ଗଞ୍ଜାମ: ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଯୋଗଦାନ
ଛତ୍ରପୁର,୨୪।୯(ଦିଲୀପ ସାମଲ): ଗଞ୍ଜାମ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ସୌରଭ ପ୍ରଧାନ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେ ପ୍ରଥମେ ଗଞ୍ଜାମ ଜିଲାପାଳଙ୍କୁ ସାକ୍ଷାତ କରି ନିଜର ଯୋଗଦାନ ପତ୍ର ପ୍ରଦାନ କରିଥିଲେ । ପୂର୍ବରୁ ସେ…
ହାଇଓ୍ବା ଧକ୍କାରେ ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ, ମୃତଦେହ ରଖି ରାସ୍ତା ଅବରୋଧ କଲେ…
ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ଓଡ଼ିଆ ସାହି ବାସିନ୍ଦା ତଥା ଗଜପତି ଜିଲା ମୋହନା ବ୍ଲକ ପିଣ୍ଡିକି ଗ୍ରାମ ହାଇସ୍କୁଲର କ୍ରୀଡା ଶିକ୍ଷକ ରାମକୃଷ୍ଣ ପାଣିଗ୍ରାହୀ ଓରଫ ବବୁଲ(୩୨) ବୁଧବାର ସାରେ ଏକ ହାଇୱା…
ଭଞ୍ଜ ରାଜବଂଶର ମନ୍ଦିର ଏଣିକି ଲୋକେ ବୁଝିବେ, ୧୭ ଜଣିଆ ପରିଚାଳନା କମିଟି ଗଠନ
ଭଞ୍ଜନଗର,୨୪ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କୁଲାଡ ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ବୁଧବାର ଏକ ୧୭ ଜଣିଆ ପରିଚାଳନା କମିଟି ଗଠନ ହୋଇଛି। ଏହା ସହିତ ଦୁଇଜଣଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି। ନୂତନ କମିଟିର ସଭାପତି ଭାବେ…
ଓଡ଼ିଶା ଚାଷୀଙ୍କ ଐତିହାସିକ ସଫଳତା: ସୁଦୂର ଆୟରଲ୍ୟାଣ୍ଡରେ ମିଳିବ ଢେଙ୍କାନାଳର ସବୁଜ ଅମୃତଭଣ୍ଡା, ସାରୁ
ଭୁବନେଶ୍ୱର,୨୪ା୯: ଓଡ଼ିଶାର କୃଷି କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ ହୋଇଛି। ଢେଙ୍କାନାଳର ‘ସପ୍ତଶଯ୍ୟା କୃଷକ ଉତ୍ପାଦକ କମ୍ପାନୀ’ ପ୍ରଥମ ଥର ପାଇଁ ୧୦୦ କିଲୋ ସାରୁ ଓ ୩୨୦ କିଲୋ ସବୁଜ ଅମୃତଭଣ୍ଡା କଲିକତାର ନେତାଜୀ ସୁବାସ ଚନ୍ଦ୍ର ବୋଷ…
ବଲାଙ୍ଗୀର: ଝାଡ଼ା ଯିବା ବାହାନାରେ ଥାନା ଝରକା ଭାଙ୍ଗି ଅଭିଯୁକ୍ତ ଫେରାର
ବଲାଙ୍ଗୀର,୨୪ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ପୁଇଁନ୍ତଲା ଥାନାରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତ ମଣ୍ଟୁ ଦଲେଇ ନାମକ ଏହି ବ୍ୟକ୍ତି ପୂର୍ବରୁ ଏକ ଚୋରୀ ମାମଲାରେ ସମ୍ପୃକ୍ତ ଥିଲେ। ଗତ ରାତିରେ ପୁଇଁନ୍ତଲା ପୋଲିସ ପେଟ୍ରୋଲିଂ ସମୟରେ ଛୁଇଁବନ୍ଧ…
ଭିଜିଲାନ୍ସ ଜାଲରେ RI: ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ
ଭଦ୍ରକ,୨୪ା୯: ଧାମନଗର ତହସିଲ ଅଧୀନ ରାଧାବଲ୍ଲଭପୁର ସର୍କଲର ରେଭେନ୍ୟୁ ଇନ୍ସପେକ୍ଟର (RI) ନଗେନ୍ଦ୍ର କୁମାର ଦାସ ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଜମି ମ୍ୟୁଟେସନ ମାମଲାରେ ରିପୋର୍ଟ ଦେବା ପାଇଁ ଜଣେ ଅଭିଯୋଗକାରୀଙ୍କଠାରୁ ୭ ହଜାର…
ବ୍ଲକ ପ୍ରଶାସନ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଶୁଣାଣି
ଦାରିଙ୍ଗବାଡ଼ି,୨୪ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ମଧ୍ୟରେ ବୁଧବାର ଏମ୍ଜିଏନ୍ଆର୍ଇଜିଏ ଯୋଜନାର ଜନଶୁଣାଣି କାର୍ଯ୍ୟକ୍ରମ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨୦୨୪ ଠାରୁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଏହି ଯୋଜନାରେ କରାଯାଇଥିବା ବିଭିନ୍ନ କାର୍ଯ୍ୟ…
ଜାରକା ବଜାରରୁ ସୁଧୁରୁନି ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା
ଧର୍ମଶାଳା,୨୪ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ଜାରକା ଅଞ୍ଚଳରେ ଅନେକ ସମୟରେ ଅଧା ଆଲୁଅ ଅଧା ଅନ୍ଧାର ଭଳି ପରିସ୍ଥିତି ଦେଖିବାକୁ ମିଳୁଛି। କାରଣ ରାସ୍ତା ପାର୍ଶ୍ୱରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ଗୁଡ଼ିକ ମାସରେ ଅଧା ଦିନ ଜଳିଲେ ଅଧା ଦିନ ବନ୍ଦ ରହୁଛି।…
ନିଜେ ଶୃଙ୍ଖଳିତ ରହିବା ସହ ଅନ୍ୟକୁ ଶୃଙ୍ଖଳିତ କରିବା ପାଇଁ ନେଲେ ଶପଥ
ଭଞ୍ଜନଗର,୨୪ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ବୁଧବାର ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ ନିର୍ଦ୍ଦେଶ…
ଦାଦନ ଖଟିବାକୁ ଯାଇ ଘରକୁ ଫେରିବା ବେଳେ ଟ୍ରେନ୍ରୁ ଶ୍ରମିକ ନିଖୋଜ, କାନ୍ଦିକାନ୍ଦି ସ୍ତ୍ରୀ କହୁଛନ୍ତି ମୋ’ ସ୍ବାମୀଙ୍କୁ ଫେରାଇ ଆଣ
ପୁରୁଷୋତ୍ତମପୁର,୨୪ା୯(ସୀମାଞ୍ଚଳ ମିଶ୍ର): ପରିବାର ପ୍ରତିପୋଷଣ କରିବା ଲାଗି ଦାଦନ ଖଟିବାକୁ ଯାଇଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ତଥା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ରେଙ୍ଗଟିପଲ୍ଲୀ ଗ୍ରାମର ସନ୍ତୋଷ ବେହେରା(୪୦)ଙ୍କ ୧୩ ଦିନ ହେଲା ପତ୍ତା ମିଳୁନି। ଫଳରେ ପରିବାର ଲୋକେ ସମ୍ପୂର୍ଣ୍ଣ…
କ୍ରିଟିକାଲ କେୟାର ବ୍ଲକରୁ ଯନ୍ତ୍ରପାତି ଚୋରି: କାର୍ଯ୍ୟାନୁଷ୍ଠାନ ଦାବି କଲା AAP
ବରଗଡ଼,୨୪ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଥିବା କ୍ରିଟିକାଲ କେୟାର ବ୍ଲକରୁ ଯନ୍ତ୍ରପାତି ଚୋରି ଘଟଣା ହଇଚଇ ସୃଷ୍ଟି କରିଛି। ପୋଲିସ ଏହାର ଥଳକୂଳ ପାଇ ପାରି ନ ଥିବାବେଳେ ଆମ୍ ଆଦ୍ମୀ ପାର୍ଟି(ଏଏପି) ଏହାର ଉଚ୍ଚସ୍ତରୀୟ ତଦନ୍ତ…
ବଧୂହତ୍ୟା ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଘେରାଉ, ସମୟ ମାଗିଲେ ଆଇଆଇସି
କେସିଙ୍ଗା,୨୪ା୯(ତୁମେଶ୍ୱର ସାହୁ): ସ୍ବର୍ଗତା କ୍ଷୀରବତୀ ସାହୁଙ୍କ ଶ୍ୱଶୁର, ଶାଶୁ ଓ ନଣନ୍ଦ ଙ୍କୁ ଗିରଫ ଦାବିରେ ମୃତ ପରିବାରବର୍ଗଙ୍କ ସମେତ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜ କଳାହାଣ୍ଡି ପକ୍ଷରୁ ଥାନା ସମ୍ମୁଖରେ ବୁଧବାର ପ୍ରତିବାଦ ଦେଇ ଗଣଧାରଣା ଦେଇଥିଲେ। ପୂର୍ବାହ୍ନ…
Archives


