ଆମ ଜିଲା ଖବର

ସଙ୍ଗରୋଧ କେନ୍ଦ୍ରରେ ସାବିତ୍ରୀ

ବନ୍ତ,୨୨।୫(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଶୁକ୍ରବାର ମହିଳାମାନେ ସାବିତ୍ରୀମାନେ ବ୍ରତ ପାଳନ କରିଛନ୍ତି। ବିଭିନ୍ନ କେନ୍ଦ୍ରରେ ଥିବା ମହିଳାମାନଙ୍କ ପାଇଁ ସରପଞ୍ଚମାନେ ଭୋଗ ସାମଗ୍ରୀ କିଣି ଦେଇଥିଲେ। ନିକଟସ୍ଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ମହିଳାମାନେ ପ୍ରସାଦସେବନ କରିଥିଲେ।…

ମାଲକାନଗିରିରେ ଲୁଣ ମିଳୁ ନ ଥିବା ଗୁଜବ: ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କଲା ପ୍ରଶାସନ; ଦୋକାନୀଙ୍କୁ କରାଗଲା ତାଗିଦ

କୋରୁକୋଣ୍ଡା, ୨୨।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ ଲୁଣ ପରି ଅତି ଆବଶ୍ୟକୀୟ ସାମଗ୍ରୀର ଅଭାବ ଥିବା ଗୁଜବ ସୃଷ୍ଟି ହୋଇଛି। ଏହାକୁ ନେଇ ଲୁଣର କଳାବଜାରୀ ସହ ଦରବୃଦ୍ଧି କରି ବିକି ବ୍ୟବସାୟୀ ମାଲାମାଲ ହେଉଛନ୍ତି। ଏ ନେଇ ଅଭିଯୋଗ…

କ୍ୱାରେଣ୍ଟାଇନ ଅବଧି ସରିଲା: ଛତ୍ରପୁର ବ୍ଲକର ୪୩୫ ଜଣ ଘରକୁ ଗଲେ

ଛତ୍ରପୁର, ୨୨।୫(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରୁ ୨୧ ଦିନିଆ ଅବଧି ସରିବା ପରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୫ ପ୍ରବାସୀ ଗୁରୁବାର ଓ ଶୁକ୍ରବାର ଘରକୁ ଯାଇଛନ୍ତି। ସେଥିମଧ୍ୟରେ ଡିପିଆରସିରୁ ୧୩୮ଜଣ, ବଡ଼ମାଧପୁର ଧୀରେଶ୍ୱର ବିଦ୍ୟାପୀଠ…

ଆସିଲା ସ୍ବାବ୍‌ ରିପୋର୍ଟ: କଣ୍ଟାପଡ଼ାର ୧୩୩ ପ୍ରବାସୀଙ୍କ ରିପୋର୍ଟ ନେଗେଟିଭ

କଣ୍ଟାପଡ଼ା,୨୨।୫ (ଡି.ଏନ୍‌.ଏ.): କରୋନା ମହାମାରୀରେ ସାରାବିଶ୍ୱ ବର୍ତ୍ତମାନ ଲଢ଼େଇ କରୁଛି। ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଗତ ୧୮ତରିଖ ସୁଦ୍ଧା କଟକ ଜିଲା କଣ୍ଟାପଡ଼ା ବ୍ଲକରେ ରହୁଥିବା କୌଣସି ପ୍ରବାସୀ କରୋନା ଆକ୍ରାନ୍ତ ନ…

ବଲାଙ୍ଗୀରରେ ପୁଣି ୨ କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି

ବଲାଙ୍ଗୀର ଅଫିସ, ୨୨।୫: ବଲାଙ୍ଗୀର ଜିଲାରେ ଶୁକ୍ରବାର ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତୁରେକେଲା ବ୍ଲକ ଅନ୍ତର୍ଗତ ବଡ଼ବାଙ୍କି ପଞ୍ଚାୟତର ମୁରିବାହାଲ ଗ୍ରାମର ଦୁଇ ପ୍ରବାସୀଙ୍କ ସ୍ବାବ ଟେଷ୍ଟ ପଜିଟିଭ ବାହାରିଥିବା ଜିଲାପାଳ ଅରିନ୍ଦମ ଡାକୁଆ ସୂଚନା…

ସାବିତ୍ରୀରେ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମହିଳାଙ୍କ ଜୀବନଗଲା

ଖୋର୍ଦ୍ଧା ଅଫିସ,୨୨।୫: ଶୁକ୍ରବାର ସାବିୀତ୍ରୀ ବ୍ରତ ଅବସରରେ ଖୋର୍ଦ୍ଧା ଜିଲା ଟାଙ୍ଗି ବ୍ଲକ ଓଳସିଂ ପଞ୍ଚାୟତ ଡମଣଭୂମି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ମୃତକ ହେଲେ ବିନି…

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା: ୨ ବଳଦ ଜୀବନ୍ତ ଦଗ୍ଧ

ଖୋର୍ଦ୍ଧା ଅଫିସ,୨୨।୫: ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ସାଗରଗାଁ ପଞ୍ଚାୟତ ନୂଆସାହି ଗ୍ରାମର ଦାଶରଥୀ ଦଳେଇଙ୍କ ଘରେ ଶୁକ୍ରାବର ଅଗ୍ନିକାଣ୍ଡ ଘଟି ୩ ବଖରା ଜଳିଯିବା ସହ ୨ଟି ବଳଦ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଖବର ପାଇ ବୋଲଗଡ଼ ଦମକଳ ବାହିନୀ…

ପାଳିତା କନ୍ୟାଙ୍କୁ ବଳାତ୍କାରକରି ଗିରଫ

କୁଆଁରମୁଣ୍ଡା,୨୨।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଅନ୍ତର୍ଗତ ଝୁନମୁର ପଞ୍ଚାୟତ ଏକ ବସ୍ତିରେ ପାଳିତା ନାବାଳିକା କନ୍ୟାକୁ ବାପା ବଳାତ୍କାର କରିଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ଖବର ପାଇ ଥାନାଧିକାରୀ ବିଜୟ କୁମାର ସିଂ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପୀଡିତା…

ସରପଞ୍ଚ ଦେଲେ ନୂଆ ଶାଢ଼ୀ, ପୂଜା ସାମଗ୍ରୀ: ସଂଗରୋଧରେ ଥିବା ମହିଳା ପାଳିଲେ ସାବିତ୍ରୀ ବ୍ରତ

ବନ୍ତ,୨୨।୫(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ଟିଏମ୍‌ସିରେ ଶୁକ୍ରବାର ସାବିତ୍ରୀ ବ୍ରତ ପାଳନ ହୋଇଯାଇଛି। ସଙ୍ଗରୋଧରେ ଥିବା ସଧବାମାନେ ସମଦୂରତ୍ୱ ରଖି ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଏସବୁ ସରପଞ୍ଚଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ବ୍ରତଧାରୀ ମହିଳାମାନେ…

କରୋନା ବଦଳାଇଲା ସାବିତ୍ରୀ ବ୍ରତ ପାଳନର ରୂପରେଖ: ମାସ୍କ ପିନ୍ଧି ପୂଜାର୍ଚ୍ଚନା କଲେ ମହିଳା

ବଲାଙ୍ଗୀର ଅଫିସ, ୨୨ା୫-ସାରା ଓଡିଶାରେ ସାବିତ୍ରୀ ବ୍ରତଧାରୀ ମହିଳାମାନେ ଉତ୍ସାହର ସହ ଏହି ଦିନକୁ ପାଳନ କରୁଛନ୍ତି ା ଏହି ଅବସରରେ ବଲାଙ୍ଗିରରେ ମଧ୍ୟ ସଧବାମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଶୁକ୍ରବାର ସକାଳୁ ସହରର ବିଭିନ୍ନ ସ୍ଥାନରେ ବ୍ରତପୂଜାର ଆୟୋଜନ…

ସଂଗରୋଧ ଗୃହରୁ ଖସି ପଳାଇ ଘରେ ପହଞ୍ଚିଲେ ପ୍ରବାସୀ: ଗ୍ରାମବାସୀଙ୍କ ବିରୋଧ

ପଦ୍ମପୁର,(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥପ୍ରସାଦ ପଞ୍ଚାୟତ ପାଟଣା ମିଶ୍ରପୁର ସଂଗରୋଧ ଗୃହରୁ ଜଣେ ବ୍ୟକ୍ତି ଖସି ପଳାଇ ନିଜ ଗ୍ରାମ ଜୟକୃଷ୍ଣପୁରରେ ପହଞ୍ଚିଛନ୍ତି। ସେ ହେଲେ ରମାକାନ୍ତ ସେଠୀ। ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ପ୍ରକାଶ ଯେ,…

ଶ୍ରମ ଆଇନ ବିରୋଧରେ ନାଲ୍‌କୋରେ ବିକ୍ଷୋଭ

ବଅଁରପାଳ,୨୨ା୫(ଡି.ଏନ୍‌.ଏ.): ଶ୍ରମ ଆଇନ୍‌ ବିରୋଧରେ ଶୁକ୍ରବାର ନାଲ୍‌କୋ ସ୍ମେଲଟର ଓ ସିପିପି ପ୍ଲାଣ୍ଟ ସମ୍ମୁଖରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶ୍ରମିକମାନଙ୍କ ଜୀବନ ଜୀବିକା ପ୍ରତି ଘୃଣ୍ୟ ଆକ୍ରମଣ ବନ୍ଦ, କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?