୩୦ ମିନିଟ୍ରେ ଜାମିନ ମିଳିବା ଘଟଣା: ଏସ୍ଆଇ ନିଲମ୍ବିତ
ଅନୁଗୋଳ ଅଫିସ,୩୦।୧: ତଦନ୍ତ ପ୍ରକ୍ରିୟାରେ ଅବହେଳା ଓ କେସ୍ ରେକର୍ଡରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କୋର୍ଟକୁ ପ୍ରଦାନ କରି ନ ଥିବାରୁ ଅନୁଗୋଳ ଥାନା ଏସ୍ଆଇ ଅରକ୍ଷିତ ସେଠୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳଙ୍କ ନିର୍ଦ୍ଦେଶକ୍ରମେ ଅନୁଗୋଳ...
ପରିବା ବୋଝେଇ ପିକ୍ଅପ୍କୁ ପିଟିଲା ଟ୍ରକ: ଦୁଇ ମୃତ, ଜଣେ ଗୁରୁତର
କେନ୍ଦୁଝର,୩୦।୧(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନେକଡାଘର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପରିବା ବୋଝେଇ ପିକ୍ଅପ୍ ଗାଡି ଖରାପ ଥିବାରୁ ଛିଡ଼ା ହୋଇ ସଜାଡୁ ଥିବା ସମୟରେ ପଛରୁ ଏକ ଆଇରନ ବୋଝେଇ ଟ୍ରକ ଧକ୍କା ଦେଇଥିଲା।...
ବିନା ଟେଣ୍ଡରରେ କାମ ହାତେଇଛି ଦିଲୀପ କନ୍ଷ୍ଟ୍ରକଶନ
ପୁରୀ ଅଫିସ, ୩୦ା୧: ଗତ ୨୪ତାରିଖରେ ଭୁବନେଶ୍ୱରସ୍ଥ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଛାତ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସମ୍ପୃକ୍ତ ଠିକା ସଂସ୍ଥା ଦିଲୀପ କନ୍ଷ୍ଟ୍ରକଶନର ମୁଖ୍ୟ ଦିଲୀପ ଖଟେଇଙ୍କ ସମେତ ୪ଜଣଙ୍କୁ ଗିରଫ...
ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଯୋଗାଇବା ଦାବି ନେଇ ଫେବୃୟାରୀ ୧ରେ କଂଗ୍ରେସର ଅନଶନ
ବରଗଡ଼ ଅଫିସ,୩୦।୧: ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା (ଖେଦାପାଲି)କୁ ସ୍ଥାନାନ୍ତର ପ୍ରତିବାଦରେ ଆସନ୍ତା ଫେବୃୟାରୀ ୧ତାରିଖ ସ୍ଥାନୀୟ ଗାନ୍ଧୀଛକରେ କଂଗ୍ରେସ ୨୪ ଘଣ୍ଟିଆ ଅନଶନ କରିବ। ଅନଶନରେ କଂଗ୍ରେସ ନେତା ନିପନ କୁମାର ଦାଶ,...
ପାଉଁଶ ପ୍ରଦୂଷଣ
ଜିଲାରେ କୋଇଲାକୁ ଜାଳେଣି ଭାବେ ବ୍ୟବହାର କରୁଥିବା ଅନେକ ଶିଳ୍ପାନୁଷ୍ଠାନ ରହିଛି। ଏହି ଶିଳ୍ପାନୁଷ୍ଠାନରୁ ପ୍ରତିଦିନ ରାସାୟନିକ ମିଶ୍ରିତ ଶହ ଶହ ଟନ ପାଉଁଶ (ଫ୍ଲାଏଆଶ୍) ବାହାରୁଛି। ସେହି ପାଉଁଶ ଏବେ ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ ବୋଝ ପାଲଟିଥିବା ବେଳେ ଜିଲାବାସୀ...
ଟ୍ରକ୍ ଧକ୍କାରେ ହାତୀର ଜୀବନଗଲା
ଢେଙ୍କାନାଳ ଅଫିସ୍, ୩୦।୧: ଢେଙ୍କାନାଳ ଜିଲା ଓଡପଡା ବ୍ଲକ ପୋଡାପଡା ଛକ ଏନଏଚ-୫୫ରେ ଗୁରୁବାର ଭୋରୁ ଟ୍ରକ ଧକ୍କାରେ ଏକ ହାତୀର ମୃତ୍ୟୁ ଘଟିଛି। ଟ୍ରକ ତଳେ ମୃତ ହାତୀଟି ଚାପି ହୋଇ ରହିଥିବାବେଳେ ତା’ ଦାନ୍ତଟି ଭାଙ୍ଗି ଅନ୍ୟ...
ସାଲାଇନ ନେବାବେଳେ ଛାତ୍ରଙ୍କ ମୃତ୍ୟୁ
ଢେଙ୍କାନାଳ ଅଫିସ, ୩୦।୧: ଢେଙ୍କାନାଳ ସହରସ୍ଥିତ ଗାନ୍ଧୀମନ୍ଦିର ରୋଡ୍ ନିକଟରେ ଥିବା ଏକ ଘରୋଇ କ୍ଲିନିକରେ ସାଲାଇନ ନେଉଥିବାବେଳେ ବୁଧବାର ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଅମୀର କୁମାର ଜେନା (୨୬)। ଚିକିତ୍ସାରେ ଅବହେଳା...
ଅସହାୟଙ୍କ ଅନ୍ତିମ ସଂସ୍କାର କଲେ
ଅନୁଗୋଳ ସହର, ୩୦ା୧: ଅସହାୟ ଅବସ୍ଥାରେ ଉଦ୍ଧାର ହୋଇ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତ ମାଧପୁର ଗ୍ରାମର ପ୍ରମୋଦ ନାଏକ(୫୦)ଙ୍କ ବୁଧବାର ମୃତ୍ୟୁ ହୋଇଛି। ମା’ ପାତି ନାଏକ(୭୦) ଓ ପ୍ରମୋଦଙ୍କୁ ଜିଲାର ସାଥୀ...
ନିୟମିତ ତଦାରଖ ହେବ ସରକାରୀ ଯୋଜନା
ଢେଙ୍କାନାଳ ଅଫିସ, ୩୦।୧: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍ଭାବନା ଗୃହରେ ବୁଧବାର ‘୫-ଟି’, ମୋ ସରକାର କାର୍ଯ୍ୟକ୍ରମ ସମେତ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ବ କମିଶନର (ଆର୍ଡିସି) ନିରଞ୍ଜନ ସାହୁ। ଏହି ଅବସରରେ ସେ ଅଧିକାରୀଙ୍କ ଉଦ୍ଦେଶ୍ୟରେ...
ଦାମ୍ପତ୍ୟ ଜୀବନ ଆରମ୍ଭ କଲେ ୩୧ ଯୋଡ଼ା କନ୍ୟା ବର
ଅନୁଗୋଳ ଅଫିସ୍, ୩୦।୧: ଅନୁଗୋଳ ଗାନ୍ଧୀମାର୍ଗସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବୁଧବାର ସାମୂହିକ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୋଳ ଶାଖା ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା। ଜିଲାରେ ଦ୍ୱିତୀୟ ଥର ପାଇଁ ଅନୁଷ୍ଠିତ...
ମା’ବାପ୍ ଛେଉଁଡ୍ ପିରବତୀକୁଁ ଘାରୁଛେ ପଢ଼ା ଚିନ୍ତା
କଣ୍ଟାବାଞ୍ଜି, ୩୦।୧ (ଡି.ଏନ୍.ଏ)- ସରକାର ‘ସଭେ ପଢ଼ୁନ୍ ସଭେ ବଢ଼ୁନ୍’ ନାରା ଦେଉଛନ୍। ଛାତ୍ରୀଛାତ୍ରକଁର ଲାଗି ବି ଅନେକ ଯୋଜନା କାଯ୍କାରୀ କରି କୋଟି କୋଟି ଟଁକା ଖରଚ୍ କରୁଛନ୍। ସେନ୍ତା ଆଦିବାସୀ ଛାତ୍ରୀଛାତ୍ରକଁର ଲାଗି ଭିନେ ସ୍କୁଲ ଖୁଲି...
ଯୁବ ସମାଜ ଲାଗି ଉଦାହରନ୍ ସାଜିଛନ୍ ଟଙ୍କଧର: ଚାକ୍ରି ବଦ୍ଲା ଚାଷ୍କେ କରିଛନ୍ ଜିବ୍କା
ଭବାନୀପାଟଣା,୩୦।୧(ଡି.ଏନ୍.ଏ.)- ଆଜିକାଲିର ସମାଜରେ ବଡ଼ଭାଗି ପଢ଼ାଗୁନା ପିଲା ଚାକ୍ରିର ପଛେ ଦଉଡୁଛନ୍। ସେନ୍ତା ଆରକେତେ ଗରିବ୍ ଘରର ପିଲା ଅଭାବ ଅନାଟନରୁ ପେଟ୍ପାଟନା ଲାଗି ଦାଦନ ଖଟିଯାଉଛନ୍। ହେଲେ କଳାହାଣ୍ଡି ଜିଲା କଲମପୁର ବ୍ଲକ ବିଜମରା ପଁଚେତ୍ ଡୁମେରମୁଣ୍ଡାର ଝନେ...
Archives


