ଜମି ଅନୁଯାୟୀ ମିଳୁନି ଧାନବିକ୍ରି ଅନୁମତି
ଭଦ୍ରକ ଅଫିସ,୩।୧- ସରକାରୀ ସ୍ତରରେ ତଳସ୍ତରର କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଚାଷୀମାନେ ଉପଯୁକ୍ତ ପରିମାଣର ଧାନ ସମବାୟ ସମିତି ମାଧ୍ୟମରେ ବିକ୍ରି କରି ନ ପାରି ଦଲାଲଙ୍କ ଶୋଷଣର ଶିକାର ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଭଦ୍ରକ...
ଆନ୍ଦୋଳନ ପାଇଁ ଭଞ୍ଜସେନାର ଚେତାବନୀ
ବାରିପଦା ଅଫିସ,୩ା୧- ମୟୂରଭଞ୍ଜ ଜିଲାରେ ପର୍ଯ୍ୟଟନସ୍ଥଳ ଭରପୁର ଥିଲେ ମଧ୍ୟ ଏହାର ଉନ୍ନତି କିମ୍ବା ରକ୍ଷଣାବେକ୍ଷଣ ଦିଗରେ ରାଜ୍ୟ ତଥା କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ବିଭିନ୍ନ ସଂଗଠନ ଜିଲାରେ ପର୍ଯ୍ୟଟନ ଶିଳ୍ପ ସ୍ଥାପନ ପାଇଁ ଦାବି...
ସାହି ଭାଇ ଆସିଲେନି, ୨ ଦିନ ଘରେ ପଡ଼ି ରହିଲା ମୃତଦେହ: ପ୍ରଶାସନର ହସ୍ତକ୍ଷେପ ପରେ ହେଲା ଅନ୍ତିମ ସତ୍କାର
ବଡ଼ସାହି,୩ା୧(ସ୍ବ.ପ୍ର)- ଧର୍ମ ପରିବର୍ତ୍ତନ କରିଥିଲେ ବୋଲି ସାହିଭାଇ ମୃତଦେହ ଉଠାଇବାକୁ ଆସିଲେନି। ୨ ଦିନ ଘର ଭିତରେ ପଡ଼ି ରହିଲା ମୃତଦେହ । ଶେଷରେ ପ୍ରଶାସନର ହସ୍ତକ୍ଷେପ ପରେ ସତ୍କାର କରାଗଲା। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବଡ଼ସାହି...
ନିଆରା ଢଙ୍ଗରେ ନୂଆବର୍ଷ ପାଳିଲେ ଯବାନ
ଖଇରା, ୩।୧(ଡି.ଏନ.ଏ.)-ନୂଆବର୍ଷରେ ସମସ୍ତେ ଭୋଜିଭାତ କରି ମଉଜ ମଜଲିସରେ କଟାଉଥିବା ବେଳେ ଏହାକୁ ନିଆରା ଢଙ୍ଗରେ ପାଳିଛନ୍ତି ଖଇରା ବ୍ଲକ ଅଧୀନ ଗୋଳିହା ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ମୟୂର କୁମାର ଦାସ। ସିଆର୍ପିଏଫ ଯବାନ ମୟୁର ବୁଧବାର ନିଜର ବୋନସ...
‘ଗଣତାନ୍ତ୍ରିକ ପ୍ରକ୍ରିୟାରେ ବୁଦ୍ଧିଜୀବୀଙ୍କ ନୀରବତା ବିଡମ୍ବନା’: ସୃଜନିକାର ନବବର୍ଷର ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ
ବାଲିଆପାଳ,୩ା୧(ଡି.ଏନ.ଏ.)-ଗଣତାନ୍ତ୍ରିକ ପ୍ରକ୍ରିୟାରେ ବୁଦ୍ଧିଜିବୀଙ୍କ ନୀରବତା ବିଡମ୍ବନା। ଏବେ କେନ୍ଦ୍ର ସରକାରଙ୍କ ଦେଶରେ ସଂଶୋଧିତ ନାଗରିକ ଆଇନ (ସିଏଏ)ଓ ଜାତୀୟ ନାଗରିକ ପଞ୍ଜିକା(ଏନଆରସି)କୁ ନେଇ ଆନ୍ଦୋଳନ, ଜଳାପୋଡା, ରାଲି, ଧାରଣା ଚାଲିଥିବା ବେଳେ ବୁଦ୍ଧିଜୀବୀମାନେ ନୀରବ ରହିବା ପରିତାପର ବିଷୟ। ସେମାନେ...
ବିଦ୍ୟାଳୟରୁ ୨୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ ଉଭାନ
ସଜନାଗଡ଼, ୩।୧(ଡି.ଏନ.ଏ.)-ବିନା ଅନୁମତିରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଜଡ଼ିଦା ପଞ୍ଚାୟତ ରାଧାମାଧବ ଜୀଉ ହାଇସ୍କୁଲ ପରିସରରେ ଥିବା ୨୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ କାଟି ନିଆଯାଇଛି। ପ୍ରଧାନଶିକ୍ଷକ ଗୁରୁବାର ବିଦ୍ୟାଳୟରେ ପହଞ୍ଚତ୍ ଗଛ କଟା ହୋଇଥିବା ଦେଖି ନୀଳଗିରି...
ଛାତ୍ରୀଙ୍କ ବେକ କାଟିଲେ ଟ୍ୟୁଶନ ସାର୍
ବାଲେଶ୍ୱର ଅଫିସ, ୩ା୧-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଦେହୁର୍ଦ୍ଦା ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମର ଜଣେ ଯୁକ୍ତ ଦୁଇ ଶ୍ରେଣୀ ଛାତ୍ରୀଙ୍କ ବେକ ଓ ତାଙ୍କ ଡାହାଣ ହାତ ପାପୁଲିକୁ ତାଙ୍କ ଟ୍ୟୁଶନ...
ଅଭିଯୋଗକାରୀଙ୍କୁ ମାଡମାରି ଜେଲ ଗଲେ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷଙ୍କ ପୁତରା ବି ଗିରଫ
ନୂଆପଡା ଅଫିସ/ଖଡିଆଳ,୨ା୧- ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଫରେଷ୍ଟରଙ୍କୁ ମାଡପିଟ କରିବା ସହ ପୋଲିସକୁ ଗାଳିଗୁଳଜ କରିବା ଅଭିଯୋଗରେ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବରଙ୍କୁ ଗିରଫ କରିଛି ପୋଲିସ। ଗୁରୁବାର ପୂର୍ବାହ୍ନରେ ତାଙ୍କୁ ଗିରଫ କରାଯାଇଛି। ଦଫା ୩୪୧,...
ବାରିପଦା ହାଟରୁ ସାମୁଦ୍ରିକ ଜୀବ ଉଦ୍ଧାର, ଜଣେ ଗିରଫ
ବାରିପଦା ଅଫିସ,୨ା୧- ମୟୂରଭଞ୍ଜ ଜିଲା ବାରିପଦା ଷ୍ଟେସନ ବଜାର ସ୍ଥିତ ସାପ୍ତାହିକ ହାଟରୁ ଗୁରୁବାର ବନ ବିଭାଗ ପକ୍ଷରୁ ୧୪ଟି ସାମୁଦ୍ରିକ କଙ୍କଡା ପ୍ରଜାତିର ଜୀବ ଉଦ୍ଧାର ହୋଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ବିଭାଗ ଗିରଫ କରିଛି। ସୂଚନା...
ବଣପାରିଆ ଗାଁ ପୋଖରୀରେ ବିଦେଶୀ ପକ୍ଷୀ
ଖଇରା, ୨।୧(ଡି.ଏନ.ଏ)-ବାଲେଶ୍ୱର ଜିଲା ଖଇରା ବ୍ଲକ ସୋର-କୁପାରୀ ରାସ୍ତାର ଅନତିଦୂରରେ ଥିବା ବଣପାରିଆ ପୋଖରୀକୁ ବିଦେଶୀ ପକ୍ଷୀଙ୍କ ଆଗମନ ପରିବେଶକୁ ଆକର୍ଷଣୀୟ କରିଛି । ପ୍ରତିବର୍ଷ ଶୀତଋତୁ ହେଲେ ଏହି ପୋଖରୀକୁ ଦଳ ଦଳ ହୋଇ ଏହି ପକ୍ଷୀମାନେ ଖାଦ୍ୟ...
ବିଦ୍ୟୁତ ଆଘାତରେ ଆଖି ବୁଜିଲେ ଦମ୍ପତି
ସୁନାବେଡ଼ା,୨ା୧: କୋରାପୁଟ ଜିଲା ସୁନାବେଡ଼ା ମ୍ୟୁନିସିପାଲିଟି ଅଧୀନସ୍ଥ ପୋଲିସ କ୍ୟାମ୍ପରେ ରହୁଥିବା ସୁଧାକର ବିଶ୍ୱାଳ (୫୬) ଓ ତାଙ୍କର ସ୍ତ୍ରୀ ଚଞ୍ଚଳl ବିଶ୍ୱାଳ (୫୦) ବିଦ୍ୟୁତ ସଂସ୍ପର୍ଶରେ ଆସି ଉଭୟଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ଗୁରୁବାର ସୁଧାକର ଓଦାଲୁଗାକୁ ତାରରେ...
ବର୍ଷ ଆରମ୍ଭରୁ ଦୁର୍ଘଟଣା: ୨ ଦିନରେ ୬ ମୃତ
ରାୟଗଡ଼ା ଅଫିସ/ଜୟପୁର/ପାଣ୍ଡ୍ରିପାଣି/ସୁନାବେଡ଼ା, ୨ା୧(ନି.ପ୍ର./ଡି.ଏନ୍.ଏ.): ନୂଆବର୍ଷ ଆରମ୍ଭରୁ ଅବିଭକ୍ତ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ୫ଟି ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୨ ଜଣ ଗୁରୁତର ଓ ଆହତ...
Archives


