ଉପନିର୍ବାଚନ ପାଇଁ ପ୍ରଶାସନର ତତ୍ପରତା: ପ୍ରଶାସନ ଓ ରାଜନୈତିକ ଦଳ ସହ କମିଶନରଙ୍କ ଆଲୋଚନା
ନୂଆପଡ଼ା,୨୯ା୯ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ଜିଲା ପ୍ରଶାସନ ତପତ୍ରତା ପ୍ରକାଶ କରିଛି। ରବିବାର ଉତ୍ତରାଞ୍ଚଳ ରାଜସ୍ବ କମିଶନର ତଥା ଇଲେକ୍ଟୋରାଲ ରୋଲ ଅବଜର୍ଭର ସଚିନ ରାମଚନ୍ଦ୍ର ଯାଦବ ନୂଆପଡ଼ା ଗସ୍ତ କରି ଜିଲାପାଳ, ଏସ୍ପି, ପ୍ରଶାସନିକ ଅଧିକାରୀ, ବିଭିନ୍ନ…
ଆର୍ଏସ୍ଏସ୍ର ଶତାବ୍ଦୀ ବର୍ଷ ଉତ୍ସବ ପାଳିତ
ଭଞ୍ଜନଗର,୨୯ା୯(ବାବୁଲା ପ୍ରଧାନ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ଏସ୍) ଭଞ୍ଜନଗର ଶାଖା ପକ୍ଷରୁ ରବିବାର ଏବଂ କୁଲାଡ ଶାଖା ପକ୍ଷରୁ ସୋମବାର ଆରଏସ୍ଏସ୍ର ଶତାବ୍ଦୀ ବର୍ଷ ଉତ୍ସବ ପାଳନ ହୋଇଛି। ଏହି ଦୁଇ କାର୍ଯ୍ୟକ୍ରମରେ ସଂଘରେ ଯୋଗ ଦେଇଥିବା ଶତାଧିକ ସଭ୍ୟ…
ଦିଗପହଣ୍ଡିର ଗୌରବ ଓଏଏସ ଉତ୍ତୀର୍ଣ୍ଣ କାଳୁଙ୍କୁ ଭେଟିଲେ ବିଧାୟକ
ଦିଗପହଣ୍ଡି,୨୯ା୯(ଅଶେଷ ନାଥ ମିଶ୍ର): ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୯୫ ର଼୍ୟାଙ୍କ ରଖି ସଫଳତା ହାସଲ କରିଥିବା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ସିଦ୍ଧେଶ୍ୱର ଗ୍ରାମର ଚାଷୀ ପୁଅ କାଳୁ ରାଉତଙ୍କୁ ସୋମବାର ସିଦ୍ଧେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ସେ…
ଗୋଡ଼ାଇଲା ହାତୀ: ଦୌଡ଼ିଲେ ବନକର୍ମଚାରୀ
ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ସୋମବାର ସୁଧା ୫୨ଟି ହାତୀଥିବା ଜଣାପଡିଛି। ସନ୍ଧ୍ୟା ହେଲେ ହାତୀମାନେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ବ୍ୟାପକ କ୍ଷତି କରୁଛନ୍ତି।ସୋମବାର ସନ୍ଧ୍ୟାରେ ଗୋଟିଏ ଦନ୍ତା ହାତୀ ବୁଦୁଲି…
ତେରେସିଂହାର ମା’ ବସ୍ତ୍ରେନ ମନ୍ଦିର ପ୍ରତିଷ୍ଠା
କର୍ଲାମୁଣ୍ଡା,୨୯।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ମା’ ବସ୍ତ୍ରେନ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ସୋମବାର ହୋଇ ଯାଇଛି । ଏଥିରେ ସହଦେବ ନାଗ ଓ ତାଙ୍କ ପତ୍ନୀ ଉର୍ମିଳା ନାଗ କର୍ତ୍ତା ଦାୟିତ୍ୱରେ ରହିଥିବା ବେଳେ…
ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: କଲେଜ ନିକଟ ରାସ୍ତା କଡ଼ରୁ ମିଳିଲା ମୃତଦେହ
ପାଟଣା,୨୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ମାଟିଆଗୁନି ରାସ୍ତାର କଲେଜ ନିକଟ ରାସ୍ତା କଡ଼ ବିଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଠାକୁରମୁଣ୍ଡା ଥାନା ଜଡ଼ିବିଲ ଗ୍ରାମର ବିରଞ୍ଚି ନାରାୟଣ ମହାନ୍ତ (୪୦)…
ଘୁମୁସର ଉତ୍ତର ବନଖଣ୍ଡରେ ୫୨ ହାତୀ: ଲୋକେ ସେଲ୍ଫି ନେବାକୁ…
ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ସୋମବାର ସୁଧା ୫୨ଟି ହାତୀଥିବା ଜଣାପଡିଛି। ସନ୍ଧ୍ୟା ହେଲେ ହାତୀମାନେ ଜଙ୍ଗଲରୁ ବାହାରି ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡିକରେ ବ୍ୟାପକ କ୍ଷତି କରୁଛନ୍ତି। ରବିବାର ରାତିରେ ହାତୀ ନିଧିଆପଲ୍ଲୀ ଗାଲେରି…
ପୂଜା ପାଇ ଟ୍ବିନସିଟିରେ ସୁରକ୍ଷା କଡ଼ାକଡି
ଭୁବନେଶ୍ୱର,୨୯।୯: ପାର୍ବଣ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଥିବା ବେଳେ ଟ୍ବିନସିଟି କଟକ-ଭୁବନେଶ୍ୱର ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ବିନସିଟିରେ ୬୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା…
କେନ୍ଦ୍ର କୁଇକୁଳ ସମିତିର ବୈଠକ ପଞ୍ଚାୟତ ସ୍ତରରୁ କେନ୍ଦ୍ର କମିଟି ପର୍ଯ୍ୟନ୍ତ ସୁଦୃଢ଼ କରିବାକୁ…
ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି କୁଇକୁଳ ସମାଜ କାର୍ଯ୍ୟାଳୟଠାରେ କେନ୍ଦ୍ର କୁଇକୁଳ (କୁଇ ସମାଜ)ସମିତିର ବୈଠକ କେନ୍ଦ୍ର ସଭାପତି କ୍ଳେଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ସମିତି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସହ ବିଭିନ୍ନ ମୌଳିକ…
ଫିଲ୍ମ ଷ୍ଟାଇଲରେ ବ୍ୟବସାୟୀ ସୁଶିଲଙ୍କୁ ପହରଣ: କଳାରାତିର ଲୋମଟାଙ୍କୁରା କଥା…
ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ):ଖୋର୍ଦ୍ଧା ଜିଲା ବାଲୁଗାଁର ଜଣାଶୁଣା ବ୍ୟବସାୟୀ ସୁଶିଲ ସୁବୁଦ୍ଧିଙ୍କୁ ଅପହରଣ କରି ୧କୋଟି ଟଙ୍କା ମାଗିବା ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଗୋଟେ କାର, ନଗଦ ୬ଲକ୍ଷ ୨୫ହଜାର ଟଙ୍କା, ମାରଣାସ୍ତ୍ର ସହ ମୋବାଇଲ ପୋଲିସ…
ଏସିଆ କପ୍ରେ କାହାକୁ ମିଳିଲା କେଉଁ ପୁରସ୍କାର: ଜାଣନ୍ତୁ ସବୁକିଛି
ଦୁବାଇ,୨୯।୯: ଟିମ ଇଣ୍ଡିଆ ପାକିସ୍ତାନକୁ ପରାସ୍ତ କରି ଏସିଆ କପ୍ ଚାମ୍ପିଅନ ହୋଇଥିଲା। କିନ୍ତୁ ପରେ ସେମାନଙ୍କୁ ଟ୍ରଫି ପାଇବାରୁ ବଞ୍ଚିତ କରାଯାଇଥିଲା। ଏସିଆ କପ ଫାଇନାଲରେ ଟିମ ଇଣ୍ଡିଆର ବିଜୟର ନାୟକ ତିଲକ ବର୍ମାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ…
ରାଜଧାନୀରେ ଚାଞ୍ଚଲ୍ୟ: ଫୁଲ ତୋଳାକୁ ନେଇ ମହିଳାଙ୍କୁ କଷିଦେଲେ ବିଧା ଗୋଇଠା
ଭୁବନେଶ୍ବର,୨୯।୯: ରାଜଧାନୀ ଭୁବନେଶ୍ୱର ଜିଜିପି କଲୋନୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଫୁଲ ତୋଳାକୁ ନେଇ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ଦୁର୍ବୃତ୍ତମାନେ ମହିଳାଙ୍କୁ ତଳେ ପକାଇ ବିଧା ଗୋଇଠା ମାଡ଼ ମାରିଥିଲେ। ଏନେଇ ମହିଳା ଜଣକ ମଞ୍ଚେଶ୍ବର…
Archives


