ଦକ୍ଷେଶ୍ୱର ଉପ୍ରା ବିଦ୍ୟାଳୟ : ୮ ଶ୍ରେଣୀକୁ ୫ କୋଠରି
ଆଠମଲ୍ଲିକ, ୧୩ା୩(ଡି.ଏନ.ଏ.) – ଶିକ୍ଷାର ବିକାଶ ପାଇଁ ସରକାର ଅଗ୍ରାଧିକାର ଭିତ୍ତିରେ ଯୋଜନା କରୁଥିବା ଡିଣ୍ଡିମ ପିଟୁଥିବାବେଳେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକରେ। ଏହି ବ୍ଲକର ଲିପିଲୋଇ ଗ୍ରାମରେ ଥିବା ଦକ୍ଷେଶ୍ୱର ସରକାରୀ...
୫ ଜଣିଆ ଡକାୟତ ଦଳ ଗିରଫ
ତାଳଚେର,୧୩ା୩(ନି.ପ୍ର.) – ତାଳଚେର ବ୍ଲକ ଡେରା ନିକଟସ୍ଥ ସୁଭଦ୍ରା ପେଟ୍ରୋଲ ପମ୍ପରୁ ଲୁଟ୍ ଯୋଜନା କରୁଥିବାବେଳେ ଏକ ୫ ଜଣିଆ ଡକାୟତ ଦଳକୁ ମଙ୍ଗଳବାର ସନ୍ଧ୍ୟାରେ କୋଲିୟରୀ ପୋଲିସ ଗିରଫ କରିଛି। ତେବେ ଅନ୍ୟ ଜଣେ ଡକାୟତ ଘଟଣାସ୍ଥଳରୁ ଫେରାର...
ଇସ୍ରୋ ଯିବେ ନବୋଦୟ ଛାତ୍ରୀ
ବନ୍ତଳା, ୧୩।୩(ଡି.ଏନ୍.ଏ)- ଅନୁଗୋଳ ସ୍ଥିତ ଚମ୍ପତିମୁଣ୍ଡା ଜବାହର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ମନସ୍ବିନୀ ସାହୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱାରା ଆୟୋଜିତ ହେବାକୁ ଥିବା ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ-୨୦୨୦(ୱାଇୟୁଭିଆଇକେଏ-୨୦୨୦) ପାଇଁ ପ୍ରଥମ ପର୍ଯ୍ୟାୟରେ ସର୍ବଭାରତୀୟ...
ଜୁନ୍ରୁ ଜିଲାରେ ଇ-କାର୍ଯ୍ୟାଳୟ
ଅନୁଗୋଳ ଅଫିସ୍, ୧୩।୩ – ଅନୁଗୋଳ ଜିଲା କାର୍ଯ୍ୟାଳୟରେ ଲାଗୁ ହେବ ଇ-କାର୍ଯ୍ୟାଳୟ। ଏହି ବ୍ୟବସ୍ଥା ଫଳରେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଚିଠି ଧରି ଆଉ ଏ ବିଭାଗରୁ ସେ ବିଭାଗ ବୁଲିବାକୁ ପଡ଼ିବ ନାହିଁ। ଫାଇଲ ବି ନାଲି...
ଲାଗିଲାଣି ୧.୧୨ ଲକ୍ଷ ଗଛ
ଢେଙ୍କାନାଳ ଅଫିସ, ୧୩।୩ – ସବୁଜ ମହାନଦୀ ମିଶନକୁ ସଫଳ କରିବାକୁ ଢେଙ୍କାନାଳ ଜିଲା ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ। ଶିଳ୍ପସମୃଦ୍ଧ ଜିଲାରେ ଜଙ୍ଗଲ ସମ୍ପଦ ବୃଦ୍ଧି କରିବା, ଜଙ୍ଗଲ ଅବକ୍ଷୟ ରୋକିବା ଏବଂ ବନୀକରଣ ମାଧ୍ୟମରେ...
କିଡ୍ନୀ ଚୋରି ଅଭିଯୋଗ
ଢେଙ୍କାନାଳ ଅଫିସ, ୧୩।୩ – ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଖଙ୍କର ଗ୍ରାମର କବିତା ପାଣି (୪୩)ଙ୍କ କିଡ୍ନୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତା ଗୁରୁବାର ଜିଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଟାଉନ ଥାନାରେ ଲିଖିତ...
ଶ୍ମଶାନ ସ୍ଥାନ, ନାଳରେ ଆବର୍ଜନାକୁ ନେଇ ଅସନ୍ତୋଷ
ଫୁଲବାଣୀ ଅଫିସ, ୧୩ା୩-ଫୁଲବାଣୀ ପୌର ପରିଷଦ ଅଧୀନ ପେଞ୍ଜିସାହିର ଶ୍ମଶାନ ସ୍ଥାନକୁ ଏବେ ପୌର ପରିଷଦ ନିଜ ଦଖଲକୁ ନେଇଛି। ଶ୍ମଶାନ ପାଇଁ ପୌର ପରିଷଦ ଅନ୍ୟତ୍ର ସ୍ଥାନ ଯୋଗାଇ ଦେବ ବୋଲି ପୂର୍ବରୁ କହି ଆସୁଥିଲେ ମଧ୍ୟ ଏ...
ଦେଶୀ ପିସ୍ତଲ ସହ ନମ୍ବରବିହୀନ କାର ଜବତ, ଜଣେ ଗିରଫ
କ.ନୂଆଗଁ।,୧୩ା୩(ଡି.ଏନ୍.ଏ.): କନ୍ଧମାଳ ଜିଲା କ.ନୂଆଗଁ। ଥାନା ଓଆଇସି ପ୍ରକାଶ ଚନ୍ଦ୍ର ପ୍ରଧାନ ପାଟ୍ରୋଲିଂ କରୁଥିବାବେଳେ କୁଡୁତୁଲି ପଞ୍ଚାୟତ ନିକଟରେ ଏକ ନମ୍ବରବିହୀନ କାର ଦେଖି ଅଟକାଇଥିଲେ। ଯାଞ୍ଚବେଳେ ସେଥିରୁ ଏକ ଦେଶୀ ପିସ୍ତଲ ସହ ୫ ଗୁଳି ମିଳିଥିଲା। ଏଥିସହ...
ସୁନା ଚେନ୍ ଚୋରି ଅଭିଯୋଗ, ଦମ୍ପତି ଗିରଫ
ଛତ୍ରପୁର,୧୩ା୩(ଡି.ଏନ.ଏ)- ଛତ୍ରପୁରଠାରେ ଦୋଳଯାତ୍ରା ଚାଲିଥିବାବେଳେ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ନେଇଥିବା ଅଭିଯୋଗରେ ଗୁରୁବାର ଏକ ଦମ୍ପତିଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ କଟକ ମାଲଗୋଦାମ ଥାନା ଜୋବ୍ରା ଚୁନାଭାଟି ଅଞ୍ଚଳର ପି. ରବି ରାଓ ଓ...
ଏମ୍କେସିଜିରେ ନାହାନ୍ତି ନ୍ୟୁରୋଲୋଜି ବିଶେଷଜ୍ଞ
ବ୍ରହ୍ମପୁର ଅଫିସ,୧୩ା୩-ଦକ୍ଷିଣ ଓଡ଼ିଶାର ବୃହତ୍ତମ ଚିକିତ୍ସାଳୟ ବ୍ରହ୍ମପୁରସ୍ଥ ଏମ୍କେସିଜି ମେଡିକାଲ କଲେଜ ହସ୍ପିଟାଲ। ଏଠାରେ ଗୁରୁତ୍ୱପୂର୍ଣ୍ଣ ନ୍ୟୁରୋଲୋଜି ବିଭାଗରେ ଦୀର୍ଘଦିନରୁ ବିଶେଷଜ୍ଞ ନାହାନ୍ତି । ଅପରପକ୍ଷରେ ୫୮ ବର୍ଷର ଏହି ମେଡିକାଲରେ ବର୍ନିଂ ୱାର୍ଡ ନ ଥିବାରୁ ରୋଗୀ ହନ୍ତସନ୍ତ...
ଆୟୁଷ ଡାକ୍ତରଙ୍କ ହାତରେ ସ୍ବାସ୍ଥ୍ୟସେବା
ଭଦ୍ରକ ଅଫିସ, ୧୩।୩- ଭଦ୍ରକ ଜିଲାର ବିଭିନ୍ନ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲା ଚିକିତ୍ସାଳୟକୁ ମିଶାଇ ଜିଲାରେ ପ୍ରାୟ ୬୩ଟି ଡାକ୍ତରଖାନା ରହିଛି। ଯାହା ଉପରେ ଲକ୍ଷାଧିକ ଲୋକ ସ୍ବାସ୍ଥ୍ୟସେବା ଲାଗି ନିର୍ଭରଶୀଳ। ହେଲେ ସବୁଠି ଡାକ୍ତର ଅଭାବ...
ଯଶିପୁରରେ ସିଏଏ,ଏନ୍ଆର୍ସିକୁ ବିରୋଧ
ଯଶିପୁର,୧୩ା୩(ଡି.ଏନ୍.ଏ.)- ସିଏଏ, ଏନ୍ଆରସି, ଏନ୍ପିଆରକୁ ବିରୋଧ କରି ଯଶିୁପରଠାରେ ଏକ ଗଣ କନଭେନଶନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ, ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ନେତା କ୍ଷୀରୋଦ କୁମାର କର ମୁଖ୍ୟବକ୍ତା...
Archives


