, ୨୨।୧୨- ଅନୁଗୋଳ ଜିଲା ବଅଁରପାଳ ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ଗର୍ଭବତୀ କରିବା ମାମଲାର ବିଚାର କରି ଶନିବାର ଅତିରିକ୍ତ ଜିଲା ଓ ଦୌରାଜଜ ତଥା ସ୍ବତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ଅଭିଯୁକ୍ତ ରସାନନ୍ଦ ବେହେରା(୪୫)ଙ୍କୁ ୨୦...
ରେଳ ଧାରଣାରୁ ମଦ ଦୋକାନ କର୍ମଚାରୀଙ୍କ ମୃତଦେହ ଉଦ୍ଧାର: ଲୁଟ୍ର ୨୪ ଘଣ୍ଟା ନ ପୂରୁଣୁ ହତ୍ୟା ସନ୍ଦେହ
ଜଗତ୍ସିଂହପୁର ଅଫିସ,୨୨ା୧୨: ତିର୍ତ୍ତୋଲ ଗୋପିଆକୁଦସ୍ଥିତ ସରକାରୀ ଦେଶୀ ମଦ ଦୋକାନରେ କାମ କରୁଥିବା ଅମୀନ ସେଠୀ (୩୫) ନାମକ ଯୁବକଙ୍କଠାରୁ ୨୦ ତାରିଖ ଅପରାହ୍ନରେ ଦୁର୍ବୃତ୍ତ ୫,୫୬,୦୦୦ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା। ଏହାର ୨୪ ଘଣ୍ଟା ନ...
ନାବାଳିକାଙ୍କୁ ଶିକ୍ଷକଙ୍କ ବଳାତ୍କାର ମାମଲା: ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ
ଅନୁଗୋଳ ଅଫିସ, ୨୨।୧୨- ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ଶନିବାର ଅତିରିକ୍ତ ଜିଲା ଓ ଦୌରାଜଜ ତଥା ସ୍ବତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ପ୍ରଭାକର ଗଣ୍ଠିଆ ଅଭିଯୁକ୍ତ ଶିକ୍ଷକ ରଘୁନାଥ...
Archives


