୧୮ ବର୍ଷ ପରେ ଗୁରୁ-ଶିଷ୍ୟଙ୍କ ଭେଟ, ବଖାଣିଲେ ବିଗତ ଦିନର ଅନୁଭୂତି
ଭଞ୍ଜନଗର,୨୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତୁରୁମୁ ସ୍ବାମୀ ଚିଦାନନ୍ଦ ଉଚ୍ଚ ବିଦ୍ୟାଳୟ ୨୦୦୭ ମାଟ୍ରିକ୍ ବ୍ୟାଚ୍ ଛାତ୍ରୀଛାତ୍ରଙ୍କ ବନ୍ଧୁମିଳନ ଉତ୍ସବ ରବିବାର ସୋରିଷମୁଳି ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି। ୧୮ ବର୍ଷ ପରେ ଛାତ୍ରୀଛାତ୍ର ନିଜର ପ୍ରିୟ ଗୁରୁଙ୍କୁ…
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ଏଥର ପୂଜାମଣ୍ଡପ ଜଗିବ ସିସିଟିଭି, ଶୃଙ୍ଖଳା ରକ୍ଷା ନ କଲେ…
ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ପୋଲିସ ପୂଜା ଉପଲକ୍ଷେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଶାନ୍ତିଶୃଙ୍ଖଳାର ସହ ପୂଜା ସମାପନ ହେବା ନେଇ ଏଥର ଜିଲାର ସମସ୍ତ ପୂଜାମଣ୍ଡପରେ ସିସିଟିଭି ଲାଗିବାକୁ ପୋଲିସ ପ୍ରଶାସନ ନିଷ୍ପତ୍ତି ନେଇଥିବା କନ୍ଧମାଳ ଏସ୍ପି…
ବ୍ରାହ୍ମଣପଦର ରାସ୍ତାରେ ହାତୀପଲ, ଲୋକେ ଭୟଭୀତ
ଭଞ୍ଜନଗର,୨୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡର ୫ଟି ରେଞ୍ଜରେ ୪୦ରୁ ଊର୍ଦ୍ଧ୍ୱ ହାତୀ ଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୨୭ଟି ହାତୀ ମୁଜାଗଡ଼ ରେଞ୍ଜରେ ଘୂରି ବୁଲୁଛନ୍ତି। ତାରସିଂ ରେଞ୍ଜରେ ୯ଟି ଅଛନ୍ତି। କେନ୍ଦ୍ରୀୟ ବନାଞ୍ଚଳ, ଗାଲେରି ଏବଂ…
ଆସିଥିଲେ ବିଦ୍ୟୁତ୍ ବିଲ ଆଦାୟ କରିବାକୁ: ଅଟକ ରଖିଲେ ଗ୍ରାମବାସୀ
ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗାଁରେ ରବିବାର ସନ୍ଧ୍ୟାରୁ ରାତି ଯାଏ ବିଦ୍ୟୁତ୍ କର୍ମଚାରୀଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି। ପ୍ରାୟ ୨ ମାସ ହେଲା ସମଗ୍ର ପଞ୍ଚାୟତ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ କାଟ ଏବଂ…
ଘରେ ପଶି ମହିଳାଙ୍କୁ ହତ୍ୟା ଧମକ: ପଡ଼ିଲା ମହଙ୍ଗା
ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ.ନୂଆଗାଁ ଥାନା ରାଇଗୁଡ଼ା ଗ୍ରାମର ମମତା ଦଳାଇଙ୍କୁ ଘରେ ପଶି ଜୀବନରେ ମାରି ଦେବାକୁ ଧମକ ଦେବା ଓ ସୁନା ଗହଣା ଲୁଟି ନେବା ଅଭିଯୋଗରେ ରବିବାର ଜଣଙ୍କୁ ନୂଆପଡ଼ା ଫାଣ୍ଡି…
ସ୍ବାମୀ ଥିଲେ ଓଏଏସ୍ ଏବେ ସ୍ତ୍ରୀ ପାଇଲେ
ମୋହନା,୨୮ା୯(ମନ୍ମଥ ମିଶ୍ର): ସ୍ବାମୀ ଥିଲେ ଓଏଏସ୍। ଏବେ ସ୍ତ୍ରୀ ପାଇଲେ ଓଏଏସ୍। ଓପିଏସ୍ସି ପରୀକ୍ଷାରେ ୨୩୧ ର଼୍ୟାଙ୍କରେ ସଫଳତା ପାଇଥିବା ଏହି ମହିଳା ଜଣକ ହେଉଛନ୍ତି ଜୟଶ୍ରୀ ଦଳାଇ। ସେ ମୋହନା ବ୍ଲକ ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମର ଅତନୁ ପାତ୍ରଙ୍କ ସ୍ତ୍ରୀ।…
ମୋବାଇଲ୍ ନମିଳିବାରୁ ୧୦ ବର୍ଷର ବାଳକର ଆତ୍ମହତ୍ୟା, ଦଶହରା ଛୁଟିରେ ଘରକୁ ଫେରିଥିଲେ
କେନ୍ଦୁଝର,୨୭।୯: ଦଶହରା ଛୁଟିରେ ଘରକୁ ଫେରିଥିବା ଏକ ୧୦ ବର୍ଷୀୟ ଛାତ୍ର ମା’ଙ୍କ ମୋବାଇଲ୍ ଫୋନ୍ ନ ମିଳିବାରୁ ଆତ୍ମହତ୍ୟା କରିଥିବା ଘଟଣା କେନ୍ଦୁଝର ଜିଲାରେ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି। ଏହି ଦୁଃଖଦ ଘଟଣା ଶନିବାର ଜିଲାର ଘଟଗାଁ…
କୂଳ ଲଂଘିଲା ଗଙ୍ଗାହାର: ପଞ୍ଚମ ଥର ପାଇଁ ଆସିଲା ବନ୍ୟା
ଗୋପବନ୍ଧୁ ନଗର, ୨୮ା୯(ଶାନ୍ତନୁ କୁମାର ମଢୁଆଳ)- ଲଘୁଚାପ ପ୍ରଭାବରେ ୫ ଦିନ ଧରି ଲଗାଣ ବର୍ଷା ଯୋଗୁ ମୟୂରଭଞ୍ଜ ଜଲା ଗୋପବନ୍ଧୁ ନଗର ବ୍ଲକ ଦେଇ ପ୍ରବାହିତ ଗଙ୍ଗାହାର ନଦୀରେ ଚଳିତ ବର୍ଷ ପଞ୍ଚମ ଥର ପାଇଁ ବନ୍ୟା ଆସିଛି। ସେହିପରି…
ଆରମ୍ଭ ହେଲା ଫୁଟବଲ ଟୁର୍ନାମେଣ୍ଟ: ଜାଣନ୍ତୁ ଯୋଗ ଦେଇଛନ୍ତି ଏହି ସବୁ ବଡ଼ ଦଳ…
ପାଟଣା,୨୮।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତ ଗୋଡିପଖରୀ ଗ୍ରାମର ଜୀବନଦୀପ କ୍ଲବ ଆନୁକୁଲ୍ୟରେ ରବିବାର ପ୍ରଥମ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାୟକ,…
ରାସ୍ତା କାଦୁଅ ପଚପଚ: କାହାକୁ କହିବା ଶୁଣିବ କିଏ, ଚିନ୍ତାରେ ଅଞ୍ଚଳବାସୀ
ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୨୮।୯ଅରୁଣ ସାହୁ /ମନୋରଞ୍ଜନ ରଣା): ଦିନେ କି ଦୁଇ ଦିନ ନୁହଁ, ବର୍ଷ ବର୍ଷ ଧରି ପଞ୍ଚାୟତ ମୁଖ୍ୟାଳୟକୁ ଯିବାପାଇଁ ରାସ୍ତା ଟିଏ ନାହିଁ। ଏନେଇ ଅଞ୍ଚଳବାସୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦୀର୍ଘ ଦିନ ହେଲା ଦାବି କରିଆସୁଛନ୍ତି। ହେଲେ…
ସାହିତ୍ୟର ବିକାଶ ଲାଗି ସାମୁହିକ ଉଦ୍ୟମ ଲୋଡ଼ା
ଭଞ୍ଜନଗର,୨୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ରବିବାର କବି ସମ୍ରାଟ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହିତ୍ୟ ଓ ସମାଜ ଉପରେ ଏକ ଆଲୋଚନାଚକ୍ର ଅନଷ୍ଠିତ ହୋଇଥିଲା। ଏହି…
ମୁଖ୍ୟମନ୍ତ୍ରୀଙ୍କ ଘରେ ଗୋବିନ୍ଦଙ୍କ ପରିବାର: କଲେ ଏଭଳି ଦାବି…
ଭୁବନେଶ୍ୱର,୨୮।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ରବିବାର ଗୋବିନ୍ଦ ସାହୁଙ୍କ ପରିବାର ଲୋକେ ପହଞ୍ଚିଥିଲେ। ଏହି ଅବସରରେ ଗୋବିନ୍ଦଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଗୋବିନ୍ଦଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ। ମମିତା ମେହେର…
Archives


