ଗାଈ ସହ ଅପ୍ରାକୃତ ଯୌନକ୍ରିୟା ଅଭିଯୋଗ: ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ମାଡ଼
ବାଲେଶ୍ୱର,୨୪।୯(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ଥାନା ଅଞ୍ଚଳରେ ମଙ୍ଗଳବାର ଅମାନବୀୟ ଘଟଣା ଘଟିଛି। ନିଜର ହିତାହିତ ଜ୍ଞାନ ଭୁଲି ଜଣେ ଯୁବକ ଏକ ଗାଈ ସହ ଅପ୍ରାକୃତିକ ଯୌନକ୍ରିୟା କରିବା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ଉକ୍ତ ଯୁବକଙ୍କୁ…
ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୨୮ ଯାଏ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
କୋରାପୁଟ,୨୨।୯(ଅମିତାଭ ବେହେରା): କୋରାପୁଟ ଜିଲାରେ ୨୮ ଯାଏ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲାପାଳ ଛୁଟି ବାତିଲ କରିଛନ୍ତି। ହେଡ କ୍ୱାର୍ଟର୍ସ ନ ଛାଡ଼ିବା ପାଇଁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାର…
ରାଜ୍ୟର ପ୍ରଥମ କ୍ରିଟିକାଲ କେୟାର ବ୍ଲକରେ ବାହାରୁ ପଡ଼ିଛି ତାଲା, ଭିତରୁ ସବୁ ଯନ୍ତ୍ରପାତି ଗାଏବ, ବର୍ଷେ ନ ପୂରୁଣୁ…
ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ଜିଲାର ଡାକ୍ତରଖାନାଗୁଡିକରେ ଡାକ୍ତର ସମେତ ଅନ୍ୟ ବିଭାଗୀୟ କର୍ମଚାରୀ ପଦବୀ ଖାଲି ପଡିଛି । ସେହିପରି ଜିଲା ମୁଖ୍ୟ ଡାକ୍ତରଖାନାରେ ହାଡଭଙ୍ଗା ରୋଗୀଙ୍କୁ କାର୍ଡବୋର୍ଡ ଚିକିତ୍ସା ଏବଂ ପରିବାର…
ସମଲେଶ୍ବରୀଙ୍କ ଚନ୍ଦ୍ରଘଣ୍ଟା ବେଶ, ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ
ବରଗଡ଼,୨୪।୯(ପ୍ରେମାନନ୍ଦ ଖମାରୀ): ଶାରଦୀୟ ପୂଜନୋତ୍ସବରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀ ବୁଧବାର ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଛି। ଭକ୍ତମାନେ ଧୂପ, ଦୀପ, ଫୁଲ…
ରକ୍ତମୁଖା ହୋଇଗଲେ ବାପା, କଟୁରୀ ଚୋଟରେ ଚାଲିଗଲା ପୁଅଙ୍କ ଜୀବନ
ଧର୍ମଶାଳା,୨୩।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଏଣ୍ଡଳବା ପଞ୍ଚାଯତ ବିଛାଖଣ୍ଡି ଦେଉରି ସାହିରେ ଘଟିଛି ଏକ ଅଭାବନୀୟ ଘଟଣା। ବାପାଙ୍କ କଟୁରୀ ଚୋଟରେ ପୁଅଙ୍କ ଜୀବନ ଯାଇଥିବା ଜଣାପଡିଛି। ମୃତକ ହେଲେ ଶମ୍ଭୁ ନାୟକ(୩୦)। ମିଳିଥିବା ସୂଚନା ଅନୁସାରେ, ପାରିବାରିକ…
ବିଏସ୍ପି ଜ଼ିଲା ସଭାପତି ହେଲେ ଥୁଆମୂଳ ରାମପୁର ମାଟିର ପୁଅ ସୋମନାଥ ନାଏକ
ଥୁଆମୂଳ ରାମପୁର,୨୩ା୯(ଦୁର୍ଗା କୀର୍ତ୍ତି)- ଭୁବନେଶରସ୍ଥିତ ବହୁଜନ ସମାଜ ପାର୍ଟି (ବିଏସ୍ପି) କାର୍ଯ୍ୟାଳୟଠାରେ ରବିବାର ରାଜ୍ୟ ସଭାପତି ସରୋଜ କୁମାର ନାଏକଙ୍କ ସଭାପତିତ୍ୱରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରୀୟ ସଂଯୋଜକ ଡ. ଲାଲଜୀ ମେଧାନକର ମୁଖ୍ୟ ଅତିଥି, ଓଡ଼ିଶା ରାଜ୍ୟ…
ବଧୂ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଗ୍ରାମବାସୀ ଥାନାର ଦ୍ୱାରସ୍ଥ, ଗଣଧାରଣା ଦେବାକୁ ଚେତାବନୀ…
କେସିଙ୍ଗା,୨୩ା୯(ତୁମେଶ୍ବର ସାହୁ)- ମୃତ କ୍ଷୀରବତୀ ସାହୁଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଗ୍ରାମବାସୀ କେସିଙ୍ଗା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ, କଳାହାଣ୍ଡି ଜିଲା କେସିଙ୍ଗା ଥାନା ଭମରମାଲ ଗ୍ରାମର ରୋମାଞ୍ଚଳ ସାହୁଙ୍କ ପୁତ୍ର ଜଗନ୍ନାଥ ସାହୁ ୨୦୨୩ ମସିହାରେ କଳାହାଣ୍ଡି…
ଦଶହରା ଲାଗି ଦାରିଙ୍ଗବାଡ଼ି ଚଳଚଞ୍ଚଳ: ସ୍ଥାପନ ହେଲା ଶୁଭ ଖୁଣ୍ଟି, ଆଡମ୍ବରରେ ପୂଜା ପାଳନ ଲାଗି…
ଦାରିଙ୍ଗବାଡି, ୨୩।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ମଙ୍ଗଳବାର ଦଶହରା ପର୍ବ ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ଏହି ଅବସରରେ ଦୁର୍ଗା ପୂଜା କମିଟିର ସଭାପତି ଜୟଚଦ୍ର ପଡ୍ରା ପୂଜା କର୍ମରେ କର୍ତ୍ତା ଭାବେ ବସିଥିବା ବେଳେ…
ତପ୍ତପାଣି ଘାଟିରେ ବାଇକ୍କୁ ପିଟିଲା ହାଇଓ୍ବା: ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ
ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟିରେ ମଙ୍ଗଳବାର ସାରେ ଏକ ହାଇୱା ଟ୍ରକ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ରାମକୃଷ୍ଣ ପାଣିଗ୍ରାହି(୩୨)।…
ନେଇ ଥିଲେ ଲାଞ୍ଚ: ତତ୍କାଳୀନ ରେଞ୍ଜରଙ୍କୁ ୪ ବର୍ଷ ଜେଲ ଦଣ୍ଡ
ବ୍ରହ୍ମପୁର,୨୩ା୯(ସୁବାସ ଚନ୍ଦ୍ର ପାଢ଼ୀ): ଏକ ଲାଞ୍ଚ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଜ୍ଞାନେନ୍ଦ୍ର କୁମାର ବାରିକ ମାମଲାର ବିଚାର କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଗଞ୍ଜାମ ଜିଲା ଦିଗପହଣ୍ଡିର ତତ୍କାଳୀନ ରେଞ୍ଜର କିଶୋର କୁମାର…
ତେଜିଲା ଆମପାଣି ବ୍ଲକ ଘୋଷଣା ଦାବି
କୋକସରା,୨୩ା୯ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତକୁ ନୂତନ ବ୍ଲକ ଘୋଷଣା ଦାବି ଜୋର ଧରିଛି। ଏ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବରୁ ଧର୍ମଗଡ଼ ଉପଜିଲାପାଳ ଓ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ସୋମବାର…
କୋରା ପ୍ରସାଦଙ୍କୁ ଝୁରୁଛି ଖେମୁଣ୍ଡି ଓକିଲ ସଂଘ
ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ସାନଖେମୁଣ୍ଡି ବ୍ଲକ ପି ରାମଚନ୍ଦ୍ରପୁର ଗ୍ରାମର ଓକିଲ କୋରା ପ୍ରସାଦ ବିଷୋୟୀ(୫୪)ଙ୍କ ପରଲୋକ ଘଟିଛି। ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ସଦସ୍ୟ କୋରାଙ୍କ ଅକାଳ ବିୟୋଗରେ ଓକିଲ ସଂଘର ସଭାଗୃହରେ…
Archives


