ବେଳାଭୂମିରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଗୋପାଳପୁର,୧୫।୮-ଗଞ୍ଜାମ ଜିଲା ସୁନାପୁର ବେଳାଭୂମିରୁ ଶନିବାର ଗୋଳନ୍ଥରା ଥାନା ପୋଲିସ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ପ୍ରକାଶ ଯେ, ସୁନାପୁର ବେଳାଭୂମିରେ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକ…
ଭଣ୍ଡାରିପୋଖରୀରେ ୭୪ତମ ସ୍ବାଧୀନତା ଦିବସ
ଭଣ୍ଡାରିପୋଖରୀ,୧୫ା୮(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୪ ତମ ସ୍ବାଧୀନତା ଦିବସ କରୋନା ଯୋଗୁ ନିରାଡମ୍ବର ଭାବରେ ପାଳିତ ହୋଇଛି। ବ୍ଲକ ପରିସରରେ ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ବିଡିଓ ବିଜୟ କୁମାର ସାହୁ ଯୋଗ…
ଜାତୀୟ ପତାକାକୁ ଅବମାନନା: ଓଲଟା ଉଡ଼ାଇଲେ ତ୍ରିରଙ୍ଗା
ମାଲକାନଗିରି,୧୫।୮(ସ୍ବ.ପ୍ର.): ୭୪ ତମ ସ୍ବାଧୀନତା ଦିବସ ପାଳନ ବେଳେ ବିଦ୍ୟାଳୟରେ ଜାତୀୟ ପତାକାକୁ ଅବମାନନା କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଖାଇରପୁଟ ବ୍ଲକ ଅନ୍ତର୍ଗତ କୁସୁମପୁଟ ପ୍ରକଳ୍ପ ବିଦ୍ୟାଳୟରେ। କୋଭିଡ କଟକଣା ଯୋଗୁ କେବଳ ସ୍କୁଲ ଶିକ୍ଷୟିତ୍ରୀ…
ସଂଗରୋଧ ସରିବା ପରେ ଭୁଲିଗଲା ଗଞ୍ଜାମ ପ୍ରଶାସନ: ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଲାଣି ସ୍କୁଲ-କଲେଜ କୋଠା
ବ୍ରହ୍ମପୁର,୧୫।୮- ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ନିଜ ନିଜ ଜିଲ୍ଲାକୁ ଫେରି ଆସିଥିଲେ। ରାଜ୍ୟ ସରକାର ସେମାନଙ୍କୁ ବିଭିନ୍ନ ସ୍କୁଲ ଓ କଲେଜ ସଂଗରୋଧ ଗୃହରେ ରଖାଯାଇଥିଲା। ପ୍ରବାସୀମାନେ ସଙ୍ଗରୋଧରେ ରହିବା ଦ୍ୱାରା ମହାମାରୀ କରୋନାର ମୁକାବିଲା କରାଯାଇପାରିବ…
ପୋଖରୀରେ ବୁଡି ୨ ନାବାଳକ ମୃତ
ଜଗତସିଂହପୁର ଅଫିସ/ତିର୍ତ୍ତୋଲ ୧୫।୮- ଜଗତ୍ସିଂହପୁର ଜିଲା ତିର୍ତ୍ତୋଲ ଥାନାର ଖନ୍ଦୋଳ ଗାଁ ପୋଖରୀରେ ବୁଡ଼ି ଶନିବାର ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନିକଟସ୍ଥ ତୁଳଙ୍ଗ ଗାଁର ପ୍ରତ୍ୟୁଷ ବିଶ୍ୱାଳ ଓ ଆୟୁଷ ବିଶ୍ୱାଳ। ପ୍ରତ୍ୟୁଷ ଓ ଆୟୁଷ ନବମ…
ଖବରକାଗଜ ବିତରକ ଉଡାଇଲେ ତ୍ରିରଙ୍ଗା
ବରଗଡ଼ ଅଫିସ,୧୫।୮: ବରଗଡ଼ ଜିଲା ଖବରକାଗଜ ବିତରକ ସଂଘ ପକ୍ଷରୁ ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧୀଛକସ୍ଥିତ ନବରତ୍ନ ମିଡିଆ ସମ୍ମୁଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ…
ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲା ୩ ଜୀବନ
ଡାବୁଙ୍ଗା,୧୫ା୮(ଡି.ଏନ୍.ଏ.): ତିନିଦିନ ହେଲା ଲଗାଣବର୍ଷା ଯୋଗୁ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଞ୍ଚଳର ପୂର୍ଣ୍ଣ ପନକାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଶନିବାର ସକାଳେ ପୂର୍ଣ୍ଣଙ୍କ ୨ ପୁଅ ଓ ନାତୁଣୀ ଘର ଭିତରେ ଥିବା ସମୟରେ ଘରଟି ହଠାତ ଭାଙ୍ଗି…
ଢେଙ୍କାନାଳରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ
ଢେଙ୍କାନାଳ ଅଫିସ,୧୫।୮-ଢେଙ୍କାନାଳ ଷ୍ଟାଡିୟମଠାରେ ଶନିବାର ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଛି। ମୁଖ୍ୟଅତିଥି ଭାବେ ଜିଲାପାଳ ଭୁମେଶ ଚନ୍ଦ୍ର ବେହେରା ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଜିଲାର କୋଭିଡ ଯୋଦ୍ଧାମାନଙ୍କୁ ଜିଲାପାଳ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସପି…
କରୋନା ଆକ୍ରାନ୍ତଙ୍କ ଘରୁ ଚୋରି
ଚୌଦ୍ୱାର,୧୫।୮(ଡି.ଏନ୍.ଏ.): ଶୁକ୍ରବାର ବିଳମ୍ବିତ ରାତିରେ ବର୍ଷା ଓ ଅନ୍ଧାରର ସୁଯୋଗ ନେଇ ଜଣେ କରୋନା ଆକ୍ରାନ୍ତଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର। ଏହା ଚୌଦ୍ୱାର ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି । ସୂଚନା ଅନୁଯାୟୀ, ଚୌଦ୍ୱାର ଓଟିଏମ୍ କଲୋନୀ ସତ୍ୟନାରାୟଣ ମନ୍ଦିର…
ପୋଲ ଉପରୁ ନଦୀକୁ ଖସିଲା ମିନିଟ୍ରକ୍: ପହଁରି ଜୀବନ ବଞ୍ଚାଇଲେ ଡ୍ରାଇଭର, ହେଲପର
ମାଲକାନଗିରି,୧୫ା୮: ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମାଲକାନଗିରି ଜିଲାର ସମସ୍ତ ନଦୀର ପୋଲ ଉପରେ ୪ରୁ ୫ ଫୁଟ ଉଚ୍ଚରେ ପାଣି ପ୍ରବାହ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏହି ପରସ୍ଥିତିରେ ପାଙ୍ଗାମ୍,…
ପୁରୀରେ ସ୍ବାଧୀନତା ଦିବସ: ଅଭିବାଦନ ଗ୍ରହଣ କଲେ ଜିଲାପାଳ
ପୁରୀ ଅଫିସ,୧୫।୮: ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିଅମ ପଡିଆରେ ଆଜି ୭୪ତମ ସୱାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ବଲୱନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।…
ଦୁଇ ଦିନରେ ଚିହ୍ନଟ ହେଲେ ୫୨ କରୋନା ଆକ୍ରାନ୍ତ: ଜୁନାଗଡ଼ର ଏହି ୭ ଓ୍ବାର୍ଡ୍କୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କଲା ଜିଲା ପ୍ରଶାସନ
ଜୁନାଗଡ,୧୫।୮(ଡି.ଏନ୍.ଏ)-କଳାହାଣ୍ଡି ଜିଲା ଜୁନାଗଡ ସହରରେ ୨ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି। ଫଳରେ ସଂକ୍ରମଣ ବଢିବା ଆଶଙ୍କା କରି ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ମଧ୍ୟରାତ୍ରିଠାରୁ ସହରର ୭ଟି ୱାର୍ଡକୁ ଆସନ୍ତା ୨୦ତାରିଖ ମଧ୍ୟରାତ୍ରି ଯାଏ କଣ୍ଟେନମେଣ୍ଟ ଜୋନ୍ ଭାବେ…

