ଭଗବାନ୍ଙ୍କୁ ବି ଛାଡ଼ିଲେନି: ହୁଣ୍ଡି ଭାଙ୍ଗି ନେଇଗଲେ…
ଦାରିଙ୍ଗବାଡି,୨୧।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡିଠାରେ ଥିବା ଶିବ ମନ୍ଦିରରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ଦାରିଙ୍ଗବାଡି ଥାନା ଅଧିକାରୀ ତଥା ଡିଏସପି କନକ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଜୟନ୍ତ…
ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ଆଜି ମହାଳୟା।ଏହି ଅବସରରେ ରବିବାର ବରଗଡ଼ର ଗ୍ରାମ୍ୟଦେବୀ ମା’ ସମଲେଶ୍ଵରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶ୍ଵରୀ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଛି । ଭକ୍ତମାନେ ଧୂପ, ଦୀପ,…
ସେନା କର୍ମଚାରୀଙ୍କ ପରଲୋକ : ଗାର୍ଡ ଅଫ ଅନର ଦେଇ ଶେଷକୃତ୍ୟ ସମ୍ପନ୍ନ
ପାଟଣା,୨୧।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଉପର ସାହିର ସେନା କର୍ମଚାରୀ ତଥା ନାଏବ ସୁବେଦାର ହରିଶ୍ଚନ୍ଦ୍ର ସେଠୀ(୪୬)ଙ୍କ ଶୁକ୍ରବାର ନୂଆଦିଲ୍ଲୀ ଆରଆର ହସ୍ପିଟାଲରେ ମୃତ୍ୟୁ ହୋଇଛି। ସେ ମୁଖ ଗହର କର୍କଟରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ…
ଭାଉଜଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଦିଅର ଗିରଫ
ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଅଁଳା ଗ୍ରାମର ଜଣେ ଯୁବକ ତାଙ୍କ ଭାଉଜଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଗିରଫ ହୋଇଛନ୍ତି। ଅଭିଯୁକ୍ତ ହେଲେ ଗ୍ରାମର ଅଜୟ ପ୍ରଧାନ(୪୦)। ପୋଲିସ ତାଙ୍କୁ ଶନିବାର ଅପରାହ୍ନରେ କୋର୍ଟଚାଲାଣ କରିଛି।…
ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରି ବୁଲାଇଲେ ଗାଁ ଦାଣ୍ଡରେ: ଭିଡିଓ ଭାଇରାଲ ପରେ ଯାହା ଘଟିଲା…
ବଡ଼ଗାଁ,୨୧। ୯(ଅଶୋକ ଷଡ଼ଙ୍ଗୀ) :ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିମନା ଗାଁ ନିକଟ ବିରିମୁଣ୍ଡା ଗ୍ରାମରେ ଜଣେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣାରେ ଶନିବାର ପୋଲିସ ତାଙ୍କ ସ୍ବାମୀଙ୍କ ସହ ୪ ଜଣଙ୍କୁ ଥାନାରେ ଅଟକ ରଖି…
ଲାଞ୍ଚ ନେଇ କିରାଣି ଗିରଫ
ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ରୁକୁରା ଜଳସେଚନ ପ୍ରକଳ୍ପର ଜମି ଅଧିଗ୍ରହଣ ଏବଂ ପୁନର୍ବାସ କାର୍ଯ୍ୟାଳୟର କ୍ଲର୍କ କମ୍ କ୍ୟାଶିଅର ପୁଥ୍ବୀରାଜ କାମିଲା ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ରୁକୁରା ଜଳସେଚନ ପ୍ରକଳ୍ପର ଜଣେ ଜମିହରାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ…
ସହାୟତାର ହାତ ବଢାଇଲେ ସ୍ବାସ୍ଥ୍ୟମନ୍ତ୍ରୀ: ଛାତ୍ରୀଙ୍କୁ ମିଳିଲା ନାମଲେଖା ଅର୍ଥ ରାଶି
ବରଗଡ଼,୨୦।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ତୁର୍ଲା ଗ୍ରାମର ଜଣେ ଛାତ୍ରୀ ମାନିନୀ ସାହୁ ଅର୍ଥାଭାବରୁ ଉଚ୍ଚଶିକ୍ଷା ପାଇଁ ସଂଘର୍ଷ କରୁଥିଲେ। ସାମାଜିକ କର୍ମୀ ଦୀପା ବାରିକ ସୋସିଆଲ ମିଡ଼ିଆ ଏକ୍ସରେ ଏହାର ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ବାସ୍ଥ୍ୟ…
ଯୁବକଙ୍କ ଉନ୍ମତ୍ତ କାଣ୍ଡ: ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ବିଦ୍ୟୁତ ଟାଓ୍ବାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ, ନାକେଦମ ହେଲେ…
ପାଇକମାଳ,୨୦।୯(ବଡ ଶତପଥୀ): ବରଗଡ ଜିଲା ପାଇକମାଳ ବ୍ଲକ କର୍ଲାମାଳ ଗ୍ରାମରେ ଘଟିଛି ଏକ ଅଜବ ଘଟଣା। ନିଶାସକ୍ତ ଅବସ୍ଥାରେ ଜଣେ ଯୁବକ ଉଚ୍ଚଶକ୍ତି ସମ୍ପୂର୍ଣ୍ଣ ବିଦ୍ୟୁତ ଟାଓ୍ବାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଯେତେ ବୁଝାଇଲେ ମଧ୍ୟ ସେ ଶୁଣି…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାଶୀପୁର ଫରେଷ୍ଟ ରେଞ୍ଜର ଗିରଫ
ଜୟପୁର,୨୦।୯(ପବନ ପାଣିଗ୍ରାହୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ସରକାରୀ ବାସଭବନ ସମେତ ୯ଟି ସ୍ଥାନରେ ଶୁକ୍ରବାର ସକାଳେ ଏକକାଳୀନ ଚଢ଼ାଉ କରିଥିଲା। ଯାଞ୍ଚ ବେଳେ…
ଜୋନାଲ ଫରେଷ୍ଟ ସ୍ପୋଟ୍ସ ମିଟ୍: ଘୁମୁସର ଉତ୍ତର ବନଖଣ୍ଡ ଜିତିଲା ୩୭ ପଦକ
ଭଞ୍ଜନଗର,୨୦।୯(ବାବୁଲା ପ୍ରଧାନ)-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ୧୯ ଓ ୨୦ ତାରିଖ ଦୁଇଦିନ ଧରି ଚାଲିଥିବା ଜୋନାଲ ଫରେଷ୍ଟ ସ୍ପୋର୍ଟସ ମିଟ୍ ୨୦୨୫ ଶନିବାର ସଂନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ଓ ଭୁବନେଶ୍ୱର ସର୍କଲର ୩୨ଟି ବନଖଣ୍ଡର ଶତାଧିକ ବନରକ୍ଷୀ,…
ଚଳନ୍ତା ବାଇକ୍ରେ ମୋବାଇଲରେ ରିଲ୍ କରୁଥିଲେ, ବାଇକ୍କୁ ପଛରୁ ପିଟି ଛିଟିକି ପଡ଼ିଲେ ଯୁବକ; ବ୍ରହ୍ମପୁର…
ମୋହନା,୨୦।୯( ମନ୍ମଥ ମିଶ୍ର): ବାଇକକୁ ପଛପଟୁ ଧକ୍କା ଦେଲା ବାଇକ । ଦୁର୍ଘଟଣାରେ ଦୁଇ ଜଣ ରାସ୍ତା କଡ଼କୁ ଛିଟିକି ପଡ଼ି ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସୂଚ଼ନାଯୋଗ୍ୟ, ବ୍ରାହ୍ମଣୀଗାଁ…
ଅକ୍ଟୋବର ଆସିଲେ ବଢୁଛି ଭୟ
ପାରଳାଖେମୁଣ୍ଡି,୨୦ା୯(ଗିରିଧାରୀ ପରିଚ୍ଛା): ଅକ୍ଟୋବର ମାସ ଆସିଲେ ଗଜପତି ଜିଲାବାସୀଙ୍କ ମନରେ ଭୟ ପଶୁଛି। ଗତ ୧୦ ବର୍ଷ ହେଲା ଜିଲାବାସୀ ଏହି ମାସରେ କୌଣସି ନା କୌଣସି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଆସୁଛି। ଏଭଳି ସ୍ଥଳେ ପାଣିପାଗ ବିଭାଗ ଆଗକୁ ଏଲଲିନୋ…
Archives


