ଆମ ଜିଲା ଖବର

ପି. ହରିକୃଷ୍ଣଙ୍କୁ ମିଳିଲା ଗୁରୁଦାୟିତ୍ୱ: ପୁଣି ସଭାପତି ଭାବେ ମନୋନୀତ

ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଦୁଇଦିନ ଧରି ଚାଲିଥିବା ଓଡ଼ିଶା କୃଷକ ସଭାର ଗଞ୍ଜାମ ଜିଲା ସମ୍ମିଳନୀ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସଭାରେ କୃଷକ ସଭାର ଜିଲା ସଭାପତି ପି.ହରିକୃଷ୍ଣ ରେଡ୍ଡୀ ଅଧ୍ୟକ୍ଷତା କରିଥିଲେ। କୃଷକ ସଭାର…

ପ୍ରୋତ୍ସାହନ ରାଶି ବୃଦ୍ଧି ପାଇଁ ଧାରଣାରେ ବସିଲେ ଏମବିକେ, ସିଆରପି, ବିଡିଓଙ୍କୁ ଦେଲେ ଦାବିପତ୍ର

ଗଞ୍ଜାମ, ୨୩।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଧୀନରେ କାର୍ଯ୍ୟରତ ଏମବିକେ, ସିଆରପି, କୃଷି ମିତ୍ର ଓ ପ୍ରାଣୀମିତ୍ର ପକ୍ଷରୁ ବିଭିନ୍ନ ଦାବି ନେଇ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପଦର୍ଶନ କରିଛନ୍ତି। ଏଥିସହ ପ୍ରୋତ୍ସାହନ ରାଶି ବୃଦ୍ଧି ଓ…

ରକ୍ତ ଦିଅ ଜୀବନ ବଞ୍ଚାଅ: କେସିଙ୍ଗାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ…

କେସିଙ୍ଗା,୨୩।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଗୋଷ୍ଠୀକେନ୍ଦ୍ରର ସୁପରିଟେଣ୍ଡଡେଣ୍ଟ ଡ଼.ପ୍ରଜ୍ଞା ପ୍ରିତିଶୃତି ମାଝିଙ୍କ ନେତୃତ୍ୱରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଗୋଷ୍ଠୀ କେନ୍ଦ୍ରର ସମସ୍ତ କର୍ମଚାରୀମାନେ ରକ୍ତଦାନ କରିଥିଲେ। ଏହି ଶିବିରକୁ…

ତହସିଲଦାରଙ୍କୁ ରେଡହ୍ୟାଣ୍ଡରେ ଧରିପକାଇଲେ ଭିଜିଲାନ୍ସ ଟିମ୍‌

ମହାକାଳପଡ଼ା,୨୩।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲଦାର ଶିବ ମଲିକ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ। ଜମି କିସମ ପରିବର୍ତ୍ତନ,ଦଖଲ ଖାରଜ, ଉଚ୍ଛେଦ କେସକୁ ନେଇ ଲାଞ୍ଚ ନେଉଥିବା ବେଳେ ରେଡହ୍ୟାଣ୍ଡରେ  ଧରାପଡ଼ିଛନ୍ତି।…

ପ୍ରବଳ ବର୍ଷାରେ ବେହାଲ ଭୋଗରାଇ: ୨୭ ପର୍ଯ୍ୟନ୍ତ ସମୁଦ୍ର ମନା, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଭୋଗରାଇ,୨୩।୯( ପ୍ରଦୀପ ଦାସ ): ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଗାଙ୍ଗେୟ ସମତଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି । ଏଭଳି ସ୍ଥିତିରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଲାଗୁଆ ପଶ୍ଚିମବଙ୍ଗ ସୀମାନ୍ତ ୨ ମେଦିନୀପୁର ଜିଲାରେ…

୧୩ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ସମବାୟ ସମିତିର ପୂର୍ବତନ ସମ୍ପାଦକ ଗିରଫ

ଭୁବନେଶ୍ୱର,୨୩।୯: ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ବାମନବିନ୍ଧା ସର୍ଭିସ ସମବାୟ ସମିତିର ପୂର୍ବତନ ସମ୍ପାଦକ ସୁଦର୍ଶନ ଖଟୁଆଙ୍କୁ ୧୩ ଲକ୍ଷ ୩୨ ହଜାର ୨୬୦ ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ କରିଛି। ରିପୋର୍ଟ ଅନୁଯାୟୀ, ଖଟୁଆ ବିଭିନ୍ନ…

ମିଶନଶକ୍ତିରେ କାର୍ଯ୍ୟରତ କର୍ମଚାରୀଙ୍କ ଧରଣା: ସରକାରଙ୍କ ନିଦ ନଭାଙ୍ଗିବା ଯାଏ…

ଧର୍ମଶାଳା,୨୩।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ପରିଶରରେ ମିଶନ ଶକ୍ତିର କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ନିଜର ନାର୍ଜ୍ୟ ଦାବି ହାସଲ କରିବାକୁ ଦେଇଥିବା ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିିଛି। ବର୍ଷା ହେଉଥିବା ସତ୍ତ୍ୱେ ମହିଳା ମା’ମାନେ…

ହାତୀ-ମଣିଷ ଲଢ଼େଇ: ସାଢ଼େ ୪ ମାସରେ ଗଲାଣି ୪୫ ଲୋକଙ୍କ ଜୀବନ

ଭୁବନେଶ୍ୱର,୨୩।୯: ବିଧାନସଭାର ମୌସୁମୀ ଅଧିବେଶନର ମଙ୍ଗଳବାର ଗୃହରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଡିଆ ରାଜ୍ୟବାସୀଙ୍କ ଆଗରେ ଏକ ବଡ଼ ତଥ୍ୟ ରଖିଛନ୍ତି। ହାତୀ-ମଣିଷ ଲଢ଼େଇ ମଧ୍ୟରେ ଗତ ସାଢ଼େ ୪ ମାସରେ ୪୫…

କେନ୍ଦୁପତ୍ର ଚାଲାଣ ଘଟଣା: ଫରେଷ୍ଟର ନିଲମ୍ବିତ

ବଲାଙ୍ଗିର,୨୩।୯(ସୁନିଲ କୁମାର ମହାନ୍ତି): ବେଆଇନ କେନ୍ଦୁପତ୍ର ଚାଲାଣ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଫରେଷ୍ଟର ଅରକ୍ଷିତ ଦଳେଇଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଡିଏଫଓ। ବିନା କାଗଜପତ୍ରରେ ଦେଓଗାଁ ଡିଭିଜନରୁ ୨୬ ବସ୍ତା କେନ୍ଦୁପତ୍ର ଚାଲାଣ ହେଉଥିଲା।

ଆୟୁର୍ବେଦୀୟ ଖାଦ୍ୟଦ୍ରବ୍ୟକୁ ନେଇ ଖାଦ୍ୟମେଳା, ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଲେ ଛାତ୍ରୀଛାତ୍ର

ବଲାଙ୍ଗୀର, ୨୩/୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଦଶମ ଆୟୁର୍ବେଦ ଦିବସ ବୁଧବାର ପାଳିତ ହୋଇଯାଇଛି । କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ଓ ରାଜ୍ୟ ଆୟୁଷ ଆୟୁଷ ନିର୍ଦେଶାଳୟ ସହ ଯୋଗରେ ମହାବିଦ୍ୟାଳୟ ପକ୍ଷରୁ…

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ ସିଆରପି,ଏମବିକେ ସଂଘ

କର୍ଲାମୁଣ୍ଡା,୨୩।୯(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସିଆରପି,ଏମବିକେ ସଂଘ ପକ୍ଷରୁ ମଙ୍ଗଳବାରଠାରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସରକାର ସିଆରପି,ଏମବିକେ ମାନଙ୍କୁ ମାସିକ ଦରମା ପ୍ରଦାନ ପରିବର୍ତ୍ତେ ଇନସେନଟିଭ ଆକାରରେ ପ୍ରୋତ୍ସାହନ ରାଶୀ ଦେବାକୁ…

କଳିଙ୍ଗା ଘାଟିର ଗୋଟିଏ ସ୍ଥାନରେ ଦ୍ୱିତୀୟଥର ଭୂସ୍ଖଳନ: ଘଟଣାସ୍ଥଳରେ ଜିଲାପାଳ

ଜି.ଉଦୟଗିରି, ୨୩।୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଦେଇ ଯାଇଥିବା ବିଜୟୱାଡା-ରାଞ୍ଚି ୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟି ଠାରେ ଗତ ୧୬ ତାରିଖରେ ଲଗାଣ ବର୍ଷା ଯୋଗୁଁ କଳିଙ୍ଗା ଘାଟି ରେ ଭୂସ୍ଖଳନ ଯୋଗୁଁ ରାସ୍ତା ଟି ଭାସିଯାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri