ଜାରକା ବଜାରରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା: ରାସ୍ତାପାର୍ଶ୍ୱ ପାଲଟିଛି ଲୋକଙ୍କ ଶୌଚାଳୟ
ଧର୍ମଶାଳା,୨୦।୯(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲାର ଜାରକା ବଜାରରେ ଦିନକୁ ଦିନ ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି। ରାସ୍ତାପାଶର୍ବରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ପଡୁଥିବାରୁ ଏହା ପଚିସଢ଼ି ଦୃଗନ୍ଧ ପରିବେଶ ସୃଷ୍ଟି କରୁଛି। ଜିଲାର ପ୍ରମୁଖ ବଜାର ମଧ୍ୟରେ ଜାରକା ଅଞ୍ଚଳ…
ଦାଦନ ଯିବା ଛାଡ଼ି ଚାଷ କଲେ ୪ ଭାଇ: କ୍ଷେତରେ ଫଳୁଛି ସୁନା
ଦାରିଙ୍ଗବାଡି, ୨୦।୯ (ଅରୁଣ ସାହୁ): ଆଉ ଦାଦନ ଖଟିବୁନି କାହାରି ଗୋଲାମ ସାଜିବୁନି। ନିଜ ଜମିରେ ନିଜେ ଖଟିବୁ ଆଉ ଚାଷ କାର୍ଯ୍ୟ କରି ଭଲରେ ଚଳିବୁ। ଏଭଳି ନିଷ୍ପତି ନେଇଛନ୍ତି ୪ ଭାଇ ଆଉ ନିଜର ପୈତୃକ ୫ ଏକର…
ବରଗଡ଼ରେ ସାର ସଙ୍କଟ, ଆନ୍ଦୋଳନ ଦାନା ବାନ୍ଧୁଛି
ବରଗଡ଼,୨୦।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍ ଚାଷ ପାଇଁ ସାର ସଙ୍କଟକୁ ନେଇ ଅସନ୍ତୋଷ ତେଜି ଉଠିଛି। ତେବେ ଜିଲାକୁ ପର୍ଯ୍ୟାପ୍ତ ପରିମାଣରେ ସାର ଆସିଥିବା ନେଇ ସରକାର କହୁଥିବାବେଳେ ସେହି ସାର କେଉଁଠି ରହିଛି, ତାକୁ ନେଇ ଏବେ ନାନା…
ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ୧୧୬ ଜଣ ଭିନ୍ନକ୍ଷମଙ୍କୁ ମିଳିଲା ସାର୍ଟିଫିକେଟ
କେସିଙ୍ଗା,୨୦।୯(ତୁମେଶ୍ବର ସାହୁ): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଅଧିକାରୀ ରାକେଶ ବୁଡ଼ଙ୍କ ନେତୃତ୍ୱରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।…
ଭବାନୀପାଟଣା ସହରରେ ବଢୁଛି ଜବରଦଖଲ: ଜମି ମାଫିଆ ମାଡି ବସିଛନ୍ତି ସରକାରୀ ଜମି
ଭବାନୀପାଟଣା,୨୦ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ମୁଖ୍ୟାଳୟ ଭବାନୀପାଟଣା ସହରରେ ଦିନକୁ ଦିନକୁ ଜବରଦଖଲ ବଢ଼ିବାରେ ଲାଗିଛି। ବିଶେଷ କରି ଜମି ମାଫିଆମାନେ ବହୁ ସରକାରୀ ଜମି ମାଡ଼ିବସିଛନ୍ତି। ବିଭିନ୍ନ ସ୍ଥାନରେ ସରକାରୀ ଜମି ଜବରଦଖଲ ହୋଇଥିବା ବେଳେ ସରକାରୀ ଅଫିସ…
ପୂର୍ବତନ ବିଧାୟକ, ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ପରଲୋକ
ସୁନ୍ଦରଗଡ,୨୦।୯(ଜୟ ନାରାୟଣ ମେଣ୍ଡୁଳି): ଜଣାଶୁଣା ଆଦିବାସୀ ଓ ଶ୍ରମିକ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଶୁକ୍ରବାର ମଧ୍ୟରାତ୍ରିରେ ଭୁବନେଶ୍ୱର ସ୍ଥିତ ଏକ ହସ୍ପିଟାଲରେରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା। ସେ…
କ୍ୟାନ୍ସର ହସ୍ପିଟାଲ ଅଚଳ, ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ
ବରଗଡ଼,୨୦।୯(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ନୂଆ ସରକାର ଆସିବାର ଦେଢବର୍ଷ ନ ପୂରୁଣୁ ବରଗଡ଼ କ୍ୟାନ୍ସର ହସ୍ପିଟାଲରେ ତାଲା ଝୁଲୁଛି। ଖୋଦ୍ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଏହି ଜିଲାର ପ୍ରଭାରୀ ଦାୟିତ୍ୱରେ ଥିବାବେଳେ ଜିଲାର ଏଭଳି ସ୍ବାସ୍ଥ୍ୟ…
ନୀତୀନ ଗଡକରୀଙ୍କଠାରେ ଏସବୁ ଦାବି କରିଥିଲେ ପ୍ରଦୀପ ପୁରୋହିତ, କେନ୍ଦ୍ରମନ୍ତ୍ରୀ ଦେଲେ ବଡ଼ ସୂଚନା
ବରଗଡ,୨୦।୯(ପ୍ରେମାନନ୍ଦ ଖମାରୀ) : ବଲାଙ୍ଗୀର-ପାଟଣାଗଡ-ହରିଶଙ୍କର- ନୃସିଂହନାଥ -ପାଇକମାଳ- ନୂଆପଡ଼ାକୁ ଜାତୀୟ ରାଜପଥ ଅନ୍ତର୍ଭୁକ୍ତ କରିବା ପାଇଁ ବରଗଡ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡକରୀଙ୍କଠାରେ ଦାବି କରିଥିଲେ । କେନ୍ଦ୍ରମନ୍ତ୍ରୀ ଗଡକରୀ…
ରାଜ୍ୟ ସ୍ତରୀୟ ବକ୍ସିଂରେ ୧ ସ୍ବର୍ଣ୍ଣ,୨ କାଂସ୍ୟ ପଦକ ହାସଲ କରି ଗୌରବ ଆଣିଲେ ଖେଳାଳି, ଛୁଟୁଛି ଶୁଭେଚ୍ଛାର ସୁଅ
ଅମରପାଲି,୨୦।୯(ପୀତାମ୍ବର ସାହୁ) ସୁବର୍ଣ୍ଣପୁର ଜିଲାର ବକ୍ସିଂ ଖେଳାଳିଙ୍କୁ ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ସଫଳତା ମିଳିଛି। ଉକ୍ତ ପ୍ରତିଯୋଗିତାରେ ଜଣେ ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ଦୁଇ ଜଣ ପ୍ରତିଯୋଗୀ କାଂସ୍ୟ ପଦକ ହାସଲ କରି ସୁବର୍ଣ୍ଣପୁର ଜିଲା ପାଇଁ…
ବନ୍ୟଜନ୍ତୁ ଶିକାର କରିବାକୁ ବିଦ୍ୟୁତ୍ ଫାଶ ବିଛାଉଥିଲେ ଯୁବକ, ପୋଲିସକୁ ଦେଖି…
ଦେବଗଡ,୨୦।୯(ଶଶାଙ୍କ ଶେଖର ଝାଙ୍କର): ବନ୍ୟଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ ଫାଶ ବିଛାଇବା ଅଭିଯୋଗରେ ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି । ଗିରଫ ଶିକାରୀ ଜଣକ ଦେବଗଡ ଥାନା ନୂଆଁଭୁଇଁ ଗ୍ରାମର ସୁନୀଲ ସାହୁ(୨୬)ବୋଲି ଜଣାପଡିଛି । ବନ ବିଭାଗ…
ଅପହରଣ ପରେ ହତ୍ୟା: ବାପା ପୁଅଙ୍କୁ ଆଜୀବନ କାରାଦଣ୍ଡ
ଛତ୍ରପୁର, ୧୯।୯ (ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ଛତ୍ରପୁର): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଗୋଦରା଼ପଲ୍ଲୀ ଗ୍ରାମର ଜଣେ ବ୍ୟକ୍ତିଙ୍କୁ, ୨୦୨୧ରେ ଅପହରଣ ପରେ ହତ୍ୟା କରାଯାଇଥିଲା। ଶୁକ୍ରବାର ଉକ୍ତ ମାମଲାର ଶୁଣାଣି ଛତ୍ରପୁର ଅତିରିକ୍ତ ଜିଲା ଦୌରାଜଜ ପ୍ରଦୀପ କୁମାର…
ଛତିଶଗଡ଼କୁ ଗଞ୍ଜେଇ ଚାଲାଣ: ଜଣଙ୍କ ପରେ ଜଣଙ୍କୁ ମାଡ଼ିବସିଲା
ତୁମୁଡିବନ୍ଧ,୧୯।୯(ଦୀପକକୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସକୁ ଏକ ବଡ ସଫଳତା ମିଳିଛି। ବାଲିଗୁଡା ଥାନା ଅଞ୍ଚଳରୁ ଛତିଶଗଡ଼କୁ ୧୮୦କିଗ୍ରା ଗଞ୍ଜେଇ ଚୋରା ଚାଲାଣବେଳେ ତୁମୁଡିବନ୍ଧ ପୋଲିସ କାବୁ କରିଛି। ସୂଚନାନୁସାରେ, ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ନେତୃତ୍ୱରେ ମିଶନ…
Archives


